• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 11th July 2024: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୧ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ରାତ୍ରି ୦୭.୪୯ ଗତେ କନ୍ୟା । ତିଥି- ୫ମୀ ଦିବା ୧୦.୦୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ରାତ୍ରି ୦୭.୪୯ ଗତେ ବୃଷ ରାଶି । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୧.୦୪ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Capricorn

ମକର

Thursday 11 Jul 2024

ଉ,ଷାଢା- ଆକସ୍ମିକ ଭାବରେ ଘରେ ବନ୍ଧୁ ମିଳନ ଜନିତ ଆମୋଦ ପ୍ରମୋଦର ସୁଅ ଛୁଟିପାରେ । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ଯେଉଁ ମାନେ ନୂତନ ବ୍ୟବସାୟ କରିବାପାଇଁ ଯୋଜନା କରିଛନ୍ତି ସେମାନେ ବ୍ୟାଙ୍କରୁ ଋଣ ପାଇ ପାରିବେ ।

ଶ୍ରବଣା- କ୍ୟାରିୟରର ସଫଳତା ପାଇଁ ଆପଣ କୌଣସି ବଡ ପରିବର୍ତନର ସମ୍ମୁଖୀନ ହେବେ । କ୍ରୀଡା କ୍ଷେତ୍ରରେ ସଫଳତା ମିଳିବା ଯୋଗୁ ମନ ପ୍ରଫୁଲ୍ଲିତ ରହିବ । 

ଧନିଷ୍ଠା- ପୁରାଣ ପଠନ ସହିତ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସୀମାବିବାଦ କ୍ରମେ ଜଟିଳ ହେଲେ ହେଁ ସଫଳତା ହାସଲ କରିବେ । ପୂର୍ବସ୍ଥିରୀକୃତ କେତେକ ଯୋଜନା ବଦଳାଇବା କଷ୍ଟକର ହୋଇପାରେ। 

ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :

VASTU TIPS