• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th September 2023: ହଠାତ୍‌ ଧନ ପ୍ରାପ୍ତି ହୋଇପାରେ, ପୁରୁଣା କରଜ ଫେରସ୍ତ ମିଳିପାରେ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଦିବା ୧୦.୨୫ ଗତେ କର୍କଟ, ତିଥି – ୧୧ଶୀ ରାତ୍ରି ୦୯.୨୮ ଗତେ ୧୨ଶୀ, ଘାତ ଚନ୍ଦ୍ର - କନ୍ୟା ରାଶିର ଦିବା ୧୦.୨୫ ପର୍ଯ୍ୟନ୍ତ, ଘାତ ବାର –  ମେଷ, ପୁଷ୍କର ଦୋଷ – ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୬ ଗତେ ୧ ପାଦ-କୃହିହାନି-ଭୂମିଦାନ ରାତ୍ରି ୦୯.୨୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

Aquarius

କୁମ୍ଭ

Sunday 10 Sep 2023

ଧନିଷ୍ଠା - ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବିବାହ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ତିରିକୃତ ହୋଇପାରେ । ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ ।

ଶତଭିଷା - ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ । ରାଜନୀତି କ୍ଷେତ୍ରରେ ବିଜୟ ଲାଭ କରିବେ ।

ପୂ, ଭାଦ୍ରପଦ - ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତି ସମ୍ବନ୍ଧୀୟ ମାମଲାରେ ଲଢି ପାରନ୍ତି । ଶିକ୍ଷାର୍ଥୀ ମାନେ ଅଧ୍ୟୟନ ରତ ରହିବେ । ସାମାଜିକ ଗଣ ମାଧ୍ୟମରେ ସହଯୋଗ ଦେବେ ।

ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :