• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 28 August To 03 Sept 2023 : ଏହି ସପ୍ତାହ କାହା ପାଇଁ କେମିତି ରହିବ ?

ଧନୁ, କୁମ୍ଭ, ମୀନ ଆଦି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂତନ ସୁଯୋଗ । ସୋମବାର ଠାରୁ ଆରମ୍ଭ ହୋଇଥିବା ସପ୍ତାହ ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର । ଏହି ସପ୍ତାହରେ ଗ୍ରହମାନଙ୍କର ପରିବର୍ତ୍ତନ ହେଉଛି ।

Libra

ତୁଳା

Monday 28 Aug 2023

ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ । ବିବାହିତ ବ୍ୟକ୍ତି ମାନଙ୍କୁ ଆଜି ସେମାନଙ୍କର ପିଲାଙ୍କ ପଢ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ଧାର୍ମିକ ଚିନ୍ତାରୁ ଲାଭ ପାଇବେ । ଅଫିସ୍ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ପରିଶ୍ରମ କରି ଉଚିତ୍ ମୂଲ୍ୟ ପାଇବେ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । କୋର୍ଟ ମାମଲାରେ ବିଜୟ ଲାଭ କରିବେ ।

ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :