• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 28 August To 03 Sept 2023 : ଏହି ସପ୍ତାହ କାହା ପାଇଁ କେମିତି ରହିବ ?

ଧନୁ, କୁମ୍ଭ, ମୀନ ଆଦି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂତନ ସୁଯୋଗ । ସୋମବାର ଠାରୁ ଆରମ୍ଭ ହୋଇଥିବା ସପ୍ତାହ ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର । ଏହି ସପ୍ତାହରେ ଗ୍ରହମାନଙ୍କର ପରିବର୍ତ୍ତନ ହେଉଛି ।

Taurus

ବୃଷ

Monday 28 Aug 2023

ଆପଣଙ୍କ ବିଚାର ସକାରାତ୍ମକ ରହିବ । ଯାହାବି କାମ କରିବେ ସଫଳତା ପାଇବେ । ନୂଆ ବେପାରରେ ସାମିଲ ହେବାର ସୁଯୋଗ ପାଇପାରନ୍ତି । ପ୍ରେମ ଜୀବନ ମଧୁର ହେବ । ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ । ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ । ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ପାରିବାରିକ ଜୀବନ ସୁଖକର ହେବ । ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ ।

 ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :