• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 28 August To 03 Sept 2023 : ଏହି ସପ୍ତାହ କାହା ପାଇଁ କେମିତି ରହିବ ?

ଧନୁ, କୁମ୍ଭ, ମୀନ ଆଦି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂତନ ସୁଯୋଗ । ସୋମବାର ଠାରୁ ଆରମ୍ଭ ହୋଇଥିବା ସପ୍ତାହ ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର । ଏହି ସପ୍ତାହରେ ଗ୍ରହମାନଙ୍କର ପରିବର୍ତ୍ତନ ହେଉଛି ।

Virgo

କନ୍ୟା

Monday 28 Aug 2023

ବ୍ୟବସାୟରେ ଲାଭପାଇ ଉନ୍ନତି କରିବେ । କର୍ମ କ୍ଷେତ୍ରରେ ସହଯୋଗ ପାଇ ଆଗେଇ ଯିବେ । ନାରୀମାନେ ଭ୍ରମଣ ପ୍ରିୟ ହେବେ । ଛାତ୍ରଛାତ୍ରିମାନଙ୍କ ପାଠ ପଢାରେ ଲକ୍ଷ ସ୍ଥଳ ପୁରଣ ହେବ । ରାଜନୀତିରେ ଉଚ୍ଚ ଆସନ ଲାଭ କରିବେ । ଜୀବନ ସାଥୀ କୋଣସି ଉପହାର ଦେଇ ଆପଣଙ୍କୁ ଆଶ୍ଚର‌୍ୟ୍ୟ କରି ଦେବେ । ନିଜର ପ୍ରିୟଙ୍କ ପୁରୁଣା କଥାକୁ କ୍ଷମା କରି ଆପଣ ନିଜର ଜୀବନକୁ ସୁଧାରି ପାରିବେ ।

ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :