• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 28 August To 03 Sept 2023 : ଏହି ସପ୍ତାହ କାହା ପାଇଁ କେମିତି ରହିବ ?

ଧନୁ, କୁମ୍ଭ, ମୀନ ଆଦି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୂତନ ସୁଯୋଗ । ସୋମବାର ଠାରୁ ଆରମ୍ଭ ହୋଇଥିବା ସପ୍ତାହ ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର । ଏହି ସପ୍ତାହରେ ଗ୍ରହମାନଙ୍କର ପରିବର୍ତ୍ତନ ହେଉଛି ।

Scorpio

ବିଛା

Monday 28 Aug 2023

ପାରିବାରିକ ସଦସ୍ୟ ମାନଙ୍କ ସହିତ ସମୟ କାଟିବେ । ଅର୍ଥ ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କ ଠାରୁ ନୂଆ ସ୍ରୋତ ମିଳିପାରେ । ବନ୍ଧୁ ପ୍ରତି ସନ୍ଦେହ ସୃଷ୍ଟି ହେବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଧୈର୍ଯ୍ୟର ସହ କାର୍ଯ୍ୟ କଲେ ସଫଳତା ହାସଲ କରିବେ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ । ଧର୍ମକାର‌୍ୟ୍ୟରେ ଖର୍ଚ୍ଚ କରିପାରନ୍ତି । ଅଶଂଗ୍ରହଣ କରୁଥିବା ପ୍ରତ୍ୟେକ ପ୍ରତିଯୋଗିତାରେ ସଫଳ ହେବେ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ । ମହିଳାମାନେ ଗୃହ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ରାଜନୀତିରେ ଶୁଭ ଖବର ମିଳିପାରେ ।

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :