ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ I କାଲି ନବୀନଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଛକାପଞ୍ଝା ରାଜନୀତି ।
Published: Satyendu Shekher Mishra
Last updated: 07 November 2021, 10:36 PM IST
ବିଜେଡିର ହାତବାରିସୀ ସାଜି ଭୋଟ୍ ବ୍ୟାଙ୍କ ଚଳାଇଥିବା SHGଙ୍କୁ ଝଟକା । ସ୍ୱୟଂ ସହାୟିକା ଗୋଷ୍ଠୀରୁ କଟିଯିବ ବିଜେଡିର ଚେର ! ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ସୂଚନା, ଏହି ମାସରୁ SHGର ହେବ ପୁନର୍ଗଠନ ହଟିବେ ପୁରୁଣା SHG ସଭାପତି ଓ ସମ୍ପାଦକ ।