ସକାଳେ କରନ୍ତୁ ଏହି ୧୦ଟି କାମ, ଖରାପ ହେବନି କିଡନୀ
Author: Sonali Kabi | Credit: Canva
୧. ସକାଳୁ ଉଠି ମୁହଁ ଧୋଇ ପ୍ରଥମେ ଗୋଟିଏ ଗ୍ଲାସ୍ ପାଣି ପିଅନ୍ତୁ, ତାହା ବାସୀ ପାଣି ହେଲେ ଭଲ।
Author: Sonali Kabi | Credit: Canva
୨. ସକାଳେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ। କଷ୍ଟକର ବ୍ୟାୟାମ ନହେଲେ ବି ଚାଲିବା କିମ୍ବା ସାଇକେଲ ଚାଳନା କରନ୍ତୁ।
Author: Sonali Kabi | Credit: Canva
୩. ସକାଳ ଖାଦ୍ୟରେ ତେଲ ବର୍ଜନ କରନ୍ତୁ। ଫଳ କିମ୍ବା ସବୁଜ ସାଲାଡ଼ ପରି ଖାଦ୍ୟ ଖାଆନ୍ତୁ।
Author: Sonali Kabi | Credit: Canva
୪. ଆପଣଙ୍କ ସକାଳ ଜଳଖିଆରେ ଅଧିକ ଫଳ, ବିନ୍ସ ଜାତୀୟ ଖାଦ୍ୟ, ଗ୍ରୀନ୍ ସାଲାଡ଼ ଜାତୀୟ ଖାଦ୍ୟ ଖାଆନ୍ତୁ।
Author: Sonali Kabi | Credit: Canva
୫. କ୍ଷୀର ଚାଆ ନଖାଇଲେ ବହୁତ ଭଲ। କେବଳ ଗ୍ରୀନ୍-ଟି କିମ୍ବା କାଢ଼ା ପରି ଚାଆ ଗ୍ରହଣୀୟ।
Author: Sonali Kabi | Credit: Canva
୬. ଯଦି ଆପଣଙ୍କର ବ୍ଲଡ ସୁଗାର ସମସ୍ୟା ଅଛି, ତେବେ ଜଳଖିଆକୁ ସେହି ଅନୁଯାୟୀ ଖାଆନ୍ତୁ।
Author: Sonali Kabi | Credit: Canva
୭. ରକ୍ତଚାପ ନିୟନ୍ତ୍ରଣ କରିବାକୁ ସକାଳେ ଯୋଗ ଓ ପ୍ରାଣାୟାମ କରିବା ଜରୁରି।
Author: Sonali Kabi | Credit: Canva
୮. ଚା, କଫି, ଚକୋଲେଟ ଓ ଏନର୍ଜି ଡ୍ରିଙ୍କରେ ପ୍ରଚୁର କାଫିନ୍ ଥାଏ। ଏହା କେମିତି ସୀମା ଭିତରେ ରହିବ ତାହା ଚେକ୍ କରିବେ।
Author: Sonali Kabi | Credit: Canva
୯. ତୀବ୍ର ନିଃଶ୍ୱାସ ପ୍ରଶ୍ୱାସର ପରିଚାଳନା ପାଇଁ ପ୍ରାଣାୟାମ କିମ୍ବା ସେହି ସଂପର୍କିତ କ୍ରିୟା କିଛି କରନ୍ତୁ।
Author: Sonali Kabi | Credit: Canva
୧୦. ସକାଳ ଖାଦ୍ୟରେ ଲୁଣ ଯଥା ସମ୍ଭବ କମ୍ ଖାଆନ୍ତୁ। ଏହା କିଡନୀ ଉପରେ ପ୍ରଭାବ ପକାଇଥାଏ।