ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି । ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି ।
Published: Pallipuspa Samal
Last updated: 09 February 2022, 01:03 PM IST
ସାମ୍ବାଦିକଙ୍କ ମୃତ୍ୟୁର କେଇଟା ଦିନ ଯାଇନି, ପୁଣି ଆଉ ଏକ ମୁଣ୍ଡ ଗଡ଼ିଲା । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରରେ ଜଣ ଯୁବକ ପ୍ରାଣ ହରାଇଛନ୍ତି ।