କୋଳରେ କଅଁଳା ପିଲା । ଶୀତ କାକରରେ ଛୁଆକୁ ଧରି ପଞ୍ଚାୟତ ଗେଟରେ ମହିଳା । ବାପ ଘରକୁ ଯାଇଥିଲେ ବୋଲି ଘରୁ ତଡ଼ିଦେଲେ ଶ୍ୱଶୁର ଘର ଲୋକ । କୁନି ଛୁଆଟା ମୁହଁକୁ ଚାହିଁଲେନି । ନିଜ ରକ୍ତର ଆକର୍ଷଣ ବି ବୁଝିଲେନି । ନିର୍ଦ୍ଦୟ ହୋଇଗଲା ଆଇ । କୋଳେଇ ନେବା ବଦଳରେ ପର କରିଦେଲା ।
Published: Otv Khabar Bureau
Last updated: 11 December 2021, 03:26 PM IST
ବ୍ରହ୍ମପୁରର ବିବାଦୀୟ ଦମ୍ପତି ଡକ୍ଟର ସୁମିତ୍-ତପସ୍ୱିନୀଙ୍କ ସମ୍ପର୍କରେ ପୁଣି ଆସିଲା ନୂଆମୋଡ଼। ସ୍ୱାମୀ କୁଆଡ଼େ ଫେରାର ହୋଇଯାଇଥିବା ନେଇ ଗତକାଲି ତପସ୍ୱିନୀ ଭିଡିଓ କରି ସୂଚନା ଦେଇଥିବା ବେଳେ ଆଜି ସୁମିତଙ୍କ ଓକିଲ କରିଛନ୍ତି କିଛି ଏମିତି ଖୁଲାସା..