ଶନିବାର ଦିନ ସିଓଲର ଇଟେଓନରେ ହାଲୋଓ୍ୱିନ୍ ପର୍ବ ପାଳନ ବେଳେ ଏହି ଅଘଟଣ ଘଟିଛି। କରୋନା ପାଇଁ ଗତ ୨ ବର୍ଷ ଧରି ଏ ପର୍ବ ପାଳନ ହୋଇନଥିବାବେଳେ ଏଥର ପାଳ ହେଉଥିଲା।
ନୂଆବର୍ଷରେ ମାତା ବୈଷ୍ଣୋ ଦେବୀ ଭବନରେ ଅଘଟଣ ଘଟିଯାଇଛି.. ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି.
ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ଘଟି ୧୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।