ଯୁବକ ଯୁବତୀମାନଙ୍କ ପାଇଁ ଆରମ୍ଭ ହୋଇଥିବା “ସ୍ୱୟଂ” ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ “କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରାଇଜେସ” ଯୋଜନାର କପି ପେଷ୍ଟ । ସମସ୍ତ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ମାତ୍ର ୧୫% ଅର୍ଥ ଦେଇ ରାଜ୍ୟ ସରକାର ଏହାକୁ ନିଜର ନୂଆ ଯୋଜନା ବୋଲି କହୁଥିବା ସେ ଅଭିଯୋଗ ଆଣିଛନ୍ତି ।