ମାଆ ଚାଲିଯିବା ପରେ ୧୦ ତୁଠରେ ଚାଲିଛିଲା ଦଶାହ କର୍ମ। ଏତିକି ବେଳେ ତୁଠକୁ ଖବର ଆସିଲା ଚାଲିଗଲେ ବାପା। ବାସ୍…୧୦ ଦିନ ତଳେ ଯେଉଁ ଘରେ କାନ୍ଦ ବୋବାଳି ପଡିଥିଲା ଆଜି ପୁଣି ଥରେ ପଡିଲା କାନ୍ଦବୋବାଳି…ବନ୍ଧା ହେଲା କୋକେଇ…
Published: Manoranjan Behera
Last updated: 04 September 2022, 01:15 PM IST
ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାଗତ ବିକାଶ ପାଇଁ କେତେ ତତ୍ପର ରାଜ୍ୟ ସରକାର। ଜାଣିବାକୁ ଗୋଟିଏ ଉଦାହରଣ ହିଁ ଯଥେଷ୍ଟ। ସେଇଟି ହେଲା, ଆଜି ଯାଏଁ ରାଜ୍ୟରେ ଜଣେ ହେଲେ ସ୍ପେଶାଲ୍ ଏଜୁକେଟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏପରିକି ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବି ବର୍ଷେ ହେଲା ବସି ପଡ଼ିଛନ୍ତି ରାଜ୍ୟ ସରକାର।