ବିଭିନ୍ନ ସମୟରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି, ହେଲେ ସତ କଣ ତାହା ଜଣାପଡ଼ିନାହିଁ । ସେତେବେଳେ ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଟାଇଟାନିକ୍ କେବେ ବି ବୁଡ଼ିବ ନାହିଁ ବୋଲି ଦାବି ହୋଇଥିଲା । ଇଶ୍ୱର ଚାହିଁଲେ ବି ଏହାକୁ ବୁଡ଼ାଇ ପାରିବେ ନାହିଁ ବୋଲି ଦାବି କରୁଥିଲେ ଇଞ୍ଜିନିୟରମାନେ