ପ୍ରତି ବର୍ଷ ୨ ଜୁନ୍ରେ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ସେକ୍ସ ୱାର୍କର୍ସ ଡେ’ ପାଳନ କରାଯାଏ। ଏହି ଦିବସ କେବେ ଓ କାହିଁକି ପାଳନ ହେଲା, ଯୌନ କର୍ମୀମାନେ ଭେଟୁଥିବା ବିଭିନ୍ନ ଆହ୍ୱାନ ବିଷୟରେ ଜାଣିବା ପାଇଁ ପଢନ୍ତୁ।
ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି