ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ୍ (Saroj Khan) । ୭୨ ବର୍ଷ ବୟସରେ ସରୋଜଙ୍କର ମୁମ୍ବାଇରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ମଧୁମେହ ସହ ଅନ୍ୟ କେତେକ ରୋଗରେ ମଧ୍ୟ ପୀଡ଼ିତ ଥିଲେ । ତେବେ କରୋନା ଟେଷ୍ଟିଂରେ ତାଙ୍କର ସାମ୍ପଲ ନେଗେଟିଭ୍ ଆସିଥିଲା । ୨୦୦୦ରୁ […]