ଭୁବନେଶ୍ୱର : କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲ୍ର ପୂର୍ବତନ ସଭାପତି ସଲିମ୍ ଖାନ୍ଙ୍କ ଅଡିଓ ଟେପ୍ ଖୁଲାସା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। କହିଛନ୍ତି ,ମୋ ବିରୋଧରେ ଗତ ୨-୩ ବର୍ଷ ହେଲା ଦଳ ଭିତରେ ଷଡ଼ଯନ୍ତ୍ର ଚାଲିଥିବା କହି ଆସୁଥିଲି। ଆଉ ଏବେ ସେ ଅଡିଓ ଟେପ୍ରୁ ସ୍ପଷ୍ଟ ହୋଇଛି ଯେ, P ନାମରେ ଜଣେ ବ୍ୟକ୍ତି ଏଭଳି ଷଡ଼ଯନ୍ତ୍ର କରୁଛନ୍ତି। ଏପରିକି ମୋତେ ଓ ମୋ ସହଯୋଗୀଙ୍କୁ ମଧ୍ୟ ହଇରାଣ କରିବାକୁ […]