Advertisment

Health Tips: ଅଣ୍ଟାର ଚର୍ବି କମେଇବ ଲବଙ୍ଗ; ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା

ପ୍ରତ୍ୟେକ ଘରର ରୋଷେଇ ଘରେ ଥିବା ଏକ ମସଲାର ଲାଭ ଖୁବ ଚମତ୍କାର। ଏହା ହେଉଛି ଲବଙ୍ଗ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ଅଣ୍ଟାରେ ଚର୍ବି ଜମିଯାଉଛି ତେବେ ପ୍ରତିଦିନ ଲବଙ୍ଗ ଖାଇବା ଆରମ୍ଭ କରନ୍ତୁ। ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ୱାରା କେଉଁ କେଉଁ ରୋଗ ଭଲ ହୋଇପାରେ।

author-image
Pramod Behera
Cloves benefits for body chew 2 daily to lose weight

Cloves benefits for body chew 2 daily to lose weight

HealthTips
Advertisment
Advertisment