ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେ ଭୟଙ୍କର । ସାରା ଦେଶରେ ବେକାବୁ ହେଉଛି କରୋନା ମହାମାରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଲୋକଙ୍କ ଜୀବନ ବଞ୍ଚାଇକୁ ଲଗାତାର ପ୍ରୟାସ ଚଳାଇଛନ୍ତି । ଏସବୁ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରୁ ଆସିଛି ଦୁଃଖଦ ଖବର । ଗଙ୍ଗାରାମ ହସ୍ପିଟାଳରେ ବିଗତ ୨୪ ଘଣ୍ଟାରେ ୨୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ତେବେ ଏଥି ମଧ୍ୟରେ ଅକ୍ସିଜେନ୍ ଅଭାବରୁ ୬୦ ଜଣ ରୋଗୀଙ୍କ ଉପରେ ଥିବା ବିବପଦ ଟଳିଯାଇଛି […]