• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19

Corona
IIT କାନପୁରର ରିପୋର୍ଟ, ଅକ୍ଟୋବର ବେଳକୁ କରୋନାର ତୃତୀୟ ଲହର ପିକ୍‌ରେ ରହିବ..

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସାରା ଦେଶକୁ ଦୋହଲାଇ ଦେବାପରେ ଏବେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚିନ୍ତା । ସେପ୍ଟେମ୍ବର-ଅକ୍ଟୋବର ବେଳକୁ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ଆଇଆଇଟି କାନପୁରର ଏକ ରିପୋର୍ଟ ।…

rajesh-bhusan
୮୦ ଦେଶରେ ଡେଲ୍‌ଟା, ୧୦ ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ: ରାଜେଶ ଭୂଷଣ

ନୂଆଦିଲ୍ଲୀ: ଡେଲଟା ପ୍ଲସ ଭ୍ୟାରିଆଣ୍ଟ ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା । ୮୦ ଦେଶରେ ଡେଲ୍‌ଟା ଓ ୧୦ ଦେଶରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ଚିହ୍ନଟ । ଭାରତ, ଆମେରିକା, ବ୍ରିଟେନ, ପୋଲାଣ୍ଡ, ସୁଇଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ,…

VK pal
ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍‌: ଡାକ୍ତର ଭି.କେ ପଲ୍‌

ନୂଆଦିଲ୍ଲୀ: ଏତେ ଶୀଘ୍ର ଖୋଲିବ ନାହିଁ ସ୍କୁଲ୍‌ । ସ୍କୁଲ ଖୋଲିବା ନିଷ୍ପତି ନେବା ଏତେ ସହଜ ନୁହେଁ । ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ ବୋଲି କହିଛନ୍ତି ନିତି…

favipiravir
କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ…

Hall
ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ, ହଲରେ ମାଡ଼ିଲାଣି ଗଛଲତା ! ମୁଣ୍ଡରେ ହାତ ଦେଲେଣି ମାଲିକ..

ଭୁବନେଶ୍ୱର: ରଙ୍ଗ ହଜିବାକୁ ବସିଲାଣି ରଙ୍ଗୀନ ଦୁନିଆରୁ । ସୁଟିଂ ବନ୍ଦ ଯୋଗୁ ଚଳଚ୍ଚିତ୍ର ଶିଳ୍ପ ପ୍ରଭାବିତ ହୋଇଥିବା ବେଳେ ତାଲାବନ୍ଦ ଯୋଗୁଁ ଫିଲ୍ମ ହଲ୍ ବି କ୍ଷତିଗ୍ରସ୍ତ ହେଲାଣି । ପୂର୍ବରୁ ବ୍ୟାବସାୟିକ କାରଣରୁ ରାଜ୍ୟରେ ଅନେକ ଫିଲ୍ମ ହଲ…

corona patient
ବିପଦ ଟଳିନି, ୨ ରୁ ୪ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର

ମହାରାଷ୍ଟ୍ର: ଆସୁଛି ତୃତୀୟ ଲହର । କରୋନା ମହାମାରୀର ଦ୍ୱିତୀୟ ଲହରୀର ମୁକିବଲା ଚାଲିଥିବା ବେଳେ ଏବେ ତୃତୀୟ ଲହର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା…

novavax
ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମାସରୁ ଶିଶୁଙ୍କଠାରେ ପରୀକ୍ଷା ହେବ ନୋଭାଭାକ୍ସ ଟିକା । ଶିଶୁଙ୍କଠାରେ ଏହି ଟିକାର ଟ୍ରାଏଲ ଆରମ୍ଭ କରାଯିବ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କ୍ଲିନିକାଲ ଟ୍ରାଏଲ…

narendra modi
କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୮ ତାରିଖ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ…

vlcsnap-error280
କୋଭିଡ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା, ନବଜାତ ସୁସ୍ଥ-ମା’ ଅସୁସ୍ଥ

ଫୁଲବାଣୀ: କୋଭିଡ ହସ୍ପିଟାଲରେ ମହିଳାଙ୍କ କନ୍ୟା ସନ୍ତାନ ପ୍ରସବ । କନ୍ୟା ସନ୍ତାନଟି ସୁସ୍ଥ ଥିବା ବେଳେ ତାର ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସିଛି । ହସ୍ପିଟାଲ SNCUରେ ତାକୁ ରଖାଯାଇଛି । ସେପଟେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି…

vlcsnap-error961
କରୋନା ଉଜାଡ଼ି ଦେଲା ସଂସାର, ଅନାଥ ହୋଇଗଲେ କୁନି କୁନି ପିଲା...

ଭଦ୍ରକ: ସୁନା ସଂସାର, ଆଉ ହସଖେଳ ଭରା ପରିବାକୁ ଚୁରମାର କରିଦେଇଛି ମହାମାରୀ କରୋନା । ଦଇବ ଏଭଳି କ୍ରୁର ହସ ହସିଛି ଯେ ଭଲମନ୍ଦ ବୁଝିବା ଆଗରୁ ଅସରନ୍ତି ଦୁଃଖ ଆଉ ଦୁର୍ଦ୍ଦଶାକୁ ଠେଲି ହୋଇଯାଇଛି । ଅନେକ ଶିଶୁଙ୍କ…

vlcsnap-error799
କରୋନା ପାଇଁ ବନ୍ଦ ହେଲା ଦୀର୍ଘ ୬୫ ବର୍ଷର କବାଡ଼ି ପରମ୍ପରା

କରୋନା ପାଇଁ ଫିକା ପଡିଲା ରଜ ପର୍ବ । ରଜରେ ଖେଳା ଯାଉଥିବା କବାଡ଼ି ଖେଳ ମଧ୍ୟ ମହାମାରୀ ପାଇଁ ବାତିଲ୍ ହୋଇଛି । ଦୀର୍ଘ ୬୫ବର୍ଷ ଧରି ଯାଜପୁର ଖଣ୍ଡିତରରେ ଆୟୋଜନ ହେଉଥିବା କବାଡି ପ୍ରତିଯୋଗିତାକୁ ଚଳିତ ବର୍ଷ ବାତିଲ…

cbk-mohanty.JPG-1111
‘ରାଜ୍ୟରେ କମୁଛି ସଂକ୍ରମଣ ହାର ! ତଥାପି ସଚେତନ ରହିବାକୁ ହେବ, ଘରେ ରହିଲେ ବି ମାସ୍କ ପିନ୍ଧନ୍ତୁ’

ଭୁବନେଶ୍ୱର: ଦେଶ ସମେତ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ କମିବାରେ ଲାଗିଛି । ଓଡ଼ିଶାରେ ସଂକ୍ରମଣ ହାର କମିବା ନେଇ DMET ସିବିକେ ମହାନ୍ତିଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର…

vlcsnap-error360
୭ ବର୍ଷର କ୍ରୀଷ୍ଣା ମୁଣ୍ଡରୁ ଉଠିଗଲା ବାପା-ମାଙ୍କ ହାତ, ଏବେ ଦେଢ଼ ମାସର ଭାଇକୁ ଧରି କାଟୁଛି ଦିନ

ବାଲେଶ୍ୱର: କରୋନା ଅକାଳରେ ଖାଲି ମୁଣ୍ଡ ନେଉନି ତ, ଉଜାଡ଼ି ଦେଉଛି ଗୋଟିଏ ଗୋଟିଏ ପରିବାର । କିଏ ସ୍ୱାମୀକୁ ହରାଉଛି, ତ କିଏ ସ୍ତ୍ରୀକୁ । କେଉଁଠି ଅବୋଧ ଶିଶୁ ବାପା ମାଆ ଛେଉଣ୍ଡ ହୋଇଯାଉଛି, ଆଉ କେଉଁଠି ନିଜ…

china corona
ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର,…

coronavirus
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି । ତେବେ ଅନୁଗୁଳରୁ ୨୨୬ ଜଣ କରୋନା…

narendra modi
ଜି-୭ ବୈଠକରେ ମୋଦିଙ୍କ ଆହ୍ୱାନ ୱାନ୍‌ ଅର୍ଥ-ୱାନ୍‌ ହେଲ୍‌ଥ

ମହାମାରୀ କରୋନା ସାରା ବିଶ୍ୱରେ ସୃଷ୍ଟି କରିଥିବା ଗୁରୁତର ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଜି ୭ ରାଷ୍ଟ୍ରଗୋଷ୍ଠୀ ବୈଠକରେ ମାନସ ମନ୍ଥନ । ରବିବାର ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ କୋରନା ଟିକା ଉପରେ ସାମୟିକ ପ୍ୟାଟେଣ୍ଟ ଛାଡ଼ ଲାଗି ଆହ୍ୱାନ…

corona
ଦେଶରେ ଖସୁଛି କରୋନା ଗ୍ରାଫ୍‌, ଦିନକରେ ୮୦,୮୩୪ ପଜିଟିଭ୍‌

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ…

corona death
ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪୫ ଜଣଙ୍କ ମୁଣ୍ଡ ନେଇଛି କରୋନା ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ…

Drone Vaccine
ଡ୍ରୋନ୍‌ରେ ହେବ ଟିକା ପରିବହନ, ରହିବନି ଟ୍ରାଫିକ୍‌ କିମ୍ବା ରାସ୍ତା ସମସ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏହି ସମୟରେ ଦେଶରେ କରୋନା ଟିକାକରଣ ଅଭିଯାନ ମଧ୍ୟ ବ୍ୟାପକ ସ୍ତରରେ ଚାଲିଛି । ଏହି ଟିକାକରଣ ଅଭିଯାନକୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ଖୁବ୍‌ଶୀଘ୍ର ପହଞ୍ଚାଇବାକୁ…

coronavirus
ଖସୁଛି ସଂକ୍ରମଣ ହାର, ୨୪ ଘଣ୍ଟାରେ ୪,୪୬୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୫୪୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୪୬ ଜଣ ଲୋକାଲ କଣ୍ଟାକ୍ଟସରୁ…

vlcsnap-2021-06-12-16h57m14s427
‘କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା କମୁଥିଲେ ବି ବିପଦ ଏଯାଏଁ ଟଳିନି । ଏବେ ବି ସଂକ୍ରମିତ ହେଉଛନ୍ତି ଲୋକେ । ଆଉ ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ତେଣୁ ବିପଦ ଟଳିନି ଭାବିବା…

sealed
ସଟର ପକାଇ ବେପାର କରିବା ମହଙ୍ଗା ପଡ଼ିଲା, ପୋଲିସ ପହଞ୍ଚି ସିଲ୍‌ କଲା

ଭୁବନେଶ୍ୱର: ବାହାରେ ବନ୍ଦ, ହେଲେ ଭିତରେ ଖୋଲା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି…

Arvind
ଅରବିନ୍ଦଙ୍କ ଦାବି, ଦ୍ୱିତୀୟ ଡୋଜ୍‌ ନେବା ପରେ ଶରୀର ପାଲଟିଗଲା ଚୁମ୍ବକ

ମହାରାଷ୍ଟ୍ର: କରୋନା ଭ୍ୟାକ୍ସିନ ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏଭଳି ଘଟଣା ଘଟିଥିବା ଜଣେ ବୃଦ୍ଧ ଦାବି କରିଛନ୍ତି । ମହାରାଷ୍ଟ୍ରର ଏହି ବୃଦ୍ଧ ଜଣକ ଦାବି କରିଛନ୍ତି ଯେ, କରୋନା…

cbk mohamty
ରାଜ୍ୟରେ କମୁଛି ସଂକ୍ରମଣ ହାର, ସ୍ଥିତି ଦେଖି ହେବ ଅନ୍‌ଲକ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ସେ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି…

Niharika-Das-2
ଶ୍ୱଶୁରଙ୍କୁ ପିଠିରେ ବୋହିଥିବା ବୋହୂ କହିଲେ ଭାଇରାଲ ଫଟୋ ପଛର ସତ କାହାଣୀ...

ଗତ ସପ୍ତାହରେ ଜଣେ ମହିଳା ତାଙ୍କ କୋଭିଡ ଆକ୍ରାନ୍ତ ଶ୍ୱଶୁରଙ୍କୁ ପିଠିରେ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସମସ୍ତେ ଉକ୍ତ ବୋହୂଙ୍କୁ ଭୁରି…