• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid 19

newborn corona
ଏତେ ସହଜରେ ସଂକ୍ରମିତ ହେବେନି ଶିଶୁ, ମାସ୍କ ପିନ୍ଧାଇବା ବି ଜରୁରୀ ନୁହେଁ..

ଭୁବନେଶ୍ୱର: ଗର୍ଭାବସ୍ଥାରେ ମା’ କରୋନା ଆକ୍ରାନ୍ତ ଥିଲେ ଛୁଆ ଆକ୍ରାନ୍ତ ହେବ, ତାହା ଜରୁରୀ ନୁହେଁ । ଛୋଟ ପିଲାଙ୍କୁ ମାସ୍କ ପିନ୍ଧାଇବା ବି ଆବଶ୍ୟକତା ନାହିଁ । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ଛୁଆ ଜନ୍ମ…

Jammu Kashmir Vaccination
ଜୀବନକୁ ବାଜି ଲଗାଇ ବିଲ ପାହାଡ଼ ଡେଇଁ, ଆଶା-ସ୍ୱାସ୍ଥ୍ୟକର୍ମୀ କରୁଛନ୍ତି ଟିକାକରଣ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼, ସବୁଠୁ ବିଶାଳ ଟିକାକରଣ ଅଭିଯାନ ଭାରତରେ ଚାଲିଛି । କରୋନା କବଚ ନେଉଛନ୍ତି ୧୮ ବର୍ଷରୁ ଅଧିକ ବୟସ୍କ । ତେବେ କେବଳ ଆମ ରାଜ୍ୟରେ ନୁହେଁ, ଅଧିକାଂଶ ସ୍ଥାନରେ ଲୋକେ କୋ-ଓ୍ୱିନ୍‌ରେ ପଞ୍ଜୀକରଣ କରି…

Disscount-tika
ଟିକା ନେଲେ ଡିସକାଉଣ୍ଟରେ ମିଳୁଛି ରାସନ, ଡାଇଲଗ୍ ମାରି କୁନି ପିଲା କରୁଛନ୍ତି ସଚେତନ

ଯାଜପୁର/ ହିଞ୍ଜିଳିକାଟୁ: ସତର୍କତା ହିଁ ସୁରକ୍ଷାର ମୂଳମନ୍ତ୍ର, ସଚେତନତା ହିଁ ପରିବର୍ତ୍ତନର ଚାବିକାଠି । ଏହି ବାର୍ତ୍ତାକୁ ଗଣ୍ଠି କରି ମୃତ୍ୟୁର ମହାମାରୀ ବେଳେ ଲୋକଙ୍କ ଭିତରେ ଆକର୍ଷଣୀୟ ଢଙ୍ଗରେ ଜନଜାଗରଣ ସୃଷ୍ଟି କରୁଛନ୍ତି ବହୁ ବ୍ୟକ୍ତି ବିଶେଷ । କେଉଁଠି…

puri
ଶୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦାବି

ପୁରୀ: ଶୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ମାନ୍ୟତା ଦିଆଯାଉ । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଚିଠିରେ ସେ ଉଲ୍ଲେଖ କରିଛନ୍ତି, କୋଭିଡ୍…

Dr Chhitaranjan
ବିଦେଶରେ ଥାଇ ମଧ୍ୟ ନିଜ ମାଟି ପାଇଁ ଦେଖାଇଲେ ମମତା

ବଲାଙ୍ଗିର: କରୋନା କାଳରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର । ବିଦେଶରେ କାମ କରୁଥିବା ଓଡ଼ିଆ ଡାକ୍ତର ନିଜ ଜନ୍ମମାଟି ଲାଗି ୧୫ଟି ଅକ୍ସିଜେନ କନସେନ୍ଟ୍ରେଟର ପଠାଇଛନ୍ତି । ବଲାଙ୍ଗିର ଜିଲ୍ଲାର ଓଡ଼ିଆ ଡାକ୍ତର ଚିତ୍ତରଂଜନ ଯୋଶୀ ବର୍ତ୍ତମାନ ଅଷ୍ଟ୍ରେଲିଆରେ କାର୍ଯ୍ୟ…

corona vaccine
ଟିକା ପାଇଁ ୨ଟି କମ୍ପାନୀ ପକାଇଥିଲେ ଟେଣ୍ଡର, ଚାଲିଛି ଡକୁମେଣ୍ଟ ଭେରିଫିକେସନ

ଭୁବନେଶ୍ୱର: କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରରେ ୨ଟି କମ୍ପାନୀ ଆସିଥିଲେ, ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ ଚାଲିଛି । କିନ୍ତୁ ଯେପର୍ଯ୍ୟନ୍ତ…

pfizer
ଆମେରିକାର ‘ଫାଇଜର’ ଫ୍ଲପ୍ ! ଡଲଟା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବଶୂନ୍ୟ କହିଲେ ଚଳେ

ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ…

serum
ସ୍ପୁଟନିକ୍-ଭି’ ଟିକା ଉତ୍ପାଦନ ପାଇଁ ସେରମକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିଲେ ମଧ୍ୟ ତୃତୀୟ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେ ନୀତି ଆୟୋଗ ସଦସ୍ୟ ମଧ୍ୟ ସୂଚନା ଦେଇଛନ୍ତି । ତେଣୁ ଏହାକୁ ରୋକିବାକୁ ହେଲେ କେବଳ ଟିକାକରଣ…

coronavirus
ଦେଶରେ ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା, ତୃତୀୟ ଲହର ଆସିବା ନେଇ ଆଶଙ୍କା

ନୂଆଦିଲ୍ଲୀ: ପୁଣି ୩ ହଜାର ଟପିଲା ମୃତକଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟାରେ ୩ ହଜାର ୩୮୦ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩…

Unemployment
ଲକଡାଉନ୍ ଛଡ଼ାଇନେଲା ଜୀବିକା; ସାମ୍ନାକୁ ଆସିଲା ବେରୋଜଗାରୀ ତଥ୍ୟ, ଆଗକୁ ଆହୁରି ଖରାପ ହେବ ସ୍ଥିତି..

ଭୁବନେଶ୍ୱର: କରୋନା ବିଶ୍ୱରେ କେବଳ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିନି, ଭାଙ୍ଗିଦେଇଛି ଲୋକଙ୍କ ଆର୍ଥିକ ମେରୁଦଣ୍ଡ । ସଂକ୍ରମଣ ଭୟରେ ଚାଲୁନି କଳ କାରଖାନା, ଠପ୍ ପଡିଯାଇଛି ବେପାର ବଣିଜ । ଫଳରେ ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯାଇଛି ନିମ୍ନ…

Bijaya sahoo
ଭୁବନେଶ୍ୱରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁଙ୍କ ମର ଶରୀର

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ବିଶିଷ୍ଟ ଶିକ୍ଷାବିତ୍ ତଥା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁଙ୍କ ମର ଶରୀର । ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ…

Adar Poonawalla
ସ୍ପୁଟନିକ୍-ଭି ଉତ୍ପାଦନ କରିବାକୁ ଆଗ୍ରହ ଦେଖାଉଛି ‘ସେରମ ଇନଷ୍ଟିଚ୍ୟୁଟ୍’

ନୂଆଦିଲ୍ଲୀ: ଋଷୀୟ କୋରୋନା ଟିକା ସ୍ଫୁଟନିକ ଭି ଉତ୍ପାଦନ କରିବାକୁ ଆଗ୍ରହୀ ସେରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଏହାକୁ ନେଇ ସେରମ୍ ତରଫରୁ ଡିସିଜିଆଇଙ୍କ ଅନୁମତି ଲୋଡ଼ାଯାଇଛି । ସୂଚନା ଅନୁଯାୟୀ, ସେରମ୍ ତରଫରୁ ଭାରତରେ ସ୍ପୁଟନିକ ଭି ଟିକା…

Children
ମେ’ ୨୯ ସୁଦ୍ଧା କରୋନା ଯୋଗୁଁ ୯୩୪୬ ଜଣ ଶିଶୁ ଅନାଥ: NCPCR

ଭୁବନଶ୍ୱର: ମହାମାରୀ କରୋନା ଅନେକ ପରିବାରରେ ଆଣିଦେଇଛି ଦୁଃଖ । କାହାର କୋଳ ପୋଛି ଦେଇଛି ତ କାହାର ବାପା ମା’ଙ୍କୁ ଛଡ଼ାଇ ନେଇଛି । ପ୍ରତ୍ୟେକ ଦିନ ଦେଶରେ ଶହ ଶହ ଲୋକଙ୍କ ମୁଣ୍ଡ ନେଉଛି ଏହି କରୋନା ରାକ୍ଷଷ…

Ajay Parida
‘ରାଜ୍ୟରେ କମୁଛି ସଂକ୍ରମଣ, ପରିସ୍ଥିତି ଖରାପ ହେଲେ ତୃତୀୟ ଲହର ଆସିପାରେ’

ଭୁବନେଶ୍ୱର: ରାଜ୍ୟରେ କମୁଛି ସଂକ୍ରମଣ ସଂଖ୍ୟା । ଦିନକୁ ଦିନ ସୁଧୁରୁଛି ସ୍ଥିତି । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକରେ ଥିଲା । ତା’ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା…

Naveen
ଟିକା ସମସ୍ୟା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ଟିକା ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଂକଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ଟିକା ପାଇଁ ପରସ୍ପର ଭିତରେ ନଲଢ଼ି, ଏକାଠି ଲଢ଼ିବାକୁ ଆହ୍ବାନ ଦେଇଛନ୍ତି…

Dr Niranjan Mishra
‘ରାଜ୍ୟରେ ପିକ୍ ସମୟ ଅତିକ୍ରମ କରିସାରିଛି, ଏବେ ସଂକ୍ରମଣ ଖସୁଛି’

ଭୁବନେଶ୍ୱର: ସୁଧୁରୁଛି କରୋନା ସ୍ଥିତି । ଖସୁଛି ସଂକ୍ରମଣ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ବଡ଼ ସୂଚନା । କହିଲେ ରାଜ୍ୟରେ ସଂକ୍ରମଣ ମାମଲା ଏବେ ଦିନକୁ ଦିନ କମିବାରେ ଲାଗିଛି । ଆଗକୁ…

vlcsnap-error865
ଏକାଥରେ ୧୫ ମରଶରୀରର ସତ୍କାର କଲେ ବିଧାୟକ..

ଚିତ୍ତୁର: ଏକାଥରରେ ୧୫ ମରଶରୀର ସତ୍କାର କଲେ ସ୍ଥାନୀୟ ବିଧାୟକ । ସ୍ୱେଚ୍ଛାସେବୀ ସଂଗଠର ସଦସ୍ୟଙ୍କୁ ନେଇ ବିଭିନ୍ନ ଧର୍ମର ରୀତିନୀତି ଅନୁଯାୟୀ ମୃତଦେହ ଗୁଡିକର ସତ୍କାର କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ରେନିଗୁଣ୍ଟା ଅଂଚଳର ଥିଲା ଏହି ଘଟଣା…

V K Paul
ଦେଶରେ ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା, ଚାଲିଛି ପରୀକ୍ଷଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଛୋଟ ପିଲାଙ୍କୁ ଦିଆଯିବ ଭ୍ୟାକ୍ସିନ । ଏନେଇ ଟ୍ରାଏଲ ଚାଲୁଥିବା ସୂଚନା ଦେଇଛନ୍ତି ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ । ପିଲାଙ୍କୁ ସଂକ୍ରମଣ ହେଉଥିଲେ ବି ଅତି ଗୁରୁତର ଅବସ୍ଥାକୁ ନେଉନି କରୋନା ଭୂତାଣୁ…

antibody cocktail
ଖୁସି ଖବର; ରାଜ୍ୟରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି, ଏହାଦ୍ୱାରା ଟ୍ରମ୍ପ ହୋଇଥିଲେ ସୁସ୍ଥ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ଆଣ୍ଟିବଡି କକଟେଲ୍ ଥେରାପି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୮୨ ବୟସ୍କ କୋଭିଡ୍ ରୋଗୀଙ୍କୁ ପ୍ରଥମ କରି ଏହି ଚିକିତ୍ସା ପ୍ରଦାନ କରାଯାଇଛି । ଗତ ମେ’ ମାସରେ ଏହି ଚିକିତ୍ସାକୁ…

COVID
ଟିକାକରଣରେ ହେବ ସମସ୍ୟା ! ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ମୁହଁ ମୋଡ଼ିଲେ ଟିକା କମ୍ପାନୀ

ଭୁବନେଶ୍ୱର: କୋଭିଡ୍ ଟିକାକରଣରେ ପୁଣି ହୋଇପାରେ ସମସ୍ୟା । ୧୮ରୁ ୪୪ ବର୍ଷ ଭିତରେ ୨ କୋଟି ନାଗରିକଙ୍କୁ ମାଗଣା ଟିକାକରଣରେ ହୋଇପାରେ ବିଳମ୍ବ । କାରଣ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଲାଗିଛି ଶକ୍ତ ଝଟକା । ଟେଣ୍ଡର ପ୍ରକ୍ରିୟାରେ…

Sputnik v
ଦେଶରେ ପହଞ୍ଚିଲା ସ୍ପୁଟନିକ-ଭି’ର ସବୁଠାରୁ ବଡ଼ କନସାଇନମେଣ୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ପଡ଼ିଥିବା ବେଳେ ଏବେ ଟିକା ହିଁ ଶେଷ ଭରସା । ହେଲେ ଦେଶରେ ଏବେ ଟିକା ପାଇଁ ମଧ୍ୟ ହାହାକାର ଦେଖିବାକୁ ମିଳୁଛି । ସମସ୍ତେ ଟିକା ନେବା ପାଇଁ ପ୍ରସ୍ତୁତ ।…

Covid 19
କୋଭିଡ-୧୯ର ଉତ୍ପତ୍ତି ସ୍ପଷ୍ଟ ନହେଲେ କୋଭିଡ-୨୬ ଓ କୋଭିଡ-୩୨ ଭୋଗିବାକୁ ପଡ଼ିବ: ବିଶେଷଜ୍ଞ

ୱାଶିଂଟନ୍: କରୋନା ଭାଇରସର ଉତ୍ପତ୍ତି କେଉଁଠୁ ହୋଇଛି ? ଏହା ଜାଣିବା ପାଇଁ ଚୀନ୍ ଉପରେ କ୍ରମାଗତ ଭାବେ ଚାପ ବଢ଼ିବାରେ ଲାଗିଛି । ଏବେ ଆମେରିକାର କେତେ ଜଣ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ଭବିଷ୍ୟତରେ କରୋନା ମହାମାରୀକୁ ଏଡାଇବାକୁ…

Asha-Karmi
୪ ମାସର ଗର୍ଭବତୀ, ତଥାପି ଏଭଳି ବିପତ୍ତି ବେଳେ ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ..

ରାୟଗଡ଼ା: ମହାମାରୀ କରୋନା ସମୟରେ ସାମ୍ନାକୁ ଆସୁଛନ୍ତି ଅନେକ ଯୋଦ୍ଧା । ସମ୍ମୁଖ ଯୁଦ୍ଧରେ ସାମିଲ ଥିବା ସେହି ଯୋଦ୍ଧାଙ୍କ ଭିତରେ ଅଛନ୍ତି ଆଶା ଓ ଅଙ୍ଗନଓ୍ୱାଡ଼ି କର୍ମୀ । ଏହି ଅସମୟରେ ନିଜ ଜୀବନକୁ ବାଜି ଲଗାଇ ମହାମାରୀ ବିରୋଧରେ…

Pradipta Mohapatra
କରୋନା ବିପକ୍ଷ ଲଢ଼େଇ ପାଇଁ ମ୍ୟାନପାୱାର ବଢ଼ାଇଲେ ରାଜ୍ୟ ସରକାର, ୩୮୦୦ ଜଣ ରିଜର୍ଭ

ଭୁବନେଶ୍ୱର: କରୋନା ସହ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପୁଣି ଥରେ ସୂଚାଇ ଦେଇଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର । କରୋନା ବିପକ୍ଷ ଲଢ଼େଇରେ ପ୍ରଶାସନ ପକ୍ଷରୁ ଆଉ ଦୁଇ ପାଦ ‍ବଢ଼ାଯାଇଛି । ଦିନକୁ…

corona cases
ଖୁସି ଖବର, ରାଜ୍ୟରେ ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୧ ହଜାର ୯୫୪ ଆକ୍ରାନ୍ତ ସୁସ୍ଥ ହଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧ ହଜାର ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୯୪, କଟକରୁ ୮୩୧, ଅନୁଗୁଳରୁ ୭୯୭,…