ଆଦିତ୍ୟ ବିର୍ଲା ଗ୍ରୁପ୍ର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲାଙ୍କ ଝିଅ ଅନନ୍ୟା ବିର୍ଲାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ମିଡିଆ ଚର୍ଚ୍ଚା ଠାରୁ ସବୁବେଳେ ଦୂରରେ ରହୁଥିବା ଏହି ସୁନ୍ଦରୀ କେବଳ ବ୍ୟବସାୟ କ୍ଷେତ୍ରରେ ନାଁ ଅର୍ଜନ କରିନାହାଁନ୍ତି, ବରଂ ସେ ଜଣେ ଭଲ ଗାୟିକା ମଧ୍ୟ। ସେ ବର୍ତ୍ତମାନ ବିୟୁଟି ଆଣ୍ଡ ପର୍ସନାଲ୍ କେୟାର୍ ବ୍ୟବସାୟରେ ପ୍ରବେଶ କରିଛନ୍ତି।