ପଦାକୁ ଆସିଲା ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ । ୨୨ ହଜାର ୮୪୨ କୋଟି ଠକେଇ ଅଭିଯୋଗ, ସୁରତର ଜାହାଜ ନିର୍ମାଣକାରୀ କମ୍ପାନୀ ABG ସିପ୍ୟାର୍ଡ ଲିମିଟେଡ୍ ନାଁରେ ମାମଲା ଦାଏର କଲା ସିବିଆଇ ।