ବିଜେପି ଟାର୍ଗେଟରେ ୬ ରାଜ୍ୟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଓ ତାମିଲନାଡୁ । ଆଉ ସେଥିମଧ୍ୟରୁ ସ୍ୱତନ୍ତ୍ର ଫୋକସରେ ରହିଛି ଓଡ଼ିଶା । ବିଜେପିର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା । ଏନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ୍ ।