• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india
ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପରାସ୍ତ

ବ୍ରିସ୍‌ବେନ୍‌ : ପରାଜୟରୁ ଅଭିଯାନ ଅାରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି- ଟ୍ୱେଣ୍ଟିରେ ମାତ୍ର ୪ ରନ୍‌ରେ ଭାରତ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତକୁ ଟସ୍‌ ହାରି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ୧୭୪ ରନର ଟାର୍ଗେଟ ଦେଇଥିଲା। ତେବେ ବର୍ଷା ଯୋଗୁ ମ୍ୟାଚ୍‌କୁ ୧୭ ଓଭରକୁ ହ୍ରାସ କରାଯାଇଥିଲା। ଜବାବରେ ଭାରତ ପକ୍ଷରୁ ଶିଖର ଧୱନ ଲଢୁଅା ୭୬ ରନ କରିଥିଲେ। ତେବେ ଶେଷ ଓଭରରେ ଟିମ୍‌ ଣ୍ଡିଅାର […]

  • Friday, 16 July 2021
india9
ଟି-୨୦ ମହିଳା ବିଶ୍ୱକପ୍‌ରେ ଅାଜି କଡ଼ା ଟକ୍କର ; ସାମ୍ନାସାମ୍ନି ହେବେ ଭାରତ-ଅଷ୍ଟ୍ରେଲିଅା

ଜର୍ଜ ଟାଉନ୍‌ : ଚତୁର୍ଥ ବିଜୟ ଲକ୍ଷ୍ୟରେ ଅାଜି ପଡିଅାକୁ ଓହ୍ଲାଇବ ଟିମ୍ ଇଣ୍ଡିଅା। ଲଗାତାର ୩ଟି ବିଜୟ ସହ ଟି-୨୦ ମହିଳା ବିଶ୍ୱକପ୍‌ ସେମି ଫାଇନାଲରେ ପ୍ରବେଶ କରିଥିବା ଭାରତ ଅାଜି ଅଷ୍ଟ୍ରେଲିଅାକୁ ଭେଟିବ। ପୂର୍ବରୁ ଏହି ୨ ଦଳ ସେମି ଫାଇନାଲରେ ପ୍ରବେଶ କରିସାରିଛନ୍ତି। ତେବେ ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ଟି-୨୦ ମହିଳା ବିଶ୍ୱକପ୍‌ରେ ଭାରତ ବେଶ୍ ଭଲ ପ୍ରଦର୍ଶନ କରିଛି। ମିଥାଲି ରାଜ୍, ସ୍ମୃତି ମାନ୍ଧାନା, ହରମନପ୍ରିତ୍‌ କୌର […]

  • Friday, 16 July 2021
india
ନଭେମ୍ବର ୨୧ରୁ ଅାରମ୍ଭ ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ

ମୁମ୍ବାଇ : ନଭେମ୍ବର ୨୧ରୁ ଅାରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଅା କ୍ରିକେଟ୍ ସିରିଜ୍‌। ଏଥିପାଇଁ ଅାଜି ରାତିରୁ ଅଷ୍ଟ୍ରେଲିଅା ଗସ୍ତ କରିବ ଭାରତୀୟ କ୍ରିକେଟ୍ ଟିମ୍। ଦୁଇ ଦେଶ ମଧ୍ୟରେ ୩ଟି ଟି-୨୦, ୩ଟି ୱାନ୍‌ଡେ ଓ ୪ଟି ଟେଷ୍ଟ ମ୍ୟାଚ ଖେଳାଯିବ। ତେବେ ଅଷ୍ଟ୍ରେଲିଅା ଗସ୍ତ କରିବା ପୂର୍ବରୁ ଅାଜି ଏକ ପ୍ରେସମିଟ୍ କରି କ୍ୟାପ୍‌ଟେନ ବିରାଟ କୋହଲି କହିଛନ୍ତି, ଭାରତ ପାଖରେ ସିରିଜ ଜିତିବାର ସୁଯୋଗ ରହିଛି । ଏଥିପାଇଁ ଦଳ ଜୋରଦାର ପ୍ରସ୍ତୁତି କରିଛି। […]

  • Friday, 16 July 2021
virat
ଅାଇସିସି ରାଙ୍କିଙ୍ଗ୍‌ ତାଲିକା : ଦିନିକିଅାରେ ଶୀର୍ଷରେ ବିରାଟ ଓ ବୁମରାହ

ଦୁବାଇ : ପୁଣି ଥରେ ବିଶ୍ୱ କ୍ରିକେଟରେ ନିଜ ଦବଦବା ଜାରି ରଖିଲେ ଟିମ୍ ଇଣ୍ଡିଅା ଅଧିନାୟକ ବିରାଟ କୋହଲି।  ଅାଇସିସିର ସଦ୍ୟତମ ତାଲିକାରେ ବିରାଟଙ୍କୁ ଏହି ସଫଳତା ମିଳିଛି। ଦିନିକିଅା ତାଲିକାରେ ବିରାଟ ୮୯୯ ପଏଣ୍ଟ ସହ ତାଲିକାର ଟପ୍‌ରେ ରହିଛନ୍ତି। ଭାଇସ୍‌ କ୍ୟାପଟେନ୍‌ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତଙ୍କ ଜୋଡ଼ିଦାର ଶିଖର ଧଓ୍ୱନ ଟପ୍ ଟେନ୍‌ରେ ନିଜ ସ୍ଥାନ ରଖିବାରେ ସମର୍ଥ ହୋଇଛନ୍ତି। ସେ ତାଲିକାର ଅଷ୍ଟମ ସ୍ଥାନକୁ ଉନ୍ନିତ ହୋଇଛନ୍ତି। […]

  • Friday, 16 July 2021
hockey uinveiling
ବିଶ୍ୱକପ୍‌ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱକପ୍ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରଫିର ଉନ୍ମାଚନ କରିଛନ୍ତି । ଏହି ଅବସରରେ ଏଫଆଇଏଚ୍ ସଭାପତି ଉପସ୍ଥିତ ଥିଲେ। ଏଥିସହ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତି ସହ ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ବିଭିନ୍ନ କର୍ପୋରେଟ୍ ସଂସ୍ଥା ସହ MOU ସ୍ୱାକ୍ଷରିତ ହୋଇଛି। ଅାଥଲେଟିକ୍ସ କ୍ଷେତ୍ରରେ ଓଡ଼ିଶାରେ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି ସହଯୋଗ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। ସୁଟିଂ ପାଇଁ […]

  • Friday, 16 July 2021
cricket
ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟି-୨୦

ଚେନ୍ନାଇ: ଅାଜି ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍। ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସମ୍ମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବ କାରିବିୟାନ୍ ଟିମ୍। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ କବ୍‌ଜା କରିସାରିଛି ଟିମ୍ ଇଣ୍ଡିଅା। ତେଣୁ ସିରିଜ୍‌ରେ ନିଜ ସ୍ଥିତି ବଞ୍ଚାଇ ରଖିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ। ତେବେ ଭାରତୀୟ ଦଳ ନିଜ ସ୍କ୍ୱାଡରେ କିଛିଟା ପରିବର୍ତ୍ତନ କରିଛି। ପେସ୍ ବୋଲର୍ ବୁମରା, ଉମେଶ ଯାଦବ […]

  • Friday, 16 July 2021
crickert
ଟି-୨୦ ସିରିଜ୍‌ ଜିତିଲା ଭାରତ

ଲକ୍ଷ୍ନୌ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୨ୟ ଟି-୨୦କୁ ସହଜରେ ଜିତିନେଲା ଭାରତ । ୭୧ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ୨-୦ରେ ଅଗ୍ରଣୀ ସହ ସିରିଜ୍‌ ହାତେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ତଥା ଐତିହାସିକ ଶତକ ବଳରେ ୨ ୱିକେଟ୍ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବ୍‌ରେ ଇଣ୍ଡିଜ୍‌ […]

  • Friday, 16 July 2021
cricket-up
ଭାରତର ଚିତ୍ତାକର୍ଷକ ବିଜୟ

କୋଲକାତା : ପ୍ରଥମ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ହରାଇଲା ଭାରତ । ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ୱିକେଟ୍‌ରେ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହା ସହ ଚଳିତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଭାରତ […]

  • Friday, 16 July 2021
hockey
ବିଶ୍ୱକପ୍‌ ହକି ପାଇଁ କାଲିଠୁ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଅାସନ୍ତା କାଲିଠୁ ବିକ୍ରି ହେବ ଟିକେଟ୍ । ହକି ପ୍ରେମୀମାନେ କାଲିଠୁ କାଉଁଣ୍ଟର ନିକଟରୁ ଟିକେଟ୍ ସଂଗ୍ରହ କରିପାରିବେ। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଅାରମ୍ଭ ହେବ। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସେହିଭଳି ଭୁବନେଶ୍ୱରର ଅାଉ କିଛି ସ୍ଥାନ ଓ କଟକରେ ଦୁଇଟି ଯାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ ପର୍ଯ୍ୟାୟ […]

  • Friday, 16 July 2021
lilima 3
ହକି ଖେଳାଳି ଲିଲିମା ମିଞ୍ଜ ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର : ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଅାଜି ଭୁବନେଶ୍ୱରରେ ଅାୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ପ୍ରଥମ ଥର ୨୦୧୧ରେ ଜାତୀୟ […]

  • Friday, 16 July 2021
olly 0
ଜଗତସିଂହପୁରରେ ମାସ୍କଟ୍ ଓଲିକୁ ସମ୍ବର୍ଦ୍ଧନା

ଜଗତସିଂହପୁର : ପୁରୁଷ ବିଶ୍ୱକପ୍ ହକି-୨୦୧୮ର ମାସ୍କଟ୍ ଓଲିକୁ ଜଗତସିଂହପୁରରେ ବିପୁଳ ସମ୍ବର୍ଦ୍ଧନା ଦିଅାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ୍ ଦାସ ଗାନ୍ଧୀଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ମାସ୍କଟ ଓଲିକୁ ସ୍ୱାଗତ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ମାସ୍କଟ ଓଲିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଅାକୁ ଅଣାଯାଇଥିଲା। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • Friday, 16 July 2021
ranji
ଓଡ଼ିଶା-ହରିୟାଣା ରଣଜୀ ମୁକାବିଲା ; ଜଲଓ୍ୱା ଦେଖାଇଲେ ଓପନର୍ ଅନୁରାଗ ଷଡ଼ଙ୍ଗୀ

ଭୁବନେଶ୍ୱର : ରଣଜୀ ସିଜିନ୍‌ ଅାରମ୍ଭରୁ ଜଲଓ୍ୱା ଦେଖାଇଲେ ଓଡ଼ିଶାର ଓପନର୍ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ହିଁ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ୍‌ ଖେଳୁଛି ଓଡ଼ିଶା ଟିମ୍। ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରି ଅନୁରାଗ ଷଡ଼ଙ୍ଗୀ ଶତକ ହାସଲ କରିଛନ୍ତି। ସେ ୧୧୪ ରନ୍ କରିଛନ୍ତି । ତେବେ ଅନ୍ୟ […]

  • Friday, 16 July 2021
cricket
ୱେଷ୍ଟଇଣ୍ଡିଜ୍‌କୁ ୯ଓ୍ୱିକେଟରେ ହରାଇଲା ଭାରତ

ଥିରୁଭନନ୍ତପୁରମ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଅା ସିରିଜକୁ ୩-୧ରେ ହାତେଇଲା ଭାରତ । ଅାଜି ଥିରୁଅନନ୍ତପୁରମରେ ଖେଳା ଯାଇଥିବା ଶେଷ ଦିନିକିଅାରେ ଭାରତ ୯ ଓ୍ୱିକେଟରେ ବିଜୟୀ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୧୦୪ ରନ୍‌ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ ଅକ୍ତିଅାର କରିଥିବାବେଳେ, ବୁମରାହ ଏବଂ ଖଲିଲ୍ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ଭାରତ ମାତ୍ର ଗୋଟିଏ ଓ୍ୱିକେଟ ହରାଇ ୧୫ ଓଭର ପୂର୍ବରୁ […]

  • Friday, 16 July 2021
sania
ମା’ ହେଲେ ଟେନିସ ତାରକା ସାନିଅା ମିର୍ଜା

ନୂଆଦିଲ୍ଲୀ : ଟେନିସ୍‌ ତାରକା ସାନିଅା ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋହେବ ମଲ୍ଲିକ ଏକ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ସାନିଅା ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ସୋହେବ ଟ୍ୱିଟରରେ ସୂଚନା ଦେଇଛନ୍ତି। Excited to announce: Its a boy, and my girl is doing great and keeping strong as usual #Alhumdulilah. Thank you for the wishes and Duas, we are humbled ?? […]

  • Friday, 16 July 2021
india-win-up
ମୁମ୍ବାଇ ଦିନିକିଅାରେ ବିରାଟ ବାହିନୀର ବିରାଟ ବିଜୟ

ମୁମ୍ବାଇ : ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଅାରେ ବିରାଟ ବାହିନୀର ବିରାଟ ବିଜୟ । ୨୨୪ ରନ୍‌ରେ ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଟିମ୍ ଇଣ୍ଡିଅା । ଏହି ବିଜୟ ସହ ୫ଟିକିଅା ଦିନିକିଅା ସିରିଜ୍‌ରେ ଭାରତ ୨-୧ରେ ଅାଗୁଅା ରହିଛି । ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ବିପକ୍ଷ କାରିବିଅାନ୍‌କୁ ୩୭୮ ରନ୍‌ର ଟାର୍ଗେଟ୍‌ ଦେଇଥିଲା । ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୩୭୭ […]

  • Friday, 16 July 2021
india-up
ୱେଷ୍ଟଇଣ୍ଡିଜ ଅାଗରେ ୩୭୮ ରନ୍‌ର ଟାର୍ଗେଟ ରଖିଲା ଇଣ୍ଡିଅା

ମୁମ୍ବାଇ  : ଭାରତ-ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିନିକିଅାରେ ଟିମ୍ ଇଣ୍ଡିଅାର ଦମଦାର ବ୍ୟାଟିଂ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ବିପକ୍ଷ କାରିବିଅାନ୍‌କୁ ୩୭୮ ରନ୍‌ର ଟାର୍ଗେଟ ଦେଇଛି । ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୩୭୭ ରନ୍ କରିଛି ଭାରତୀୟ ଟିମ୍ । ମୁମ୍ବାଇ ହୋମ୍ ଗ୍ରାଉଣ୍ଡରେ ଓପନ୍‌ର ରୋହିତ ଶର୍ମା ଧୁଆଁଧାର ୧୬୨ ରନ୍ କରିଛନ୍ତି । ଅମ୍ବାତି ରାଇଡ଼ୁଙ୍କ ଫାଷ୍ଟେସ୍ ଶତକ ଟିମ୍ ଇଣ୍ଡିଅାକୁ ବିଶାଳ ସ୍କୋରରେ ପହଞ୍ଚାଇଛି […]

  • Friday, 16 July 2021
ctc1
ଆଜିଠୁ କଟକରେ ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ

କଟକ: ଆଜିଠୁ କଟକର ଜବାହରଲାଲ୍‌ ନେହେରୁ ଷ୍ଟାଡ଼ିୟମରେ ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଜୁନିଅର, ସିନିଅର, ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ସମେତ ୩୫ଟି ଟିମ୍‌ର ମୋଟ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌ ଓ ଏସିଆନ୍‌ ଗେମ୍‌ସ୍‌ ପଦକ ବିଜେତା ମନିକା ବାତ୍ରା, ଶରଥ କମଲ୍‌, ମଧୁରିକା ପାଟ୍‌କର, ଅଲିମ୍ପିଆନ୍‌ ଅଙ୍କିତା ଦାସଙ୍କ ଭଳି ଜଣାଶୁଣା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ରାଜ୍ୟ ଟେବୁଲ ଟେନିସ୍‌ […]

  • Friday, 16 July 2021
bcci
ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସିଡ୍‌ନିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ଶେଷ ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ପ୍ରଥମ ଥର ଐତିହାସିକ ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି। ଏଥିପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିଜର ଝିଅ ଜନ୍ମ ହେବା ପରେ ଭାରତ ଫେରିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓପନର କେଏଲ୍ ରାହୁଲ। ଏହାସହ ଆହତ ଥିବା କାରଣରୁ ୨ଟି ଟେଷ୍ଟ ଖେଳି […]

  • Friday, 16 July 2021
match-tie-up
ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଦିନିକିଆ ଟାଇ

ବିଶାଖାପାଟଣା: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଅା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଟାଇ ହୋଇଛି। ୱେଷ୍ଟଇଣ୍ଡିଜ୍‌କୁ ଶେଷ ବଲରେ ୫ ରନ୍‌ ଦରକାର ଥିବା ବେଳେ ୪ ରନ୍‌ ହୋଇପାରିଛି। ୱେଷ୍ଟଇଣ୍ଡିଜ୍‌ ୩୨୨ ରନ୍‌ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳି ମ୍ୟାଚ୍‌କୁ ଟାଇ କରିଛି। ସାଇ ହୋପଙ୍କ ଅପରାଜିତ ୧୨୩ ରନ୍‌ ଓ ସିମ୍‌ରନ୍‌ ହେଟମେୟରଙ୍କ ୯୪ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ୭ ଓ୍ଵିକେଟ ହରାଇ ୩୨୨ ରନ୍‌ ସଂଗ୍ରହ କରିଛି। ଶେଷ ଓଭରରେ ୧୪ […]

  • Friday, 16 July 2021
olympics
ସଫଳତା ସତ୍ତ୍ୱେ ଦିବ୍ୟାଙ୍ଗ ଆଥ୍‌ଲେଟଙ୍କୁ ପାତରଅନ୍ତର ଅଭିଯୋଗ

ଭୁବନେଶ୍ୱର : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପାରା ସ୍ପ୍ରିଣ୍ଟର ଜୟନ୍ତୀ ବେହେରା। ଦୃଷ୍ଟିହୀନ ଚେସ୍‌ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ। ଏସିଅାନ୍ ପାରା ଗେମସରେ ପ୍ରମୋଦ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ  ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଅାଥଲେଟ ଜୟନ୍ତୀ ବେହେରା ୨ଶହ ମିଟର ଦୌଡ଼ ଇଭେଣ୍ଟରେ ରୌପ୍ୟ ଓ ୪ଶହ ମିଟର ଦୌଡରେ ବ୍ରୋଞ୍ଜ ପଦକ ଜିଣିଛନ୍ତି। ସେପଟେ ଦୃଷ୍ଟିହୀନ ଚେସ୍‌ ଖେଳାଳି ଦୁଇ ଭାଇ ସୌନ୍ଦର୍ଯ୍ୟ ଓ […]

  • Friday, 16 July 2021
biplab-up
୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା

ଭୁବନେଶ୍ୱର :  ୧୫ ଜଣିଅା ଓଡ଼ିଶା ରଣଜୀ ଦଳ ଘୋଷଣା । ବିପ୍ଳବ ସାମନ୍ତରାୟଙ୍କ ନେତୃତ୍ୱରେ ପ୍ରଥମ ୨ଟି ମ୍ୟାଚ୍ ପାଇଁ ଦଳ ଘୋଷଣା ହୋଇଛି । ରଣଜୀ ଦଳ : ବିପ୍ଳବ ସାମନ୍ତରାୟ(ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ରଞ୍ଜିତ ସିଂହ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ଶାନ୍ତନୁ ମଲ୍ଲିକ,ସୁଜିତ ଲେଙ୍କା, ପପୁ ରାୟ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅଭିଷେକ ରାଉତ ଓ ଶୁଭମ ନାୟକ।

  • Friday, 16 July 2021
argentina
ୟୁଥ୍ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

ଅାର୍ଜେଣ୍ଟିନା : ଅାର୍ଜେଣ୍ଟିନାରେ ଶେଷ ହୋଇଥିବା ୟୁଥ୍ ଅଲିମ୍ପିକ୍ସ ଗେମ୍ସର ପଦକ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁଥ ଅଲିମ୍ପିକ୍ସରେ ଭାଗ ନେଇ ପଦକ ଜିଣିଥିବା ସମସ୍ତ ଖେଳାଳିଙ୍କ ଅନୁଭୁତି ସମ୍ପର୍କରେ ପିଏମ୍ ମୋଦି ପଚାରି ବୁଝିବା ସହ ସେମାନଙ୍କ ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଅାଗକୁ  ଭଲ ପ୍ରଦର୍ଶନ କରିବା ପାଇଁ ପିଏମ୍ ମୋଦି ଉତ୍ସାହିତ କରିଛନ୍ତି। ପଦକ ବିଜେତାଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ […]

  • Friday, 16 July 2021
papu-up
ଇଣ୍ଡିଅା ସି ଟିମ୍‌ରେ ଓଡିଶାର ବାମହାତୀ ବୋଲର

ଭୁବନେଶ୍ୱର : ଓଡିଶାର ବାମ ହାତୀ ବୋଲର ପପୁ ରୟ ଇଣ୍ଡିଅା ସି ଟିମ୍‌ରେ ସ୍ଥାନ ପାଇଛନ୍ତି। ଅଜିଙ୍କ୍ୟା ରାହାଣେଙ୍କ ନେତୃତ୍ୱରେ ଖେଳୁବାକୁ ଥିବା ଏହି ଟିମ୍‌ରେ ସୁରେଶ ରୈନା, ଅଭିନବ ମୁକୁନ୍ଦ, ବିଜୟ ଶଙ୍କର ଓ ଓ୍ବାସିଂଟନ୍ ସୁନ୍ଦର ପରି ଅାନ୍ତର୍ଜାତିକ ଖେଳାଳି ଅଛନ୍ତି। ନିକଟରେ ଶେଷ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିବା ପରେ ପପୁ ଇଣ୍ଡିଅା ସି ଟିମ୍‌ ପାଇଁ ମନୋନୀତ ହୋଇଛନ୍ତି। ପପୁ ୮ଟି ମ୍ୟାଚ ଖେଳି ୧୮.୪୨ […]

  • Friday, 16 July 2021
virat
ପତ୍ନୀଙ୍କୁ ସାଥୀରେ ନେବାକୁ ଅନୁମତି ମାଗିଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଥୀରେ ନେବାକୁ ବିସିସିଅାଇର ଅନୁମତି ମାଗିଛନ୍ତି। ପୁରା ଗସ୍ତ ସମୟରେ ପତ୍ନୀମାନଙ୍କୁ ସାଥୀରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। କିନ୍ତୁ ଏନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଅାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଜଣାଇଛନ୍ତି । ବିଦେଶ ଗସ୍ତ ବେଳେ ଦୁଇ ସପ୍ତାହ ପାଇଁ ପତ୍ନୀଙ୍କୁ ସାଥୀରେ ରଖିବାକୁ ଏବେ ବିସିସିଅାଇ ପକ୍ଷରୁ ଅନୁମତି […]

  • Friday, 16 July 2021
Indian Cricket
ଇଂଲଣ୍ଡ  ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ କରୋନା ଭୟ

ଇଂଲଣ୍ଡ  ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ କରୋନା ଭୟ । ପ୍ରଥମେ ଓ୍ୱିକେଟ କିପର ଋଷଭ ପନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।