• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

india
ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ଜିତିଲା ଭାରତ

ସାଉଥମ୍ପଟନ୍‌ : ବିଶ୍ୱକପ୍ ଅଭିଯାନ ପ୍ରାରମ୍ଭରୁ ଟିମ୍ ଇଣ୍ଡିଆର ଦମ୍‌ଦାର ପ୍ରଦର୍ଶନ।  ସାଉଥମ୍ପଟନ୍‌ରେ ଖେଳାଯାଇଥିବା ପ୍ରଥମ ମ୍ୟାଟ୍‌ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇଲା ବିରାଟ ବାହିନୀ। ରୋହିତ ଶର୍ମାଙ୍କ ଦମଦାର ଶତକ ସାଙ୍ଗକୁ ଧୋନିଙ୍କ ପାର୍ଟନରସିପ୍ ବଳରେ ଭାରତ ୧୫ ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୯ ଓ୍ୱିକେଟ ହରାଇ ୨୨୭ରନ ସଂଗ୍ରହ କରିଥିଲା। ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଆଗରେ […]

  • Saturday, 17 July 2021
play
ଛେତ୍ରୀଙ୍କ ରେକର୍ଡ ଗୋଲ୍ ସତ୍ତ୍ୱେ ହାରିଲା ଭାରତ

ବୁରିରାମ୍ (ଥାଇଲ୍ୟାଣ୍ଡ): ଷ୍ଟାର୍ ଷ୍ଟ୍ରାଇକର୍ ସୁନୀଲ ଛେତ୍ରୀ ନିଜର ରେକର୍ଡ ମ୍ୟାଚରେ ଗୋଲ୍ କରିବା ସତ୍ତ୍ୱେ ଭାରତ ଏଠାରେ ଖେଳାଯାଇଥିବା କିଙ୍ଗସ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଉନ୍ନତ ରାଙ୍କିଙ୍କ ବିଶିଷ୍ଟ କୁରାକାଓ ଠାରୁ ୧-୩ ଗୋଲରେ ହାରିଯାଇଛି। ଏହା କୋଚ୍ ଇଗୋର ଷ୍ଟିମାକଙ୍କ ମାର୍ଗଦର୍ଶନରେ ଭାରତର ପ୍ରଥମ ଟୁର୍ଣ୍ଣାମେଣ୍ଟ। ଛେତ୍ରୀ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ କରିଛନ୍ତି। ଏହି ମାମଲାରେ ସେ ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କୁ ପଛରେ ପକାଇଛନ୍ତି। ଭୂତିଆ […]

  • Saturday, 17 July 2021
team india
ଟିମ୍ ଇଣ୍ଡିଆକୁ ୨୨୮ ରନ୍‌ର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା

ସାଉଥହାମ୍ପଟନ୍: ପୁଣି ସ୍ପିନ୍ ଆଗରେ ଆଣ୍ଠେଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ତୃତୀୟ ମୁକାବିଲାରେ ଆହୁରି ଖରାପ ପ୍ରଦର୍ଶନ କରିଛି। ଭାରତୀୟ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ଯାଦୁଗରୀ ସ୍ପିନ୍ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍ କରିଛି। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତକୁ ମୁକାବିଲା ଜିତିବା ପାଇଁ ୨୨୮ ରନ୍ […]

  • Saturday, 17 July 2021
cricket
ବୁମ୍ରାଙ୍କ ଡବଲ୍ ଝଟ୍‌କା, ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ସାଉଥହମ୍ପଟନ୍ : ଚଳିତ ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତକୁ ପ୍ରାରମ୍ଭିକ ସଫଳତା ମିଳିଛି। ତେବେ ଏହି ସଫଳତା ଦେଇଛନ୍ତି ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମ୍ରା। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ପେସ ବୋଲର ବୁମ୍ରା ଭୁଲ୍ ପ୍ରମାଣିତ କରିଥିଲେ। ମ୍ୟାଚର ପ୍ରଥମ ତିନି ଓଭରରେ ଦକ୍ଷିଣ ଆଫ୍ରିକାର ଦୁଇ ଓପ୍ନର ହାଶିମ୍ ଆମଲା […]

  • Saturday, 17 July 2021
virat
ନେଟ୍‌ସରେ ଅଭ୍ୟାସ ବେଳେ କ୍ୟାପ୍‌ଟେନ୍‌ କୋହଲି ଆହତ

ଲଣ୍ଡନ : ଆଉ ୨ ଦିନ ପରେ ଅର୍ଥାତ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ତେବେ ଏହା ପୂବରୁ ଭାରତକୁ ଲାଗିଛି ବଡ଼ ଝଟ୍‌କା। କ୍ୟାପ୍‌ଟେନ୍‌ ବିରାଟ କୋହଲି ଆହତ ହୋଇଛନ୍ତି। ନେଟ୍ସରେ ଅଭ୍ୟାସ କଲା ବେଳେ ତାଙ୍କ ଡାହାଣ ହାତର ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ତେବେ ମ୍ୟାଚ୍‌କୁ ମଝିରେ ଆହୁରି ୨ ଦିନ ଥିବାରୁ ସେ ସୁସ୍ଥ ହୋଇଯିବେ ବୋଲି […]

  • Saturday, 17 July 2021
stadium
ଜାତୀୟ ଆଥଲେଟିକସ ଏକାଡେମୀ କରାଯିବାର ଯୋଜନା

ଭୁବନେଶ୍ୱର  : ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହେବ ପୂର୍ବାଞ୍ଚଳ ରିଜିଓନାଲ ଆଥଲେଟିକସ ଏକାଡେମୀ। ପ୍ରଥମ ପର୍ଯ୍ୟାୟରେ ୨୦୦, ୪୦୦, ୮୦୦ ମିଟର ଆଦି ଦୌଡ ଇଭେଣ୍ଟରେ ପ୍ରଶିକ୍ଷଣ ଦିଆଯିବ। ୩୦ ଜଣ ପ୍ରତିଭାବାନ୍ ଆଥଲେଟଙ୍କୁ ଚୟନ କରାଯାଇ ଏକାଡେମୀରେ ଦିଆଯିବ ପ୍ରଶିକ୍ଷଣ। ଦ୍ୱିତୀୟ ପର୍ଯ୍ୟାୟରେ ୧୫ଶହ ମିଟର, ହେପଟାଥଲନ ଏବଂ ଜମ୍ପିଂ ଇଭେଣ୍ଟ ଗୁଡିକୁ ସ୍ଥାନ ଦିଆଯାଇ ଜାତୀୟ ଆଥଲେଟିକସ ଏକାଡେମୀ କରାଯିବାର ଯୋଜନା ରହିଛି। ଜୁଲାଇ-ଅଗଷ୍ଟ ମାସରେ ଏହି ଏକାଡେମୀ କାର୍ଯ୍ୟକ୍ଷମ ହେବ। ଏକାଡେମୀ ପାଇଁ […]

  • Saturday, 17 July 2021
sunita-lakra-m
ଓଡ଼ିଆ ଝିଅ ହେଲେ ଭାରତୀୟ ହକି ଦଳର ଅଧିନାୟିକା: ଟିମ୍‌ରେ ୫ ଓଡ଼ିଆ ଖେଳାଳି ସାମିଲ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳର ଅଧିନାୟିକା ହେଲେ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା। ଆସନ୍ତା ୧୩ ତାରିଖରୁ କୋରିଆର ଡୋଙ୍ଗ୍‌ହେ ସିଟିରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍‌ସ ଟ୍ରଫିରେ ସେ ଭାରତର ନେତୃତ୍ୱ ନେବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସୁନୀତା ଲାକ୍ରାଙ୍କ ସମେତ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍‌ଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ ଓ ଅନୁପା […]

  • Saturday, 17 July 2021
duti-chand
ମାଆ ଓ ଭଉଣୀଙ୍କୁ ଦୋଷ ଦେଲେ ଦୂତି

ଭୁବନେଶ୍ୱର : ସମଲିଙ୍ଗୀ ସଂପର୍କ ଖୁଲାସା ପରେ ପରିବାର ଲୋକଙ୍କ ବିରୋଧ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଥଲେଟ୍ ଦୂତି ଚାନ୍ଦ। ପ୍ରେସମିଟ କରି ନିଜ ପକ୍ଷ ରଖିବା ସହ ମାଆ ଓ ଭଉଣୀଙ୍କୁ ଦୋଷ ଦେଇଛନ୍ତି ଦୂତି। ମୋ ନାଁରେ କେବଳ ମାଆ ଓ ବଡ଼ ଭଉଣୀ କାହିଁକି ଅଭିଯୋଗ କଲେ, ବାପା ଓ ୪ ଭଉଣୀ କାହିଁକି କିଛି କହିଲେନି ବୋଲି ପାଲଟା ପ୍ରଶ୍ନ ଦୂତି କରିଛନ୍ତି। ଏହାଛଡ଼ା ବଡ଼ ଭଉଣୀଙ୍କ ବିରୋଧରେ ସେ ସାଂଘାତିକ ଅଭିଯୋଗ ଲଗାଇଛନ୍ତି। […]

  • Saturday, 17 July 2021
umpire
ଆପଣ ଜାଣନ୍ତି ବିଶ୍ୱ କପ୍‌ରେ ସବୁଠାରୁ ଦାମୀ ଅମ୍ପାୟାର କିଏ ?

ନୂଆଦିଲ୍ଲୀ: କ୍ରିକେଟରେ ଅମ୍ପାୟାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗୋଟିଏ ଭୁଲ୍ ନିଷ୍ପତ୍ତି ମ୍ୟାଚର ଗତିପଥ ବଦଳାଇ ଦେଇଥାଏ। ଏଭଳି ସ୍ଥିତିରେ ଅମ୍ପାୟାର ଚୟନ କରିବା ସମୟରେ ଆଇସିସିକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, ତେଣୁ ଏହି ମହାକୁମ୍ଭରେ କିଏ କିଏ ଅମ୍ପାୟାରିଂ କରିବେ ଏବଂ ସେମାନଙ୍କୁ ପ୍ରାପ୍ୟ କେତେ ମିଳୁଛି, ତାହା ଜାଣିବା ନିହାତି ଦରକାର। ଆଇସିସି ଏଲିଟ୍ ପ୍ୟାନେଲରେ ସ୍ଥାନ ପାଇଥିବା […]

  • Saturday, 17 July 2021
duti valina copy
ଦୂତିଙ୍କୁ ସମର୍ଥନ କଲେ ଭାଲିନା ଭାଲେଣ୍ଟିନା

ଭୁବନେଶ୍ୱର : ନିଜ ସମଲିଙ୍ଗୀ ସଂପର୍କକୁ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ୱୀକାର କରିବା ପ୍ରସଙ୍ଗରେ ଦୂତିଙ୍କୁ ଅନ୍ତର୍ଜାତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା ସମର୍ଥନ ଜଣାଇଛନ୍ତି। ଭାଲିନା ଭାଲେଣ୍ଟିନା କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତୀ ଦେଇଛନ୍ତି। ଏହା ଦୂତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ତାଙ୍କ ଜୀବନ ନିଜ ପସନ୍ଦରେ ବଞ୍ଚିବେ। ଏଥିରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ ବୋଲି ଭାଲିନା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହା ତାଙ୍କ ଖେଳ […]

  • Saturday, 17 July 2021
cricketers
କୋହଲିଙ୍କୁ ଖେଳରତ୍ନ, ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି।  ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍‌ ପଡିଥିଲେ। ସେହିପରି ୧୯ବର୍ଷରୁ କମ୍‌ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ […]

gambhir
ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୧୮ରେ  ନିରାଶାଜନକ ପ୍ରଦର୍ଶନ ଯୋଗୁଁ ବୁଧବାର ଗୌତମ ଗମ୍ଭୀର ଦିଲ୍ଲୀ ଡେୟାର ଜେଭିଲ୍ସର ଅଧିନାୟକ ପଦ ଛାଡ଼ିଛନ୍ତି। ଚଳିତ ସଂସ୍କରଣରେ ଦଳ ବାରମ୍ବାର ପରାଜିତ ହେଉଥିବାରୁ ଗମ୍ଭୀର ଏପରି ନିଷ୍ପତ୍ତି ନେଇଛନ୍ତି। ଗମ୍ଭୀରଙ୍କ ସ୍ଥାନରେ ଶ୍ରେୟସ ଆୟର ଅଧିନାୟକ ପଦ ସମ୍ଭାଳିବେ। ଶ୍ରେୟସଙ୍କ ନେତୃତ୍ତ୍ୱରେ ଦଳ ଆସନ୍ତା ଶୁକ୍ରବାର କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ। ଚଳିତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ ଡେୟାର ଡେଭିଲ୍ସ ଭଲ ପ୍ରଦର୍ଶନ କରିନାହିଁ। ଦଳ ୬ଟି ମ୍ୟଚ୍‌ ଖେଳିମ ମାତ୍ର […]

  • Saturday, 17 July 2021
ul
ଭାଙ୍ଗିଲା କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ

ବ୍ରିଷ୍ଟଲ୍: ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଦିନିକିଆରେ ଇଂଲଣ୍ଡକୁ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଇମାମ୍-ଉଲ୍-ହକ୍ ଶତକ ମାରିଥିଲେ ହେଁ, ପାକିସ୍ତାନକୁ ଜିତାଇ ପାରିନଥିଲେ। କିନ୍ତୁ ସେ ଭାରତର ମହାନ୍ ଅଲରାଉଣ୍ଡର କପିଲ୍ ଦେବଙ୍କ ୩୬ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଇମାମ୍ ଇଂଲଣ୍ଡରେ ୧୫୦ରୁ ଉର୍ଦ୍ଧ୍ୱ ରନ୍ କରିବାରେ ବିଶ୍ୱର ସବୁଠାରୁ କନିଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ମାତ୍ର ୨୩ […]

  • Saturday, 17 July 2021
ipl
ବଦଳିଲା ଆଇପିଏଲ୍ ପ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍ ସମୟ

ମୁମ୍ବାଇ : ଚଳିତ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପ୍ଲେଅଫ୍ ଓ ଫାଇନାଲ୍ ସମୟ ଘୋଷଣା କରାଯାଇଛି। ଏହି ଚାରୋଟି ଯାକ ମୁକାବିଲା ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ ମିନିଟରେ ଆରମ୍ଭ ହେବ। ମେ’ ୭ ତାରିଖରେ କ୍ୱାଲିଫାୟର୍-୧ ଚେନ୍ନାଇରେ ଖେଳାଯିବ। ଏହା ପରେ ୮ରେ ଏଲିମିନେଟର୍ ଏବଂ ୧୦ରେ କ୍ୱାଲିଫାୟର୍-୨ ଅନୁଷ୍ଠିତ ହେବ। ଫାଇନାଲ୍ ମ୍ୟାଚ୍ ମେ’ ୧୨ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ହେବ। ସେହିପରି ମହିଳା ଟି-୨୦ ଚ୍ୟାଲେଞ୍ଜ ମୁକାବିଲା ମେ’ ୬ରୁ ୧୧ […]

  • Saturday, 17 July 2021
gold_day_
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୨୬ ସ୍ୱର୍ଣ୍ଣ ସହ ମୋଟ ୬୬ ପଦକ ପାଇ ଅଭିଯାନ ଶେଷ କଲା ଭାରତ

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ୧୨ ଦିନ ଧରି ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଛି। ଆଜି ଉଦ୍‌ଯାପନୀ ଦିବସରେ ଗୋଲ୍ଡକୋଷ୍ଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଆଜିର କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିୟା ସଂସ୍କୃତିର ଝଲକ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। ରଙ୍ଗାରଙ୍ଗ ଆଲୋକ ସଜା ସାଙ୍ଗକୁ ଆକର୍ଷଣୀୟ ଆତସବାଜିରେ ରଙ୍ଗୀନ ହୋଇ ଉଠିଥିଲା ଗୋଲ୍ଚକୋଷ୍ଟର ଆକାଶ। ଉଦ୍‌ଯାପନୀ ଉତ୍ସବରେ ଭାରତ ପାଇଁ ତ୍ରିରଙ୍ଗା ଧରିଥିଲେ ସ୍ୱର୍ଣ୍ଣ ପଦକ ବିଜୟିନୀ ବକ୍ସର ମ୍ୟାରି କମ୍। ୨୦୨୨ରେ […]

  • Saturday, 17 July 2021
bajaranga
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ବଜରଙ୍ଗ ପୁନିଆ

ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସକାଳୁ ସକାଳୁ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ ହାତେଇ ଥିବା ବେଳେ ତୃତୀୟ ସ୍ୱର୍ଣ୍ଣଟି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଦେଇଛନ୍ତି। ଏହା ଭାରତର ୧୭ ତମ ସ୍ୱର୍ଣ୍ଣ ପଦକ। ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗରେ ୱେଲ୍ସର କୁସ୍ତିଯୋଦ୍ଧା କେନ୍‌ ଚିରାଗଙ୍କୁ ୧୦-୦ରେ ହରାଇ ଏହି ଗୌରବ ହାସଲ କରିଛନ୍ତି ବଜରଙ୍ଗ।ପୂର୍ବରୁ କୁସ୍ତିରେ ରାହୁଲ ଅୱାରେ ଓ ସୁଶିଲ୍‌ କୁମାର ଦେଶ ପାଇଁ […]

sushil
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକିଲେ ଭାରତୀୟ ରେସଲର

 ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଚମକିଲେ ଭାରତୀୟ ରେସଲର୍। ଆଜି ଭାରତ ପାଇଁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା। ଷ୍ଟାର୍ ରେସଲର୍ ସୁଶିଲ କୁମାର ୭୪ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୦ ସେକେଣ୍ଡରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି। ଏହା ସୁଶିଲଙ୍କ ତୃତୀୟ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣପଦକ। ସେହିପରି କୁସ୍ତିରେ ଆଜି ସ୍ୱର୍ଣ୍ଣ ଆଣିଛନ୍ତି ଯୁବ କୁସ୍ତିଯୋଦ୍ଧା ରାହୁଲ […]

merry com
ରାଜ୍ୟଗୋଷ୍ଠୀ କ୍ରୀଡା-୨୦୧୮ : ମେରିଙ୍କ ରୌପ୍ୟ ପଦକ ଜିତିବା ପକ୍କା

ଗୋଲ୍ଡକୋଷ୍ଟ : ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ଭାରତର ସୁପର ଓମ୍ୟାନ ମେରି କମ୍‌ଙ୍କ ସୁପର ଶୋ’ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିଛି। ଆଜି ଖେଳାଯାଇଥିବା ୪୫-୪୮ କେଜି ବକ୍ସିଂ ବର୍ଗ ମ୍ୟାଚ୍‌ ଜିତି ସେ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶ୍ରୀଲଙ୍କାର ଅନୁଶା ଦିଲରୁକ୍ଷିଙ୍କୁ ୫-୦ରେ ହରାଇ ଏହି ସଫଳତା ପାଇଛନ୍ତି। ମେରି କମ୍‌ଙ୍କ ରୌପ୍ୟ ପଦକ ଜିତିବା ପକ୍କା ହୋଇ ସାରିଛି। ଆଜି ସେ ସ୍ୱର୍ଣ୍ଣ ପାଇଁ କୋର୍ଟରୁ ଓହ୍ଲାଇବେ। ପୂରା […]

Tokyo Olympic
ଟୋକିଓ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାର ୬ ଦିନ ପୂର୍ବରୁ ଅଲିମ୍ପିକ୍‌ ଭିଲେଜ୍‌ରୁ ପ୍ରଥମ କରୋନା କେସ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ନେଇ ଶନିବାର ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।

Australia Cricket Team
ICC T-20 WC: ଗ୍ରୁପ୍‌ ଭାଗବଣ୍ଟା ଯୋଗୁଁ ଅଡ଼ୁଆରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା, ଆରମ୍ଭରୁ ପଡ଼ିପାରନ୍ତି ବାଦ୍‌

ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଆଇସିସି ଦୁଇଟି ଗ୍ରୁପ୍ ଘୋଷଣା କରିସାରିଛି । ସୁପର ୧୨ରେ ୨ଟି ଗ୍ରୁପ୍ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଭାରତ-ପାକିସ୍ତାନ ଦ୍ୱିତୀୟ ଗ୍ରୁପରେ ରହିଛନ୍ତି ।

cricket
ଅର୍ଜୁନ ସମ୍ମାନ ପାଇଁ ବୁମ୍ରା, ଶାମି ଓ ଜାଡେଜାଙ୍କ ନାଁ ସୁପାରିସ୍‌

ନୂଆଦିଲ୍ଲୀ : ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଆଜି ବିସିସିଆଇ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ନାଁ ଭାରତ ସରକାରଙ୍କୁ ସୁପାରିସ୍‌ କରିଛି। ଏହି ୩ ଖେଳାଳିଙ୍କ ବ୍ୟତୀତ ମହିଳା ଟିମ୍‌ର ସଦସ୍ୟ ପୁନମ ଯାଦବଙ୍କ ନାଁ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ବିସିସିଆଇ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟମାନେ ବୈଠକ କରି ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୫ ବର୍ଷୀୟ […]

  • Friday, 16 July 2021
play
ଆଇପିଏଲର ୩୬ତମ ମ୍ୟାଚ୍ : ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ

ଜୟପୁର: ଚଳିତ ଆଇପିଏଲର ୩୬ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ରାଜସ୍ଥାନର ନୂଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। ସ୍ମିଥଙ୍କ ସମେତ ବେନ୍ ଷ୍ଟୋକ୍ସ ଓ ରିୟାନ ପରାଗ ଦଳକୁ ଫେରିଛନ୍ତି। ତେବେ ଇଂଲିଶ୍ ବ୍ୟାଟ୍ସମ୍ୟାନ୍ ଜୋସ ବଟଲର, ଈଶ୍ ସୋଢୀ […]

  • Friday, 16 July 2021
lara
ଆଗାମୀ ବିଶ୍ୱକପକୁ ନେଇ ଲାରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ମହାନ୍ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ଆଗାମୀ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଲାରାଙ୍କ ମତରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ ଆୟୋଜକ ଇଂଲଣ୍ଡ ଟିମ୍ ନିଶ୍ଚିତ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବେ। ଅନ୍ୟପକ୍ଷରେ ସେ ନିଜ ଟିମ୍ ଅର୍ଥାତ୍ ୱେଷ୍ଟଇଣ୍ଡିଜକୁ ହାଲକା ନଭାବିବାକୁ କହିଛନ୍ତି। ସେ କହିଛନ୍ତି, ଗତ ଦୁଇଟି ଯାକ ବିଶ୍ୱକପ (ଟି-୨୦)ରେ ୱେଷ୍ଟଇଣ୍ଡିଜ୍ ସମସ୍ତଙ୍କୁ ଚକିତ କରିଥିଲା। ତେଣୁ ଏହି ଟିମ ବିରୋଧରେ ସତର୍କ ରହିବାକୁ ଲାରା ପରାମର୍ଶ […]

  • Friday, 16 July 2021
ipl
ଆଜି ହାଇଦ୍ରାବାଦ୍- ଚେନ୍ନାଇ ମୁକାବିଲା

ହାଇଦ୍ରାବାଦ୍‌ :  ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସ୍। ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ ରହିଥିବାବେଳେ ହାଇଦ୍ରାବାଦ ୩ଟି ବିଜୟ ଓ ୪ଟି ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଶୀର୍ଷ ୪ଟି ସ୍ଥାନରେ ସ୍ଥାନ ରଖିବାକୁ ହେଲେ ସନରାଇଜର୍ସ ହାଇଦ୍ରାବାଦକୁ ଏହି ମ୍ୟାଚ୍ ନିଶ୍ଚିତ ଜିତିବାକୁ ପଡିବ। ସେପଟେ ଚେନ୍ନାଇର ଖେଳାଳି ଭଲ ଫର୍ମରେ ରହିଥିବା ବେଳେ ଏହି ମ୍ୟାଚରେ କଡ଼ା ଟକ୍କର […]

  • Friday, 16 July 2021
hina
ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ : ସ୍ୱର୍ଣ୍ଣ ଜିତିଲେ ହୀନା ସିଦ୍ଧୁ

ଗୋଲ୍ଡ କୋଷ୍ଟ  : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟର୍ ହୀନା ସିଦ୍ଧୁଙ୍କୁ  ସ୍ୱର୍ଣ୍ଣପଦକ। ଆଜି ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ସେ ଗୋଲ୍ଡ ଜିତିଛନ୍ତି। ଭାରତ ପାଇଁ ଏହା ୧୧ ତମ ସ୍ୱର୍ଣ୍ଣପଦକ। ସେହିପରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ହୀନାଙ୍କ ଏହା ଦ୍ୱିତୀୟ ପଦକ। ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲରେ ସେ ରୌପ୍ୟ ପଦକ ଜିତିଥିଲେ। ୨୫ମିଟର ପିସ୍ତଲ ଇଭେଣ୍ଟରେ ହୀନା ୩୮ ପଏଣ୍ଟ ପାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି […]