• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

khabr-odisha-ganguly
ମେଡିକାଲ୍‌ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି

– ହସ୍ପିଟାଲରୁ ଡିସଚାର୍ଜ ହେଲେ ସୌରଭ ଗାଙ୍ଗୁଲି – ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଉଡ‌ଲାଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ – ଡିସଚାର୍ଜ ହେବା ପରେ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଇଲେ ଗାଙ୍ଗୁଲି କୋଲକାତା : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଜାନୁଆରୀ ୨ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ କୋଲକତା ସ୍ଥିତ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ପାଞ୍ଚ ଦିନ ଧରି ହସ୍ପିଟାଲ‌ରେ ଚିକିତ୍ସିତ […]

  • Tuesday, 13 July 2021
sachin
କରୋନା ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏ ସମ୍ପର୍କରେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ସଚିନ। ଏଥିସହିତ ଲୋକଙ୍କୁ ସତର୍କ ରହିବା ପାଇଁ ତଥା ଯଥା ସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରିବାକୁ କହିଛନ୍ତି। ଏଠି କହିରଖିବୁ, ସଚିନ ତେନ୍ଦୁଲକର ମାର୍ଚ୍ଚ ୨୨ ତାରିଖ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ କ୍ୱାରେଣ୍ଟିନରେ ଥିବା କହିଥିଲେ। ସେ […]

cricket
ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍‌ ପାଇଁ ଖେଳାଳି ଚୟନ: ଟିମ୍‌ରେ ନାହାନ୍ତି ବୁମ୍‌ରାହ 

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।  ବିରାଟ୍ କୋହଲିଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଦଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା ସୂର୍ଯ୍ୟକୁମାର । ଚଳିତ ଟି-ଟ୍ୱେଣ୍ଟି ସିରିଜ୍‌ରେ ଡେବ୍ୟୁ କରିଥିବା ବେଳେ କୃଣାଲ ପୂର୍ବରୁ ଭାରତ ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି। ତେବେ କର୍ଣ୍ଣାଟକର ୨୫ ବର୍ଷୀୟ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା […]

  • Tuesday, 13 July 2021
bumrah-sanjna
ସାତ ଜନ୍ମର ସାଥୀ ବାଛି ନେଲେ ଜଶପ୍ରୀତ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ଭିଡିଓ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାହ । ଗତକାଲି ସ୍ପର୍ଟସ ଆଙ୍କର ସଂଜନା ଗଣେଶନ ଏବଂ ଯଶପ୍ରୀତଙ୍କ ବିବାହ ଗୋଆରେ ସମ୍ପନ୍ନ ହୋଇ ଯାଇଛି। ଶିଖ ପରମ୍ପରା ଅନୁସାରେ ଦୁହିଁଙ୍କର ବିବାହ ଗୁରୁଦ୍ୱାରରେ ହୋଇଯାଇଛି। ଉଭୟେ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ସମୟର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ବିବାହ ଫଟୋ ସହ ବୁମ୍‌ରାହ ଏବଂ ସଂଜନା […]

  • Tuesday, 13 July 2021
ishan
କ୍ରିକେଟର ଇଶାନଙ୍କ ଡେବ୍ୟୁ ପୂର୍ବରୁ ନିଜ ତ୍ୱଚାରେ ରକ୍ତ ଲଗାଇଲେ ଗର୍ଲଫ୍ରେଣ୍ଡ

ନବାଦା: ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳି ଇଶାନ କିଶାନଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଖେଳି କମାଲ ଦେଖାଇଛନ୍ତି ଇଶାନ। ଟି-୨୦ରେ ଇଂଲଣ୍ଡ ବିରୋଧ ଶାନଦାର ବୋଲିଂ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏଥି ସହିତ ପ୍ରଥମ ମ୍ୟାଚରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚରେ ୫୬ ରନ୍‌ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି। ଏହି କାରଣରୁ ପୁରା ଦେଶରେ ଖୁସିର ମାହୋଲ। […]

  • Tuesday, 13 July 2021
kohali
ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତି ୩ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ପ୍ରଥମ ଟି-୨୦ର ବଦ୍‌ଲା ଦ୍ୱିତୀୟ ମ୍ୟାଚ୍‌ରେ ନେଲା ଭାରତ । ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦କୁ ସାନ୍‌ଦାର ଷ୍ଟାଇଲରେ ଜିତି ନେଇଛି ଭାରତ । ଇଂଲଣ୍ଡ ବିରୋଧରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ଦଳ । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୬୫ ରନ୍‌ର ଟାର୍ଗେଟ୍ ରଖିଥିଲା ଇଂଲଣ୍ଡ । ତେବେ ଏହି ଟାର୍ଗେଟକୁ ମାତ୍ର ୩ ଓ୍ୱିକେଟରେ ହରାଇ ହାସଲ କରି ନେଇଥିଲା […]

  • Tuesday, 13 July 2021
Mithali Raj
ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି ରେକର୍ଡ ରଚିଲେ ମିତାଲି ରାଜ

ଲକ୍ଷ୍ନୌ:ଭେଟେରାନ ବ୍ୟାଟ୍ସମ୍ୟାନ ମିତାଲି ରାଜ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି।  ଏପରି ରେକର୍ଡ କରିବାରେ ସେ ଭାରତରେ ପ୍ରଥମ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ  ମହିଳା କ୍ରିକେଟର।  ଶୁକ୍ରବାର ସେ ୧୦ ହଜାର ରନ୍ ପୂରଣ କରିଛନ୍ତି। ଭାରତୀୟ ଏକଦିବସୀୟ ଅନ୍ତଜାତୀୟ ଟିମ୍‌ର ନେତୃତ୍ୱ ନେଉଥିବା ୩୮ ବର୍ଷୀୟ ମିତାଲିଙ୍କ ପୂର୍ବରୁ  ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ […]

  • Tuesday, 13 July 2021
narendra modi stadium
ନରେନ୍ଦ୍ର ମୋଦି ଷ୍ଟାଡିୟମ ଭାବେ ପରିଚିତ ହେବ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ

ମୋଟେରା: ବଦଳିଲା ବିଶ୍ୱର ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମର ନାଁ ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ନାଁରେ ପରିଚିତ ଥିବା  ଗୁଜରାଟ ଅହମ୍ମଦାବାଦର ଏହି ସର୍ବବୃହତ୍ତ କ୍ରିକେଟ ଷ୍ଟାଡିୟମ ଏବେ ନରେନ୍ଦ୍ର ମୋଦିଙ୍କ ନାମରେ ପରିଚିତ ହେବ। ଆଜି ଭାରତ-ଇଂଲଣ୍ଡ ପିଙ୍କ ବଲ୍‌ ଟେଷ୍ଟ ପୂର୍ବରୁ ଏପରି ନାମ ପରିବର୍ତ୍ତନ କରାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ  ନୁହେଁ ଏବେ ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମର ପରିଚୟ ପାଇବ। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ରାମନାଥ […]

  • Tuesday, 13 July 2021
badla-nela-bharat
ଚେନ୍ନାଇରେ ଜବରଦସ୍ତ ବଦ୍‌ଲା ନେଲା ଭାରତ

ଚେନ୍ନାଇ: ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି। ଆଜି ଚତୁର୍ଥ ଦିନରେ ଭାରତ, ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରି ବଦଲା ନେଇଛି । ୪୮୨ ରନ୍ ପିଛା କରୁଥିବା ଇଂଲଣ୍ଡ ଟିମ୍ ଆଜି ଦ୍ୱିତୀୟ ଇନିଂସରେ ୧୬୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି । ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳ ଠାରୁ ୨୨୭ ରନ୍‌ରେ ହାରିଥିଲା। ୨ୟ ଟେଷ୍ଟରେ ୪୮୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା […]

  • Tuesday, 13 July 2021
sourav-ganguly
ପୁଣି ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସେ ସାମାନ୍ୟ ଅସୁସ୍ଥ ଥିଲେ। ହେଲେ ଆଜି ମଧ୍ୟାହ୍ନରେ ଯନ୍ତ୍ରଣା ବଢିଥିଲା। ଏହା ପୂର୍ବରୁ ମଧ୍ୟ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କର ଏଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିଥିଲା। ସେତେବେଳେ ତାଙ୍କୁ ହାଲ୍‌କା ହାର୍ଟ ଆର୍ଟାକ୍‌ ହୋଇଥିଲା। ଜାନୁଆରୀ ୨ […]

  • Tuesday, 13 July 2021
12
ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମ୍‌ ଇଣ୍ଡିଆ ଉପରେ ବର୍ଷିଲା ଟଙ୍କା

ନୂଆଦିଲ୍ଲୀ: ବ୍ରିସ୍‌ବେନ୍‌ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍‌ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍‌ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି […]

cricket-1111
Ind vs Aus: ୪ର୍ଥ ଟେଷ୍ଟ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଟିମ୍‌ ଇଣ୍ଡିଆ

ସିଡ୍‌ନୀ: ଆଉ ଦିନକ ପରେ ଅର୍ଥାତ୍‌ ୧୫ ତାରିଖ ଅଷ୍ଟ୍ରେଲିଆ ସହ ‘ଟିମ୍ ଇଣ୍ଡିଆ’ ଗାବ୍ବାଠାରେ ଖେଳିବ ଚତୁର୍ଥ ତଥା ଶେଷ ଟେଷ୍ଟ। ଏଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଖେଳାଳୀ । ଏ ନେଇ ଭାରତ ତା’ର ରଣନୀତି ପ୍ରସ୍ତୁତ କରିଛି। ଆଗାମୀ ମ୍ୟାଚ୍‌ରେ କଙ୍ଗାରୁ ଦଳକୁ କେମିତି ମାତ୍‌ ଦେବେ ସେ ନେଇ  ଭାରତୀୟ ଦଳର ବୋଲିଂ କୋଚ୍ ଭାରତ ଅରୁଣ, ‘ଟିମ୍ ଇଣ୍ଡିଆ’ର ପେସ୍ ବୋଲର ଜସପ୍ରୀତ୍ ବୁମ୍ରାଃ ଓ […]

  • Tuesday, 13 July 2021
babita-phogat
ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ

ନୂଆଦିଲ୍ଲୀ: ମା’ ହେଲେ ଦଙ୍ଗଲ ଗାର୍ଲ ବବିତା ଫୋଗାଟ। ରେସଲର୍ ବବିତା ଫୋଗାଟ ଗତକାଲି ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି। ଏନେଇ ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ବବିତା। ଫଟୋରେ ସ୍ୱାମୀ ବିବେକ ସୁହାଗଙ୍କ ସହିତ କୁନି ପୁଅ ଓ ନିଜେ ବବିତା ଅଛନ୍ତି। ସୂଚନା ଥାଉକି, ମହିଳା ରେସଲର ବବିତା ଫୋଗାଟ କମନୱେଲ୍‌ଥ ଗେମ୍ସ, ଏସିଆନ୍ ଗେମ୍ସ ସହିତ ଅନ୍ୟ ପ୍ରତିଯୋଗିତାରେ ପଦକ ଜିତି ଦେଶ ପାଇଁ ଗୌରବ […]

  • Tuesday, 13 July 2021
anuska
ଅନୁଷ୍କାଙ୍କ କୋଳରେ କନ୍ୟାସନ୍ତାନ, ଖୁସିରେ ବିଭୋର ବିରାଟ

ମୁମ୍ବାଇ: ବଲିଉଡ ଆକ୍ଟର ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ଆଜି ଏକ କନ୍ୟା ସନ୍ତାନର ବାପା-ମା’ ହେବର ସୌଭାଗ୍ୟ ଅର୍ଜନ କରିଛନ୍ତି ଭିରୁଷ୍କା। ଏ ଖୁସି ଖବର ବିରାଟ ସୋସି଼ଆଲ ମିଡିଆରେ ସେୟାର କରିଛନ୍ତି। ବିରାଟ ଲେଖିଛନ୍ତି, ଆମେ ଖୁସିର ସହ ଜଣାଉଛୁ ଯେ, ‘ଭଗବାନଙ୍କ ଆଶୀର୍ବାଦରୁ ଆଜି ଅପରାହ୍ନରେ ଆମେ ଏକ କନ୍ୟା ସନ୍ତାନ ବାପା-ମା’ ହୋଇଛୁ। ଆପଣଙ୍କ ଭଲ ପାଇବା, ପ୍ରାର୍ଥନା, ଶୁଭେଚ୍ଛା ପାଇଁ ଅନେକ […]

  • Tuesday, 13 July 2021
cricket
କଙ୍ଗାରୁ ଟିମ୍‌କୁ ବ୍ୟାଟ୍‌ରେ ଜବରଦସ୍ତ ଜବାବ ଦେଲା ଟିମ୍‌ ଇଣ୍ଡିଆ

ସିଡ୍‌ନୀ:ସିଡ୍‌ନୀରେ ଭାରତୀୟ କ୍ରିକେଟ ଟିମ୍‌ର ଦଳର ଲଢ଼ୁଆ ପ୍ରଦର୍ଶନ ଯୋଗୁ ଡ୍ର ହୋଇଛି  ସିଡ୍‌ନୀ ଟେଷ୍ଟ ମ୍ୟାଚ।  ଷଷ୍ଠ ୱିକେଟରେ ହନୁମା ଓ ଅଶ୍ୱିନଙ୍କ ଲଢ଼ୁଆ ପ୍ରଦର୍ଶନ ଯୋଗୁ ଟିମ୍‌କୁ ଏହି ସଫଳତା ମିଳି ପାରିଛି। ମ୍ୟାଚର ପଞ୍ଚମ ତଥା ଶେଷ ଦିନରେ ଟିମ୍‌ର ଏକାଧିକ ଖେଳାଳି ଆହତ ହୋଇଥିଲେ। ଏପରିକି  ମ୍ୟାଚବେଳେ ୨ ଭାରତୀୟ ଖେଳାଳିଙ୍କୁ ଜାତିଗତ ଆକ୍ଷେପକୁ ସାମ୍ନା କରିବା ପରେ କଙ୍ଗାରୁ ଟିମ୍‌କୁ ବ୍ୟାଟ୍‌ରେ ଦେଇଛି ଜବରଦସ୍ତ ଜବାବ । ଭାରତ ସାମ୍ନାରେ […]

  • Tuesday, 13 July 2021
cricket
ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା କ୍ରିକେଟରଙ୍କ ମୃତଦେହ

ଅଗରତାଲା: ନିକଟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ଘଟଣା ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାର ଝଟ୍‌କା ଦେଇଥିବାବେଳେ ଏବେ କ୍ରିକେଟ ଜଗତକୁ ଏକ ଝଟ୍‌କା ଲାଗିଛି। ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଟିମ୍‌ର ଜଣେ କ୍ରିକେଟରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଏହି ମହିଳା କ୍ରିକେଟର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗବାଳ ରାତିରେ ୧୬ ବର୍ଷୀୟ ମହିଳା କ୍ରିକେଟର ଆୟନ୍ତି ରିଅଙ୍ଗଙ୍କ ମୃତଦେହ […]

CRICKET-(Khabar)
ମେଲବର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ: ଟସ୍‌ ଜିତିବା ସତ୍ତ୍ୱେ ଅଷ୍ଟ୍ରେଲିଆର ପ୍ରାଥମିକ ବିପର୍ଯ୍ୟୟ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ଅଷ୍ଟେଲିଆ କ୍ୟାପ୍‌ଟେନ ଟିମ୍‌ ପେନ୍‌ ଟସ୍‌  ଜିତିଥିଲେ ଓ ଭାରତ ବିରୋଧରେ ପ୍ରଥମ ବାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆରମ୍ଭରୁ ଅଷ୍ଟ୍ରେଲିଆର ବାଟିଂ ବିପର୍ଯ୍ୟୟ ଘଟିଛି। ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୩୮ ରନ୍‌ କରିପାରିଛି। ୩୮ ରନରେ ହିଁ ଅଷ୍ଟ୍ରେଲିଆକୁ ତୃତୀୟ ଝଟକା ଲାଗିଥିଲା। ହେଲେ ପରେ ଲାବୁଶାନ ଏବଂ ଟ୍ରବିସ୍  ହେଡେନ ଅର୍ଦ୍ଧଶତକ ପାଳି ଖାଳି କଙ୍ଗାରୁ ଟିମ୍‌ ପଲାକୁ […]

  • Tuesday, 13 July 2021
sports
ଆନ୍ତଃ ଜିଲ୍ଲା ଟି-20; କଟକ ଚାମ୍ପିୟନ

କଟକ: ଟୁଇନ ସିଟି ରେ ଶେଷ ହୋଇଥିବା OCA ଆନ୍ତଃ ଜିଲ୍ଲା ଟି-20 କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କଟକ ଚାମ୍ପିୟନ ହୋଇଛି। କଟକ ବାରବାଟୀ ଷ୍ଟାଡିୟମ ରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପୂର୍ବତଟ ରେଳ ପଥ କୁ ୭ ରନରେ ପରାସ୍ତ କରି ଟାଇଟଲ ହାସଲ କରିଛି। କଟକ ନିର୍ଦ୍ଧାରିତ ୨୦ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୩୦ ରନ ସ୍କୋର କରିଥିଲା। ଜବାବରେ ପୂର୍ବତଟ ରେଳପଥ ୭ ଉଇକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ […]

  • Tuesday, 13 July 2021
Former Cricketer Yashpal Sharma
‌ଆଖି ବୁଜିଲେ ୱାର୍ଲଡ କପ୍‌ ବିଜେତା କ୍ରିକେଟର ଯଶପାଲ ଶର୍ମା

ଆଉ ନାହାନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମା। ମଙ୍ଗଳବାର ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । କ୍ରିକେଟର ଯଶପାଲଙ୍କ ମୃତ୍ୟୁ ଖବର ତାଙ୍କର ପରିବାର ସୂତ୍ରରୁ ଦିଆଯାଇଛି।

32323
ଆଇପିଏଲ୍‌ ମ୍ୟାଚ ଆୟୋଜନ ନେଇ ଏମିତି ସୂଚନା ଦେଲେ ସୌରଭ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ଆୟୋଜନ ହୋଇପାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଇପିଏଲ୍ ଆୟୋଜନ ନେଇ ଏବେ ସମସ୍ତ ପ୍ରକାର ଉଦ୍ୟମ ଚାଲିଥିବା କହିଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । କିନ୍ତୁ ଷ୍ଟାଡିୟମରେ ବସି ଦର୍ଶକ ମ୍ୟାଚର ମଜା ଉଠାଇ ପାରିବେନି। ଅର୍ଥାତ ବିନା ଦର୍ଶକରେ IPL ଆୟୋଜନ ନେଇ ଚିନ୍ତା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, ଫ୍ରାଞ୍ଚାଇଜି, ପ୍ରାୟୋଜକ, ପ୍ରସାରଣକାରୀ ସଂସ୍ଥା […]

  • Tuesday, 13 July 2021
sports
କୋଭିଡ୍-୧୯ ପାଇଁ କ୍ରିକେଟରେ ବଦଳିଲା ଏସବୁ ନିୟମ

ନୂଆଦିଲ୍ଲୀ:କୋଭିଡ୍-୧୯ ପାଇଁ ବଦଳିଲା କ୍ରିକେଟ ନିୟମ । କରୋନା ସଂକ୍ରମଣକୁ ନଜରରେ ରଖି ଆଇସିସି କିଛି ନିୟମରେ ସଂଶୋଧନ କରିଛି । ଗୋଟିଏ ପାର୍ଶ୍ୱକୁ ସୁୁଇଙ୍ଗ୍ କରିବା ପାଇଁ ବଲରେ ଲାଳ ବା ଛେପ ଲଗାଇବା ବାରଣ କରାଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୂର୍ଣ୍ଣ ଦଳକୁ ଦଣ୍ଡିତ ହେବାକୁ ପଡିବ । ପ୍ରଥମ ଦୁଇ ଥର ଓ୍ୱାର୍ଣ୍ଣିଂ ଦେବା ପରେ ମଧ୍ୟ ନମାନିଲେ ବ୍ୟାଟିଂ କରୁଥିବା ଦଳକୁ ଅଧିକ ୫ ରନ ମିଳିବ ।ସେହିପରି […]

balbir
ଆଉ ନାହାନ୍ତି ହକି ଜଗତର ଉଜ୍ଜ୍ୱଳ ତାରକା ବଲବୀର ସିଂହ

ଚଣ୍ଡୀଗଡ: ଅଲମ୍ପିକ୍‌ରେ ତିନି ତିନି ଥର ସ୍ୱର୍ଣ୍ଣ ପଦକ ଜିତିଥିବା ମହାନ ହକି ଖେଳାଳୀ ବଲବୀର ସିଂହ ସିନିୟରଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଗତ ଦୁଇ ସପ୍ତାହ ଧରି ସେ  ଅସୁସ୍ଥ ଥିଲେ। ତାଙ୍କୁ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଆଜି ୬.୩୦ରେ ବଲବୀର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବଲବୀରଙ୍କ ପରିବାର ଅର୍ଥାତ୍‌ ଝିଅ ସୁଶବୀର, ତିନି […]

  • Tuesday, 13 July 2021
hockey
ବେଲଜିୟମ ଟୁର୍ ପାଇଁ ଭାରତୀୟ ହକି ଟିମ୍‌ରେ ଦୁଇ ଓଡ଼ିଆ ସାମିଲ

ନୂଆଦିଲ୍ଲୀ: ଚଳିତ ମାସ ବେଲଜିୟମ ଟୁର୍ ପାଇଁ ଭାରତୀୟ ପୁରୁଷ ହକି ଟିମର ଘୋଷଣା କରାଯାଇଛି। ଟିମର କ୍ୟାପଟେନ୍ ଭାବେ ମନପ୍ରୀତ ସିଂହ ରହିଥିବା ବେଳେ ଫରୱାର୍ଡ ଖେଳାଳି ଲଲିତ ଉପାଧ୍ୟାୟ ଓ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ୨୦ଜଣିଆ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଦଳରେ ଓଡ଼ିଶାର ଦୁଇଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସ। ସୂଚନାଯୋଗ୍ୟ, ଚଳିତ ମାସ ୨୬ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ […]

  • Monday, 12 July 2021
india
ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡ଼ା ଟକ୍କର

ଧର୍ମଶାଳା: ୱେଷ୍ଟଇଣ୍ଡିଜ୍‌ ପରେ ଏବେ ଘରୋଇ ମାଟିରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି ଧର୍ମଶାଳାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌କୁ ୩-୦ରେ କବଜା କରିଥିବା ବିରାଟ୍‌ ବାହିନୀ ଘରୋଇ ମାଟିରେ ନିଜର ଦବଦବା ଜାରି ରଖିବାକୁ ଉଦ୍ୟମ […]

  • Monday, 12 July 2021
odisha
ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱିଜରଲ୍ୟାଣ୍ଡର ବାସେଲ୍‌ଠାରେ ଆୟୋଜିତ ବିଶ୍ୱ ପାରା ବ୍ୟାଡମିଣ୍ଟନ୍ ଚାମ୍ପିୟନଶିପର ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା-ଆଥଲେଟ୍ ପ୍ରମୋଦ ଭଗତଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା ଦିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୩୦ ଲକ୍ଷ ୯୫ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ଦେଶର ଯୁବ ସମାଜ ପାଇଁ ସେ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ  କହିଛନ୍ତି। ନିକଟରେ ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର ମିଳିବା ସହିତ ବିଜୁ […]

  • Monday, 12 July 2021