• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

asian-up
ସ୍ୱର୍ଣ୍ଣ ଜିତିଲେ ଜିନସନ୍ ଜନସନ

ଜାକର୍ତ୍ତା : ଏସିଅାନ ଗେମ୍‌ସର ଦ୍ୱାଦଶ ଦିନରେ ଅାଥଲେଟିକ୍ସରେ ଭାରତକୁ ଅାଉ ଦୁଇଟି ସ୍ୱର୍ଣ୍ଣ। ୧୫ ଶହ ମିଟର ପୁରୁଷ ବର୍ଗ ଦୌଡ଼ରେ ଜିନସନ୍ ଜନସନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୮ଶହ ମିଟରରେ ରୌପ୍ୟ ପଦକ ହାସଲ କରିଥିଲେ ଜିନସନ୍। ସେପଟେ ୪ ଗୁଣା ୪ଶହ ମିଟର ମହିଳା ରିଲେ ଦୌଡ଼ରେ ମିଳିଛି ଅାଉ ଏକ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଏସିଅାଡ୍‌ରେ ଭାରତକୁ ମୋଟ ୬ଟି ସ୍ୱର୍ଣ୍ଣ ପଦକ ମିଳିଛି। ସେହିପରି ଡିସକସ୍ ଥ୍ରୋରେ […]

  • Tuesday, 20 July 2021
dutee-up
ଚମକିଲେ ଦୂତୀ

ଜାକର୍ତ୍ତା : ଜାକର୍ତ୍ତା ଏସିଅାଡ୍‌ରେ ଚମକିଲେ ଓଡିଅା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ମହିଳା ୨ଶହ ମିଟର ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି ଧାବିକା ଦୂତୀ ଚାନ୍ଦ। ୨୦୦ ମିଟର ରେସ୍‌କୁ ସେ ୨୩. ୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପୂର୍ବରୁ ଶହେ ମିଟର ଦୌଡ଼ରେ ସେ ରୌପ୍ୟ ପଦକ ପାଇଥିଲେ।   ?? CONGRATULATIONS!! SILVER?FOR #INDIA ??!#DuteeChand wins silver in women’s 200 m final. #AsianGames2018 #AsianGames pic.twitter.com/o0JUdn2xBw — Doordarshan […]

  • Tuesday, 20 July 2021
kkr
ଆଇପିଏଲ୍‌ରେ ରସେଲ୍ ଝଡ଼: ଆର୍‌ସିବିକୁ ୫ଓ୍ୱିକେଟରେ ହରାଇଲା କେକେଆର୍

ନୂଆଦିଲ୍ଲୀ: ଲଢୁଆ ବ୍ୟାଟିଂ ସତ୍ତ୍ୱେ ହେଲା ପରାସ୍ତ। ଆଇପିଏଲ୍‌ରେ ଗତକାଲି ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବନାମ୍ ରାୟଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ରସେଲ୍ ଝଡ଼ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସକୁ ବିଜୟୀ କରିଛି। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୨୦୫ ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ ସର୍ବାଧିକ ୮୪ ରନ୍ କରିଥିବାବେଳେ, ଡିଭିଲିୟର୍ସ ୬୩ ରନ୍ କରିଥିଲେ। ୨୦୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି […]

  • Tuesday, 20 July 2021
manjit-singh3
ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍‌ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୮ଶହ ମିଟର ଦୌଡ଼ରେ ମଂଜିତ୍ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧ ମିନିଟ ୪୬.୩୫ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରି ଭାରତକୁ ସଫଳତା ଦେଇଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ଭାରତୀୟ ଧାବକ ଜିନ୍ସନ୍ ଜନ୍ସନ୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପଟେ ଏସିଆନ୍ ଗେମ୍ସରେ ଭାରତକୁ ତୀରନ୍ଦାଜୀରେ ସଫଳତା ମିଳିଛି। ତୀରନ୍ଦାଜର କମ୍ପାଉଣ୍ଡ ଇଭେଣ୍ଟରେ ଉଭୟ […]

  • Tuesday, 20 July 2021
tajindar
କ୍ୟାନ୍ସର ପୀଡ଼ିତ ବାପାଙ୍କୁ ସ୍ୱର୍ଣ୍ଣ ପଦକ ଉତ୍ସର୍ଗ କଲେ ଏହି ଆଥ୍‌ଲେଟ୍‌

ନୂଆଦିଲ୍ଲୀ: କ୍ୟାନ୍ସର୍‌ ସହ ଯୁଝୁଥିବା ମୋ ବାପା କହିଥିଲେ, “ ତୁମେ ଆଗକୁ ବଢ଼, ଯାହା ହେବ ଦେଖାଯିବ” ଏଥିପାଇଁ ଏସିଆନ ଗେମ୍ସର ଏହି ଗୋଲ୍ଡ ମେଡାଲ ମୋ ପିତା ଓ ମୋ ପରିବାରକୁ ସମର୍ପିତ। ଏସିଆନ୍‌ ଗେମ୍ସରେ ଶଟ୍‌ଫୁଟ୍‌ରେ ସ୍ୱର୍ଣ୍ଣ ଜିତିବା ପରେ ଏହା ଥିଲା ଭାରତୀୟ ଆଥ୍‌ଲେଟ ତଜିନ୍ଦର ସିଂ ପାଲ୍‌ଙ୍କ ମନର କଥା। ଏକ ଇଣ୍ଟରଭିୟୁରେ ସେ ତାଙ୍କ ଖେଳ ଜୀବନ ସହ ଜଡ଼ିତ ଅନେକ କଥା ସାମ୍ନାକୁ ଆଣିଛନ୍ତି। ଗୋଲ୍ଡ ମେଡାଲକୁ […]

  • Tuesday, 20 July 2021
IPL-123
ଆଜି ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ରେ ରାଜସ୍ଥାନ ରୋୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ରାତି ୮ଟାରେ ଜୟପୁରରେ ଏହି ମ୍ୟାଚ୍ ଖେଳାଯିବ।  

  • Tuesday, 20 July 2021
ipl
ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବର ଦମଦାର ବିଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସାମ୍ କୁରାନ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ୧୪ରନରେ ଦିଲ୍ଲୀକୁ ପରାସ୍ତ କରିଛି। ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍‌ ହରାଇ ୧୬୬ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଡେଭିଡ ମିଲର ୪୩ ରନ୍‌ ଓ ସର୍ଫରାଜ ଖାନ୍ ୩୯ ରନ୍‌ କରଥିଲେ। ଦିଲ୍ଲୀ ପକ୍ଷରୁ ନେପାଳୀ ସ୍ପିନର ସନ୍ଦୀପ ଲାମିଚାନେ ୨୭ ରନ୍‌ ଦେଇ ୨ଟି […]

  • Tuesday, 20 July 2021
niraj
ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତକୁ ଅାଉ ଏକ ସ୍ୱର୍ଣ୍ଣ ପଦକ ମିଳଇଛି। ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସେପଟେ ଦୌଡ଼କୁଦରେ ଅାଜି ଅାଉ ୩ଟି ରୌପ୍ୟ ପଦକ ଜିତିଛି ଭାରତ। ୪ଶହ ମିଟର ପୁରୁଷ ହର୍ଡଲ୍ସରେ ଧାରୁନ ଅାୟାସାମିଙ୍କୁ ରୌପ୍ୟ ମିଳିଛି। ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ସୁଧା ସିଂହ ହାସଲ କରିଛନ୍ତି ସିଲଭର୍। ମହିଳା ଲଙ୍ଗ ଜମ୍ପରେ ନୀନା ଭରାକିଲ ମଧ୍ୟ ହାତେଇଛନ୍ତି ସିଲଭର। ସେପଟେ ବ୍ୟାଡମିଣ୍ଟନରେ ଇତିହାସ ରଚିବା […]

  • Tuesday, 20 July 2021
hardik new
ଖେଳ ସାଙ୍ଗକୁ ଷ୍ଟାଇଲ୍‌ରେ ବି ମାହିର୍‌ ଏହି କ୍ରିକେଟର୍, ଦେଖନ୍ତୁ ତାଙ୍କ ଅବତାର

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ଜଣେ ଭରସା ଯୋଗ୍ୟ ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଡାହାଣ ହାତି ବ୍ୟାଟ୍ସମ୍ୟାନ ଜଣଙ୍କ ବିଭିନ୍ନ ସମୟରେ ତାଙ୍କ ବ୍ୟାଟ୍‌ର ଯାଦୁ ଦେଖାଇସାରିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜର ତୃତାୟ ମ୍ୟାଚ୍‌ ଜିତିବାରେ ମଧ୍ୟ  ପାଣ୍ଡ୍ୟା ଏକ ବଡ଼ ଭୂମିକା ନିଭାଇଥିଲେ। ଅନ୍ୟପଟେ ଦେଖିବାକୁ ଗଲେ ପାଣ୍ଡ୍ୟା ତାଙ୍କ ଖେଳ ପାଇଁ ଯେତିକି ଚର୍ଚ୍ଚିତ, ସେମିତି ତାଙ୍କ ନିଆରା ଷ୍ଟାଇଲ୍‌ ବି ଫ୍ୟାନ୍‌ମାନଙ୍କ ପାଖରେ […]

  • Tuesday, 20 July 2021
Dutee Chand
ଦେଶ ପାଇଁ ଗୌରବ ଆଣିଲେ ଦୂତୀ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଦେଢ଼ କୋଟି

ଭୁବନେଶ୍ୱର: ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ଆଜି ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଦୀର୍ଘ ୨୦ ବର୍ଷ ପରେ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଗୌରବ ଆଣିଛନ୍ତି ଦୂତୀ। ତା’ପୂର୍ବରୁ ୧୯୯୮ ଏସିଆନ୍ ଗେମ୍ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ […]

  • Tuesday, 20 July 2021
IPL
ଆଜି ଆଇପିଏଲ୍‌ରେ ହାଇଦ୍ରାବାଦ-ବାଙ୍ଗାଲୋର ଓ ଚେନ୍ନାଇ-ରାଜସ୍ଥାନ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା ରାଜସ୍ଥାନ ରୟାଲ୍‌ସ ସହ ହେବ।

  • Tuesday, 20 July 2021
delhi
ଆଇପିଏଲ୍ ଟକ୍କର: ସୁପର ଓଭରରେ କେକେଆରକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବାଜିମାତ୍ କରିଛି। ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ତେବେ ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା। କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦିଲ୍ଲୀ ପୃଥ୍ୱୀଶଙ୍କ ୯୯ ରନ୍ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିଥିଲା। ତେବେ ସୁପର ଓଭରରେ କମାଲ କରିଥିଲେ ବୋଲର ରାବାଡା। ସେହିପରି ଅନ୍ୟ ଏକ […]

  • Tuesday, 20 July 2021
duteee-silver-up
୧୦୦ ମିଟର ଦୌଡ଼ରେ ରୌପ୍ୟ ଜିତିଲେ ଦୂତୀ

ଜାକର୍ତ୍ତା: ଏସିଅାନ୍ ଗେମ୍ସରେ ଚମକିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ। ମହିଳା ୧୦୦ ମିଟର ଦୌଡ଼ରେ ଦୂତୀଙ୍କୁ ମିଳିଛି ରୌପ୍ୟ ପଦକ । ୧୧.୩୨ ସେକେଣ୍ଡରେ ଦୂତୀ ଏହି ଦୂରତ୍ୱ ହାସଲ କରି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ଏଥି ସହିତ ଦୀର୍ଘ ୨୦ ବର୍ଷ ପରେ ଏସିଅାନ ଗେମ୍ସର ୧୦୦ ମିଟର ଦୌଡ ଇଭେଣ୍ଟରେ ଭାରତକୁ ମିଳିଛି ପଦକ। ଶେଷ ଥର ପାଇଁ ୧୯୯୮ ଏସିଅାଡର ୧୦୦ ମିଟରରେ ବ୍ରୋଞ୍ଜ ପଦକ ହାସଲ […]

  • Tuesday, 20 July 2021
dutee-up
୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ଦୂତି ଚାନ୍ଦ

ଜାକର୍ତ୍ତା : ଏସିଅାନ୍ ଗେମ୍ସ ୧୦୦ ମିଟର ମହିଳା ଦୌଡ଼ ଫାଇନାଲରେ ପହଞ୍ଚିଲେ ଓଡ଼ିଆ ତାରକା ଦୂତୀ ଚାନ୍ଦ। ୧୧.୪୩ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଫାଇନାଲରେ ଦୂତୀ। ଅାଜି ରାତି ୭ଟା ୪୦ରେ ଗୋଲ୍ଡ ପାଇଁ  ଲଢ଼ିବେ ଦୂତୀ। ସେପଟେ ଏସିଅାନ୍ ଗେମ୍ସରେ ଭାରତକୁ ମିଳିଛି ଅାଉ ୨ଟି ରୌପ୍ୟ ପଦକ । ମହିଳା ୪୦୦ ମିଟର ଦୌଡ଼ରେ ହିମା ଦାସଙ୍କୁ ରୌପ୍ୟ ଓ ପୁରୁଷ ୪ଶହ ମିଟର ଦୌଡ଼ରେ ମହମ୍ମଦ ଅାନସଙ୍କୁ ମଧ୍ୟ ମିଳିଛି […]

  • Tuesday, 20 July 2021
basebell
ଉଡ଼ନ୍ତା ବ୍ୟାଟ୍ ଆଘାତରୁ ପିଲାଙ୍କ ଜୀବନ ବଞ୍ଚାଇଲେ ବାପା

ନୂଆଦିଲ୍ଲୀ: ଯେତେବେଳେ ପିଲାମାନଙ୍କ ସୁରକ୍ଷା କଥା ଆସେ, ସେତେବେଳେ ବାପା ମା’ ଅଧିକ ସତର୍କ ହୋଇପଡ଼ନ୍ତି। ଠିକ୍‌ ସେମିତି ଏକ ଘଟଣା ଘଟିଛି ଏକ ଷ୍ଟାଡିୟମ୍ ଗ୍ୟାଲେରୀରେ। ଯାହାକି ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।ଭିଡିଓରେ ଦେଖାଯାଉଛି, ଜଣେ ଲୋକ ତାଙ୍କ ପିଲାମାନଙ୍କୁ ଉଡ଼ନ୍ତା ବ୍ୟାଟ୍‌ ଆଘାତରୁ ରକ୍ଷା କରୁଛନ୍ତି। ଶୁକ୍ରବାର ଦିନ ନ୍ୟୁ ୟର୍କର ସିଟି ଫିଲ୍‌ଡ୍‌ରେ ଏକ ବେସ୍‌ବଲ୍‌ ମ୍ୟାଚ୍‌ ଚାଲିଥିଲା। ଲୋକ ଜଣକ ତାଙ୍କର ଦୁଇ ପିଲାଙ୍କ ସହ ଗ୍ୟାଲେରୀରେ ବସି […]

  • Tuesday, 20 July 2021
match
ଆଜି ଆଇପିଏଲ୍‌ରେ ମୁମ୍ବାଇ-ପଞ୍ଜାବ ଓ ଦିଲ୍ଲୀ-କୋଲକାତା ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ୍‌ରେ ୨ଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ-କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ଭେଟିବ। ଅପରାହ୍ଣ ୪ଟାରେ ମୋହାଲିଠାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ରାତି ୮ଟାରେ ଦିଲ୍ଲୀରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା କୋଲକାତା ନାଇଟ୍‌ ରାଇଡର୍ସ ସହ ହେବ।

  • Tuesday, 20 July 2021
ipl
ରାଜସ୍ଥାନକୁ ୫ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

ହାଇଦ୍ରାବାଦ: ଗତକାଲି ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଖେଳାଯାଇଥିବା ମ୍ୟାଚରେ ସନରାଜର୍ସ ହାଇଦ୍ରାବାଦର ଦମଦାର ବିଜୟ ହୋଇଛି। ଘରୋଇ ପଡ଼ିଆରେ ହାଇଦ୍ରାବାଦ ୫ ଓ୍ୱିକେଟରେ ରାଜସ୍ଥାନ ରୋୟାଲ୍ସକୁ ପରାସ୍ତ କରିଛି। ୧୯୯ ରନର ବିଶାଳ ସ୍କୋରକୁ ପିଛା କରୁଥିବା ହାଇଦ୍ରବାଦ ଗୋଟିଏ ଓଭର ପୂର୍ବରୁ ମ୍ୟାଚକୁ ଜିତି ନେଇଛି। ଚଳିତ ସିଜିନରେ ଏହା ହାଇଦ୍ରାବାଦର ପ୍ରଥମ ବିଜୟ। ଡେଭିଡ ଓ୍ୱାର୍ଣ୍ଣର ଓ ଜୋନି ବେୟାରଷ୍ଟୋଙ୍କ ଦୃଢ ବ୍ୟାଟିଂ ବଦଳରେ ମ୍ୟାଚକୁ ସହଜରେ ଜିତିଛି ଘରୋଇ ଦଳ।  ବର୍ଷେ […]

  • Tuesday, 20 July 2021
IPL
ଆଜି ଆଇପିଏଲ୍‌ରେ ମୁମ୍ୱାଇ-ବାଙ୍ଗାଲୋର ଲଢ଼େଇ

ନୂଆଦିଲ୍ଲୀ: ଆଜି ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମରେ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ଟକ୍କର ହେବ। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍‌ ରୋହିତ ଶର୍ମା ଓ ରେୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର କ୍ୟାପଟେନ୍‌ ବିରାଟ କୋହଲିଙ୍କ ମଧ୍ୟରେ ହେବ ଜୋରଦାର ଫାଇଟ୍‌। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ନିଜର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରୁ ପରାସ୍ତ ହୋଇଥିଲା। […]

  • Tuesday, 20 July 2021
IPL
ଆଇପିଏଲ୍‌ ଟକ୍କର: ପଞ୍ଜାବକୁ ୨୮ରନ୍‌ରେ ହରାଇଲା କୋଲକାତା

ନୂଆଦିଲ୍ଲୀ: ଚଳିତ ସିଜିନ୍‌ର ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର ଆଉ ଏକ ବିଜୟ ହାସଲ କରିଛି। କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ୨୮ରନରେ ହରାଇ କୋଲକାତା ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୧୮ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବିନ ଉଥାପା ସର୍ବାଧିକ ୬୭ ରନ୍ କରିଥିବା ବେଳେ ନୀତିଶ ରାଣା ସର୍ବାଧିକ ୬୩  ରନ୍ କରିଥିଲେ। ତେବେ ଆଣ୍ଡ୍ୟୁ ରସେଲ ପୁଣି ଥରେ ଏକ ବିସ୍ଫୋରକ ପାଳି ଖେଳି ଥିଲେ। ସେ […]

  • Tuesday, 20 July 2021
tejindear-up
ଏସିଅାନ ଗେମ୍ସରେ ଭାରତକୁ ପୁଣି ଏକ ସ୍ୱର୍ଣ୍ଣ

ଜାକର୍ତ୍ତା : ଏସିଅାନ୍ ଗେମ୍ସରେ ଭାରତକୁ ମିଳିଲା ଅାଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ସଟ୍‌ପୁଟ୍‌ରେ ଅାଜି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍ ସିଂ। ୨୦. ୭୫ ମିଟର ଦୂରକୁ ସଟ୍‌ପୁଟ୍‌ ଫିଙ୍ଗି ସେ ଏହି ସଫଳତା ହାସଲ କରିଛନ୍ତି । ତଜିନ୍ଦର ସ୍ୱର୍ଣ୍ଣ ପଦକ ସହ ଏସିଅାନ୍ ଗେମ୍ସରେ ମଧ୍ୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏହାକୁ ମିଶାଇ ଏସିଅାନ୍  ଗେମସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଏହାସହ ୫ଟି ରୌପ୍ୟ ଓ […]

  • Tuesday, 20 July 2021
vlcsnap-error096
ଓଡ଼ିଆଙ୍କୁ ଗୁରୁତ୍ୱ ଦେବେ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ଜୁନିୟର ଚୟନ କମିଟିରେ ସ୍ଥାନ ପାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଓଡ଼ିଆ ଖେଳାଳି ଦେବାଶିଷ ମହାନ୍ତି। ଏ ନେଇ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ମିଳିବା ପରେ ସେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବେ ବୋଲି ଦେବାଶିଷ କହିଛନ୍ତି। ସେହିପରି ତାଙ୍କ ସମୟରେ କେମିତି ଓଡ଼ିଆ ପିଲା ଭାରତୀୟ ଦଳରେ ସୁଯୋଗ ପାଇପାରିବେ ତାହା ଉପରେ ମଧ୍ୟ ସେ ଗୁରୁତ୍ୱ ଦେବେ। ଏଥିସହିତ ଯାହାର ଖେଳିବା […]

  • Tuesday, 20 July 2021
rishav
ଟେଷ୍ଟ ଡେବ୍ୟୁର ରାଜ୍‌ ଖୋଲିଲେ ରିଷଭ ପନ୍ତ

ମୁମ୍ବାଇ: ଯୁବ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ କହିଛନ୍ତି ଭାରତ-ଏ ଟିମ୍‌ ସହ ଇଂଲଣ୍ଡ ଗସ୍ତକରିବା ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳିବା ସହିତ ଇଂଲଣ୍ଡର ପେସ୍‌ ଓ ବାଉନସର୍‌ ବଲ ସହ ପରିଚୟ ହୋଇଯାଇଥିଲା ବୋଲି ସେ କହିଛନ୍ତି। ୨୦ ବର୍ଷିୟ ପନ୍ତ ଟେଣ୍ଟବ୍ରିଜ୍‌ରେ ତାଙ୍କର ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ୨୪ ରନ୍‌ କରିଥିଲେ। ଏଥିସହିତ ୭ ଟି କ୍ୟାଚ୍‌ ମଧ୍ୟ ନେବାରେ […]

  • Tuesday, 20 July 2021
IPL
ଆଜି ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ଟକ୍କର

ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିଅମରେ ଖେଳାଯିବ ଆଇପିଏଲ୍ ଚଳିତ ସିଜିନର ଅଷ୍ଟମ ମ୍ୟାଚ୍‌। ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଜୋରଦାର ଟକ୍କର। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ। ଗତକାଲି ଦୁଇ ଦଳ ରାଜୀବ ଗାନ୍ଧି ଷ୍ଟାଡିଅମରେ ଜୋରଦାର ଅଭ୍ୟାସ କରିଥିଲେ। ଭୁବନେଶ୍ୱର କୁମାରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ […]

  • Tuesday, 20 July 2021
IPL
ଆଇପିଏଲ୍ ଲଢ଼େଇ: ବାଙ୍ଗାଲୋରକୁ ୬ରନରେ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଚଳିତ ସିଜିନ୍‌ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ରୋହିତ ଶର୍ମା ନେତୃତ୍ୱାଧିନ ମୁମ୍ବାଇ ୬ ରନରେ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି। ୧୮୮ରନ୍‌ ପିଛା କରୁଥିବା ବାଙ୍ଗାଲୋରକୁ ବିଜୟ ପାଇଁ ଶେଷ ୨ ଓଭରୁ ୨୨ ରନ୍‌ ଆବଶ୍ୟକ ହେଉଥିବା ବେଳେ ଦଳ ମାତ୍ର ୧୫ ରନ୍‌ କରିଥିଲା। ଫଳରେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିରାଟ ବାହିନୀ ବିଜୟ ଠାରୁ ୬ରନ୍‌ ପଛରେ ରହିଥିଲା। ବୁମରାହ ଓ ମାଲିଙ୍ଗା ଯୋଡ଼ି […]

  • Tuesday, 20 July 2021
murali
ବିୟର ବଟଲ୍‌ ଧରି ଫଟୋ ପୋଷ୍ଟ କରି ଟ୍ରୋଲ୍‌ ହେଲେ ବିଜୟ ଓ ଧାୱନ

ନୂଆଦିଲ୍ଲୀ: ନଟିଂହାମ୍‌ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍‌ ଦଳ ୫ ଟିକିଆ ଟେଷ୍ଟ ସିରିଜରେ କମ୍‌ବ୍ୟାକ୍‌ କରିଛି ସତ। ହେଲେ ବିଅର ବୋତଲ ଧରି ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଦୁଇ ଭାରତୀୟ ଷ୍ଟାର୍‌ ଖେଳାଳି ସମାଲୋଚନାର ଶିକାର ହୋଇଛନ୍ତି। ଏହି ଦୁଇ ଖେଳାଳି ହେଉଛନ୍ତି ଶିଖର ଧାୱନ୍ ଓ ମୁରଲୀ ବିଜୟ। ଶିଖର ଧାୱନ ଏହି ଫଟୋ ପୋଷ୍ଟ କରିଛନ୍ତି। Celebrating a good victory with a good mate! ? #TeamIndia #ENGvIND […]

  • Tuesday, 20 July 2021