କୋଭିଡ -୧୯ ମହାମାରୀର ଭୟ ମଧ୍ୟରେ ଶୁକ୍ରବାର ଏକ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହରେ ଟୋକିଓରେ ୩୨ ତମ ଅଲିମ୍ପିକ୍ସ ଗେମ୍ସ ଆରମ୍ଭ ହୋଇଯାଇଛି । ଏହି କରୋନା ପାଇଁ ପ୍ରାୟ ଏକ ବର୍ଷ ବିଳମ୍ବରେ ଆଲିମ୍ପିକ୍ସ ଆୟୋଜନ କରଯାଇଛି ।
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦର୍ଶକଙ୍କ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରିଥିବାରୁ ଆଇସିସି ଆଜି ତାଙ୍କୁ ଦଣ୍ଡିତ କରିଛି। ତାଙ୍କ ମ୍ୟାଚ୍ର ୧୫% ଫି’ କାଟିବା ସହିତ ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି। ୪ର୍ଥ ଟେଷ୍ଟରେ ଷ୍ଟୋକ୍ସ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ୟାଭିଲିୟନ ଫେରିବା ବେଳେ ସେ ଦର୍ଶକଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରୁଥିବା କ୍ୟାମେରାରେ କଏଦ […]
ନୂଆଦିଲ୍ଲୀ: ଆଜି ଭାରତ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ବକ୍ସିଂରେ ୬ଥର ବିଶ୍ୱ ବିଜେତା ହୋଇଥିବା ଏମସି ମ୍ୟାରିକମଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେହିପରି ବିଶ୍ୱ ଚାମ୍ପିୟନ ଶଟଲର ପିଭି ସିନ୍ଧୁ ଚଳିତ ବର୍ଷ ପଦ୍ମ ଭୂଷଣ ସମ୍ମାନ ପାଇବେ। ଏମାନଙ୍କ ବ୍ୟତୀତ ୬ ଜଣ କ୍ରୀଡ଼ାବିତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପଦ୍ମଶ୍ରୀ […]
ବ୍ଲୋଏମଫୋଣ୍ଟେନ୍: ଚଳିତ ଆଇସିସି ଅଣ୍ଡର୍-୧୯ ବିଶ୍ୱକପରେ ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ସହ ସୁପରଲିଗରେ ସ୍ଥାନ ପକ୍କା କରିନେଇଛି। ଶୁକ୍ରବାର ଭାରତ ଗ୍ରୁପ୍-ଏ’ରେ ତା’ର ଶେଷ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଡିଏଲ୍ ନିୟମରେ ୪୪ ରନରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୩ ଓଭରରେ ବିନା ୱିକେଟ୍ ୧୧୫ ରନ୍ ହରାଇ କରିଥିଲା। ଫଳରେ ଡିଏଲ୍ ନିୟମ ଆଧାରରେ ନ୍ୟୁଜିଲ୍ୟାଣ୍ଡ୍ ଆଗରେ ୨୩ ଓଭରରେ ୧୯୩ ରନ୍ […]
ଦୁବାଇ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଷଷ୍ଠ ସ୍ଥାନରେ ସୁରକ୍ଷିତ ରହିଥିବା ବେଳେ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଉଠି ଅଷ୍ଟମରେ ପହଞ୍ଚିଛନ୍ତି। କୋହଲିଙ୍କର ବର୍ତ୍ତମାନ ରେଟିଂ ପଏଣ୍ଟ ୯୨୮ ରହିଛି ଏବଂ ତାଙ୍କଠାରୁ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ (୯୧୧) ୧୭ ପଏଣ୍ଟ ପଛରେ ରହିଛନ୍ତି। ବୋଲରଙ୍କ ରାଙ୍କିଙ୍ଗରେ ପେସର ଯଶପ୍ରୀତ ବୁମ୍ରା ୭୯୪ ପଏଣ୍ଟ […]
ଅକଲ୍ୟାଣ୍ଡ୍: ନ୍ୟୁଜିଲାଣ୍ଡ ଗସ୍ତରେ ବିଜୟରୁ ଯାତ୍ରା ଆରମ୍ଭ କଲା ଭାରତ। ଆଜି ଅକ୍ଲ୍ୟାଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭାରତ ୬ ଓ୍ୱିକେଟରେ ପରାସ୍ତ କରିଛି। ୨୦୪ ରନ୍ ପିଛା କରୁଥିବା ଭାରତୀୟ ଦଳ ଶେଷ ଗୋଟିଏ ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଶ୍ରେୟଶ୍ ଆୟର ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନିଭେଇଥିଲେ। ସେ ମାତ୍ର ୨୯ ବଲ୍ ଖେଳି ୫ ଚୌକା ଓ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ମଙ୍ଗଳବାର ଭାରତୀୟ ଦିନିକିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଆହତ କାରଣରୁ ଟି-୨୦ ଓ ଦିନିକିଆ ସିରିଜରୁ ଶିଖର ଧୱନ୍ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ସାମିଲ୍ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ବ୍ୟାଟିଂ କରିବାକୁ ଆସିନଥିଲେ। ଧୱନଙ୍କୁ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ […]
ସିଡନୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ୍ ବୋଲର କର୍ଟନୀ ୱାଲ୍ସ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମକୁ କୋଚିଂ ଦେବେ। କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସତ । ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଏକ ଚ୍ୟାରିଟି ମ୍ୟାଚର ଆୟୋଜନ କରାଯାଉଛି। ଏହି ମୁକାବିଲା ରିକି ପଣ୍ଟିଂ ଏକାଦଶ ଓ ଶେନ୍ ୱାର୍ଣ୍ଣ ଏକାଦଶ ମଧ୍ୟରେ ଖେଳାଯିବ। ଏହି ଦୁଇ ଟିମ୍ ପାଇଁ […]
ନୂଆଦିଲ୍ଲୀ: ସୀମିତ ଓଭର କ୍ରିକେଟରେ ଟିମ୍ ଇଣ୍ଡିଆର ମଧ୍ୟକ୍ରମରେ ମ୍ୟୁଜିକାଲ ଚେୟାର ଚାଲିଛି। କେତେବେଳେ କିଏ ବାଦ ପଡ଼ୁଛି ତ ଆଉ କେତେବେଳେ ନୂଆ ମୁହଁଙ୍କୁ ସୁଯୋଗ ଦିଆଯାଉଛି। ଏବେ ଏହି ମ୍ୟୁଜିକାଲ ଚେୟାର ନିଆଁରେ କେଦାର ଯାଦବଙ୍କ ପାଳି ପଡ଼ିବାକୁ ଯାଉଛି। ୩୪ ବର୍ଷୀୟ କେଦାରଙ୍କ ପ୍ରଦର୍ଶନକୁ ଏବେ ଟିମ ମ୍ୟାନେଜମେଣ୍ଟ ଯାଞ୍ଚ କରୁଛି। କୁହାଯାଉଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ କେଦାର ଯାଦବଙ୍କୁ ବାଦ ଦେବାକୁ ଚୟନକର୍ତ୍ତା ବିଚାର କରୁଛନ୍ତି। ଏପରି ହେଲେ ପୁଣିଥରେ […]
ରାଜକୋଟ୍: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଏହି ରେକର୍ଡ କରିଛନ୍ତି କୁଲ୍ଦୀପ। ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଗୌରବ ଅର୍ଜନ କରିଥିଲେ। ଆଉ ଏବେ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। […]
ରାଜକୋଟ୍: ମୁମ୍ବାଇରେ ଲଜ୍ଜାଜନକ ପରାଜୟ ପରେ ସମାଲୋଚନାର ଶିକାର ହୋଇଥିବା ଟିମ୍ ଇଣ୍ଡିଆ ରାଜକୋଟରେ ରାଜକୀୟ ବିଜୟ ହାସଲ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଇଥିବା ‘କର ବା ମର’ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଥିଲା। ସିରିଜର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ୍ ରବିବାର ବେଙ୍ଗାଲୁରୁରେ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଏହି ମୁକାବିଲାରେ […]
କେପ୍ ଟାଉନ୍: ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ୧୩ଶ ଶୁକ୍ରବାରଠାରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳକୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପ୍ରତି ଦଳ ତିନୋଟି ଲେଖାଏ ମ୍ୟାଚ୍ ଖେଳିବେ। ପ୍ରତି ଗ୍ରୁପରୁ ଦୁଇଟି ଟିମ୍ କ୍ୱାର୍ଟରଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗ୍ରୁପ୍-ଏ’ରେ ସ୍ଥାନ ପାଇଥିବା ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ପଞ୍ଚମ […]
ନୂଆଦିଲ୍ଲୀ: ସରିଗଲା କି ମହେନ୍ଦ୍ର ସିଂ ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର। ଯେଉଁ ଟିମକୁ ସେ ଦୁଇଥର ବିଶ୍ୱ ବିଜେତା କରାଇଥିଲେ, ସେହି ଟିମକୁ ଆଉ ଲୋଡ଼ା ନାହିଁ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା। ତେବେ ଏଭଳି କହିବାର ଯଥାର୍ଥତା ରହିଛି। ଗୁରୁବାର ବିସିସିଆଇ ତା’ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଏହି ତାଲିକାରେ ଧୋନିଙ୍କ ନାଁ ନାହିଁ। ଗତ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ନାଁ […]
ନୂଆଦିଲ୍ଲୀ: ଆଇସିସି ଆୱାର୍ଡ୨୦୧୯ରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର୍। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଥିବାବେଳେ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସ୍ପିରିଟ୍ ଅଫ୍ କ୍ରିକେଟ ଆୱାର୍ଡ ଦିଆଯିବ। ଅନ୍ୟପକ୍ଷରେ ଯୁବ କ୍ରିକେଟର ଦୀପକ ଚହରଙ୍କୁ ଟି-୨୦ ପରଫରମାନ୍ସ ଅଫ୍ ଦି ଇଅର ଆୱାର୍ଡ ପାଇଁ ଚୟନ କରାଯାଇଛି। ୨୦୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ବେନ୍ ଷ୍ଟୋକ୍ସ ପ୍ଲେଆର ଅଫ୍ ଦି ଆୱାର୍ଡ ପାଇବେ। ସେହିଭଳି ଆଉ କେଉଁ ଖେଳାଳିଙ୍କୁ […]
ନୂଆଦିଲ୍ଲୀ: ୨୦୧୯ର ପ୍ରଦର୍ଶନ ପାଇଁ ଆଇସିସି(ଇଣ୍ଟରନେଶନାଲ କ୍ରିକେଟ କାଉନସିଲ୍ ) ପକ୍ଷରୁ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଓ୍ୱାର୍ଡ ମିଳିଛି। ୨୦୧୯ରେ ରୋହିତ ଶର୍ମା ଦିନିକିଆରେ ସବୁଠାରୁ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଅଫ୍ ଦି ଇୟରରେ ସମ୍ମାନୀତ ହୋଇଛନ୍ତି। ଗତବର୍ଷ ଇଂଲଣ୍ଡରେ ବିଶ୍ୱକପ ଆୟୋଜିତ ହୋଇଥିଲା। ବିଶ୍ୱକପରେ ରୋହିତ ୯ଟି ମ୍ୟାଚରେ ୫ଟି ଶତକ ମାରି ୬୪୮ ରନ୍ […]
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍ ଟିମ୍ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ହେବ। ?Squad Announcement?@ImHarmanpreet […]
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ପ୍ରଭାବ ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ସେହି ଦଳକୁ ହରାଇଛି ଦଳ। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍ ଜିତି ନାହିଁ ବରଂ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଓଡ଼ିଶା ପକ୍ଷରୁ ଖେଳୁଥିବା ଆରଡେନ ଓ ସିସ୍କୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। କଳିଙ୍ଗରେ […]
ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱରେ ନମ୍ବର୍ ୱାନ୍ ହେଲେ କୋହଲି। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୯୨୮ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ମଜଭୁତ୍ ଅଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେଙ୍କୁ ରାଙ୍କିଙ୍ଗ ତଳକୁ ଖସିଛି। ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। ପୂଜାର ଗୋଟିଏ ସ୍ଥାନ ତଳକୁ ଖସି […]
ଇନ୍ଦୋର: ବିଜୟରୁ ନୂଆବର୍ଷର ଶୁଭାରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଘରୋଇ ଦଳର ବୋଲିଂ ଆକ୍ରମଣର ସାମ୍ନା କରିନପାରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ଭାରତ ୧୭.୩ […]
ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଓଡ଼ିଶା ଏଫସି ଘରୋଇ ଭେନ୍ୟୁରେ ତା’ର ପ୍ରଥମ ମ୍ୟାଚରେ ଜାମଶେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ବିଜୟରୁ ଶୁଭାରମ୍ଭ କରିଛି। ଓଡ଼ିଶା ବିଜୟରେ ଆରିଡେନ୍ ସାଣ୍ଟାନା ମୁଖ୍ୟ ଭୂମିକା ବହନ କରିଛନ୍ତି, ଯିଏ ଦୁଇଟି ଯାକ ଗୋଲ୍ (୨୮ତମ ଓ ୪୫ତମ) ସ୍କୋର କରିଥିଲେ। ସେହିପରି ଜାମଶେଦପୁର ଏଫସି ପକ୍ଷରୁ ମୋନରୟ (୩୮ତମ) ଏକମାତ୍ର ଗୋଲ୍ ପରିଶୋଦ କରିଥିଲେ। […]
ସେଞ୍ଚୁରିୟନ୍: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ଦଶନ୍ଧିରେ ୪୦୦ ୱିକେଟ୍ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ବ୍ରଡଙ୍କ ପୂର୍ବରୁ ତାଙ୍କ ଦେଶର ଜେମ୍ସ ଆଣ୍ଡରସନ୍ ଦଶନ୍ଧିରେ ଏହି କାରନାମା କରିସାରିଛନ୍ତି। ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ବ୍ରଡ୍ ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ବ୍ରଡ୍ ଆୟୋଜକ ଦଳର କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ୨୯ ରନରେ ଆଉଟ୍ କରି ଏହି […]
ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ ‘ସୁପର୍ ସିରିଜ୍’ ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ ହେବାକୁଥିବା ଥିବା ବାର୍ଷିକ ଦିନିକିଆ ସିରିଜରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏକ ଶୀର୍ଷ ଟିମ୍ ଭାଗ ନେବ। ଲଣ୍ଡନରେ ଗାଙ୍ଗୁଲିଙ୍କ ସହ ବୈଠକ […]
ମୁମ୍ବାଇ: ଜାନୁଆରୀ ୨୦୨୦ରେ ଖେଳାଯିବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିବସୀୟ ସିରିଜ ପାଇଁ ବିସିସିଆଇ ସୋମବାର ଭାରତୀୟ ଦଳ ଘୋଷଣା କରିଛି। ଆହତରୁ ଭଲ ହୋଇ ଦଳକୁ ଫେରିଛନ୍ତି ଶିଖର ଧାୱନ୍ ଓ ଜସ୍ପ୍ରିତ ବୁମ୍ରାହ। ଉଭୟ ସିରିଜ୍ରେ ୩ଟି ଲେଖାଏ ମ୍ୟାଚ୍ ଖେଳାଯିବ। ଜାନୁଆରୀ ୫ରୁ ୧୦ ମଧ୍ୟରେ ଭାରତ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୪ରୁ ୧୯ ମଧ୍ୟରେ ଅଷ୍ଟ୍ରେଲିଆ ଏକଦିବସୀୟ ମ୍ୟାଚ୍ ଖେଳାଯିବ। […]
କଟକ: ବାରବାଟୀ ବ୍ୟାଟେଲ୍ ପାଇଁ ଆଜି ଜୋର୍ଦାର ଅଭ୍ୟାସ କରିଛନ୍ତି ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍। ପଡ଼ିଆ ଭିତରେ ଝାଳ ବୁହାଉଛନ୍ତି ଉଭୟ ଦଳ। ତେବେ କ’ଣ ହେବ କାଲିର ମ୍ୟାଚ୍ ? କିଏ ଜିତିବ କିଏ ହାରିବ, ତାକୁ ନେଇ ଦର୍ଶକ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ତେବେ ବାରବାଟୀରେ ରେକର୍ଡ କିନ୍ତୁ ଭାରତ ପକ୍ଷରେ ରହିଛି। ଏଠାରେ ଖେଳାଯାଇଥିବା ସମସ୍ତ ୩ଟି ଯାକ ମୁକାବିଲାରେ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି। ବାରବାଟୀରେ ୧୯୯୪ରେ ଭାରତ ଓ […]
କଟକ: ମଦୁଆଙ୍କୁ ବାରବାଟୀ ଦିନିକିଆ ମନା। ମଦ ପିଇ ଆସିଲେ ଷ୍ଟାଡିୟମ୍ରୁ ସିଧାସଳଖ ବିଦା କରିଦେବ ପୁଲିସ୍। ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୁଲିସ। ଏଥିସହିତ କ୍ୟାମେରା, ପାଣି ବୋତଲ, ଫଳ କିମ୍ବା ଅନ୍ୟ କୌଣସି ଶୁଖିଲା ଖାଦ୍ୟ ଷ୍ଟାଡିୟମ ଭିତରକୁ ନେଇପାରିବେ ନାହିଁ ଦର୍ଶକ। ସମସ୍ତ ପ୍ରବେଶ ପଥରେ ଏସବୁର ଯାଞ୍ଚ କରି ଦର୍ଶକଙ୍କୁ ଷ୍ଟାଡିୟମ୍ ଭିତରକୁ ଛଡ଼ାଯିବ ବୋଲି କଟକ ଡିସିପି ଅଖିଳି ସିଂହ କହିଛନ୍ତି। ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ […]