
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର କରୋଲବାଗରେ ପହଞ୍ଚି ସେଠାରେ ମୋଟର ସାଇକେଲ ମେକାନିକଙ୍କ ସହ କଥାବାର୍ତ୍ତା କରିଛନ୍ତି ।
ଇଚ୍ଛା ଥିଲେ ସୁଯୋଗ ଆପେ ଆପେ ଆସେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୌରପଡ଼ାର ଅଙ୍ଗୁର ଚାଷୀ ବଳଭଦ୍ର ବଢ଼େଇ ଏହାକୁ ପ୍ରମାଣ କରିଛନ୍ତି...
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ ।
ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଏନେଇ କେବଳ ଦରକାର ଏକ ଦୃଢ ଇଚ୍ଛାଶକ୍ତି। ତା’ପରେ ସମଗ୍ର ବିଶ୍ୱ ତୁମ ପାଖେ ମୁଣ୍ଡ ନୁଆଁଇବ। ଏଭଳି କିଛି କାହାଣୀ ଆଦିଲକ୍ଷ୍ମୀଙ୍କର କ୍ଷେତ୍ରରେ ଦେଖିବାକୁ ମିଳେ।
ଏକ୍ଜିଟ୍ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।
ଉଡାଣ ପରୀକ୍ଷଣ ସମୟରେ ବାଟ ଓଗାଳିଲା ମୃତ୍ୟୁ । ମହାରାଷ୍ଟ୍ରର ୟବତମାଲରେ ରହୁଥିବା ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ହେଲିକପ୍ଟର ତିଆରି କରିବାକୁ ଗତ ଦୁଇ ବର୍ଷ ଧରି ଲଗାତାର ଚେଷ୍ଟା କରୁଥିଲେ । କଠିନ ପରିଶ୍ରମ କରିବା ପରେ ଧୀରେ ଧୀରେ ସେ ସଫଳତା ଆଡକୁ ଗତି କରୁଥିଲେ ।
ବର୍ତ୍ତମାନ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ମହିଳା। ସେମାନେ ସକ୍ଷମ ଓ ସଶକ୍ତ ମଧ୍ୟ। ଆଉ ସେହିଭଳି ଜଣେ ମହିଳା ଦିଲ୍ଲୀର ଶାନ୍ତି ଦେବୀ। ସେ ଆଉ ତାଙ୍କ କାରନାମା ବେଶ ନିଆରା।