• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "3" result for "ବ୍ୟୟବହୁଳ" in https://otvkhabar.in

ବିଜେଡିର ଭୋଟ୍‌ ଖର୍ଚ୍ଚ ୭ ଗୁଣା
2024 General Election: ସବୁଠୁ ବ୍ୟୟବହୁଳ ଥିଲା ୨୪ ନିର୍ବାଚନ, ବିଜେଡିର ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା

ବିଜେଡିର ୨୪ ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା । ବିଧାୟକ ପ୍ରାର୍ଥୀଙ୍କୁ ବିଜେପି ୨୦ ଲକ୍ଷ ଦେଇଥିବା ବେଳେ ବିଜେଡି ଦେଇଛି ୩୦ ଲକ୍ଷ ।ସାଂସଦ ପ୍ରାର୍ଥୀଙ୍କୁ ବିଜେଡି ୫୦ ଲକ୍ଷ ଦେଇଥିବା ବେଳେ ବିଜେପି ଦେଇଛି ୬୦ ଲକ୍ଷ ।

Durga Puja
ବ୍ୟୟବହୁଳ ହେଉଛି ଶାରଦୀୟ ଦୂର୍ଗାପୂଜା, ଟ୍ୱିନ୍‌ସିଟିରେ ଏଥର ପୂଜା ବଜେଟ୍ ୬ ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା।

pic
୨୦୧୯ ସାଧାରଣ ନିର୍ବାଚନ ଥିଲା ସବୁଠାରୁ ବ୍ୟୟବହୁଳ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଭାରତରେ ନିର୍ବାଚନ ଶେଷ ହୋଇଛି। ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ହିସାବ ଏବେ ବିଭିନ୍ନ ସର୍ଭେ ସଂସ୍ଥା କରିବା ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ୱରେ ଭାରତର ଚଳିତ ସାଧାରଣ ନିର୍ବାଚନ ସବୁଠୁ ବ୍ୟୟବହୁଳ ଥିଲା। ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ଚଳିତଥର ଖର୍ଚ୍ଚର ପରିମାଣ ଡବଲ୍ ହୋଇଛି। ସପ୍ତଦଶ ଲୋକସଭା ନିର୍ବାଚନର ସାତଟି ପର୍ଯ୍ୟାୟରେ ମୋଟ ୬୦ ହଜାର କୋଟି ଟଙ୍କା (୮.୭ ବିଲିଅନ) […]