• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "28" result for "ବିବାହ ଉତ୍ସବ" in https://otvkhabar.in

accident
ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ବିଶାଖାପାଟଣା: ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଭ୍ୟାନ୍‌ ଓଲଟି ପଡ଼ିବା ଯୋଗୁ ୬ଜଣଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ର ପ୍ରଦେଶ ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭ୍ୟାନ୍‌ରେ ୧୫ଜଣ ଥିଲେ ବୋଲି ସୂଚନା ମିଳିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା।

କରୋନା ଗାଇଡ୍‌ଲାଇନ୍‌କୁ ଫୁ :  ବିବାହ ଉତ୍ସବରେ ନାଚିଲେ ସାଂସଦ-ବିଧାୟକ

ନୂଆଦିଲ୍ଲୀ : ରାଜସ୍ଥାନରେ କରୋନା ଗାଇଡ୍‌ଲାଇନ୍‌କୁ ଫୁ କରି ହୋଇଥିବା ଏକ ବିବାହ ସମାରୋହର ଭିଡିଓ ସାମ୍ନାକୁ ଆସିଛି। ଏହି ସମାରୋହ ଜୁନ୍ ୨୦ ରେ ରାଜସ୍ଥାନର ସୱାଇ ମାଧୋପୁରର ବଡିଲା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ବିବାହ ସମାରୋହରେ ରାଜ୍ୟସଭା ସାଂସଦ…

violations
କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ବିବାହ ଉତ୍ସବରେ ଗଣ୍ଡଗୋଳ, ୪ ଗୁରୁତର

ଭଦ୍ରକ: ବିବାହ ସମୟରେ ଗଣ୍ଡଗୋଳ ଘଟି ୪ ଜଣ ଗୁରୁତର । ପୂର୍ବ ଶତ୍ରୁତା ଓ କୋଭିଡ୍ ଗାଇଡଲାଇନକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଏହି ଘଟଣା ଘଟିଛି ଧୁଷୁରୀ ଥାନା ଅଧିନ ନିଧିବିନ୍ଧା…