ନୂଆଦିଲ୍ଲୀ: ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁବ୍ଧ ହୋଇଛନ୍ତି। ଯେଉଁ ମନ୍ତ୍ରୀମାନେ ସଂସଦରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ଦେବାକୁ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସରକାରୀ ଅଧିକାରୀଙ୍କ ସହ ବସି ଲୋକଙ୍କ ସମସ୍ୟା କେମିତି ସମାଧାନ ହୋଇପାରିବ […]
ନୂଆଦିଲ୍ଲୀ: ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି,“ ମୋଦି ମୋର ଭଲ ବନ୍ଧୁ। ଆଗରୁ କେବେ ଦୁଇ ଦେଶ ମଧ୍ୟରେ ସଂପର୍କ ଏତେ ନିବିଡ଼ ନ ଥିଲା। ଏବେ ଆମ ସଂପର୍କରେ ବହୁ ସୁଧାର ଆସିଛି। ଆମେ ସାମରିକ କ୍ଷେତ୍ରରେ ମିଳି ମିଶି କାମ କରିବୁ।” ଏହାସହ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ନେଇ ଟ୍ରମ୍ପ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ମୋଦିଙ୍କ […]
ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ […]
ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ୍ ମିଡିଆ ଫଟୋ । ମୋଦି ତାଙ୍କ ଟ୍ୱିଟର୍ ଆକାଉଣ୍ଟ ପ୍ରୋଫାଇଲ ଫଟୋକୁ ଆଜି ବଦଳାଇ଼ଛନ୍ତି। ମୋଦି ଏଥିରେ କାନ୍ଧରେ ପକାଇଥିବା ଗାମୁଛାରେ ନାକ ଓ ପାଟିକୁ ଢାଙ୍କିଥିବା ଦେଖିବାକୁ ମିିଳିଛି। କରୋନା କବଳରୁ ବର୍ତ୍ତିବାକୁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଯାଉଛି । ମାସ୍କ ଉପଲବ୍ଧ ନଥିଲେ ରୁମାଲ, ଗାମୁଛା, ଶାଢ଼ୀ, ଓଢ଼ଣୀ ଆଦିକୁ ମଧ୍ୟ ପରସ୍ତ ପରସ୍ତ କରି ପାଟି ଓ ନାକକୁ ଢାଙ୍କି ହେବ । […]
ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢିବା ପାଇଁ ହେଲେ ଲକ୍ଡାଉନ ଅବଧିକୁ ଆହରି ବଢାଇବାକୁ ପଡ଼ିବ। ସେଥିପାଇଁ ଲକଡାଉନ ଅବଧି ୩ ତାରିଖ ପର୍ଯ୍ୟନ୍ତ ବଢାଇବା ସହ ଗାଇଡଲାଇନ କଡକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମୁକାବିଲା ପାଇଁ ଦେଶବାସୀ ୨୧ ଲକ୍ଡାଉନ୍କୁ ବହୁତ୍ ସଂଯମତାର ସହ ପାଳନ କରିଛନ୍ତି। ଦେଶବାସୀଙ୍କ ଏହି ତ୍ୟାଗ […]
ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୋଦି କହିଥିଲେ, ଏହି ଲକ୍ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ହେଲେ ମୋଦିଙ୍କ ସମ୍ବୋଧନର ଠିକ୍ ୩ ଘଣ୍ଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ କଂଗ୍ରେସର ଟ୍ୱିଟର ହାଣ୍ଡେଲ୍ରେ ସେୟାର କରାଯାଇଛି। ଭିଡିଓରେ ସୋନିଆ କହିଛନ୍ତି,“କରୋନା […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ଆଜି ସକାଳ ୧୦ଟା ବେଳେ ସାରା ଦେଶକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ। ତେଣୁ ମୋଦିଙ୍କ ବାର୍ତ୍ତାକୁ ଏବେ ସାରା ଦେଶବାସୀ ଅପେକ୍ଷା କରିଛନ୍ତି। କୋଭିଡ୍ ବିରୋଧୀ ମହାସଂଗ୍ରାମରେ ମୋଦିଙ୍କ ପରବର୍ତ୍ତୀ ରଣନୀତି ଏବଂ ଘୋଷଣାକୁ ନେଇ […]
ୱାଶଂଟନ: ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ। କରୋନାରେ ସର୍ବାଧିକ ସକ୍ରଂମିତ ଦେଶ ଆମେରିକାର ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମରିକା ୨୯ ମିଲିୟନ ଔଷଧ କିଣିବ ଏବଂ ଏଥିରୁ ସବୁଠାରୁ ଅଧିକ ଭାରତ ଯୋଗାଇବ। କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବ୍ଲାକ ଆଉଟ ସମୟରେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲୋଡ ଡେସ୍ପାଚ୍ ସେଣ୍ଟର ପ୍ରସ୍ତୁତ ଅଛନ୍ତି । ଗ୍ରୀଡ୍ ଉପରେ ଆସିବାକୁ ଥିବା ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ ବୋଲି ଶନିବାର Union Ministry of Power ପକ୍ଷରୁ କୁହାଯାଇଛି । ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ବା […]
ଅହମ୍ମଦାବାଦ: କରୋନା ବିରୋଧରେ ଲଢେଇ ଜାରି ରହିଛି । ଏଥିପାଇଁ ଅନେକ ପ୍ରତିବନ୍ଧକ ବାଟ ଓଗାଳିଥିଲେ ବି ଅନେକ ସହାୟତାର ହାତ ଆଗକୁ ଆସିଛି । କୁନି ଝିଅଟିଏ ନିଜର କୁମ୍ପି ଭାଙ୍ଗି କରୋନା ମୁକାବିଲା ପାଇଁ ସହାୟତା ଦେଉଛି । ଅନେକ ବଦାନ୍ୟ ବ୍ୟକ୍ତି ଗରିବ ଲୋକଙ୍କୁ ନିଃସର୍ତ୍ତରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ । ସେ ନିଜ ସଞ୍ଚୟ ଟଙ୍କାରୁ […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ସବୁଠାରୁ ଆକ୍ଟିଭ୍ ନେତାଙ୍କ କଥା କହିଲେ ମନକୁ ଆସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ୱିତୀୟ ରାଜନେତା ଯାହାଙ୍କର ଅଛନ୍ତି ସର୍ବାଧିକ ଫଲୋଅର। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ସୋଶାଲ ମିଡିଆରୁ ବିଶ୍ରାମ ନେବେ ବୋଲି ଘୋଷଣା କରି […]
ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା। ସ୍ୱତନ୍ତ୍ର […]
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଗେଟ୍ ନିକଟରେ ଚାଲିଥିବା ହୁନର ହାଟ ବୁଲିବାକୁ ଯାଇଥିଲେ। ପ୍ରାୟ ୫୦ ମିନିଟ୍ ଏହି ହୁନର ହାଟରେ ସେ କଟାଇଥିଲେ। ବ୍ୟବସାୟୀଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍ ବୁଲି ଦେଖିଥିଲେ। ତାରକସି କାମକୁ ପ୍ରଶଂସା ବି କରିଥିଲେ। ସେଠାରେ ସେ ସ୍ୱାଦିଷ୍ଟ ଲିଟ୍ଟି ଚୋଖା (ବିହାରର ଏକ ଲୋକପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ) ଖାଇ ଥିଲେ। […]
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହି ଗସ୍ତ ବେଳେ ବଡ ଧରଣର ଡିଲ ହୋଇ ନପାରେ ବୋଲି ସୂଚନା ମିଳିଛି । ଗସ୍ତ ବେଳେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା ହୋଇପାରେ କିନ୍ତୁ ବଡ ଡିଲ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି । ଏଥି ସହ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ବଡ ଡିଲ ହେବ […]
ବାରାଣାସୀ:ବାରାଣାସୀର ଜଣେ ରିକ୍ସା ଚାଳକ। ନାଁ ମଙ୍ଗଳ କେୱଟ। ମଙ୍ଗଳ ତାଙ୍କ ଝିଅ ବାହାଘରକୁ ନେଇ ବହୁତ ବ୍ୟସ୍ତ । ତେବେ ଆପଣ ଭାବୁଥିବେ ଜଣେ ରିକ୍ସା ଚାଳକ ତାଙ୍କ ଝିଅର ବାହାଘର କରୁଛନ୍ତି, ଏଥିରେ କି ରୋଚକ ଖବର ଅଛି ? ଖବରଟି ରୋଚକ ଏଥିପାଇଁ ଯେ, ଏହି ରିକ୍ସାବାଲାଙ୍କ ଝିଅ ବାହାଘର ପାଇଁ ମୋଦି ପଠାଇଛନ୍ତି ଚିଠି। ଚିଠିରେ ଝିଅ-ଜ୍ୱାଇଁଙ୍କ ପାଇଁ ପଠାଇଛନ୍ତି ଅନେକ ଆଶୀର୍ବାଦ, ଶୁଭେଚ୍ଛା। ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇ ଖୁସିରେ ଫାଟି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଲୋକସଭାରେ ଏକ ଭିନ୍ନ ଅନ୍ଦାଜରେ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ନିଜର ମତ ରଖିଥିଲେ। ମତ ରଖି ନ ଥିଲେ ତ, ଯେମିତି ବିରୋଧୀଙ୍କୁ ଉତ୍ତର ଦେବାକୁ ଏକ ମୌକା ପାଇଥିଲେ। ଉଦବୋଧନ ଦେବା ବେଳେ ଏକ ଭିନ୍ନ ଅନ୍ଦାଜରେ ବିରୋଧୀଙ୍କୁ ଉତ୍ତର ଦେଇଥିଲେ ମୋଦି । ନିଜ ସରକାରଙ୍କ ସଫଳତା ବକ୍ଷାଣିବା ସହ ଏକଦମ୍ ମଜାଳିଆ ଢଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। […]
ନୂଆଦିଲ୍ଲୀ:ପିଏମ ମୋଦି ଏନସିସି କ୍ୟାଡେଟଙ୍କୁ ସମ୍ବୋଧନ କରି ବିପକ୍ଷଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ବିଧାନ ବିଷୟରେ କହୁଥିବା ଲୋକ ସଂସଦରେ ପାସ୍ ହୋଇଥିବା ବିଲ୍କୁ ଗ୍ରହଣ କରୁନାହାନ୍ତି। ସେମାନଙ୍କୁ ପଡୋଶୀ ଦେଶମାନଙ୍କରେ ଅଳ୍ପ ସଂଖ୍ୟକଙ୍କ ଉପରେ ହେଉଥିବା ଅତ୍ୟାଚାର ଦେଖା ଯାଉନି। ଛାତ୍ରମାନଙ୍କୁ ସମ୍ବୋଧନ କରି କହିଥିଲେ, ଦେଶର ଶକ୍ତି ହେଉଛନ୍ତି ଯୁବଶକ୍ତି। ଯୁବଶକ୍ତି ଯଦି ଅନୁଶାସନ ମଧ୍ୟରେ ରହିବେ, ସେମାନଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଥିବ, ନିଷ୍ଠା ଓ ଲଗନ ଥିବ ତେବେ […]
କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ […]
କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି ପଡ଼ି ତଳେ ପଡ଼ିଯାଇଥିଲେ। ଉପସ୍ଥିତ ଲୋକେ ତୁରନ୍ତ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇଥିଲେ। କିଛି ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିବାବେଳେ କିଛି ଲୋକ ଅର୍ଥନୀତିକୁ […]