• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

accident
ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍ ଡ୍ୟୁଟିରେ ଯାଉଥିବା ଏକ ସରକାରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଗଛରେ ପିଟି ହୋଇ ବସ୍‌ଟି…

  • Saturday, 08 May 2021
tamilnadu
ତାମିଲନାଡୁରେ ମେ ୧୦ରୁ ୧୪ ଦିନିଆ ଲକଡାଉନ୍

ଚେନ୍ନାଇ : ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁରେ ଲାଗୁ ହେଲା ସମ୍ପୂର୍ଣ୍ଣ ଲକଡାଉନ୍ । କରୋନା ଚେନରେ ବ୍ରେକ୍ ଲଗାଇବା ଲାଗି ମେ ୧୦ରୁ ମେ ୨୪ ଯାଏ ତାମିଲନାଡୁରେ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁର ନୂତନ ଡିଏମକେ…

  • Saturday, 08 May 2021
CORONA
ଚନ୍ଦା ଲୋକଙ୍କୁ ସଂକ୍ରମଣ ଭୟ ଅଧିକ : ୨.୫ ଗୁଣ ଅଧିକ ଗମ୍ଭୀର ରୂପରେ ପୀଡିତ ହେବାର ଆଶଙ୍କା

ନୂଆଦିଲ୍ଲୀ : କରୋନା ମହାମାରୀର କହର ସାରା ବିଶ୍ୱରେ ବଢ଼ିବାରେ ଲାଗିଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଏବେ ଚିନ୍ତାଜନକ ରହିଛି । ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟାରେ ମଧ୍ୟ ଲଗାମ…

  • Saturday, 08 May 2021
Tehsildar
ବିବାହ ଭୋଜି ଅଟକାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର

ମୋହନା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଯେଉଁଭଳି ଭାବରେ ବୃଦ୍ଧି ପାଉଛି କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ କିଛି ଅମାନିଆ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। କମ୍‌…

  • Saturday, 08 May 2021
karnatak
କରୋନା ସଂକ୍ରମଣରେ ବ୍ରେକ ଲଗାଇ ପାରିଲାନି କର୍ଫ୍ୟୁ : ୧୦ରୁ ୨୪ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକଡାଉନ୍

ବେଙ୍ଗାଲୁର : ଦୈନିକ ମୃତ୍ୟୁ ଓ ପଜିଟିଭ୍ ହାରରେ ବ୍ରେକ ଲଗାଇବା ପାଇଁ ଦୁଇ ସପ୍ତାହର ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣକୁ କମ୍ କରିବାକୁ ସାରା ରାଜ୍ୟରେ କର୍ଫ୍ୟୁ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିଲାନି…

  • Saturday, 08 May 2021
kerala
କେରଳରେ ଆଜି ଠାରୁ ସମ୍ପୂର୍ଣ୍ଣ ଲକଡାଉନ୍‌

ତ୍ରିଭେନ୍ଦ୍ରମ୍ : କେରଳରେ ଲାଗୁ ହେଲା ୮ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ । ମହାମାରୀ କରୋନାର ଦ୍ୱିତୀୟ ଲହରରେ ଅନ୍ୟତମ ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି କେରଳ । ଆଉ ଏଥିପାଇଁ ଏଥିରେ ବ୍ରେକ୍ ଲଗାଇବା ପାଇଁ ବିଜୟନ ସରକାର ଏହି…

  • Saturday, 08 May 2021
snake
ସାପ କାମୁଡ଼ାରେ ଭାଇଭଉଣୀ ମୃତ

ସାପ କାମୁଡ଼ାରେ ଭାଇଭଉଣୀ ମୃତ ମୃତ ୨ ଶିଶୁଙ୍କ ବୟସ ୧୧ ବର୍ଷ ଓ ୩ ବର୍ଷ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ କାମୁଡ଼ି ଦେଇଥିଲା ସାପ ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ଦୁଃଖଦ…

  • Saturday, 08 May 2021
sbi
ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ନମ୍ବର ଜାରି କଲା ଏସବିଆଇ : ମାତ୍ର ଗୋଟିଏ କଲରେ ହୋଇଯିବ ସମସ୍ତ କାମ

ନୂଆଦିଲ୍ଲୀ : ମହାମାରୀର ମହାସଙ୍କଟ ମଧ୍ୟରେ ଆଉ ବ୍ୟାଙ୍କ ଦଉଡ଼ିବାକୁ ପଡ଼ିବନି । ମାତ୍ର ଗୋଟିଏ କଲରେ ହୋଇପାରିବ ଅନେକ କାମ । କରୋନାର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ…

  • Saturday, 08 May 2021
00
୨୪ ଘଣ୍ଟାରେ ୨୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଭୟ ବଢ଼ାଉଛି କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅଲୋଡ଼ା ରେକର୍ଡ ସୃଷ୍ଟି କରୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ରାଜ୍ୟର କରୋନା ସ୍ଥିତି ଧୀରେ ଧୀରେ…

  • Saturday, 08 May 2021
corona testing
ଦିନକରେ ସୁନ୍ଦରଗଡ଼ରୁ ବାହାରିଲେ ୧,୯୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ଉପରମୁହାଁ କରୋନା ଗ୍ରାଫ୍। ବଢ଼ି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ବି ୧୧ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ…

  • Saturday, 08 May 2021
putin
AK-47 ଯାହା ସ୍ପୁଟ୍‌ନିକ-ଭି ଭ୍ୟାକ୍ସିନ ତାହା ! ଏମିତି ତୁଳନା କଲେ ରାଷ୍ଟ୍ରପତି ପୁଟିନ୍‌, ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଥିବା କାରୋନା ଭ୍ୟାକ୍ସିନ୍ ସ୍ପୁଟ୍‌ନିକ୍-ଭିକୁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ AK-47 ସହିତ ତୁଳନା କରିଛନ୍ତି । ଏହି ଭ୍ୟାକ୍ସିନ ବିଷୟରେ ସେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ । ଅସ୍ତ୍ରଶସ୍ତ୍ର…

  • Friday, 07 May 2021
Corona
ଲୋକଙ୍କ ଢ଼ିଲାପଣ ଲାଗି ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ

: ଗ୍ରାମାଞ୍ଚଳରେ ଚିନ୍ତା ବଢ଼ାଇଛି କରୋନାର ଦ୍ୱିତୀୟ ଲହର। କାରଣ ଏଠି ନା ସହରାଞ୍ଚଳ ଭଳି ସଟଡାଉନ୍‌, ଲକଡାଉନ୍‌ ହେଉଛି ନା କୌଣସି ଧରପଗଡ଼ କରାଯାଉଛି। ଟେଷ୍ଟିଂ କି ଟିକାକରଣ ତ ଦୂରର କଥା, ପଡ଼ାଠୁ ଆରମ୍ଭ କରି ପଞ୍ଚାୟତ ଯାଏଁ କୋଭିଡ୍ ନିୟମ ଅନୁପାଳନର ନାଁ ଗନ୍ଧ ହିଁ ନାହିଁ

  • Friday, 07 May 2021
Corona
କରୋନା କଟକଣା ସଠିକ୍‌ ଭାବରେ ମାନିଲେ ଆସିବ ନାହିଁ ତୃତୀୟ ଲହର?

ଦେଶର ଅଧିକାଂଶ ରାଜ୍ୟ ତାଲାବନ୍ଦ ସ୍ଥିତିରେ, ନହେଲେ ଅନ୍ୟ କଟକଣା ଭିତରେ। ତଥାପି ଦୁର୍ବଳ ହେବାର ନାଁ ଧରୁନି କରୋନା ସୁନାମୀ। ଜାରି ରହିଛି ୪ଲକ୍ଷ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଏପଟେ ଦୈନିକ ମୃତ୍ୟୁ ସଂଖ୍ୟା ବି ୪ ହଜାର ମୁହାଁ ରହିଛି।

  • Friday, 07 May 2021
Twinkle Kalia
କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲ ପହଞ୍ଚାଉଛନ୍ତି ‘ଆମ୍ବୁଲାନ୍ସ ଦିଦି’, ସବୁଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି..

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଦେଶର ଅନେକ ସ୍ଥାନରେ ଅମ୍ଳଜାନ ଓ ଔଷଧର କଳାବଜାରୀ କରାଯାଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଏଭଳି ଜଟିଳ ପରିସ୍ଥିତିରେ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦିନରାତି ଲୋକଙ୍କ ସେବାରେ…

  • Friday, 07 May 2021
Corona
ସୁନାମୀ ପରି ମାଡ଼ିଚାଲିଛି ମହାମାରୀ

ରାଜ୍ୟରେ କରୋନା ଦ୍ୱିତୀୟ ଲହରିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ବେକାବୁ ହେଲାଣି ମହାମାରୀ। ଆଜି ୧୯ ଜୀବନ ନେବା ସହ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ୧୨ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି। ସେ ଭିତରୁ ୩୧ ଭାଗ ଅର୍ଥାତ୍ ୩ ହଜାର ୯ ଶହ କେବଳ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

  • Friday, 07 May 2021
TEAM INDIA
ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଟିମ ଇଣ୍ଡିଆ ଘୋଷିତ, ବାଦ ପଡ଼ିଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଟିମ ଚୟନ ହୋଇସାରିଛି । ଆଘାତ କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ,…

  • Friday, 07 May 2021
sourav ganguly
ଭାରତୀୟ ଖେଳାଳିଙ୍କୁ କେବଳ କୋଭିସିଲ୍ଡ ଟିକା ନେବାକୁ ପରାମର୍ଶ, ଜାଣନ୍ତୁ କାହିଁକି...

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ସମୟ ପୂର୍ବରୁ ଶେଷ ହୋଇଯାଇଛି । ଏବେ ଭାରତୀୟ ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଯିବାକୁ ପଡିବ । ଏହାପୂର୍ବରୁ ଭାରତୀୟ…

  • Friday, 07 May 2021
Untitled-1
ଆସନ୍ତୁ ଜାଣିବା ବ୍ରେଡ୍ ଉପମା ପ୍ରସ୍ତୁତ ପ୍ରଣାଳୀ

ସମସ୍ତେ ବ୍ରେଡର ସ୍ୱାଦକୁ ପସନ୍ଦ କରନ୍ତି ଏବଂ ଏଥିରୁ ପ୍ରସ୍ତୁତ ଡିସ୍ ମଧ୍ୟ ସମସ୍ତଙ୍କର ପସନ୍ଦ। ସେ ବ୍ରେଡ୍ ପକୋଡା ହେଉ ବା ଶାହି ଟୋଷ୍ଟ ହେଉ ବା ଅନ୍ୟ କୌଣସି ଖାଦ୍ୟ ହେଉ। ଏହି ପରିପ୍ରେକ୍ଷୀରେ, ବ୍ରେଡ୍ ଉପମା ମଧ୍ୟ…

  • Friday, 07 May 2021