• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Suresh-Mahapatra
ଟିକା ପାଇଁ ଟେଣ୍ଡର ! ଚାରି ମାସରେ ‍ଆସିପାରେ ୩.୮ କୋଟି ଭ୍ୟାକ୍ସିନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦…

  • Saturday, 15 May 2021
Randeep Guleria
‘ବ୍ଲାକ୍ ଫଙ୍ଗସ’କୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…

dgp
ମାଓବାଦୀ କରୋନା ସଂକ୍ରମିତ ହୋଇଥିଲେ ଆତ୍ମସମର୍ପଣ କରନ୍ତୁ: ଡିଜିପି

କଳାହାଣ୍ଡି : ମାଓ ଦମନ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ। ବିଏସ୍ଏଫ୍ କ୍ୟାମ୍ପରେ ସମୀକ୍ଷା ବେଳେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି। ଯଦି କେହି ମାଓବାଦୀ କରୋନା ସଂକ୍ରମିତ, ତା ହେଲେ ଆତ୍ମସମର୍ପଣ…

  • Saturday, 15 May 2021
wear mask
୪ ଗୁଣା ଅଧିକ ସତର୍କ ହୁଅ, ଘରେ ରହିଲେ ବି ମାସ୍କ ପିନ୍ଧ: ତ୍ରେହାନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସଂଗୀନ ହେଉଥିବାବେଳେ ସୁରକ୍ଷିତ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ କହିଛନ୍ତି ଯେ,…

  • Saturday, 15 May 2021
Soumendra Priyadarshi
ଏଣିକି ଘରୋଇ ସଂସ୍ଥାର କର୍ମଚାରୀମାନେ ଇ-ପାସ୍ ଥିଲେ ଯାଇପାରିବେ ଅଫିସ୍, ଅନୁମତି ନଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ‍ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି…

  • Saturday, 15 May 2021
dharmendra pradhan
୧୯ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ଵର : ରାଜ୍ୟର ୧୯ଟି ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ ବ୍ୟବସ୍ଥା ପାଇଁ ଅନୁରୋଧ। କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ୧୫ଟି ଜିଲ୍ଲାରେ ୧୯ଟି ପ୍ଲାଣ୍ଟ ସ୍ଥାପନ କରିବା ନେଇ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର।…

  • Saturday, 15 May 2021
Untitled-1
ହିଂସା ପରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ନନ୍ଦିଗ୍ରାମ ପରିକ୍ରମା

କୋଲକାତା : ନିର୍ବାଚନ ପରବର୍ତ୍ତି ହିଂସାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧାନକର। ନନ୍ଦିଗ୍ରାମକୁ ଯାଇ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। କଣ ହୋଇଥିଲା ? କାହିଁକି ହିଂସାକାଣ୍ଡ ହେଲା ? ଏଥିରେ…

  • Saturday, 15 May 2021
soumendra
୨୧୦ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ

ଭୁବନେଶ୍ଵର :  ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରୁଥିବା ବେଳେ ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି।  ଦୈତ ନଗରୀରେ ନିୟୋଜିତ ୨୧୦ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। କମିଶନରେଟ୍ ପୁଲିସର ୨୧୦ରୁ…

  • Saturday, 15 May 2021
online order
ଅର୍ଡର କଲେ ମାଉଥ୍‌ୱାଶ୍‌, ହେଲେ ଆସିଲା ସ୍ମାର୍ଟଫୋନ୍‌

ମୁମ୍ବାଇ: ଅନ୍‌ଲାଇନ୍‌ରେ ଅର୍ଡର କଲେ ମାଉଥ୍‌ୱାଶ୍‌, ହେଲେ ଆସିଲା ସ୍ମାର୍ଟଫୋନ୍‌। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଏଭଳି କିଛି ଘଟିଛି। ମୁମ୍ବାଇର ଲୋକେଶ ଡାଗା ନାମକ ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ ଶପିଂ…

  • Saturday, 15 May 2021
Sumana
କପିଲ ଶର୍ମାଙ୍କ 'ଭୁରୀ' ବେକାର! ଯୁଝୁଛନ୍ତି ଏହି ରୋଗରେ

କପିଲ ଶର୍ମା ଶୋ’ର ଭୂରୀ ବା ମଞ୍ଜୁ ତଥା ସୁମୋନା ଚକ୍ରବର୍ତ୍ତୀ ନିଜର ଚମତ୍କାର କଳା ପ୍ରଦର୍ଶନ ନେଇ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। କପିଲଙ୍କ ଶୋ’ରେ ସେ ଲୋକଙ୍କୁ ବହୁତ ହସାନ୍ତି। କିନ୍ତୁ ପୂର୍ବ କିଛି ଦିନ ଧରି ସେ…

  • Saturday, 15 May 2021
lockdown 1
ଆସନ୍ତାକାଲି ଠାରୁ ମେ ୩୦ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକଡାଉନ୍ : କେବଳ ଜରୁରୀ ସେବାକୁ ମିଳିବ ଅନୁମତି

କୋଲକାତା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଏନେଇ ନର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ୧୬ ମେରୁ ୩୦ ମେ ପର୍ଯ୍ୟନ୍ତ ଲକଡାଉନରେ…

beer
ଭୁବନେଶ୍ୱରରେ ଅନ୍‌ଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱରରେ ଅନ୍‌ଲାଇନ୍‌ରେ ମିଳିବ ମଦ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ଲାଗି ଅନୁମତି ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍‌ଲାଇନ୍‌ରେ ବିକ୍ରି ହେବ ମଦ  ଫୋନ୍ ଯୋଗେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍‌ ଜରିଆରେ…

  • Saturday, 15 May 2021
anil
ଘରକୁ ଟିମ୍ ଡକାଇ ସମର୍ଥକଙ୍କ ସହ ଟିକା ନେଲେ ସାଂସଦ

ସ୍ଲଟ ବୁକିଂ ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଜନତା ବିଜେପି କାର୍ଯ୍ୟାଳୟରେ ଟିକାକରଣ କାର୍ଯ୍ୟକ୍ରମ କରାଇଲେ ସାଂସଦ ଉଜ୍ଜୟନୀ : ସାରା ଦେଶରେ କରୋନାର ତାଣ୍ଡବ ଚାଲିଥିବା ବେଳେ ଟିକା ନେବା ପାଇଁ ନାହିିଁନଥବା ଅସୁବିଧା ଭୋଗୁଛନ୍ତି ଜନତା । ଟିକାକରଣ…

  • Saturday, 15 May 2021
ରାଖୀ କାହିଁକି ଚାହୁଁଥିଲେ ଧନୀ ଲୋକକୁ ବିବାହ କରିବାକୁ? ପଢନ୍ତୁ…

ମୁମ୍ବାଇ: ବିଗ୍ ବସ୍-୧୪ରେ ରାହୁଲ ବୈଦ୍ୟଙ୍କ ସହ ତାଙ୍କ ବୈବାହିତ ସମ୍ପର୍କ ବିଷୟରେ ପ୍ରକାଶ କରିବା ପରଠାରୁ ଏଣ୍ଟରଟେନମେଣ୍ଟ ଜଗତର ଡ୍ରାମା କୁଇନ୍ ରାଖୀ ସାୱନ୍ତ ଚର୍ଚ୍ଚୋରେ ରହିଆସୁଛନ୍ତି। ନିଜ ମନ୍ତବ୍ୟରେ ସମସ୍ତଙ୍କୁ ଚକିତ କରୁଥିବା ରାଖୀ ଏବେ ସୋସିଆଲ ମିଡିଆରେ…

  • Saturday, 15 May 2021
covid drdo
ଆସନ୍ତା ସପ୍ତାହରେ DRDO ଯୋଗାଇବ କରୋନା ଔଷଧ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହରୁ ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ବଜାରରେ ଉପଲବ୍ଧ ହେବ ଏବଂ ରୋଗୀଙ୍କଠାରେ ପ୍ରୟୋଗ କରାଯିବ । ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ୨ଡିଜି ଔଷଧକୁ…

  • Saturday, 15 May 2021
black fungus
ନଏଡାରେ ପହଁଚିଲା ବ୍ଲାକ ଫଙ୍ଗସ୍; ୧୦ ରୋଗୀ ଚିହ୍ନଟ, ୨ ମୃତ

ଗୌତମ ନଗର: କୋଭିଡ଼ ୧୯ ସଂକ୍ରମଣରେ ପୀଡିତ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି। କାନପୁର ଏବଂ ଲକ୍ଷ୍ନୌରେ ୩ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଗୌତମ ନଗରରେ ପ୍ରବେଶ କରିଛି ଏହି…

  • Saturday, 15 May 2021
odisha
ଆଜି ସାଢ଼େ ୪ଟାରେ କ’ଣ କହିବେ ମୁଖ୍ୟ ଶାସନ ସଚିବ ?

ଭୁବନେଶ୍ୱର: ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ କରିବେ। ଏହି ପ୍ରେସ୍‌ମିଟ୍‌ରେ NHM ନିର୍ଦ୍ଦେଶିକା ଓ ବିଏମ୍‌ସି କମିଶନର ମଧ୍ୟ ଉପସ୍ଥିତ ରହିବେ। କରୋନା ଦ୍ୱିତୀୟ ଲହରକୁ ନେଇ ଏହି ପ୍ରେସ୍‌ମିଟ୍‌ ହେବ ବୋଲି…

  • Saturday, 15 May 2021
ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ

ଝାରସୁଗୁଡା : ଜେଲରେ କାୟା ବିସ୍ତାର କରୁଛି କରୋନା ।  ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଜେଲରେ ଥିବା ୨ ଶହ ୮୨ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ବାବ୍ ସଂଗ୍ରହ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ…

Ldy-polic
ଅଚିହ୍ନା ଶବକୁ କାନ୍ଧ ଦେଲେ; ବିପଦର ବନ୍ଧୁ ସାଜିଲେ ମହିଳା ପୋଲିସ ଅଫିସର

ବିଶାଖାପାଟଣା(ଯଶୋବନ୍ତ ପାଢୀ):  ସେ ତାଙ୍କର ବନ୍ଧୁବାନ୍ଧବ ବା ସମ୍ପର୍କୀୟ ନୁହଁନ୍ତି। ଅଚିହ୍ନା..ଅଜଣା ଜଣେ ବୃଦ୍ଧ।  ତଥାପି ତାଙ୍କ ମନ ସମ୍ଭାଳି ନ ଥିଲା। କେହି କାନ୍ଧ ନ ଦେବାରୁ ନିଜେ ମହିଳା ପୋଲିସ ଅଫିସର ନିଜ କାନ୍ଧ ଦେଇଥିଲେ। ଖାଲି କାନ୍ଧ…

  • Saturday, 15 May 2021
2 dg
କରୋନା ଚିକିତ୍ସା ପାଇଁ ଡିଆରଡିଓର 2-DG ଔଷଧ ପ୍ରସ୍ତୁତ : ଆସନ୍ତାକାଲି ମିଳିବ ୧୦ ହଜାର ଡୋଜ

ନୂଆଦିଲ୍ଲୀ : କରୋନା ଭାଇରସ୍ ମୁକାବିଲା ପାଇଁ ଡିଆରଡିଓ ଦ୍ୱାରା ୨-ଡିଜି ଔଷଧ ପ୍ରସ୍ତୁତ କରାଯାଇଛି । ଏହି ଔଷଧର ୧୦ ହଜାର ଡୋଜ୍ ଆଜି କିମ୍ବା ଆସନ୍ତାକାଲି ଠାରୁ ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି । ଆଗାମୀ ସମୟରେ…

  • Saturday, 15 May 2021
oxizen
୪ ହଜାର ତଳକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା; ଦିଲ୍ଲୀରେ ବି କମିଲା ଦୈନିକ ସଂକ୍ରମଣ ହାର

ନୂଆଦିଲ୍ଲୀ- କରୋନାର ଦୈନକ ସଂକ୍ରମଣରୁ ଆଜି ସାମାନ୍ୟ ଆଶ୍ଵସ୍ତି ମିଳୁଛି । ମେ’ ମାସରେ ଦୈନିକ ସଂକ୍ରମଣ ଆଜି ସବୁଠାରୁ କମ୍‌ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଶନିବାର ୩ ଲକ୍ଷ ୨୬ ହଜାର…