• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

change-lige
ମହାମାରୀ ବଦଳାଇ ଦେଲା ଜୀବନର ମୋଡ଼

କରୋନା ବଦଳାଇଦେଲା ଜୀବନର ମୋଡ଼। ସବୁ ସ୍ପପ୍ନକୁ ଭାଙ୍ଗି ଚୁରମାର କରିଦେଲା ମହାମାରୀ। ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଯିଏ ଦିନେ ଫୁଟବଲ ମୈଦାନରେ କମାଲ ଦେଖାଉଥିଲେ, ଏବେ ସେ ପାଲଟି ଯାଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ।

  • Thursday, 10 June 2021
puri
ଏଥର ବି ପୁରୀକୁ ଛାଡ଼ି ଆଉ କେଉଁଠି ବି ଗଡ଼ିବନାହିଁ ରଥ

କୋଭିଡ୍ ସଂକ୍ରମଣ ଥମିନଥିବାରୁ ଗତବର୍ଷ ଭଳି ଏଥର ବି କେବଳ ପୁରୀରେ ବିନା ଭକ୍ତରେ ହେବ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା।

rice
ଏମ୍ଏସ୍ପି ବୃଦ୍ଧି ନେଇ ତେଜିଲା ରାଜ୍ୟ ରାଜନୀତି

କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ବୃଦ୍ଧି କରିବା ପରେ ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ତିନି ପ୍ରମୁଖ ଦଳ ମଧ୍ୟରେ ବୟାନବାଜି ଜାରି ରହିଛି। ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଧାନର ଏମ୍ଏସ୍ପି ବୃଦ୍ଧି କରିବା ସ୍ୱାଗତ ଯୋଗ୍ୟ

  • Thursday, 10 June 2021
aiims
ଏମ୍ସରେ ଲାଗିବ ୨ଟି ECMO ମେସିନ

ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ECMO ମେସିନ। ଗୁରୁତର କୋଭିଡ ରୋଗୀ ଏବଂ ଅନ୍ୟାନ୍ୟ ଆଇସିୟୁ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଲାଗିବ ECMO ମେସିନ୍। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ECMO ମେସିନ ଚଳିତମାସ ଶେଷ ସୁଦ୍ଧା ଲାଗିବ।

  • Thursday, 10 June 2021
yashwant jethwa
ଅମାନିଆ ଦେଲେଣି ୧୪ କୋଟି ଜରିମାନା

ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା। କରୋନା ନିୟମ ଉଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ପାଖରୁ ଏ ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି। ଆଜି ପ୍ରେସମିଟ୍‌ କରି ଏପରି ସୂଚନା ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା

  • Thursday, 10 June 2021
3
ଆଦିତ୍ୟ ବିଶାଲ ଏହି କଳାକାରଙ୍କ ସହ ରୋମାଣ୍ଟିକ୍ ଦୃଶ୍ୟରେ ଦେଖାଦେଲେ

ମୁମ୍ବାଇ : ଆଜିକାଲି ଦକ୍ଷିଣ ଆଫ୍ରିକାର କେପଟାଉନରେ ରିଆଲିଟି ସୋ ‘ଖତରୋ କେ ଖିଲାଡି ୧୧’ର ସୁଟିଂ ଚାଲିଛି। ସମସ୍ତ ପ୍ରତିଯୋଗୀ ଇନଷ୍ଟାଗ୍ରାମରେ ସୁଟିଂ ପରେ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହି ଶୋ’ର ପ୍ରତିଯୋଗୀ ବିଶାଲ ଆଦିତ୍ୟ…

  • Thursday, 10 June 2021
cp
ରଜରେ ନିୟମ ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। କଟକଣା ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କଲେ।

  • Thursday, 10 June 2021
Biki
ଭୋକିଲାଙ୍କ ପାଇଁ ସାହା ବିକାଶ

ବ୍ରହ୍ମପୁର: ହୃଦୟ ତ ଆମ ସମସ୍ତଙ୍କ ପାଖରେ ଅଛି, ହେଲେ ବିଶାଳ ହୃଦୟ ବାସ୍‌ ମାତ୍ର ଅଳ୍ପ ଜଣଙ୍କ ପାଖରେ ଥାଏ। ଲକଡାଉନ୍‌ ସମୟରେ ଅନେକ ଖାଦ୍ୟ ପାଉନାହାନ୍ତି। କିଏ କେତେବେଳେ ଗଣ୍ଡାଏ ଖାଇବାକଉ ଦେବ ତାହାକୁ ଅନାଇ ରହିଛନ୍ତି। ଆଉ…

  • Thursday, 10 June 2021
Ali
ବାଟବଣା ହେଉଛି କି ସରକାରଙ୍କ ମାଳ ମାଳ ଯୋଜନା?

ଅସହାୟ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଘର ଯୋଗାଇଦେବା ପାଇଁ ସରକାରଙ୍କର ରହିଛି ବିଜୁପକ୍କା ଘର ଏବଂପ୍ରଧାନମନ୍ତ୍ରୀ ଆବାସ ଯୋଜନା।

  • Thursday, 10 June 2021
mumbai rain
ଆସୁଛି ବଡ଼ ବର୍ଷା, ମାଡ଼ି ଆସିବ ବନ୍ୟା ଜଳ ! ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ୱର: ମୌସୁମୀ ରୁତୁରେ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି । ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା…

Untitled-1
ଭିକି କୌଶଲ୍-କ୍ୟାଟ୍ରିନା କୈଫଙ୍କ ଡେଟିଂ : ଖୁଲାସା କଲେ ହର୍ଷବର୍ଦ୍ଧନ

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବହୁତ ମଜବୁତ ହେବାରେ ଲାଗିଛି। ସେ ହୁଏତ ଏହା କହୁ ନାହାଁନ୍ତି, କିନ୍ତୁ ବି-ଟାଉନ୍ କରିଡରରେ ଏହାର ଚର୍ଚ୍ଚା ଜୋର ଧରିଛି। ଉଭୟ ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ…

  • Thursday, 10 June 2021
mahanadi
୨ ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର: ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ଅହୁରି ୨ବର୍ଷ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜଳ ସଂପଦ ନଦୀ ବିକାଶ ଓ ଗଙ୍ଗା ସରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।…

raja
ରଜ: କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ

ରଜ ପର୍ବ ! ମା’ ଓ ମାଟିର ପୂଜାର ପର୍ବ । ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି…

naveen patnaik
ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୩%ରୁ ଅଧିକ କ୍ଷତି ସହିଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ଇନପୁଟ୍ ସବସିଡି ମିଳିବ ବୋଲି କହିଲେ ନବୀନ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା…

nusrat jahan
ଏହି ଅଭିନେତାଙ୍କ ପାଇଁ ଟିଏମ୍‌ସି ସାଂସଦ ନୁସରତ୍‌ଙ୍କ ବୈବାହିକ ଜୀବନରେ ଝଡ଼ !

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଶେଷରେ ନିଜର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି। ୨୦୧୯ରେ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି ନୁସରତ୍‌ କହିଛନ୍ତି। ସେ କହିଛନ୍ତି,…

  • Thursday, 10 June 2021
Niharika-Das-2
ଶ୍ୱଶୁରଙ୍କୁ ପିଠିରେ ବୋହିଥିବା ବୋହୂ କହିଲେ ଭାଇରାଲ ଫଟୋ ପଛର ସତ କାହାଣୀ...

ଗତ ସପ୍ତାହରେ ଜଣେ ମହିଳା ତାଙ୍କ କୋଭିଡ ଆକ୍ରାନ୍ତ ଶ୍ୱଶୁରଙ୍କୁ ପିଠିରେ ବୋହି ନେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ସମସ୍ତେ ଉକ୍ତ ବୋହୂଙ୍କୁ ଭୁରି…

rath yatra
ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ, ଭକ୍ତଙ୍କୁ ବାରଣ

ପୁରୀ: କେବଳ ପୁରୀ ବ୍ୟତୀତ ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ। ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ଅନୁଷ୍ଠିତ ହେବ। ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ…

Soumendra Priyadarshi
ରଜ ପାଇଁ ବଢ଼ିଲା କଟକଣା, ଦୋକାନୀଙ୍କୁ ପୋଲିସ କମିଶନରଙ୍କ କଡ଼ା ଚେତାବନୀ..

ଭୁବନେଶ୍ୱର: ରଜ ପାଇଁ ବଢ଼ିଲା କଟକଣା । ନିୟମ ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି । କୋଭିଡ୍ କଟକଣା…

gwalior
ହିନ୍ଦୁ ମା’ର ଶେଷକୃତ୍ୟ କରିବାକୁ ମନାକଲା ଖ୍ରୀଷ୍ଟିଆନ୍ ପୁଅ

ଧର୍ମ ପରିବର୍ତ୍ତନ ପରେ ହିନ୍ଦୁ ମା’କୁ ମୁଖାଗ୍ନି ଦେବାକୁ ମନା କଲା କୁଳାଙ୍ଗାର ପୁଅ ୧୧୦୦ କିମି ଦୂରରୁ ଆସି ଆଈର ଦାହସଂସ୍କାର କଲା ନାତୁଣୀ ପୁଅ ପାଇଁ ବଡ଼ ହେଲା ଧର୍ମ, ପର ହୋଇଗଲା ମା’ । ହିନ୍ଦୁ ମା’ର…

  • Thursday, 10 June 2021