• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

1
କରୋନା ଚାପରୁ ମୁକ୍ତି ପାଇଁ ଅଜବ ପ୍ରୟାସ : ବର୍ଷେ ହେଲା ଡେଉଁଛନ୍ତି ପାଣିକୁ

ନୂଆଦିଲ୍ଲୀ :  କରୋନା ମହାମାରୀର ଏହି ସଂକଟ ସମୟରେ ଲୋକମାନେ ଚିନ୍ତାରେ ଅଛନ୍ତି। ଅନେକ ଲୋକ ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏନେଇ ଏମିତି କିଛି କରୁଛନ୍ତି ଯାହା ଜାଣିଲା ପରେ ଆପଣ…

  • Sunday, 13 June 2021
rahul
କେନ୍ଦ୍ର ସରକାରଙ୍କ ସବୁଠୁ କାମିକିଆ ମନ୍ତ୍ରଣାଳୟର ନାମ କଣ: ରାହୁଲ ଗାନ୍ଧୀ

କରୋନା ମହାମାରୀକୁ ନେଇ ଦେଶରେ ଏବେ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ ମହାମାରୀକୁ ନେଇ ରାଜନୀତି ବି ଜୋରସୋରରେ ଚାଲିଛି।

  • Sunday, 13 June 2021
4
ମନୁଷ୍ୟ ଓ ପ୍ରକୃତିର ନିଆରା ସଂପର୍କ ଗଣପର୍ବ ରଜ

“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଏହା ଯେ କେବଳ ଏକ ଗୀତ ନୁହେଁ, ଏହା ପ୍ରକୃତି ଓ ମନୁଷ୍ୟ ସହିତ କେଉଁ ଆବାହମାନ କାଳରୁ ଜଡିତ ଥିବା ଏକ ଗାଢ ସମ୍ପର୍କ।ବନସ୍ତରେ…

1
ପୁରୁଷ ପାଇଁ କଞ୍ଚା ରସୁଣ କେତେ ଉପକାରୀ?

ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ। ନିଜକୁ ସକ୍ରିୟ ଏବଂ ଶକ୍ତିଶାଳୀ କରିବାକୁ ପୁରୁଷମାନେ ଅନେକ ଜିନିଷ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ରସୁଣ ଖାଇବା ପୁରୁଷମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ରସୁଣର…

  • Sunday, 13 June 2021
car
ମୁମ୍ବାଇଲେ ପ୍ରବଳ ବର୍ଷା: ଚାହୁଁ ଚାହୁଁ ଗାତରେ ବୁଡ଼ିଗଲା କାର୍‌

ମୌସୁମୀ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ। ଲଗାଣ ବର୍ଷା ଫଳରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ସେପଟେ ପ୍ରବଳ ବର୍ଷା ଯୋଗୁଁ ସ୍ୱରେଜ୍‌ ଲାଇନ୍ ଧସିବା ଭଳି ଘଟଣା ଦେଖିବାକୁ ମିଳିଛି

  • Sunday, 13 June 2021
magnet
ଟିକା ନେବା ପରେ ଚୁମ୍ବକୀୟ ଶକ୍ତି ବୃଦ୍ଧିକୁ ନେଇ କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ଦେହରେ ଲାଗି ଯାଉଛି ଚାମଚ, କଣ୍ଟା ଇତ୍ୟାଦି ଲୁହା ତିଆରି ସାମଗ୍ରୀ। ଦେହରେ ଚୁମ୍ବକ ଥିବା ପରେ ସେହି ସବୁ ସାମଗ୍ରୀ ପୁରା ଲାଖି ଯାଉଥିବାର ଅନେକ ଲୋକେ ଦାବି କରିଛନ୍ତି। ଏହାର ଭିଜୁଆଲ୍ ବି ଭାଇରାଲ ହେଉଛି। ରାଜ୍ୟର…

  • Sunday, 13 June 2021
berhampur
ଚିକିତ୍ସା ପାଇଁ ଟଙ୍କା ନାହିଁ, ସାହାଯ୍ୟ ଅପେକ୍ଷାରେ ପୂରା ପରିବାର

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ନରେନ୍ଦ୍ର ପୋଲାଇ ଗତ ୪ ଦିନ ତଳେ ଅନ୍ୟର ଉପକାର କରିବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି। ବାଇକରେ ନରେନ୍ଦ୍ର ବୁଗୁଡା ଅଭିମୁଖେ ଫେରୁଥିବା ବେଳେ ତକରଡ଼ା ଗ୍ରାମ ନିକଟସ୍ଥ ବାଘୁଆ କେନାଲ ବାଙ୍କରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ କର୍ସିଙ୍ଗ ଅଭିମୁଖେ ଚାଲିଯାଇଥିଲା।

  • Sunday, 13 June 2021
Kubhakara
ତାଲାବନ୍ଦ, ବିକ୍ରି ହୋଇପାରୁନାହିଁ କୁମ୍ଭକାରର ସାମଗ୍ରୀ....ଏବେ ପରିବାର ଚଳିବ କେମିତି?

କରୋନା ପାଇଁ ତାଲା ବନ୍ଦର ସିଧା ପ୍ରଭାବ ପଡିଛି କୁମ୍ଭକାର ଏବଂ ଟେରାକୋଟା କାରିଗରଙ୍କ ପରିବାର ଉପରେ। ଲକଡାଉନ୍‌ ଛଡାଇ ନେଇଛି କୁମ୍ଭକାରଙ୍କ ଜୀବିକା। ବିକ୍ରିବଟା ଅଭାବରୁ ଏବେ ସଙ୍କଟରେ ପଡିଛନ୍ତି ରାୟଗଡା ଜିଲ୍ଲାର କୁମ୍ଭକାର ପରିବାର।

  • Sunday, 13 June 2021
niroj
ଦେଶରେ ମୃତ୍ୟୁ ସଂଖ୍ୟା ବଢିବାର କାରଣ କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ଦେଶରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା ବଢିବା ସଂପର୍କରେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ମୃତ୍ୟୁ ସଂଖ୍ୟାର ପୁଣି ଅଡ଼ିଟ କରାଯାଉଛି। ଘରେ କିମ୍ବା ଘରୋଇ ମେଡିକାଲରେ ହୋଇଥିବା କୋଭିଡ୍ ରୋଗୀଙ୍କ ମୃତ୍ଯୁକୁ ଆଉଥରେ ଅଡିଟ୍ କରାଯାଉଛି। ଏଥିପାଇଁ…

  • Sunday, 13 June 2021
Untitled-1
ଜି-୭ କ’ଣ? ଏଥିରେ ଭାରତ ଓ ଅଷ୍ଟ୍ରେଲିଆ କାହିଁକି ସାମିଲ ନାହାନ୍ତି?

ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଲକ୍ଷ ରହିଛି କରୋନା ଭାଇରସ୍‌ରୁ କିପରି ମୁକ୍ତି କାରିବା। ଏହା ସହିତ ପର୍ଯ୍ୟାବରଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦୁନିଆର ପ୍ରାୟ ଦେଶର ନଜର ଏହା ଉପରେ। ଏହି…

  • Sunday, 13 June 2021
187311984_383877509734037_8889834657420160411_n
ଡଙ୍ଗରିଆ କନ୍ଧଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ

କଲ୍ୟାଣସିଂହପୁର(ମଉଡ଼ି ବାରିକ) : ଭୋକ ମେଣ୍ଟାଉଛି ସଲପ ଜାଉ । ରାୟଗଡ଼ାର ପାରସାଲି ପଞ୍ଚାୟତର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନେ ଏବେ ବି ସଲପ ଗଛର ଶୁଖିଲା କାଣ୍ଡର ଚୁନାକୁ ଜାଉ କରି ଖାଉଛନ୍ତି । ତେବେ ସଲପ ଜାଉ ଖାଇବା…

  • Sunday, 13 June 2021
DELHI
ରାଜଧାନୀରେ ଆସନ୍ତାକାଲିଠୁ କୋହଳ ହେବ କଟକଣା

ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତାକାଲିଠାରୁ କଟକଣା ଆହୁରି କୋହଳ କରାଯିବ। ପୂର୍ବରୁ ଅଡ୍ ଇଭିନରେ ଦୋକାନ ଖୋଲାଯାଉଥିବା ବେଳେ କାଲିଠୁ ସବୁଦିନ ଦୋକାନ ଖୋଲିବ। ସକାଳ ୧୦ଟାରୁ ୮ ପର୍ଯ୍ୟନ୍ତ ଦୋକାନ ଖୋଲିବ

  • Sunday, 13 June 2021
murder
ଡ଼ାକି ନେଲେ, ଜଙ୍ଗଲ ମଧ୍ୟରେ ହତ୍ୟା କଲେ

ଗୁଣି ଗାରେଡ଼ି ସନ୍ଦେହରେ ବାପା ଓ ପୁଅକୁ ହତ୍ୟା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୁଠାଗୁଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ। ଗାଁର କିଛି ଲୋକ ଗତକାଲି ବିଳମ୍ବିତ ରାତିରେ ବାପା ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି

  • Sunday, 13 June 2021
naba das
ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ନକଲି ଔଷଧ କାରବାରକୁ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ପାଇଲା ପରେ ର୍ନିଦ୍ଧିଷ୍ଟ…

  • Sunday, 13 June 2021
ବାପାକୁ ବଞ୍ଚାଇବାକୁ କୁନି ଝିଅର ଆକୁଳ ନିବେଦନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ମୋ ବାପାଙ୍କୁ ଭଗବାନ୍ ଭଲ କରି ଦିଅନ୍ତୁ । ଭଲ ହୋଇ ମୋ ବାପା ମୋ ପାଖକୁ ଫେରି ଆସନ୍ତୁ । ଭଲ କରି କଥା କହିପାରୁ ନଥିବା କୁନି ଝିଅ ବାପାଙ୍କୁ ବଞ୍ଚାଇବାକୁ ଗୁହାରୀ କରୁଛି…

  • Sunday, 13 June 2021
7
ଆଜି ଦିଶାଙ୍କୁ ଛୁଇଁଲା ୨୯; ଜାଣନ୍ତୁ ତାଙ୍କର କେତେକ ଅଜଣା କଥା

ମୁମ୍ବାଇ : ନିଜର ସୁନ୍ଦର ଚେହେରା ଓ ପ୍ରତିଭା ଦ୍ୱାରା ବଲିଉଡରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଦିଶା ପାଟ୍‌ନୀଙ୍କ ଆଜି ଜନ୍ମଦିନ। ଆଜି ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ସହ ବଲିଉଡର…

  • Sunday, 13 June 2021
raja pana
ପାନ ବିନା ଫିକା ରଜ ମଉଜ

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥ ପାନ ଖିଆ ରସିକ…

shivsena
ନାଳ ସଫା ନହେବାରୁ ନାରାଜ ନେତା : ଆବର୍ଜନା ପାଣିରେ ଠିକାଦାରକୁ ଗାଧୋଇଦେଲେ ବିଧାୟକ

ମୁମ୍ବାଇ : ଅବହେଳା ପାଇଁ ଠିକାଦାରଙ୍କୁ ସର୍ବସମ୍ମୁଖରେ ଅପମାନିତ କଲେ ବିଧାୟକ । ଶିବସେନା ବିଧାୟକ ଦିଲ୍ଲୀପଙ୍କ ଏକ ଭିଡିଓ ଏବେ ଜୋରସୋରରେ ଭାଇରାଲ ହେଉଛି । ନାଳ ସଫା ହୋଇ ନଥିବାରୁ ଠିକାଦାର ଉପରେ ଅଳିଆ ଆବର୍ଜନା ଫୋପାଡ଼ୁଥିବା ଭିଡିଓରେ…

  • Sunday, 13 June 2021
corona
ଦେଶରେ ଖସୁଛି କରୋନା ଗ୍ରାଫ୍‌, ଦିନକରେ ୮୦,୮୩୪ ପଜିଟିଭ୍‌

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଦିନକରେ ୮୦ ହଜାର ୮୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଗତ ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମଣ । ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ…

whale
ମୃତ୍ୟୁକୁ ମାତ୍‌ ଦେଇ ତିମି ପାଟିରୁ ଜୀବିତ ଅବସ୍ଥାରେ ବାହାରକୁ ଆସିଲେ ଏହି ବ୍ୟକ୍ତି

କଥାରେ ଅଛି, ରଖେ ହରି ତ ମାରେ କିଏ। ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଏଭଳି କିଛି ଘଟଣା ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ ସହ। ବିରାଟକାୟ ତିମିର ପାଟି ଭିତରେ…

  • Sunday, 13 June 2021
collage (7)
ସେବା ପାଇଁ ତତ୍ପର ନିଃସ୍ୱାର୍ଥପର ମଣିଷ : ସେନାରେ ଯୋଗ ଦେବାକୁ ନିଶୁକ୍ଳ ତାଲିମ ଦେଉଛନ୍ତି ଶ୍ରୀକାନ୍ତ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ବିଶାଳ ପଡିଆରେ ତାଲିମ ନେଉଛନ୍ତି ଯୁବକ । ଦୌଡ଼, ଲଙ୍ଗ ଜମ୍ପ ,ହାଇ ଜମ୍ପ, ରଶି ସାହାଯ୍ୟରେ ଗଛ ଚଢିବା ,ଟାୟାର ତଳେ ଶୋଇ ଶୋଇ ଯିବା ଆଦି ସବୁ ପ୍ରକାରର ଶାରୀରିକ ତାଲିମ ଦିଆଯାଉଛି  ଭାରତୀୟ…

  • Sunday, 13 June 2021
Cyber Fraud
ସାଇବର ଠକେଇର ଶିକାର ହେଲେ ଡାକ୍ତର, ବିଟ୍‌କଏନ୍‌ ନାଁରେ ୧୧ ଲକ୍ଷ ଲୁଟ୍‌

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେଲେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର…

ନିଜ ଆର୍ଥିକ ସଂକଟର ପ୍ରଚାରକୁ ନେଇ ଜବାବ ଦେଲେ ରାଜେଶ ଖଟ୍ଟର

ମୁମ୍ବାଇ : କରୋନା ଛଡେଇ ନେଇଛି ଅନେକଙ୍କ ରୋଜଗାର। କରୋନା କାଳରେ କିଏ ଚାକିରୀ ହରାଇଛି ତ କାହାର ବ୍ୟବସାୟରେ ଡୋରି ବନ୍ଧା ହୋଇଛି। ଏଥିରୁ ମୁକୁଳି ପାରିନି ସିନେ ଇଣ୍ଡଷ୍ଟ୍ରି । ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଅଧିକ…

  • Sunday, 13 June 2021
Matric-exam-stop
ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବାତିଲ। CBSE/ ICSE ପରେ ରାଜ୍ୟ ବୋର୍ଡ ବାତିଲ ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଏହାସହ…

  • Sunday, 13 June 2021
results
ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଏନେଇ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ୍‌ ରେଜଲ୍ଟ ବାହାରିବା ନେଇ ସେ କହିଛନ୍ତି, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ୍ ଭାବେ କରାଯାଉଛି।…

  • Sunday, 13 June 2021