• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

rain
ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: କାଲି ସକାଳ ୮ଟା ୩୦ ଯାଏଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ,…

Untitled-1
‘ବାବା କା ଢାବା’ର ମାଲିକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମଦ୍ୟପାନ କରିବା ପରେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କାନ୍ତା ପ୍ରସାଦ। ବାବା କା ଢାବା ମାଲିକ ଦିଲ୍ଲୀର ମାଲବିୟ ନଗର…

  • Friday, 18 June 2021
Dilip-Tirkey-
ଦିଲ୍ଲୀପ ତିର୍କି ଓଡ଼ିଶା ହକି ଆଡହକ କମିଟିର ନୂଆ ଚେୟାରମ୍ୟାନ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା ହକି ଆଡହକ କମିଟି ଚେୟାରମ୍ୟାନ । ଦିଲ୍ଲୀପ ତିର୍କି ହେଲେ ଆଡହକ କମିଟିର ନୂଆ ଚେୟାରମ୍ୟାନ । ସେହିଭଳି କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା ହେଲେ ସଦସ୍ୟ ଆବାହକ । ଅନ୍ୟପଟେ ଭୋଳାନାଥ ସିଂହ, ରାଜେନ୍ଦ୍ର…

high court
ରାଜ୍ୟରେ କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ହାଇକୋର୍ଟ ଗଲା କରୋନା ମୃତ୍ୟୁ ପ୍ରସଙ୍ଗ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ…

  • Friday, 18 June 2021
coronavirus
ବିଶ୍ୱର ୨୯ ଦେଶରେ ଠାବ ହେଲା କରୋନାର ନୂଆ ଭ୍ୟାରିଆଂଟ୍‌

କରୋନାକୁ ନେଇ WHO ବା ହୁ ବଡ଼ ମନ୍ତବ୍ୟ ଦେଇଛି। କହିଛି, ବିଶ୍ୱର ୨୯ ଦେଶରେ ପୁଣି ଥରେ କରୋନାର ନୂଆ ଭ୍ୟାରିଆଂଟ୍‌ ମିଳିଛି। ଏହି ମାରାତ୍ମକ ଭୂତାଣୁ ଦକ୍ଷିଣ ଆମେରିକାରୁ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛି। ଆଉ ଏହାର ନାମ (Lambda) ବୋଲି କୁହାଯାଇଛି

  • Friday, 18 June 2021
exams
ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ଆଜି CHSE ପକ୍ଷରୁ ସୂଚନା ଦିଆଯାଇଛି। ଏକ୍ସପର୍ଟ କମିଟି ଦେଇଥିବା ଭିତ୍ତି ଅନୁଯାୟୀ ମାଟ୍ରିକ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ…

  • Friday, 18 June 2021
nitin gadkari
୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୫୦ ପ୍ରତିଶତ କମିବ-ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ଦେଶରେ ସଡକ ଦୁର୍ଘଟଣା କମିବ। ଏ ନେଇ  ଆସନ୍ତା ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୫୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ…

  • Friday, 18 June 2021
favipiravir
କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF

କଟକ: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣା । ଅଧିକ ଖୋଳତାଡ଼ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ STF ଟିମ୍ । ମୁମ୍ବାଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଗଲା ଟିମ୍ । ନକଲି କଂପାନୀ…

rathajatra
ରଥ ଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍‌

ରଥଯାତ୍ରାରେ ସଂପୃକ୍ତ ସେବାୟତଙ୍କର ହେବ କରୋନା ଟେଷ୍ଟ। ରଥ ସହ ସଂପୃକ୍ତ ସମସ୍ତଙ୍କର ୪ ଥର RTPCR ଟେଷ୍ଟ ହେବା ନେଇ ସୂଚନା ମିଳିଛି।

Untitled-1
ଚୋରି କରି ଦୁଇ କଳାକାର ଗିରଫ

ମୁମ୍ବାଇ : ଚୋରି ମାମଲାରେ ମୁମ୍ବାଇ ପୋଲିସ ଦୁଇ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ଗିରଫ କରିଛି। ପ୍ରସିଦ୍ଧ ଟିଭି ଶୋ କ୍ରାଇମ ପେଟ୍ରୋଲ ଏବଂ ଅନ୍ୟାନ୍ୟ କ୍ରାଇମ୍‌ ଶୋ’ରେ ଉଭୟ କଳାକାର ଛୋଟମୋଟ ଭୂମିକାରେ ଅଭିନୟ କରିଛନ୍ତି। କରୋନା କାଳରେ ଲକ୍‌ଆଉନ୍…

  • Friday, 18 June 2021
Drone-Delivery
ଡ୍ରୋନ୍ ମାଧ୍ୟମରେ ଫୁଡ୍ ଡେଲିଭରି କରିବ ସ୍ୱିଗି : ମିଳିଲା ମଞ୍ଜୁରୀ, ପରୀକ୍ଷା ଆରମ୍ଭ

ଡ୍ରୋନ୍ ସାହାଯ୍ୟରେ ଫୁଡ଼ି ଡେଲିଭରି କରିବ ସ୍ୱିଗି । ଅର୍ଡର ଦେବା ମାତ୍ରେ ଘରେ ଡ୍ରୋନ୍ ମାଧ୍ୟମରେ ପହଞ୍ଚିଯିବ ଖାଇବା । ଏଥିଯୋଗୁଁ ଉଭୟ ଫୁଡ ଓ ମେଡ଼ିକାଲ ପାଇଁ ପରୀକ୍ଷଣ ଆରମ୍ଭ ହୋଇଯାଇଛି । ସ୍ୱିଗିର ଡ୍ରୋନ୍ ଡେଲିଭରି ସହଯୋଗୀ…

  • Friday, 18 June 2021
child
ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର, ଅନ୍ତିମସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଲା ଚମତ୍କାର

ଚଣ୍ଡୀଗଡ଼: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଥିଲେ। ପୁଅକୁ କୋଳରେ ଧରି ମୁଣ୍ଡ ଆଉଁସି କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲା ମା’। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ।…

  • Friday, 18 June 2021
Untitled-1
ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା

ବାଙ୍ଗାଲୁରୁ : ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥିରେ ଦୁଇଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି। ୧୬ଜଣିଆ ଦଳରେ ଓଡିଶାର ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂଙ୍କୁ ଦଳର…

  • Friday, 18 June 2021
maoist 11
ସୁକୁମା ଜଙ୍ଗଲରେ ଏନ୍‌କାଉଣ୍ଟର: ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ

ଛତିଶଗଡ଼ ସୁକୁମା ଜିଲ୍ଲା ଚନ୍ଦାମେଟା ଜଙ୍ଗଲରେ DRG ଯବାନ ଏନ୍‌କାଉଣ୍ଟର କରିଛନ୍ତି। ଏନକାଉଣ୍ଟର୍‌ରେ ଟପ୍ କ୍ୟାଡର ମହିଳା ମାଓବାଦୀ ମୃତ ହୋଇଛନ୍ତି

  • Friday, 18 June 2021
Black fungs
ପିଲାଙ୍କ ଜୀବନ ବଂଚାଇବା ପାଇଁ ଆଖି କାଢ଼ି ଦେଲେ ଡାକ୍ତର

କରୋନା ମହାମାରୀ ଲୋକଙ୍କ ନିଦ ହଜାଇଥିବା ବେଳେ ଏବେ ଟେନ୍‌ସନ୍‌ ଦେଉଛି ବ୍ଲାକ୍‌ପଙ୍ଗସ୍‌। ମହାମାରୀ ପରି ବ୍ୟାପୁଛି ଏହି ରୋଗ। ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢୁଛି। ସୂଚନା ଅନୁସାରେ, ମୁମ୍ବାଇର ତିନି ଜଣ ପିଲଙ୍କୁ ବ୍ଲାକ୍‌ ଫଙ୍ଗସ୍‌ ହୋଇଥିଲା।

  • Friday, 18 June 2021
arun sahoo
କୁଳପତିଙ୍କ ବୈଠକ ପରେ UG/PG ଫାଇନାଲ ପରୀକ୍ଷା ନେଇ ବଡ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ UG/PG ଫାଇନାଲ ପରୀକ୍ଷା ହେବ।  ଜୁଲାଇ, ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ଫାଇନାଲ ପରୀକ୍ଷା। ଉଚ୍ଚସ୍ତରୀୟ କୁଳପତିମାନଙ୍କ ସହ ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।…

  • Friday, 18 June 2021
Untitled-1
WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : WTC ଫାଇନାଲ ପାଇଁ ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଦଳରେ ୩ଜଣ ପେସ୍ ବୋଲର ଓ ୨ ଜଣ ସ୍ପିନ୍ ବୋଲର୍ ସାମିଲ ହୋଇଛନ୍ତି । ଏହି ପ୍ଲେୟିଂ ଇଲେଭେନ୍‌ରେ ଅଛନ୍ତି ବିରାଟ କୋହଲି(କ୍ୟାପ୍‌ଟେନ୍),…

  • Friday, 18 June 2021
dmet
କରୋନାର ତୃତୀୟ ଲହରରେ କମ୍ ସଂକ୍ରମିତ ହେବେ ଶିଶୁ-ଡିଏମ୍ଇଟି

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ଶିଶୁମାନଙ୍କ ପାଇଁ ବିପଦ ନେଇ ଆସୁଛି। ସେଥିପାଇଁ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏବେ ଆଶ୍ୱାସନା ମିଳିଛି। କରୋନାର ତୃତୀୟ ଲହରରେ ଶିଶୁମାନେ କମ୍ ସଂକ୍ରମିତ ହେବେ।  ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ…

  • Friday, 18 June 2021
Oil
ଏମିତି ଦରଦାମ୍‌ ବଢାଇଲେ, ଆମେ ବଂଚିବୁ କେମିତି?

ସାରା ଦେଶରେ କ୍ରମାଗତ ଭାବରେ ବଢୁଛି ତୈଳ ଦର। ଅନେକ ସ୍ଥାନରେ ଏବେ ୧୦୦ ଟଙ୍କା ଉପରେ ରହିଛି ତେଲ ଦର। ତେବେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏପରି ଦରବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି

  • Friday, 18 June 2021
isro
ଦିନ ମଜୁରିଆର ପୁଅ ଇସ୍ରୋ ବୈଜ୍ଞାନିକ : ଝାଟିମାଟି ଘରୁ ସୋମନାଥଙ୍କ ସଂଘର୍ଷର କାହାଣୀ

ମୁମ୍ବାଇ : ଝାଟିମାଟି ଚାଳ ଛପର ଘରୁ ଇସ୍ରୋ ବୈଜ୍ଞାନିକ । ବାପାମା’ଙ୍କ ସ୍ୱପ୍ନ ସାକାର କରିଛି ସୁନା ପୁଅ । କଠିନ ପରିଶ୍ରମ ଆଗରେ ବାଧା ସୃଷ୍ଟି କରିପାରିନି ଦାରିଦ୍ର‌୍ୟ । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ମାତ୍ ଦେଇ ଗରିବ…

  • Friday, 18 June 2021
Savdhaan India actresses arrested
ପପୁଲାର୍‌ ଶୋ’ ‘ସାବଧାନ ଇଣ୍ଡିଆ’ର ୨ ଅଭିନେତ୍ରୀ ଗିରଫ

ମୁମ୍ବାଇ: ଚୋରି ମାମଲାରେ ମୁମ୍ବାଇର ଆରେ ପୋଲିସ୍‌ ୨ ଜଣ ଟେଲିଭିଜନ ଅଭିନେତ୍ରୀଙ୍କୁ ଗିରଫ କରିଛି। ଏହି ୨ ଅଭିନେତ୍ରୀ ପପୁଲାର ଶୋ’ ‘ସାବଧାନ ଇଣ୍ଡିଆ’ ଓ ‘କ୍ରାଇମ୍‌ ପାଟ୍ରୋଲ’ରେ ଅଭିନୟ କରିଥିଲେ ବୋଲି ଜଣାପଡ଼ିଛି। କରୋନା ଲକ୍‌ଡାଉନ୍‌ ଯୋଗୁ ସିରିୟଲ୍‌…

Mango
ଆମ୍ବର ଦାମ୍‌ ଅଢେଇ ଲକ୍ଷ

ଦୁନିଆରେ ଏମିତି ଏକ ଆମ୍ବ ଗଛ ଅଛି ଯାହାକୁ ଜଗିବାକୁ ମାଲିକ ୪ ଜଣ ସୁରକ୍ଷାକର୍ମୀ ଓ ୬ଟି ବିଦେଶୀ କୁକୁରକୁ ଜଗାଇଛନ୍ତି। ଜାପାନି ମିୟାଜିକି ପ୍ରଜାତିର ଆମ୍ବ ଗଛକୁ ଜଗିବା ଲାଗି ଏହିପରି ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି

  • Friday, 18 June 2021
students
୧୫ ବିଏଡ୍ କଲେଜରେ ନାମଲେଖା ପାଇଁ NCTEକୁ ଅନୁମତି ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ବନ୍ଦ ହୋଇଥିବା ୧୫ଟି  ବିଏଡ୍ କଲେଜରେ ନାମଲେଖା ପ୍ରସଙ୍ଗରେ NCTEର ଅନୁମତି ମାଗିଲା ବିଭାଗ। ଆବଶ୍ୟକ ଭିତ୍ତିଭୂମି ନ ଥିବା କହି ୧୫ଟି କଲେଜକୁ ବନ୍ଦ କରିବା ପାଇ ନିର୍ଦ୍ଦେଶ ଦେବା ପରେ ଛାତ୍ରଛାତ୍ରୀମାନେ ହତାଶ ହୋଇ ପଡ଼ିଥିଲେ। ଏବେ…

  • Friday, 18 June 2021
vaccination
ଗୋଟିଏ ଦିନରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ ନେଲେ ଏହି ମହିଳା

ପାଟନା: ଗୋଟିଏ ଦିନରେ ଅଳ୍ପ କିଛି ସମୟ ବ୍ୟବଧାନରେ ଜଣେ ମହିଳା କରୋନା ଭ୍ୟାକ୍‌ସିନ୍‌ର ୨ଟି ଡୋଜ୍‌ ନେଇଥିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ମହିଳା ଜଣକ ନେଇଥିବା ଭ୍ୟାକ୍‌ସିନ୍‌ ଅଲଗା ଅଲଗା ଥିଲା। ଗୋଟିଏ କୋଭାକ୍ସିନ୍‌ ଓ…

  • Friday, 18 June 2021