ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ୧୦୬ କୋଟି ଟଙ୍କାର ଜାଲ୍ ବିଲ୍। ଛାତ୍ର, ଗୃହିଣୀ ଏପରିକି ଚାଷୀଙ୍କ ନାଁରେ ୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ। ଖୋର୍ଦ୍ଧା ବେଗୁନିଆରୁ ଏଭଳି ଜଣେ ଧୂୂର୍ତ୍ତ…
ନୂଆଦିଲ୍ଲୀ : ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକାର ଏକ ନୂତନ ସଂସ୍କରଣ ପରୀକ୍ଷା ଚାଲିଛି। ବିଶେଷକରି ଦକ୍ଷିଣ ଆଫ୍ରିକାରେ ମିଳୁଥିବା କରୋନା ଭାଇରସ୍ର ବିଟା ପ୍ରକାରକୁ ଧ୍ୟାନରେ ରଖି ଏହି ପରୀକ୍ଷା କରାଯାଉଛି। ଭାରତରେ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିଶିଲ୍ଡ ନାମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍…
ଯାଜପୁର/ମାଲକାନଗିରି(ଅଭୟ ପତି/ ଜିତେନ୍ଦ୍ର ବେଉରା): ଅପପୁଷ୍ଟିର ଅପଖ୍ୟାତି ଅର୍ଜନ କରିିଥିବା ଯାଜପୁର ଜିଲ୍ଲାର ନଗଡ଼ାରେ ପହଞ୍ଚିଲା କରୋନା କବଚ। ବିଶ୍ୱାସ, ଅନ୍ଧବିଶ୍ୱାସ ଆଉ ପ୍ରଶାସନିକ କଳର ଅଣଦେଖାକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ଶେଷରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ଭ୍ୟାକ୍ସିନ୍। …
ଶ୍ରୀନଗର: ଗିରଫର ଦିନକ ପରେ ଟପ୍ ଲସ୍କର-ଇ-ତୋଇବା ଆତଙ୍କବାଦୀ ନଦିମ୍ ଅବ୍ରାର୍ ଏନ୍କାଉଣ୍ଟରରେ ନିହତ ହୋଇଛି। ଜମ୍ମୁ ଓ କାଶ୍ମୀରର ପାରିମ୍ପୋରା ଅଞ୍ଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ବେଳେ ନଦିମ୍ ନିହତ ହୋଇଥିବା ବେଳେ ଆଉ ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ…
ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଛି ଟ୍ୱିଟର। ନିଜର ୱେବସାଇଟରେ ଏହି ମାଇକ୍ରୋ ବଗିଂ କମ୍ପାନି ଜାମ୍ମୁ କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଥିଲା। ଜଣେ ୟୁଜର ଏ…
ଭୁବନେଶ୍ୱର : ରାଜ୍ୟକୁ କରୋନା ସଂକ୍ରମଣରେ ଆଜି କିଛିମାତ୍ରାରେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ୩ ହଜାର ତଳକୁ ଖସିଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩,୩୧୯ ଥିଲା ବେଳେ ଆଜି ୨,୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୧୭…
ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରକୁ ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ବିଏମ୍ସି ପକ୍ଷରୁ ଆସିଛି ଚମକାଇ ଦେବା ଭଳି ଖବର। ବିଏମ୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେର ରିପୋର୍ଟ କହୁଛି ମୁମ୍ବାଇରେ ୫୧ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡ଼ି…
ଭୁବନେଶ୍ୱର: ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା UG,PG ପରୀକ୍ଷା କେମିତି ଏବଂ କେଉଁ ଢ଼ାଞ୍ଚାରେ ହେବ, ସେନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି। ଅନ୍ଲାଇନରେ ହେବାକୁ ଥିବା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ…
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି…
ଟାଇପ ମେସିନ ଆଜି ବି ଭରଷା ଯୋଗ୍ୟ ରହିଛି । ଆଜି ଅତ୍ୟାଧୁନିକ କମ୍ପ୍ୟୁଟର ଯୁଗରେ ଭରଷା କମି ନାହିଁ ଲୋକଙ୍କର ଟାଇପ ମେସିନ ଉପରୁ । ଲୋକେ ଆଜି ବି ସେହି ଟାଇପ ମେସିନ ଉପରେ ନିର୍ଭର କରୁଛନ୍ତି
ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସୋମବାର ଅନ୍ୟ ଏକ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଏହାର ନାମ ଅଗ୍ନି ପ୍ରାଇମ ମିସାଇଲ । ଅଗ୍ନି ପ୍ରାଇମ୍ କିମ୍ବା ଅଗ୍ନି କ୍ଷେପଣାସ୍ତ୍ର ହେଉଛି ଅଗ୍ନି ଶ୍ରେଣୀର ଏକ ନୂତନ…
ପାଣି ଭିତରେ ଝରଣା। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ଆଉ ଏ ଝରଣା ବୋହୁଛି ମହାସାଗରର ପାଣି ଭିତରେ
ଭୂମିଠାରୁ ୩୦୦୦ ଫୁଟ ତଳେ ଏକ ନିଆରା ଗାଁ। ଆଉ ପ୍ରକୃତି କୋଳରେ ବସବାସ କରନ୍ତି ଏଠାକାର ବାସିନ୍ଦା। ଗାଁର ପରିବେଶ ପ୍ରାୟ ସମସ୍ତଙ୍କୁ ପସନ୍ଦ।
ପବିତ୍ର ମନ୍ତ୍ରର ତାଳେତାଳେ ଭେଟ ହୁଅନ୍ତି ଅଜଣା ପକ୍ଷୀ ହଳେ, ସାଥିରେ ପହିଲି ପ୍ରେମର କଅଁଳ ଡେଣା ଯୋଡିଏ ! ସାଖିଥାଏ ସାତଦିପ , ଆଠକଳସ, ମାଟିବେଦୀ, ହୋମକୁଣ୍ଡ, ବାହାମୁକୁଟ, ହାତଗଣ୍ଠି ଦଶଦିଗପାଳ… ସାଖିଥାଏ ବ୍ରାହ୍ମଣର ହୋମମନ୍ତ୍ର ମଙ୍ଗଲମ ଭଗବାନ…
ଆମେ ଜାଣିଛେ ଯେ ସାପ ଓ ନେଉଳର ଶତ୍ରୁତା ବିଷୟରେ। ସେମାନଙ୍କ ମଧ୍ୟରେ ଲଢେଇ ମଧ୍ୟ ଅନେକ ଦେଖିଥିବେ। ଅନେକ ସମୟରେ ସାପ-ନେଉଳ ଯୁଦ୍ଧର ରୋମାଞ୍ଚକର ଭିଡିଓ ସୋସିଆଲ ମିଡିଆରେ ଦେଖାଯାଏ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଆପଣ କେବେ ଏଣ୍ଡୁଅ…
ଫୁଲବାଣୀ: ଶ୍ରମିକଙ୍କୁ ନେଇ କେରଳ ଯାଉଥିବା ବସ୍ କର୍ମଚାରୀଙ୍କୁ ସରପଞ୍ଚଙ୍କ ମାଡ଼ ଅଭିଯୋଗ। କନ୍ଧମାଳ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତରେ ଘଟିଛି ଏହି ଘଟଣା। ସରପଞ୍ଚ ରାଜକିଶୋର ପ୍ରଧାନ ବସ୍ କର୍ମଚାରୀଙ୍କୁ ମା଼ଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ…
ତେଜିବାରେ ଲାଗିଛି କଂଗ୍ରେସର କନ୍ଦଳ। ଜଣଙ୍କ ପରେ ଜଣେ ଛାମୁଆ ନେତା ଦଳକୁ ବାଏ ବାଏ କରୁଛନ୍ତି। ଆଉ ଏହାରି ମଧ୍ୟରେ କଂଗ୍ରେସ ମହାସଚିବଙ୍କର ଜଣେ ଖାସ୍ ଲୋକ କଂଗ୍ରେସ ଛାଡ଼ିଥିବା ଜଣାପଡ଼ିଛି
ଭୁବନେଶ୍ୱର: ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫…
ଓଟିଭିର ମହାପ୍ରଭାଵ। ଆଜି ଯାଜପୁର ଜିଲ୍ଲା ନଗଡାରେ ଆରମ୍ଭ ହୋଇଛି କୋଭିଡ଼ ଟିକାକରଣ। କିଛିଦିନ ତଳେ ଆମେ ନଗଡାରେ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ସଚେତନତା ଏବଂ ମାସ୍କ, ଟୀକାକରଣ ଉପରେ ଗ୍ରାଉଣ୍ଡ ରିପୋର୍ଟ ପ୍ରକାଶ କରିଥିଲୁ
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ।…
ସଂଘର୍ଷ କଲେ, ସଫଳ ହେଲେ। ବାପା ଜଣେ ରିକ୍ସା ଚାଳକ, ମାଆ ଅଛନ୍ତି ଷ୍ଟାଫ୍ ନର୍ସ କିନ୍ତୁ ନିଜ ପରିଶ୍ରମ ବଳରେ ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ
ଭଞ୍ଜନଗର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ବିନା ପରୀକ୍ଷାରେ ଶନିବାର ଦିନ ମାଟ୍ରିକ ଫଳାଫଳ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ। ହେଲେ ଫଳାଫଳକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ…
ଭୁବନେଶ୍ୱର: ମାଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି।କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ…
କୋଭିଡ୍ ଟିକାକରଣରେ ଆମେରିକାକୁ ଟପିଲା ଭାରତ ଭାରତରେ ବର୍ତ୍ତମାନ ସୁଦ୍ଧା ୩୨ କୋଟି ୩୬ ଲକ୍ଷ ଡୋଜ୍ ଟିକାକରଣ ଆମେରିକାରେ ହୋଇଛି ୩୨ କୋଟି ୩୩ ଲକ୍ଷ ଡୋଜ୍ ଟିକାକରଣ ଗତ ଜୁନ ୨୧ରୁ ଭାରତରେ ମିଶନ ମୋଡରେ ଚାଲିଛି…
ଲକ୍ଷ୍ନୌ : ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଇ ବିଏସପି ଲଢ଼ିବନି ଜିଲ୍ଲା ପଞ୍ଚାୟତ ନିର୍ବାଚନ । ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏପରି ବଡ଼ ଘୋଷଣା କରିଛନ୍ତି । ଜିଲ୍ଲା ପଞ୍ଚାୟତ ନିର୍ବାଚନ ନଲଢ଼ିବା…