• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

people wearing mask
ମହାରାଷ୍ଟ୍ରରେ କରୋନା ଗ୍ରାଫ୍‌ ଉପର ମୁହାଁ, ତୃତୀୟ ଲହର ନେଇ ଆଶଙ୍କା

ମୁମ୍ବାଇ: ଦେଶରେ କରୋନାର ତୃତୀୟ ଲହର ମହାରାଷ୍ଟ୍ରରୁ ଆରମ୍ଭ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହାର ବଢ଼ିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ମହାରାଷ୍ଟ୍ରରେ ୯ ହଜାର ୮୪୪ ନୂଆ…

  • Friday, 25 June 2021
delhi
ଦ୍ୱିତୀୟ ଲହରୀରେ ଆବଶ୍ୟକତା ଠାରୁ ଅଧିକ ଅକ୍ସିଜେନ ଦାବି କରିଥିଲେ ଦିଲ୍ଲୀ ସରକାର : ଅଡିଟ୍ କମିଟି ରିପୋର୍ଟ

ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ ମାଗିଥିଲେ ଅଡିଟ୍ ପ୍ୟାନେଲ୍ ରିପୋର୍ଟ ପ୍ରକାଶ ପାଇବା ପରେ ଟାର୍ଗେଟରେ କେଜ୍ରିୱାଲ ସରକାର ନୂଆଦିଲ୍ଲୀ : ବଢ଼େଇ ଚଢ଼େଇ ଅକ୍ସିଜେନ ଦାବି କରିଥିଲେ ଦିଲ୍ଲୀ ସରକାର । ଗୋଟିଏ ପଟେ ଅକ୍ସିଜେନ୍ ପାଇଁ…

  • Friday, 25 June 2021
bjp dharana
ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।  ଭୁବନେଶ୍ୱରର ୟୁନିଟ-୮ରେ ଥିବା ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି…

  • Friday, 25 June 2021
Indian coast guard
ସମୁଦ୍ର ଭିତରେ ବୁଡ଼ିଯାଉଥିଲା ଡଙ୍ଗା, ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: କମାଲ ଦେଖାଇଲେ ଇଣ୍ଡିଆନ କୋଷ୍ଟଗାର୍ଡ। ଆଣ୍ଡାମାନ ପୋର୍ଟବ୍ଲେୟାର ଉପକୂଳରେ ଏକ ଡଙ୍ଗା ବୁଡ଼ି ଯାଉଥିବା ବେଳେ ଡଙ୍ଗାର ୯ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଭାରତୀୟ କୋଷ୍ଟଗାର୍ଡ। କୋଷ୍ଟଗାର୍ଡ ଜାହାଜ ସି-୧୪୬ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର…

  • Friday, 25 June 2021
corona-vaccine
ମୁମ୍ବାଇରେ ନକଲି ଟିକାକରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୦୦୦ ପାର୍, ଏବେ ସୁଦ୍ଧା ୮ ଜଣ ଗିରଫ

ମୁମ୍ବାଇ : ସଂକ୍ରମଣ ଭୟ ଭିତରେ ଚାଲିଛି ନକଲି ଟିକାକରଣ । ମୁମ୍ବାଇର କାନ୍ଦିବଲି ହୀରାନନ୍ଦାନି ନକଲି ଟିକାକରଣ ମାମଲାରେ ପୋଲିସ ଆଉ ଦୁଇ ଜଣ ଲାକଙ୍କୁ ଗିରଫ କରିଛି । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିଲା । ନକଲି…

  • Friday, 25 June 2021
apana-eka-nuhanti
ରୋଗ ଶଯ୍ୟାରେ ମେଧାବୀ ପୁଅ : ଅସହାୟ ବାପା ମା'ଙ୍କ ଆଖିରୁ ଲୁହ ଶୁଖୁନି କି ଛାତିର କୋହ ଥମୁନି

ବାସୁଦେବପୁର(କୀର୍ତ୍ତି  ଦାସ) : ବୟସ ବାଇଶ । ପଦାର୍ଥ ବିଜ୍ଞାନରେ ସ୍ନାତକ । ୯୦ ପ୍ରତିଶତ ମାର୍କ ରଖିଛନ୍ତି । ଆଗକୁ ପାଠପଢି ପ୍ରଫେସର ହେବାକୁ ଆଶା ବି ରହିଛି । ହେଲେ ଆଶାକୁ ନିରାଶ କରିଛି ଅସାଧ୍ୟ ରୋଗ ।…

  • Friday, 25 June 2021
deadbody
ବାଲିରେ ପୋତା ଯାଇଥିଲା, ଜଳସ୍ତର ବଢ଼ିବା ପରେ ନଦୀରେ ଭାସିଲା ଶବ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଗଙ୍ଗାନଦୀର ଜଳସ୍ତର ବୃଦ୍ଧି ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନଦୀର ଜଳସ୍ତର ବୃଦ୍ଧି ପାଇବା…

  • Friday, 25 June 2021
ଦେଶରେ ତୃତୀୟ ଦିନ ପାଇଁ ଲଗାତାର ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ,୨୪ ଘଣ୍ଟାରେ ୧୩୨୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ଲଗାତାର ତିନି ଦିନ ଧରି ୫୦ ହଜାରରୁ ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧ ହଜାର ୬୬୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଗୋଟିଏ ଦିନରେ ୧୩୨୯…

odisha
ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର

ଆନନ୍ଦପୁର: ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ସମ୍ପୃକ୍ତ ବ୍ୟକ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ…

  • Friday, 25 June 2021
khatia-ambulance
ଗାଁକୁ ଭଲ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

ବାଲିଶଙ୍କରା : ଖଟିଆରେ ବୁହା ହେଲେ ରୋଗୀ । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଖଟିଆରେ ବୁହା ହୋଇ ଅଣାଗଲା ପରେ ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଗଲା । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ…

  • Friday, 25 June 2021
vaccine
ସିରିଞ୍ଜରେ ନଥିଲା କରୋନା ଭ୍ୟାକ୍ସିନ୍ : ଯୁବକଙ୍କୁ ଖାଲି ଛୁଂଚି ଫୋଡ଼ିଦେଲେ ସ୍ୱାସ୍ଥ୍ୟକର୍ମୀ

ପାଟନା : ଦେଶରେ କରୋନା ଟିକାକରଣ ଜୋରସୋରରେ ଚାଲିଛି । ଏବେ ଟିକାକରଣ ମାମଲାରେ ଦେଶ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବ ତୁଳନାରେ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ କମ ସମୟରେ ଲୋକେ…

strawberry moon
ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ: ଗତକାଲି ଆକାଶରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତକାଲି ଆକାଶରେ ‘ଷ୍ଟ୍ରବେରି’ ମୁନ୍ ଦୃଶ୍ୟମାନ ହୋଇଥିଲା।  ‘ଷ୍ଟ୍ରବେରି’ ମୁନ୍‌ର ଅର୍ଥ ଏହା ନୁହେଁ ଯେ ଏହା ଷ୍ଟ୍ରବେରି ଭଳି ଦେଖାଯିବ କି ଏହା ରଙ୍ଗ ଗୋଲାପୀ। ପାରମ୍ପରିକ…

  • Friday, 25 June 2021
corona
ଆଜି ରାଜ୍ୟରେ ୨୯୧୨ ନୂଆ ପଜିଟିଭ୍ ଚିହ୍ନଟ, ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ତିନି ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଦୈନିକ ସଂକ୍ରମଣରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ…

  • Friday, 25 June 2021
puri srimandir
୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ

୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି କୋଭିଡ୍ କଟକଣା…

robert
ରବର୍ଟ ଭଦ୍ରାଙ୍କ କାରର ଚାଲାଣ କାଟିଲା ପୋଲିସ୍

ନୂଆଦିଲ୍ଲୀ : ତଣ୍ଡ ଗଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ରବର୍ଟ ଭ୍ରଦାଙ୍କ ଗାଡ଼ିର ଚାଲାଣ କାଟିଲା ପୋଲିସ୍ । ଗତ ବୁଧବାର ସକାଳେ ରବର୍ଟ ଭଦ୍ରା ନିଜର ସୁରକ୍ଷାକର୍ମୀଙ୍କ ସହ ବାରାପୁଲା ଠାରୁ ସୁଖଦେବ ବିହାର ନିଜର…

  • Friday, 25 June 2021
matric results
ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଅପରାହ୍ନ ୪ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। www.bseodisha.ac.in ଏବଂ www.bseodisha.nic.in ୱେବ୍‌ସାଇଟ୍‌ରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଉପଲବ୍ଧ ହେବ। SMS ଜରିଆରେ ମଧ୍ୟ ରେଜଲ୍ଟ…

school
ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ : ଦୁଇ ବର୍ଷ ହେଲା ବେତନ ନମିଳିବାରୁ ବିଷାଦଗ୍ରସ୍ତ ଥିଲେ

ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ…

  • Friday, 25 June 2021
off-line-exam
ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ?

ଭୁବନେଶ୍ୱର: ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ? ପାସ୍ ହାର ବଢିବ ନା କମିବ? ଏସବୁ ଆଶଙ୍କା ଉପରୁ ଆସନ୍ତାକାଲି ପରଦା ହଟିବ ଯେତେବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ଉଭୟ ୱେବସାଇଟ ଓ ଏସ୍ଏମ୍ଏସ୍…

  • Thursday, 24 June 2021
vaccine
ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ, ଯାହା ଷ୍ଟକ୍‌ ଅଛି ଫେରାଇବାକୁ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ । ରାଜ୍ୟ ସରକାର ଏନେଇ ନିଷ୍ପତି ନେଇଛନ୍ତି । ଘରୋଇ ହସ୍ପିଟାଲ ଗୁଡ଼ିକରେ ସରକାରୀ ପ୍ରକ୍ରିୟାରେ ଚାଲିଥିବା ଟିକାକରଣକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳ, ପୌର…

vaccination
ଟିକାକରଣ ପରେ ହ୍ରାସ ପାଉଛି ସିଭିୟରଟି

ଭୁବନେଶ୍ୱର: ଟିକାକରଣ ହେବା ଦ୍ୱାରା ସିଭିୟରଟି ହ୍ରାସ ପାଉଛି । ଶରୀରରେ ଭଲ ଆଣ୍ଟିବଡି ସୃଷ୍ଟି ହେଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଏହା ସ୍ପଷ୍ଟ ହୋଇଛି । ଓଡିଶାରେ ବ୍ରେକଥ୍ରୁ ଇନଫେକ୍ସନ…

anubhav
ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି: ଅନୁଭବ

ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାକୁ ନେଇ ପୁଣି ଥରେ ମୁହାଁମୁହିଁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି ଏବଂ ଜାଣିଶୁଣି…

maa-saree
ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା, କିଏ କହୁଛି ସତ ? ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ?

ସୋନପୁର: ସୋନପୁରର ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା । ଏହି ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ? ତାକୁ ନେଇ ଛିଡ଼ା ହୋଇଛି ବିବାଦ । ଗୋଟିଏ ପଟେ ରାଜେଶ ମେହେର ଦାବି କରୁଛନ୍ତି ମା’ ଶାଢ଼ି ତାଙ୍କ ଦ୍ୱାରା…

corona-increase
ପୁଣି କରୋନା ଗ୍ରାଫ୍ ଉପରମୁହାଁ: ହାଇରିସ୍କ ତାଲିକାରେ ୩ଟି ଜିଲ୍ଲା

ଭୁବନେଶ୍ୱର: ପୁଣି କରୋନା ଗ୍ରାଫ୍ ଉପରମୁହାଁ। ୨୨ ଜୁନ୍- ୨୯୫୭, ୨୩ ଜୁନ୍- ୩୪୫୬, ୨୪ ଜୁନ୍-୩୬୫୦। ରାଜ୍ୟରେ ପୁଣି ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ କୋଭିଡ୍ ଟେଷ୍ଟ ହୋଇଥିବା…

teachers
ପିଲାଙ୍କ ପାଖରେ ଅନ୍‌ଲାଇନ୍‌ ପାଠ ପଢ଼ା ପହଞ୍ଚାଇବା ପାଇଁ, ଶିକ୍ଷକ ବାଛିଲେ ନିଆରା ଉପାୟ..

ଭୁବନେଶ୍ୱର: ମହାମାରୀ କରୋନାରେ ଭୁଶୁଡ଼ି ପଡ଼ିଥିବା ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ରାଜ୍ୟ ସରକାର ନିକଟରେ ଆରମ୍ଭ କରିଛନ୍ତି ୟୁଟ୍ୟୁବ ଲାଇଭ୍ ଲର୍ଣ୍ଣିଂ । ମୋବାଇଲ ମାଧ୍ୟମରେ ପିଲା କେମିତି ପଢ଼ିବ ସେଥିପାଇଁ ଉଦ୍ୟମ ହୋଇଥିବା ବେଳେ ଏ ବ୍ୟବସ୍ଥାକୁ…

Capture
ଜାମ୍ମୁ-କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ, ଦିଲ୍ଲୀଠାରୁ ଦିଲ୍‌ର ଦୂରତା କମାଇବାକୁ ମୋଦିଙ୍କ ଅହ୍ୱାନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜାମ୍ମୁ କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ । ବୈଠକରେ ଜାମ୍ମୁକାଶ୍ମୀରର ୭ଟି ଦଳର ୧୪ ନେତା ଉପସ୍ଥିତ ଥିଲେ । ଜାମ୍ମୁ-କାଶ୍ମୀରର ନେତା ମାନଙ୍କୁ ଆବେଦନ କଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଓ ଦିଲ୍ ମଧ୍ୟରେ…