• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Smart-City
ଇନ୍ଦୋର ଓ ସୁରତକୁ ମିଳିଲା ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର : ରାଜ୍ୟରେ ବାଜି ମାରିନେଲା ୟୁପି

ନୂଆଦିଲ୍ଲୀ : ସୁରତ ପୁଣି ଶ୍ରେଷ୍ଠ ସ୍ମାର୍ଟ ସିଟି । ୨୦୨୦ରେ ଶ୍ରେଷ୍ଠ ୧୦୦ ତାଲିକାରେ ଶୀର୍ଷରେ ରହିଛି ସୁରତ । ତାସହ ଏଥର ଏହି ତାଲିକାରେ ଯୋଡ଼ି ହୋଇଛି ମଧ୍ୟପ୍ରଦେଶର ଇନ୍ଦୋର ସହର । ପ୍ରଥମ ଥର ପାଇଁ ଦୁଇଟି…

  • Saturday, 26 June 2021
heavy rainfall
ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏହି…

VACCINE
ଏଣିକି ଗର୍ଭବତୀ ମହିଳା ମଧ୍ୟ ନେଇପାରିବେ କୋଭିଡ୍ ଟିକା

ନୂଆଦିଲ୍ଲୀ : କରୋନା ବିରୋଧୀ ଯୁଦ୍ଧରେ ସରକାର ଆଉ ଏକ ବଡ଼ ନିଷ୍ପତ୍ତି । ଏଣିକି ଗର୍ଭବତୀ ମହିଳା ମଧ୍ୟ ନେଇପାରିବେ କୋଭିଡ୍ ଟିକା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ICMR…

  • Saturday, 26 June 2021
bengakluru
ବିଜେପିର ପୂର୍ବତନ କାଉନସେଲରଙ୍କ ହତ୍ୟା : ସର୍ବସମ୍ମୁଖରେ ୧୭ ଥର ଛୁରି ମାରିଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ : ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ । ସର୍ବସମ୍ମୁଖରେ ବିଜେପିର ପୂର୍ବତନ କାଉନେସଲରଙ୍କୁ ହତ୍ୟା । ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ (ବିବିଏମପି) ର ପୂର୍ବତନ କାଉନସିଲର ତଥା ବିଜେପି ନେତାଙ୍କୁ ସର୍ବସାଧାରଣ ସ୍ଥାନରେ ଛୁରି ଭୁଶି ହତ୍ୟା କରାଯାଇଛି । ଗୁରୁବାର ସକାଳେ…

  • Saturday, 26 June 2021
cm naveen patnaik
ଆଉ ୭ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଆଉ ୭ଟି ଜିଲ୍ଲାରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାସହ ଭର୍ଚୁଆଲ୍‌ରେ ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ…

  • Saturday, 26 June 2021
anil
ଅନୀଲ ଦେଶମୁଖଙ୍କ ପିଏ ଓ ପିଏସ୍ ଗିରଫ : ଆର୍ଥିକ ଦୁର୍ନୀତି ମାମଲାରେ ଇଡିର ଆକ୍ସନ୍

ମୁମ୍ବାଇ : ମନି ଲଣ୍ଡରିଂ ମାମଲାରେ ଇଡିର ଆକ୍ସନ୍ । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ପିଏ କୁନ୍ଦନ ସିନ୍ଧେ ଏବଂ ପିଏସ ସଞ୍ଜୀବ ପାଲାଣ୍ଡେଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଉଭୟଙ୍କ ବିରୋଧରେ…

  • Saturday, 26 June 2021
Education
ଅସହାୟ ଶିକ୍ଷା ବ୍ୟବସ୍ଥା: ସବୁ ଜାଣିଛି, କିଛି କରିପାରୁନି

ଜୀବନ, ଜୀବିକା, ବ୍ୟବସ୍ଥା ସବୁକିଛିକୁ ବିପର୍ଯୟ କରିଦେଇଛି କରୋନା। ଗୋଟିଏ ଭାଇରସ ଉଜାଡ଼ି ଦେଇଛି ଆମର ସବୁ ବ୍ୟବସ୍ଥା। ଆମର ଜୀବନ, ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା….ସବୁକିଛି। ଧ୍ୱଂସସ୍ତୁପ ଉପରେ ଠିଆ ହୋଇ ଯେମିତି ମଣିଷକୁ ଉପହାସ କରୁଛି। ବିଶେଷ କରି ଆମ…

  • Friday, 25 June 2021
Delhi
ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର, ଆବଶ୍ୟକଠାରୁ ଅଧିକ ଅକ୍ସିଜେନ୍‌ କରୁଥିଲେ କ’ଣ ?

ନୂଆଦିଲ୍ଲୀ: ଖୋଲିଲା କେଜ୍ରିଓ୍ୱାଲ୍‌ଙ୍କ ଅକ୍ସିଜେନ୍ ରାଜନୀତି ଗୁମର । ଆବଶ୍ୟକତା ଠାରୁ ୪ ଗୁଣ ଅଧିକ ଅକ୍ସିଜେନ୍ ମାଗିଥିଲା ଦିଲ୍ଲୀ । ଗୁମର ଖୋଲିଲା ସୁପ୍ରିମକୋର୍ଟଙ୍କ ଅଡିଟ୍ ଟିମ୍ । ଏବେ ହରଡ଼ଘଣାରେ ଦିଲ୍ଲୀର ଆପ୍ ସରକାର । ରିପୋର୍ଟରେ ଦର୍ଶାଯାଇଛି,…

delta-plus
ଡେଲଟା ପ୍ଲସ୍‌କୁ ନେଇ ଭୟଭୀତ ହୁଅନ୍ତୁନି: ILS ନିର୍ଦ୍ଦେଶକ

ଭୁବନେଶ୍ୱର: ଡେଲଟା ପ୍ଲସ୍‌କୁ ନେଇ ଭୟଭୀତ ହୁଅନ୍ତୁନି। ରାଜ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ପରେ ଏକଥା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା। ସେ କହିଛନ୍ତି ଯେ ମେ ୨ୟ ସପ୍ତାହରେ ଜିନମ୍ ସିକୁଏନ୍ସିଂ କରାଯାଇଥିଲା। ଜିନମ୍ ସିକୁଏନ୍ସିଂ ପରେ…

  • Friday, 25 June 2021
Corona
ଦିନେ ଜାତୀୟସ୍ତରରେ କମ୍ପାଉଥିଲେ ମୈଦାନ, ଆଜି ଜଣେ ସ୍ୱିଗି ବୟ ତ ଆଉ ଜଣେ ଚାଷୀ

ଗର୍ବ ଆଉ ଗୌରବର ଦିନ ଥିଲା । କୀର୍ତ୍ତି ଅର୍ଜନର ସମୟ ବି ଥିଲା । କବାଡ଼ିର ଯୁଦ୍ଧ ପଡ଼ିଆରେ ବାଜି ମାରିବାର ଝୁଙ୍କ୍ ଆଉ ସଫଳତାର ଶୀଖରକୁ ଛୁଇଁବାର ଆଶାର ପକ୍ଷୀରେ ଡେଣା ବି ଲାଗିସାରିଥିଲା । ହେଲେ ବଦଳିଗଲା…

pan-link
ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି

ଭୁବନେଶ୍ୱର: ପୁଣି ୩ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଅବଧିକୁ ବଢାଇ ଦିଆଯାଇଛି। ପୂର୍ବରୁ ପାନ୍ ସହ ଆଧାର ଲିଙ୍କର ଡେଡଲାଇନ୍ ଜୁନ୍ ୩୦ ତାରିଖ ଥିଲା।…

  • Friday, 25 June 2021
vaccination
କେତେ ପ୍ରଭାବୀ କରୋନା ଟିକାର ଡବଲ ଡୋଜ୍?

ଭୁବନେଶ୍ୱର: କରୋନାକୁ ମାତ୍ ଦେବାକୁ ଟିକା ହିଁ ପ୍ରମୁଖ ଅସ୍ତ୍ର। ଟିକାର ଡବଲ୍ ଡୋଜ୍ ନେଇଥିଲେ କରୋନାରେ ଆକ୍ରାନ୍ତ ହେଲେବି ଗୁରୁତର ହେଉ ନାହାନ୍ତି ରୋଗୀ। ଓଡିଶାରେ ICMR ଦ୍ୱାରା କରାଯାଇଥିବା ଷ୍ଟଡିରୁ ଏହି ତଥ୍ୟ ଆସିବା ପରେ ମିଳିଛି ଆଶ୍ୱସ୍ତି।…

  • Friday, 25 June 2021
Anun-Sahoo
ପିଲାଙ୍କ ପରୀକ୍ଷା ଦାୟିତ୍ୱ ନେବେ ଶିକ୍ଷକ

ଭୁବନେଶ୍ୱର: କରୋନା ମହାମାରୀ କାଳରେ ଯୁକ୍ତ ୩ ଓ ପିଜି ପରୀକ୍ଷା କରିବା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଲାମାନେ ଏ ସ୍ଥିତିରେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ…

  • Friday, 25 June 2021
aaaa
ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ

କେରଳ: ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ…

  • Friday, 25 June 2021
Anil Deshmukh
ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ରେଡ୍‌ ସମୟରେ ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ…

ravi sankar prasad
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ୧ଘଣ୍ଟା ପାଇଁ ବନ୍ଦ କଲା ଟ୍ୱିଟର

ନୂଆଦିଲ୍ଲୀ:କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ଶୁକ୍ରବାର ଦିନ ୧ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଥିଲା। ଆମେରିକାର ଡିଜିଟାଲ ମିଲିନିୟମ କପି ରାଇଟ ଆକ୍ଟ (DMCA) ଉଲ୍ଲଘଂନ ଅଭିଯୋଗରେ ମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ…

  • Friday, 25 June 2021
delta
ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ…

10th-Result
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସ୍‌ ହାରରେ ରେକର୍ଡ

ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ। ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍ଅପ୍ କରାଯିବ।

HIDMA
କରୋନାରେ ୭ ମାଓ ନେତାଙ୍କ ମୃତ୍ୟୁ; ଦୁର୍ଦ୍ଦାନ୍ତ ହିଡମା ସମେତ ଅନେକ ଗୁରୁତର

ନୂଆଦିଲ୍ଲୀ:ମାଓବାଦୀଙ୍କୁ ଘାରିଛି କରୋନା ଭୟ । ଛତିଶଗଡ଼ରେ ସକ୍ରିୟ ମାଓ ସଂଗଠନ ଦଣ୍ଡକାରଣ୍ୟ ଡିଭିଜନର ଅନେକ ମାଓନେତା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୭ ଜଣ ମାଓନେତାଙ୍କ ମୃତ୍ୟୁ ହୋଇଥିବା ନେଇ ମାଓବାଦୀଙ୍କ ପକ୍ଷରୁ…

  • Friday, 25 June 2021
high court
ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସବିଶେଷ ତଥ୍ୟ ଦିଅ-ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତ୍ୟୁ ସଂପର୍କରେ ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ…

  • Friday, 25 June 2021
oxygen
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅନ୍ୟ ରାଜ୍ୟର ଅନେକ ରୋଗୀଙ୍କ ମୃତ୍ୟୁ ଘଟିଛି : ସମ୍ବିତ ପାତ୍ର

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ସଂଗୀନ ଆରୋପ ଲଗାଇଲେ ସମ୍ବିତ ପାତ୍ର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସଂଗୀନ ଆରୋପ ଯେତିକି ଅକ୍ସିଜେନ ଆବଶ୍ୟକ, ତାଠାରୁ ୪ ଗୁଣା ବଢ଼େଇକି କହିଥିଲା ଦିଲ୍ଲୀ ଆବଶ୍ୟକଠାରୁ ୪ ଗୁଣା ଅଧିକ ମଗେଇବାରୁ ଅନ୍ୟ…

  • Friday, 25 June 2021
delta plus
ଭାକ୍ସିନ ନେଲେ ଗୁରୁତର ହେବା କମିଯିବ-DMET

ଭୁବନେଶ୍ୱର: ରାଜ୍ୟରେ କରୋନାର ୨ ଲହର ପ୍ରକୋପ କମିନି। ୩ୟ ଲହରର ଆଶଙ୍କା ଚିନ୍ତା ବଢାଇଲାଣି।  ବିଶେଷ କରି ଡେଲ୍‌ଟା ପ୍ଲସ ଭାରିଏଣ୍ଟ ୩ୟ ଲହର ନେଇ ଆସିବ ବୋଲି କୁହାଯାଉଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର…

  • Friday, 25 June 2021
shweta bachchan
କରଣ ଜୋହରଙ୍କ ପାଇଁ ଉପାସରେ ରହିଥିଲେ ଅମିତାଭଙ୍କ ଝିଅ

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ଓ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଛୋଟବେଳୁ ଭଲ ସାଙ୍ଗ। ଉଭୟଙ୍କ ମସ୍ତି କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରଣ’ରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ନେହା ଧୂପିଆଙ୍କ…

  • Friday, 25 June 2021
old-pkg
ପରିଣତ ବୟସରେ ଅସହାୟ: ଅକାମୀ ହୋଇପଡ଼ିଛି ଗୋଡ଼, ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ରଘୁନାଥ

ବୟସର ଅପରାହ୍ଣରେ ଅସହାୟ ବୃଦ୍ଧ ଘର ନଥିବାରୁ କେଉଁଠି ବାକି ଜୀବନ କାଟିବେ ସେ ନେଇ ଚିନ୍ତା ଅସହାୟ ଅବସ୍ଥାରେ ଗଂଜାମ ସୋରଡ଼ାର ରଘୁନାଥ ମିଶ୍ର ସୋରଡ଼ା(ରାଜେଶ କୁମାର ପଣ୍ଡା) : ପରିଣତ ବୟସରେ ଆଶ୍ରୟ ଚିନ୍ତା । କେମିତି ରହିବେ,…

  • Friday, 25 June 2021