• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

KARONA
କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ସ୍କୁଲ ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସବୁ ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଛି ।…

  • Monday, 28 June 2021
Deepika
ବାପା ଅଟୋ ଚଳାଉଛନ୍ତି କିନ୍ତୁ ଝିଅ ହେଲେ ବିଶ୍ୱର ନଂ ୱାନ୍‌ ଖେଳାଳୀ

ସଂଘର୍ଷ କଲେ, ସଫଳ ହେଲେ। ବାପା ଜଣେ ରିକ୍ସା ଚାଳକ, ମାଆ ଅଛନ୍ତି ଷ୍ଟାଫ୍‌ ନର୍ସ କିନ୍ତୁ ନିଜ ପରିଶ୍ରମ ବଳରେ ବିଶ୍ୱର ୧ ନଂ ତୀରନ୍ଦାଜି ଖେଳାଳି ବନି ଯାଇଛନ୍ତି ଭାରତର ଦୀପିକା କୁମାରୀ

  • Monday, 28 June 2021
bhanjanagar
ଆସିଲାନି ମାଟ୍ରିକ ରେଜଲ୍ଟ: ଅନ୍ଧାରରେ ୭୦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଭଞ୍ଜନଗର: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ବିନା ପରୀକ୍ଷାରେ ଶନିବାର ଦିନ ମାଟ୍ରିକ ଫଳାଫଳ ଘୋଷଣା କରିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ଦାଶ। ହେଲେ ଫଳାଫଳକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ…

matric student
ମାଟ୍ରିକ ଫଳାଫଳକୁ ନେଇ ଅସନ୍ତୋଷ: ତାତିଲେ ଛାତ୍ରଛାତ୍ରୀ, ଅଭିଭାବକ

ଭୁବନେଶ୍ୱର: ମାଟ୍ରିକ ରେଜଲ୍‌ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟର ବିଭିନ୍ନ ସ୍ଥାନରେ ମାଟ୍ରିକ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ପ୍ରତିବାଦ କରିଛନ୍ତି।କଟକ କଲେଜ ଛକ ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକଙ୍କୁ ଘେରିଛନ୍ତି ଶତାଧିକ…

  • Monday, 28 June 2021
vaccine
ଟିକାକରଣରେ ଭାରତର ବିଶ୍ୱ ରେକର୍ଡ : ପଛରେ ପଡ଼ିଲେ ଆମେରିକା ପରି ଅନେକ ବିକଶିତ ଦେଶ

  କୋଭିଡ୍ ଟିକାକରଣରେ ଆମେରିକାକୁ ଟପିଲା ଭାରତ ଭାରତରେ ବର୍ତ୍ତମାନ ସୁଦ୍ଧା ୩୨ କୋଟି ୩୬ ଲକ୍ଷ ଡୋଜ୍ ଟିକାକରଣ ଆମେରିକାରେ ହୋଇଛି ୩୨ କୋଟି ୩୩ ଲକ୍ଷ ଡୋଜ୍ ଟିକାକରଣ ଗତ ଜୁନ ୨୧ରୁ ଭାରତରେ ମିଶନ ମୋଡରେ ଚାଲିଛି…

  • Monday, 28 June 2021
bsp
ବଡ଼ ଘୋଷଣା କଲେ ମାୟାବତୀ : ବିଏସପି ଲଢ଼ିବନି ଜିଲ୍ଲା ପଞ୍ଚାୟତ ନିର୍ବାଚନ

ଲକ୍ଷ୍ନୌ : ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଇ ବିଏସପି ଲଢ଼ିବନି ଜିଲ୍ଲା ପଞ୍ଚାୟତ ନିର୍ବାଚନ । ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି ଏପରି  ବଡ଼ ଘୋଷଣା କରିଛନ୍ତି । ଜିଲ୍ଲା ପଞ୍ଚାୟତ ନିର୍ବାଚନ ନଲଢ଼ିବା…

  • Monday, 28 June 2021
DMET cbk mohanty
ଜୁଲାଇରେ ହଟିବ କି କରୋନା କଟକଣା ? ସୂଚନା ଦେଲେ ଡିଏମଇଟି

ଭୁବନେଶ୍ୱର: ଜୁନ୍‌ ସରିବାକୁ ଆଉ ୨ ଦିନ ବାକି। ଜୁନ୍‌ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା  ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି…

jackfruit
ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବ ପଣସ ଅଟା !

କୋରାପୁଟ (ସୂଯ୍ୟନାରାୟଣ ପଣ୍ଡା ): ମଧୁମେହକୁ କଣ୍ଟ୍ରୋଲ କରୁଛି ପଣସ ଅଟା। ଏପରି କିଛି ତଥ୍ୟ କେରଳର ଜଣେ ବିଶେଷଜ୍ଞ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି।  କିପରି ଏହି ଅଟାକୁ ବ୍ୟବହାର କରି ମଧୁମେହ ଭଳି ରୋଗକୁ କଣ୍ଟ୍ରୋଲ କରିହେବ ସେ ନେଇ…

  • Monday, 28 June 2021
drone
ଜମ୍ମୁର ସେନା ଶିବିର ଉପରେ ଦେଖାଗଲା ଡ୍ରୋନ୍ : ୨୦ରୁ ୨୫ ରାଉଣ୍ଡ୍ ଗୁଳି ଚଳାଇଲେ ଯବାନ୍

ଜମ୍ମୁ : ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ରଚୁଛନ୍ତି ଶତ୍ରୁ । ମହାମାରୀ ଭୟ ଭିତରେ ଟାର୍ଗେଟରେ ଭାରତ । ଶନିବାର ବିଳମ୍ବିତ ରାତିରେ ଜମ୍ମୁର ଏୟାରବେସରେ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର ସକାଳେ ସେନା ଶିବିର ଉପରେ ଡ୍ରୋନ୍ ଭଳି ଜିନିଷ…

  • Monday, 28 June 2021
gst fraud
ନକଲି ଫାର୍ମ କରି ଠକିଥିଲେ ୧୦ କୋଟିର ଜିଏସ୍‌ଟି, ବନ୍ଧା ହେଲେ

ଭୁବନେଶ୍ୱର: ଲକ୍ଷେ ନୁହେଁ କି ୨ ଲକ୍ଷ। ଏକାଥରକେ ଠକିଥିଲେ ୧୦ କୋଟି ଟଙ୍କାର ଜିଏସଟି । ଏମିତି ଜଣେ ହାଇ ପ୍ରୋଫାଇଲ ଠକେଇର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣା ଆଉ କେଉଁଠି ନୁହେଁ, ଘଟିଛି ରାଜଧାନୀ ଛାତିରେ। ଏତେ ପରିମାଣର…

  • Monday, 28 June 2021
saran
କଳି ଯୁଗରେ ତ୍ରେତୟା ଯୁଗ ପରି ସ୍ଵୟମ୍ବର : ଧନୁ ଭାଙ୍ଗି କନ୍ୟା ଗଳାରେ ବରଣମାଳା ପକାଇଲା ବର

ସାରଣ : କଳିଯୁଗରେ ବିବାହ ଉତ୍ସବରେ ସ୍ଵୟମ୍ବରର ଆୟୋଜନ । ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ଵୟମ୍ବର କାହାଣୀ ଶୁଣିଥିଲେ। କିନ୍ତୁ କଳିଯୁଗରେ ବି ଏହି ଘଟଣାର ପୁନରାବୃତ୍ତି ହୋଇଛି । ବିହାରର ସାରଣ ଜିଲ୍ଲାରେ ରାମାୟଣ କାଳ ପରି ସ୍ଵୟମ୍ବର…

  • Monday, 28 June 2021
plus two student
ଯୁକ୍ତ ଦୁଇ ନାମଲେଖା ପାଇଁ ସିଟ୍ ସମସ୍ୟା ହେବନି-ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପରୀକ୍ଷା ପାସ ହାର ରେକର୍ଡ କରିଥିବାବେଳେ ମେଧାବୀ ଛାତ୍ରଛାତ୍ରୀ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ପାସ କରିଥିବା ଛାତ୍ରଛାତ୍ରୀ କିପରି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଇବେ…

  • Monday, 28 June 2021
asha didi
ଆଶା ଦିଦିଙ୍କ ସଫଳତା, ୫୭ ବର୍ଷରେ ଦେଲେ ମାଟ୍ରିକ ପରୀକ୍ଷା

ଭଦ୍ରକ:ଇଚ୍ଛା ଶକ୍ତି ପାଖରେ ସବୁ ପ୍ରତିବନ୍ଧକ ହାର ମାନେ। ଅଭାବ, ଅସୁବିଧା ଏପରିକି ବୟସ ବି। ୫୭ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇ ପାସ କରିଥିବା ଆଶା ଦିନି ଏକଥା ପ୍ରମାଣ କରିଦେଇଛନ୍ତି। ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ୍ କୁରିଗାଁ ପଞ୍ଚାୟତ…

  • Monday, 28 June 2021
corona
୮୧ ଦିନ ପରେ ଦେଶରେ ୧୦୦୦ରୁ କମ୍ ମୃତ୍ୟୁ : ଦିନକରେ ୪୬,୧୪୮ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବି କମୁଛି । କରୋନାର ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ତୃତୀୟ ଲହରୀ ଆଶଙ୍କା ଭୟ ସୃଷ୍ଟି କରୁଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୧୪୮…

vaccine-for-children
ଜୁଲାଇ ଶେଷ ସୁଦ୍ଧା ପିଲାଙ୍କୁ ମିଳିବ ଭାକ୍ସିନ !

ଭୁବନେଶ୍ୱର: ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାଙ୍କୁ ମିଳିପାରେ କରୋନା ଟିକା । ଫାର୍ମା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ବିକଶିତ ଟିକା ଜାଇକୋଭ୍-ଡି ର ପରୀକ୍ଷଣ ଆପାତତଃ ସମ୍ପୂର୍ଣ୍ଣ ହୋଇସାରିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ସରକାର ୧୨ରୁ…

Online-Study
ଅନଲାଇନ୍ ପାଠପଢ଼ାରେ ଅର୍ଥ ସାଜିଛି ବାଧକ : ଆଣ୍ଡ୍ରୋଏଡ୍ ମୋବାଇଲ୍ ନଥିବାରୁ ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ଅଭିଭାବକ

ମୋବାଇଲ୍ ନାହିଁ ଯଦି ଅଛି ତେବେ ଇଣ୍ଟରନେଟ୍ ନାହିଁ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବା ଲୋକେ କେମିତି କିଣିବେ ଫୋନ୍ ? ଉପାନ୍ତ ଜିଲ୍ଲାବାସୀଙ୍କ ପାଖରେ ନାହିଁ ଇଣ୍ଟରନେଟ୍ ମୋହନା, ସୋର, ଉଦଳା (ମିହିର ଜତି, ନିରଞ୍ଜନ ବେହେରା, ମାନସ ପାଣି)…

  • Monday, 28 June 2021
sambalpur murder case
୧୦୦ ଟଙ୍କା ପାଇଁ କୁଳପତିଙ୍କୁ ହତ୍ୟା କରି ବନ୍ଧା ହେଲେ

ସମ୍ବଲପୁର: ଗିରଫ ହୋଇଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କ ହତ୍ୟା ଘଟଣାର ଅଭିଯୁକ୍ତ । ସ୍ଥାନୀୟ ପୋଲିସ ତାଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତଙ୍କ ନାଁ ପ୍ରବୀଣ ଧରୁଆ। ଗିରଫ ପ୍ରବୀଣଙ୍କ ଘର ଲଇକେରା ବ୍ଲକ କୁଅଁରମାଲରେ। …

  • Monday, 28 June 2021
nia
ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ମାମଲାରେ ତନାଘନା : ଘଟଣାସ୍ଥଳରେ ଖୋଲତାଡ଼ କରୁଛି NIA 

ଏୟାରପୋର୍ଟ ନିକଟରେ କିପରି ଉଡ଼ିଥିଲା ଡ୍ରୋନ୍ ? ଏୟାରବେସ୍ ନିକଟରୁ ଡ୍ରୋନ୍ ଉଡ଼ିଥିବା ସୂଚନା ପରେ ତଦନ୍ତ ଆରମ୍ଭ ଡ୍ରୋନକୁ ବେଶ ନିକଟରୁ ଉଡ଼ାଇ ଆକ୍ରମଣ ହୋଇଥିଲା ! ଏୟାରପୋର୍ଟ ଆଖପାଖ ଅଞ୍ଚଳରୁ ଷଡ଼ଯନ୍ତ୍ର ହୋଇଥି‍ବା ସୂଚନା କେଉଁ ଧରଣର ଡ୍ରୋନ୍…

  • Monday, 28 June 2021
corona
ରାଜ୍ୟରେ ୨୪ ଘଣ୍ଟାରେ ୩୩୧୯ ନୂଆ ପଜିଟଭ୍ ଚିହ୍ନଟ

ଭୁବନେଶ୍ୱର : ପୁଣି ୩ ହଜାର ଉପରେ ସଂକ୍ରମଣ । ଗତକାଲି ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ହଜାର ୩୧୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ…

corona death
ରାଜ୍ୟରେ ଆଉ ୪୩ ମୁଣ୍ଡ ନେଲା କରୋନା : କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କମୁଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୩ ଜଣଙ୍କ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ…

terrorist
ଅୱନ୍ତିପୁରାରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ : ଘରେ ପଶି ପୂର୍ବତନ ପୋଲିସ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା

ସୀମା ଟପିଲା ବର୍ବରତା ପୂର୍ବତନ ପୋଲିସ୍ ଅଧିକାରୀଙ୍କ ଘରେ ପଶି ହତ୍ୟା କଲେ ଆତଙ୍କବାଦୀ ଅୱନ୍ତିପୁରାରେ ପୂର୍ବତନ ସ୍ପେଶାଲ ପୋଲିସ୍ ଅଫିସରଙ୍କୁ ହତ୍ୟା ଫୈୟାଜ ଅହମ୍ମଦଙ୍କ ଘରେ ପଶି ଗୁଳି କରି ହତ୍ୟା କଲେ ଆତଙ୍କୀ SPOଙ୍କ ପତ୍ନୀ ଓ ଝିଅଙ୍କୁ…

  • Monday, 28 June 2021
sputnik v
ଗୁରୁଗ୍ରାମରେ ଆରମ୍ଭ ହେବ ସ୍ପୁଟନିକ-Vର ଟ୍ରାଏଲ ରନ୍ : ପ୍ରଥମ ପର୍ଯ୍ୟାୟରେ ୪୭୧ ଜଣଙ୍କୁ ଟିକା ଦିଆଯିବ

ସ୍ପୁଟନିକ-Vର ଟ୍ରାଏଲ ରନ୍ ଫୋରଟିସ୍ ହସ୍ପିଟାଲରେ ଆରମ୍ଭ ହେବ ଟ୍ରାଏଲ ରନ୍ କେନ୍ଦ୍ର ପକ୍ଷରୁ ଧାର୍ଯ୍ୟ ୧,୧୪୫ ଟଙ୍କାରେ ଟିକାକରଣ ହେବ ଗୁରୁଗ୍ରାମ ପରେ ଦିଲ୍ଲୀରେ ବି ସ୍ପୁଟନିକ-V ଦିଆଯିବ କିଛି ଘରୋଇ ହସ୍ପିଟାଲରେ ମଧ୍ୟ ଆରମ୍ଭ ହେବ ଟିକାକରଣ ଦେଶର…

  • Monday, 28 June 2021
jimuta-mangaraj
ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଉ ନାହାଁନ୍ତି। ସଡ଼କ ଦୁର୍ଘଟଣାରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଛକ ନିକଟରେ ଦୁର୍ଘଟଣାରେ ତାଙ୍କର ବିୟୋଗ ଘଟିଛି। ସେ ଏକ ସ୍କୁଟର୍‌ରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା। ସଂଧ୍ୟା ପ୍ରାୟ…

  • Sunday, 27 June 2021
drone
ଏୟାରପୋର୍ଟ ବିସ୍ପୋରଣ କାହାର ରହିଛି ସମ୍ପୃକ୍ତି?

ଭୁବନେଶ୍ୱର: ଟାର୍ଗେଟ୍‌ରେ ପାକିସ୍ତାନ ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଅତି ସୁରକ୍ଷିତ ଜାମ୍ମୁ ଏୟାରପୋର୍ଟ। ଏହି ବିମାନବନ୍ଦର ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥିବା ବେଳେ ଏଠାରେ ଯାତ୍ରୀବାହୀ ବିମାନ ବି ଚଳାଚଳ କରେ। ତେବେ ଗତକାଲି ମଧ୍ୟ ରାତିରେ…

  • Sunday, 27 June 2021
Jollywood artist
ମାଂସ କାଟୁଛନ୍ତି ଯାତ୍ରା କଳାକାର

କରୋନା ସଜେଇ ଦେଇଛି ଜଣେ ଯାତ୍ରା କଳାକାରଙ୍କୁ ମାଂସ ବେପାରୀ । ଜୀବନ ଜୀବିକା ପାଇଁ କୁକୁଡ଼ା ଦୋକାନ ଦେଇ ମାଂସ କାଟୁଛନ୍ତି ଯାତ୍ରା କଳାକାର

  • Sunday, 27 June 2021