• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

bjd 0
ବିଜେପିର ଇସ୍ତାହାର ନେଇ ସିଇଓ ଏବଂ ଥାନାକୁ ଗଲା ବିଜେଡି

ଭୁବନେଶ୍ୱର : ବିଜେପିର ଇସ୍ତାହାର ନେଇ ନିର୍ବାଚନ ସିଇଓ ଏବଂ ଥାନାକୁ ଗଲା ବିଜେଡି। ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିବା ନେଇ ବିଜେଡି ସିଇଓ ଓ ଥାନାରେ ଫେରାଦ ହୋଇଛି। ଖାରବେଳ ନଗର ଥାନାରେ ଦଳ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ସିଇଓଙ୍କ ଠାରେ ଦଳ ଅଭିଯୋଗ କରିଛି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ବିଜେପି ଠକିଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେଡି।

  • Friday, 16 July 2021
tirupati
ତିରୁପତି ପାଣିଗ୍ରାହୀ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସହପ୍ରଭାରୀ ଟିଏସ୍ ସିଂହଦେଓଙ୍କ ଅନୁମୋଦନକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନେତାମାନଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ ଆଜି ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନବେଳେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଏହି ନେତାମାନଙ୍କୁ ଦଳରୁ […]

  • Friday, 16 July 2021
prachar
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର : ମିଶନ ସିଂହାସନ। ଫୋକସରେ ଷ୍ଟାର ପ୍ରଚାରକ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାରର ଶେଷ ଦିନ। ହାତରେ ମାତ୍ର ଆଉ ଅଳ୍ପ ସମୟ ଥିବାରୁ ଭୋଟରକୁ ମନାଇବା ପାଇଁ ସବୁ ଦଳ ତରଫରୁ ଜାରି ରହିଛି ଜୋରଦାର ପ୍ରୟାସ। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନା। କୋଟପାଡରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେବା ସହ, […]

  • Friday, 16 July 2021
bijay-beda
ପାଟକୁରାରେ ପୁଣି ମୁହାଁମୁହିଁ ହେବେ ଦୁଇ ହେଭିୱେଟ୍

ପାଟକୁରା ( ମନୋଜ କୁମାର ସ୍ୱାଇଁ) : ପାଟକୁରାରେ ପୁଣି ହେବ ହେଭିୱେଟ୍ ଲଢେଇ। ସବୁ ଚର୍ଚ୍ଚାର ଅନ୍ତ ଘଟାଇ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍। ଏଠାକାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ବେଦପ୍ରକାଶ ଅସୁସ୍ଥ ଥିବାରୁ ବିଜେଡି ସେଠାରେ ପ୍ରାର୍ଥୀ ବଦଳାଇ ପାରେ ବୋଲି ଚର୍ଚ୍ଚା ଜୋରଧରିଥିଲା। […]

  • Friday, 16 July 2021
nuapada
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆପଡ଼ା(ମାୟାଧର ସରାଫ୍‌) : ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ନୂଆପଡ଼ାରେ ପ୍ରଚାର ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ରୀ, ମହିଳା, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବିଜେଡି ଇସ୍ତାହାରରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ନବୀନ।  BSKYରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସହାୟତା ୭ରୁ ୧୦ ଲକ୍ଷକୁ ବୃଦ୍ଧି ହେବ। ସବୁ ଝିଅ ମାଗଣାରେ ପଢ଼ିବେ। ଏଥିସହ ମେଡିକାଲ, ଇଂଜିନିୟରିଂ ଶିକ୍ଷା ମାଗଣାରେ ଦିଆଯିବ।  ଗରିବ ଝିଅଙ୍କ ବାହାଘର ପାଇଁ […]

  • Friday, 16 July 2021
congress
ମୟୂରଭଞ୍ଜ ମୋରଡ଼ାରେ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ୱର : ମୟୂରଭଞ୍ଜର ମୋରଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ। ଦଳ ଆଜି ପ୍ରଭାସ କର ମହାପାତ୍ରଙ୍କୁ ମୋରଡ଼ା ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ମୋରଡ଼ା ଆସନ ଲାଗି କଂଗ୍ରେସ ଓ JMM ମଧ୍ୟରେ ବୁଝାମଣା ହୋଇଥିଲା। ଏହି ଅନୁସାରେ କଳିଙ୍ଗ କେଶରୀ ଜେନା ମୋରଡ଼ାରେ JMMର ପ୍ରାର୍ଥୀ ହୋଇଥିଲେ। ତେବେ ଆଜି କଂଗ୍ରେସ ଦଳ ଏହି ଆସନ ପାଇଁ ପୁଣି ନିଜ ଦଳରୁ ପ୍ରାର୍ଥୀ ଘୋଷଣା ପରେ ଏଠାରେ ଉଭୟ ଦଳର ପ୍ରାର୍ଥୀ […]

  • Friday, 16 July 2021
aska
ମୁଖ୍ୟମନ୍ତ୍ରୀଙ୍କ ହୋମ୍ ଟର୍ଫ ଆସ୍କାରେ ତ୍ରିମୁଖୀ ଟକ୍କର

ଭୁବନେଶ୍ୱର : ଏକଦା ରାଜନୀତିର ଖଡ଼ି ଛୁଇଁଥିବା ଆସ୍କା ଆସନରେ ଏଥର ନବାଗତଙ୍କ ଲଢ଼େଇ। ମଇଦାନରେ ତିନି ନୂଆ ମୁହଁ। ବିଜେପିରୁ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଓ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ଝିଅ ଅନୀତା ଶୁଭଦର୍ଶିନୀ, ବିଜେଡିରୁ ଗଞ୍ଜାମ ଜିଲ୍ଲାରେ ମିଶନ ଶକ୍ତିର ପୁରୋଧା କୁହାଯାଉଥିବା ପ୍ରମିଳା ବିଷୋୟୀ ଏବଂ ସିପିଆଇରୁ ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା। ଏହି ତିନି ଜଣ ନିଜ ନିଜ ଶୈଳୀରେ ଚଳାଇଛନ୍ତି ଜୋରଦାର ପ୍ରଚାର। ବିରାଟ ରୋଡ୍ […]

  • Friday, 16 July 2021
adr
ପ୍ରଥମ ପର୍ଯ୍ୟାୟ ଭୋଟ୍ ପର୍ବରୁ ADR ରିପୋର୍ଟ : ୬୧ ପ୍ରାର୍ଥୀଙ୍କ ନାଁରେ ଫୌଜଦାରୀ ମାମଲା

ଭୁବନେଶ୍ୱର : ଏପ୍ରିଲ ୧୧ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୪ଟି ଲୋକସଭା ଆସନର ମୋଟ ୨୬ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଧନୀ ହେଉଛନ୍ତି ବ୍ରହ୍ମପୁର ଆସନରୁ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ । ତାଙ୍କର ମୋଟ୍ ସଂପତ୍ତି ହେଲା ୩୬ କୋଟି ଟଙ୍କା। ସବୁଠୁ ଗରିବ ହେଲେ କୋରାପୁଟ ଆସନରୁ ଲଢୁଥିବା ସିପିଆଇଏମ୍ଏଲ୍‌ର ପ୍ରାର୍ଥୀ ରାଜେନ୍ଦ୍ର କେନ୍ଦ୍ରୁକା। ତାଙ୍କ ପାଖରେ ମାତ୍ର ୫୬୫ ନଗଦ ଟଙ୍କା […]

  • Friday, 16 July 2021
bjp mishrana parva
ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ

ଉଦଳା (ମାନସ ପାଣି): ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନମଣ୍ଡଳୀର କପ୍ତିପଦାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେଡିର କପ୍ତିପଦା ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା ଯୋଗୁଁ ମହିଳାମାନେ ଆଜି ଅସୁରକ୍ଷିତ ବୋଲି କହିବା ସହ ଉଦଳାର ବିଜେଡି ପ୍ରାର୍ଥୀ ଶ୍ରୀନାଥ ସୋରେନ୍‌ଙ୍କୁ […]

  • Friday, 16 July 2021
mokim
ସରଗରମ ହେଲାଣି କଟକ ରାଜନୀତି

କଟକ (ଦେବାଶିଷ ମହାନ୍ତି ) : କିଏ ଲୋକଙ୍କ ସହ ଚାହା ପିଇ ଭୋଟ ମାଗୁଛି ତ ପୁଣି କିଏ ଲୋକଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଉଛି। କଟକ ସହର ଗଳି କନ୍ଦିରେ ଏବେ ଦେଖିବାକୁ ମିଳୁଛି ଏଭଳି ରାଜନୈତିକ ଉଷ୍ମତା। ବିଭିନ୍ନ ଦଳର ନେତା ନିଜ ନିଜ ଶୈଳୀରେ ଆରମ୍ଭ କରିଛନ୍ତି ପ୍ରଚାର। ହାତରେ ଆଉ ଅଳ୍ପ ଦିନ ଥିବାରୁ ଲୋକଙ୍କ ମନକୁ ଜିତିବା ପାଇଁ କେତେ କଣ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ବାରବାଟୀ-କଟକ ନିର୍ବାଚନ […]

  • Friday, 16 July 2021
kharbela2
ବୌଦ୍ଧରେ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପ୍ରଚାର

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର କନ୍ଧମାଳ ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ହରଭଙ୍ଗା ବ୍ଲକ୍‌ର ନରସିଂହପୁର ହାଟପଦା ପଡ଼ିଆରେ ପଥପ୍ରାନ୍ତ ସଭା କରିବା ସହ ଘରକୁ ଘର ଯାଇ ପ୍ରଚାର କରିଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ ଖାରବେଳ ସ୍ୱାଇଁଙ୍କ ସହ ବୌଦ୍ଧ ବିଧାନସଭା ଲାଗି ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଓ ଶତାଧିକ କର୍ମୀ ପ୍ରଚାରରେ ସାମିଲ ହୋଇଥିଲେ। କନ୍ଧମାଳ ଓ ବୌଦ୍ଧ […]

  • Friday, 16 July 2021
police-congress
କଂଗ୍ରେସ କର୍ମୀ-ପୁଲିସ ମୁହାଁମୁହିଁ

ଆନନ୍ଦପୁର( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରାରେ କଂଗ୍ରେସ ଶୋଭାଯାତ୍ରା ବେଳେ ଉତ୍ତେଜନା। କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସୈଲଂଗ ଛକରୁ ଘସିପୁରା ଥାନା ଅଭିମୁଖେ ଯାଉଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀ ଗତ ୫ ତାରିଖ ରାତିରେ ଘସିପୁରା ଥାନାରେ ଗଣ୍ଡଗୋଳ ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କ ଗିରଫର ପ୍ରତିବାଦରେ କଂଗ୍ରେସ ଏହି ରାଲି କରୁଥିଲା। ତେବେ ବିନା ଅନୁମତିରେ […]

  • Friday, 16 July 2021
dama rout
ଆଶଙ୍କାକୁ ସତ ପ୍ରମାଣିତ କଲେ ନବୀନ : ଦାମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଟ୍ ଥିବା ନେଇ ଗତକାଲି ସୋଶାଲ ମିଡିଆରେ ଜାରି ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଲୋକେ ଯାହା ଆଶଙ୍କା କରୁଥିଲେ, ତାକୁ ଏହି ଭିଡ଼ିଓ ମାଧ୍ୟମରେ ନବୀନ ସତ ବୋଲି ପ୍ରମାଣିତ କରିଛନ୍ତି। ପିଏମ୍‌ଜିରେ ଏକ ଷ୍ଟେଜ୍ କରାଯାଇ ମୋ ସହ ନବୀନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ନେଇ ଓଡ଼ିଆରେ ଆଲୋଚନା କରନ୍ତୁ […]

  • Friday, 16 July 2021
sura
ମୁଖ୍ୟମନ୍ତ୍ରୀଙ୍କ ଫିଟ୍ ଭିଡିଓକୁ ନେଇ ନବୀନଙ୍କୁ ସୁରଙ୍କ ଚ୍ୟାଲେଞ୍ଜ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଫିଟ୍‌ ଅଛନ୍ତି। ଏଣିକି ୨୦୧୯ ଯୁଦ୍ଧକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ନିଜ ତୁଣ୍ଡରେ ନିଜେ କହିଛନ୍ତି। କଥାଟିର ବାସ୍ତବତାକୁ ନେଇ ସନ୍ଦେହ ଥିଲେ ମଧ୍ୟ ଭାଇରାଲ ହୋଇଥିବା ଭିଡିଓ ଆଧାରରେ ଆମେ ଏହି କଥା କହୁଛୁ। ସବୁ ବେଳେ ଫିନ୍‌ ଫିନ୍‌ ଧଳା କୁର୍ତ୍ତା ପାଇଜାମାରେ ଦୃଶ୍ୟାୟିତ ହେଉଥିବା ଆମ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓରେ ବ୍ଲାକ ଟି’ ଶାର୍ଟରେ ଜଗିଙ୍ଗ୍‌ କରୁଥିବା ଦେଖିବାକୁ ମିଳିଛି। ଖାଲି ଜଗିଙ୍ଗ୍ ନୁହେଁ, ସେ ଓଡିଆ […]

  • Friday, 16 July 2021
ticket
ଭାଇରାଲ୍ ଭିଡିଓରେ ଟିକେଟ୍ ଗୁମର ଖୋଲିଲେ କର୍ମୀ

ଭୁବନେଶ୍ୱର : ଟିକେଟ୍‌ ବଣ୍ଟନ ପଛରେ ବଡ଼ ଧରଣର କିକ୍‌ବ୍ୟାକ୍। କେବଳ କିକ୍‌ବ୍ୟାକ୍ ନୁହେଁ, ପ୍ରୀୟାପ୍ରୀତି ତୋଷଣ ବି ଚାଲିଥିଲା ବିଜେଡିରେ। ଟଙ୍କା ନେଇ ଏବଂ ମହିଳାଙ୍କୁ ଶୋଷଣ କରି ଟିକେଟ୍‌ ଦିଆଯାଇଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ସାମ୍ନାକୁ ଆସିଛି ଏହି ଚାଞ୍ଚଲ୍ୟକର ଭାଇରାଲ୍ ଭିଡ଼ିଓ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବହଳଦା ନିକଟରେ ବିଜେଡିର ଏକ କର୍ମୀ ସମ୍ମିଳନୀର ଏହି ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳିଛି, ଅନୈତିକ କାରବାର କରି ବିଜେଡିରେ କେମିତି ଦିଆଯାଉଛି […]

  • Friday, 16 July 2021
bjd-modi
ଆଜି ପୁଣି ବିଜେଡି ଓ କଂଗ୍ରେସକୁ ଘାଇଲା କଲେ ମୋଦି

ଭୁବନେଶ୍ୱର : ପ୍ରଚାର ଆଳରେ ଆଜି ବିଜେଡି ଓ କଂଗ୍ରେସକୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଓଡ଼ିଶାର ବିକାଶରେ ବିଜେଡି ରୋକ ଲଗାଇଛି। ୧୯ ବର୍ଷ ଧରି ଲୋକେ ବିଶ୍ୱାସ କରି ଆସିଥିବା ବିଜେଡି ସରକାର କିଛି କରିନଥିବାରୁ ଏହାକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି-“ବିଜେଡିର ନୀତି ନିୟମ ଠିକ୍ ଥିଲେ କୃଷକଙ୍କୁ ଦେଢ଼ ଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପ୍ରାୟ ୫୦ […]

  • Friday, 16 July 2021
kk
ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ଅଡୁଆରେ

ଭୁବନେଶ୍ୱର : ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା ରହିଛି। ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ନିଜ ନାମାଙ୍କନ ପତ୍ରରେ ଚନ୍ଦ୍ରାଣୀ ବାପାଙ୍କ ନାଁ ରହିଛି ସଞ୍ଜୀବ ମୁର୍ମୁ। ତେବେ ଭୋଟର କାର୍ଡରେ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ସିହ୍ନା ରହିଛି। ସେହିପରି ଆଇଟିଇଆର୍‌ କଲେଜରେ ବି.ଟେକ ପଢିବା ବେଳେ ତାଙ୍କ ବାପାଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ସୋରେନ୍ ରହିଛି। […]

  • Friday, 16 July 2021
yogi
ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ଟେଲିଫୋନ ଯୋଗେ ଭାଷଣ ଦେଲେ ଯୋଗୀ

ଭୁବନେଶ୍ୱର : ଏୟାରପୋର୍ଟରୁ ବିଜେପିର କନ୍ଧମାଳ ସାଧାରଣ ସଭାକୁ ସମ୍ବୋଧିତ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭୁବନେଶ୍ୱର ଏୟାରପୋର୍ଟରୁ ଭାଷଣ ଦେଲେ ଯୋଗୀ ଆଦିତ୍ୟନାଥ। ବ୍ରହ୍ମପୁର ଓ ଫୁଲବାଣୀ ସଭାକୁ ସେ ଟେଲିଫୋନ ଯୋଗେ ଭାଷଣ ଦେଇଛନ୍ତି। ଭୁବନେଶ୍ୱରରୁ ଯାଇନପାରି ଟେଲିଫୋନରେ ଭାଷଣ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଓ ବ୍ରହ୍ମପୁର ଯିବା କାର୍ଯ୍ୟକ୍ରମ ଥିଲା। ତେବେ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଅନୁମତି ପାଇନଥିଲା। […]

  • Friday, 16 July 2021
bibhu
ବାକି ଥିବା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର :  ବାକି ଥିବା ଗୋଟିଏ ଲୋକସଭା ଏବଂ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଜଗତସିଂହପୁର ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହେବେ ବିଭୁ ତରାଇ। ବିଭୁ ଦିନକ ତଳେ ବିଜେପିରେ ସାମିଲ ହୋଇଥିଲେ। ସେହିପରି ଗତକାଲି ବିଜେପିରେ ମିଶିଥିବା ପୂର୍ବତନ ବିଧାୟକ ରବି ମଲ୍ଲିକ କାକଟପୁରରୁ ଦଳୀୟ ପ୍ରାର୍ଥୀ ହେବେ।  ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ସୁନାକର ବେହେରାକୁ ଟିକେଟ ଦେଇଛି ବିଜେପି। ଏଥିସହ ଓଡ଼ିଶାର ସମସ୍ତ ଲୋକସଭା ଓ […]

  • Friday, 16 July 2021
bjd
ବିଜେଡିର ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ, ପିଟାପିଟି

ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା) : ପୁଣି ପଦାରେ ପଡ଼ିଲା ବିଜେଡି କନ୍ଦଳ। ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ମୁଣ୍ଡାଳ ଛକରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ଖୋଲାଖୋଲି ମାରପିଟ୍ ହୋଇଛି। ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି ଆଜି ଏକ ରାଲିରେ ଯାଉଥିବା ବେଳେ ମୁଣ୍ଡାଳ ଛକରେ ଅମରେନ୍ଦ୍ର ଦାଶ ଗୋଷ୍ଠୀ ତାଙ୍କୁ ଅଟକାଇବା ସହ କଳା ପତାକା ଦେଖାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ […]

  • Friday, 16 July 2021
baijayanta2
ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି : ବୈଜୟନ୍ତ ପଣ୍ଡା

ପାଟକୁରା ( ମନୋଜ ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର ଛତାହାଟରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ପ୍ରଚାରବେଳେ ବୈଜୟନ୍ତ ରାଜ୍ୟର ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଜେଡି ଯେଉଁ ନୀତି ଆଦର୍ଶ ନେଇ ଗଠନ ହୋଇଥିଲା, ଦଳ ଏଥିରୁ ବିଚ୍ୟୁତ ହୋଇଛି ବୋଲି ବୈଜୟନ୍ତ କହିଛନ୍ତି। ବିଜେପି ସହଯୋଗରେ ଆରମ୍ଭ ହୋଇଥିବା ବିଜେଡି ଏବେ ବିଜୁ ବାବୁଙ୍କ ନାଁ ମାଟିରେ ମିଶାଇ ସାରିଲାଣି। ସରକାରୀ […]

  • Friday, 16 July 2021
bhudan murmu
ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଶେଷରେ ସାରସକଣା ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର। ଇସ୍ତଫା ପତ୍ର ଗ୍ରହଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାରସକଣା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୂଦାନ ମୁର୍ମୁଙ୍କ ଇସ୍ତଫା ଗୃହିତ ହୋଇନଥିବାରୁ ସେ ଅଡୁଆରେ ଥିଲେ। ସେ ମୟୂରଭଂଜ ଭାଲୁକି ମେଡିକାଲରେ ଡାକ୍ତର ଥିଲେ। ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ୨୦୧୮ଅକ୍ଟୋବର ୪ତାରିଖରୁ ସେ ସରକାରୀ ଚାକିରିରୁ ଇସ୍ତଫା […]

  • Friday, 16 July 2021
congress
ସମ୍ବଲପୁର କଂଗ୍ରେସରେ ବିଦ୍ରୋହ ; ସାଂସଦ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ

ସମ୍ବଲପୁର ( ସଞ୍ଜୟ ଜେନା ) : ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଜିଲ୍ଲା କଂଗ୍ରେସ କମିଟିରେ ଦେଖାଦେଇଛି ବିଦ୍ରୋହ। ସାଂସଦ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ପି.ସି.ସି ସଭାପତିଙ୍କୁ ସେମାନେ ଇସ୍ତଫା ପତ୍ର ଦେଇଛନ୍ତି। ଆଗକୁ ଆହୁରି ଅନେକ କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ […]

  • Friday, 16 July 2021
minakhi
ମୀନାକ୍ଷୀ ହେଲେ ଚମ୍ପୁଆର BJD ପ୍ରାର୍ଥୀ

କେନ୍ଦୁଝର (ପ୍ରଣୟ ପାଣି) : ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJD।  ମୀନାକ୍ଷୀ ମହାନ୍ତଙ୍କୁ ଚମ୍ପୁଆରୁ BJD ଟିକେଟ୍ ଦେଇଛି। ଏହି ଆସନ ପାଇଁ ବହୁ ଛକାପଞ୍ଝା ଚାଲିଥିଲା। ତୃତୀୟ ପର୍ଯ୍ୟାୟରେ କେନ୍ଦୁଝର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏଥିପାଇଁ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ ବିଜେଡି ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଦଳ ପକ୍ଷରୁ ଏବେ […]

  • Friday, 16 July 2021
Baijayant-Panda1
‘ମୁଁ ବ୍ୟବହାର କରିଥିବା ହେଲିକପ୍ଟର କମର୍ସିଆଲ ନୁହେଁ, ପ୍ରାଇଭେଟ୍ ’: ବୈଜୟନ୍ତ

ଭୁବନେଶ୍ୱର : ନିର୍ବାଚନ ପ୍ରଚାରରେ ହେଲିକପ୍ଟର ବ୍ୟବହାର ନେଇ ବିଜେଡି ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ଅତି ନୀଚସ୍ତରକୁ ଯାଇ ବିଜେଡି ଏଭଳି ଅଭିଯୋଗ ଆଣିଛି ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ। ପୂର୍ବରୁ ସମସ୍ତ ନିର୍ବାଚନ ବେଳେ ମୁଁ କମର୍ସିଆଲ ହେଲିକପ୍ଟର ନୁହେଁ, ଘରୋଇ ହେଲିକପ୍ଟର ବ୍ୟବହାର କରୁଥିଲି ବୋଲି ସେ ଲେଖିଛନ୍ତି। ମୁଁ ଟ୍ୟାକ୍ସି ନୁହେଁ ଏକ ପ୍ରାଇଭେଟ କାରରେ ନିର୍ବାଚନ ପ୍ରଚାର କରୁଛି। ତେବେ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ […]

  • Friday, 16 July 2021