• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

ସପ୍ତାହକ ପରେ ସାମ୍ନାକୁ ଆସିଲା ‘ତାରକ ମେହଟା କା ଉଲଟା ଚଷମା’ର ଲେଖକଙ୍କ ଆତ୍ମହତ୍ୟା ଘଟଣା

ମୁମ୍ବାଇ: କମେଡି ଶୋ ‘ତାରକ ମେହଟା କା ଉଲଟା ଚଷମା’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ମିରର୍‌ର ରିପୋର୍ଟ ଅନୁସାରେ, ନଭେମ୍ବର ୨୭ରେ ମୁମ୍ବାଇର କାନ୍ଦିବଲି ସ୍ଥିତ ଘରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଅଭିଷେକଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁର ସପ୍ତାହକ ପରେ ତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ୩୭ ବର୍ଷୀୟ ଅଭିଷେକ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ […]

  • Wednesday, 30 June 2021
1
ଜନ୍ମ ହେଲା ଛୁଆର ବୟସ ୨୭ ବର୍ଷ, ମାଆଠାରୁ ଦେଢ଼ ବର୍ଷ ସାନ

ବି‍ଜ୍ଞାନ ମଣିଷକୁ ଅନେକ ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚାଇଛି। ଯେମିତିକି ଅନ୍ୟଗ୍ରହରେ ମଣିଷକୁ ବିଜ୍ଞାନ ହିଁ ପହଞ୍ଚାଇପାରିଛି। ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ଗୋଟିଏ ୨୭ ବର୍ଷର ଶିଶୁ ଜନ୍ମ ହୋଇଛି। ଆଶ୍ଚର୍ଯ୍ୟ ହୋଇଗଲେ କି! ହଁ କଥାଟା ଠିକ୍‌। କିନ୍ତୁ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ହିସାବ କରାଯାଇଛି। ପ୍ରକୃତରେ, ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ଭ୍ରୁଣକୁ  ଫ୍ରିଜ୍‌ କରାଯାଇଥିଲା। ଏହି ଭ୍ରୁଣ ଫେବୃଆରୀ […]

  • Wednesday, 30 June 2021
ବ୍ରେକଂ ନ୍ୟୁଜ: ୩୦ ଜୁନ୍‌, ୨୦୨୧

ଭୁବନେଶ୍ୱର: ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଘୋଷଣା:୧୭ ଜିଲ୍ଲାରେ ସଂଧ୍ୟା ୫ ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ଥିଲା। ଆଉ  ୩ ଜିଲ୍ଲା ଏଥିରେ ସାମିଲ ହେଲା ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫%କୁ…

  • Wednesday, 30 June 2021
modi
ମେ।ଦିଙ୍କ ନାଁରେ ସବୁ ସମ୍ପତ୍ତି କରିଦେବେ ବେ।ଲି କହିଲେ ଏହି ମହିଳା । ହେଲେ କାହିଁକି ?

ଭେ।ଟରଙ୍କ ମନ ଜିତିବାର ସମସ୍ତ କୌଶଳ ମେ।ଦୀଙ୍କୁ ବେଶ ଭଲ ଭାବରେ ଜଣା । କେମିତି ଭାବରେ ଲେ।କଙ୍କ ମନ ଜିଣିବାକୁ ହୁଏ ସେଥିରେ ସିଦ୍ଧହସ୍ତ ।

  • Wednesday, 30 June 2021
GOLD
କମିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ୩ ଦିନ ଧରି ବଢୁଥିଲା ସୁନା ଦର। ଆଜି ସୁନା ଦରରେ ହ୍ରାସ ଘଟିଥିବାରୁ ଗ୍ରାହକଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ଦି ମଲ୍ଟି କମୋଡିଟି ଏକ୍ସଚେଞ୍ଜ(ଏମସିଏକ୍ସ) ଅନୁସାରେ ସୁନା ଦର ୦.୨ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମକୁ ୪୯ ହଜାର ୨୦୯ ଟଙ୍କା ରହିଛି। ସେହିପରି ରୁପା ୩ ପ୍ରତିଶତ ବଢ଼ି କିଲୋଗ୍ରାମ ପ୍ରତି ୬୩ ହଜାର ୮୪୮ ଟଙ୍କା ରହିଛି। ବିଶେଷଜ୍ଞଙ୍କ କହିବାନୁସାରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ […]

  • Wednesday, 30 June 2021
CHAR DHAM
ୟୁ-ଟର୍ଣ୍ଣ ନେଲେ ଉତ୍ତରାଖଣ୍ଡ ସରକାର : ଚାରିଧାମ ଯାତ୍ରା ଉପରେ ଲାଗିଲା ରୋକ୍

ଡେରାଡ଼ୁନ୍ : ଗାଇଡଲାଇନ୍ ଜାରି ହେବା ପରେ ୟୁ-ଟର୍ଣ୍ଣ ନେଲେ ଉତ୍ତରାଖଣ୍ଡ ସରକାର । ଉତ୍ତରପ୍ରଦେଶ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ସରକାର ତୁରନ୍ତ ଚାରି ଧାମ ଯାତ୍ରାକୁ ସ୍ଥଗିତ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ…

  • Tuesday, 29 June 2021
1
ନିଜ ପୋଷାକ ବିକ୍ରି କରିବେ ଅନୁଷ୍କା ଶର୍ମା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ପ୍ରସବ ସମୟର ପୋଷାକ ବିକ୍ରି କରିବେ। ଏହି ପୋଷାକଗୁଡିକୁ ସେ ଅନଲାଇନରେ ବିକ୍ରିକରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଅନୁଷ୍କା ଓ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲି ଚଳିତ ବର୍ଷ କନ୍ୟା…

  • Tuesday, 29 June 2021