• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

coronaviru7s
ସୀମାରେ କଡ଼ାକଡ଼ି ଚାଲିଛି ଯାଂଚ୍‌

ବାହାର ରାଜ୍ୟରୁ ଏବେ ଗାଁ ମୁହାଁ ପ୍ରବାସୀ ଓଡିଆ। ପ୍ରବାସୀ ଓଡିଆ ଫେରୁଥିବାରୁ ଗଜପତି -ଗଂଜାମ ସୀମାରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି। ସୀମାର ନାକା ଗେଟରେ ପ୍ରବାସୀଙ୍କ ଯାଞ୍ଚ କରାଯାଉଛି।

  • Sunday, 09 May 2021
2
ପୃଥିବୀରେ ପଡ଼ିଲା ଚୀନର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍

ସମ୍ପ୍ରତି ଚାଇନାର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍ ଅନିୟନ୍ତ୍ରିତ ହୋଇ ପୃଥିବୀ ଅଭିମୁଖେ ଖସୁଥିଲା। ଏଥିରୁ ଆଶଙ୍କା କରାଯାଉଥିଲା ଯେ ଏହାର ଭାରୀ ଆବର୍ଜନା ପୃଥିବୀ ପୃଷ୍ଠରେ ପହଞ୍ଚି ବଡ଼ ଧରଣର ଅଘଟଣ ଘଟାଇପାରେ। କିନ୍ତୁ ରବିବାର ଏହା ଭାରତ ମହାସାଗରର…

  • Sunday, 09 May 2021
naveen patnaik
ବୁଲା କୁକୁର ଓ ଗାଇଗୋରୁଙ୍କ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଲକଡାଉନ୍‌ ଓ ସଟଡାଉନ୍‌ ବେଳେ ବନ୍ଦ ରହିଛି ସମସ୍ତ ଦୋକାନ ବଜାର। ଏଭଳି ସ୍ଥିତିରେ ବୁଲା ଗାଇଗୋରୁ ଓ ବୁଲା କୁକୁରମାନେ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଖାଇବା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

  • Sunday, 09 May 2021
2 dg
ମହାମାରୀକୁ ମୂଳରୁ ନାଶ କରିବ ୨-ଡିଜି ମେଡିସିନ୍‌; ଜାଣନ୍ତୁ ଏହା ଶରୀର ପାଇଁ କେତେ ପ୍ରଭାବଶାଳୀ

ଶରୀରରେ କୋଭିଡ ଭୂତାଣୁକୁ ମୂଳପୋଛ କରିବ ଭାରତର ମହାସଂଜୀବନୀ ୨-ଡିଜି ମେଡିସିନ । ଶରୀର ଉପରେ ଏହା କେତେ ପ୍ରଭାବଶାଳୀ, ୫ଟି ପଏଣ୍ଟରେ ବୁଝାଇଦେଲେ ବୈଜ୍ଞାନିକ #IndiaFightsCorona #CovidVaccine

  • Sunday, 09 May 2021
cenal Work
ଅଫିସର ପିସି ନେଇ ଚୁପ୍‌, ହିନସ୍ତା ହେଉଛନ୍ତି ଚାଷୀ

କ୍ଷୁଦ୍ର ଜଳସେଚନରେ ବିଭାଗରେ ପୁଣି ସାମ୍ନାକୁ ଆସିଲା ଦୁର୍ନୀତର ଗନ୍ଧ। ଚାଷୀଙ୍କ ପାଇଁ ହୋଇଥିବା କାମର ତଦାରଖ କରି ବିରକ୍ତି ପ୍ରକାଶ କଲେ ଖୋଦ୍‌ ବିଧାୟକ। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଖୁଂଟା ବ୍ଲକରେ।

  • Sunday, 09 May 2021
Untitled-1
କଙ୍ଗନାଙ୍କ ଉପରେ ଇନଷ୍ଟାଗ୍ରାମ ବି ଦାଉ ସାଧିଲା

ମୁମ୍ବାଇ: କଙ୍ଗନା ରଣୌତ ଏବେ ବିବାଦର ରାଣୀ ହୋଇପଡିଛନ୍ତି। ସେ ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଲୋକଲୋଚନରେ ରହୁଛନ୍ତି। ବଙ୍ଗଳା ନିର୍ବାଚନ ଫଳାଫଳ ପରେ ବଙ୍ଗଳା ହିଂସାକୁ ନେଇ ତୀବ୍ର ପ୍ରତିକ୍ରିୟା ହେତୁ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍…

  • Sunday, 09 May 2021
youth without mask
ସଟ୍‌ଡାଉନ୍‌ରେ ବିନା ମାସ୍କରେ ବୁଲୁଥିଲେ;କୁଆଡ଼େ ଯାଉଛ ବୋଲି ପୋଲିସ୍‌ ପ୍ରଶ୍ନ କରିବାରୁ,ଏମିତି କଲେ ଯୁବକ...

ପିପିଲି: ସଟ୍‌ଡାଉନ୍‌ ବେଳେ ବିନା ମାସ୍କରେ କାହିଁକି ବାହାରେ ବୁଲୁଛ ବୋଲି ପ୍ରଶ୍ନ କରି ଆକ୍ରମଣ ଶିକାର ହୋଇଛନ୍ତି ପୋଲିସ୍ କର୍ମଚାରୀ। ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଏଭଳି କିଛି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଳଙ୍ଗା…

  • Sunday, 09 May 2021
coronavirus
ଟେନ୍‌ସେନ୍‌ ଦେଲା କରୋନା: ଏଥର ବାୟୁରେ ବ୍ୟାପୁଛି ସଂକ୍ରମଣ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ଅଧିକରୁ ଅଧିକ ଲୋକଙ୍କୁ ନିଜ କବଳକୁ ନେଉଛ ମହାମାରୀ। ଆଉ ଏହାରି ମଧ୍ୟରେ ମହାମାରୀ ସମ୍ପର୍କରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି।

  • Sunday, 09 May 2021
Untitled-1
ପ୍ରଥମ ଥର ପାଇଁ କରୀନା ଦେଖେଇଲେ ସାନପୁଅର ଚେହେରା

ମୁମ୍ବାଇ: ଆଜି ଦେଶ ତଥା ବିଶ୍ଵର ଅନେକ ଲୋକ ମାତୃ ଦିବସ ପାଳନ କରୁଛନ୍ତି। ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଏହି ଦିନକୁ ନିଜ ମା ପାଇଁ ସ୍ୱତନ୍ତ୍ର କରିବାକୁ ଚାହିଁଛନ୍ତି। କରୀନା କପୁର ଖାନ ମଧ୍ୟ ତାଙ୍କ ଦୁଇ ପିଲାଙ୍କ ସହ…

  • Sunday, 09 May 2021
mla
ବିଧାୟକଙ୍କ ଅଜବ ଯୁକ୍ତି, କହିଲେ- ପାଣି ସହ ଗୋମୁତ୍ର ମିଶାଇ ପିଇଲେ ହେବନି କରୋନା

ଲକ୍ଷ୍ନୌ: କରୋନା ମହାମାରୀ ବିରୋଧରେ ବିଶ୍ୱର ଅନେକ ଦେଶ ଲଢ଼େଇ ଜାରି ରଖିଛନ୍ତି। ଔଷଧ, ଇଞ୍ଜେକ୍ସନ, ଟିକାକୁ ନେଇ ଗବେଷଣା ହେଉଛି। ହେଲେ ଏହା ସତ୍ତ୍ୱେ ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ଓ ଅଜବ ଯୁକ୍ତି। ଉତ୍ତରପ୍ରଦେଶ ବଲିଆ…

  • Sunday, 09 May 2021
Untitled-1
୨୫ ରାଜ୍ୟର ଗ୍ରାମାଞ୍ଚଳକୁ କେନ୍ଦ୍ରର ଅନୁଦାନ, ଓଡ଼ିଶା ପାଇବ…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮ ହଜାର ୯୨୩ କୋଟି ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ୨୫ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ଏହି ରାଶି ଖର୍ଚ୍ଚ ହେବ। ଓଡ଼ିଶାକୁ ମିଳିବ ୩୩୩ କୋଟି ୮୦ ଲକ୍ଷ ଟଙ୍କା। ସବୁଠାରୁ…

  • Sunday, 09 May 2021
himant
ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

  ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମା ନେତା ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ସର୍ବାନନ୍ଦ ସୋନଓ୍ବାଲ  ଦିସପୁର : ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ  ହେବେ ହିମନ୍ତ ବିଶ୍ୱଶର୍ମା …

  • Sunday, 09 May 2021
shutdown
ସଟ୍‌ଡାଉନ୍‌ରେ ଲୁଚିକି ମାଛ ବିକ୍ରି କରୁଥିଲେ, ପହଞ୍ଚିଗଲା ପୋଲିସ୍‌

ରାଉରକେଲା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଥିଲେ ମଧ୍ୟ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କ ବିରୋଧରେ ଆକ୍ସନ ନେବା ଲାଗି ପୋଲିସ୍‌ ମଧ୍ୟ ଆକ୍ସନ…

  • Sunday, 09 May 2021
kejriwal
ସଂକ୍ରମଣରେ କାବୁ ପାଇବାକୁ କଟକଣା : ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ : ସପ୍ତାହେ ବଢ଼ିଲା ଲକଡାଉନ୍ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ କଟକଣାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନ୍ଦ୍ରିୱାଲ ପ୍ରେସ କନଫରେନ୍ସ ଜରିଆରେ ଏନେଇ ସୂଚନା ଦେଇଛନ୍ତି…

  • Sunday, 09 May 2021
Untitled-1
ମା ହେବେ ରାଖୀ ସାୱନ୍ତ!

ମୁମ୍ବାଇ: ବିଗ୍ ବସ୍ ୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କର ବିଚିତ୍ର ମନ୍ତବ୍ୟକୁ ନେଇ ପ୍ରାୟତ ଚର୍ଚ୍ଚାର କେନ୍ଦ୍ରରେ ରହୁଛନ୍ତି।  ରାଖୀ ସାୱନ୍ତଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ହେଲେ ବର୍ତ୍ତମାନ ରାଖୀ…

  • Sunday, 09 May 2021
accident
ଟ୍ରାକ୍ଟର ଓଲଟି ସାନଭାଇ ମୃତ, ବଡ଼ ଭାଇ ଗୁରୁତର

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା) : ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡ଼ିଲା ଟ୍ରାକ୍ଟର । ଦୁର୍ଘଟଣାରେ ସାନଭାଇ ମୃତ, ବଡ଼ ଭାଇ ଗୁରୁତର । ବଡ଼ ଭାଇର ଆଖି ସାମ୍ନାରେ ଜୀବନ ହାରିଲା…

  • Sunday, 09 May 2021
ମୁହଁରେ ଅକ୍ସିଜେନ୍ ମାସ୍କ, ଆଉ ସ୍ପିକରରେ ଲଭ ୟୁ ଜିନ୍ଦେଗୀର ଗୀତ

ନିରାଶଭରା ମାହୋଲରେ ଉତ୍ସାହ ଓ ସାହସର କାହାଣୀ ସୋସିଆଲ ମିଡିଆରେ ଭାଇରାଲ୍ ଭୋଭିଡ଼ ସଂକ୍ରମିତ ଯୁବତୀଙ୍କ ଭିଡିଓ ଦିଲ୍ଲୀ ହସ୍ପିଟାଲର ଜଣେ ଡାକ୍ତର ଟ୍ୱିଟ୍ କରିଛନ୍ତି ଭିଡିଓ ଏକ ଘଣ୍ଟା ମଧ୍ୟରେ ଭାଇରାଲ ହେଲୋ ଭିଡିଓ ନୂଆଦିଲ୍ଲୀ : ଚାରିଆଡେ ମୃତ୍ୟୁର…

  • Sunday, 09 May 2021
Untitled-1
ଦିନକରେ ୪ ଲକ୍ଷ ୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶକୁ ଥରାଇ ଦେଇଛି। ଭାରତରେ କରୋନା ମାମଲା ବୃଦ୍ଧି ପାଉଥିବା ଆକଳନ ବର୍ତ୍ତମାନ ବିଶ୍ୱକୁ ଭୟଭୀତ କରିବାରେ ଲାଗିଛି। ଗତ ତିନି ଦିନ ଧରି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ…

  • Sunday, 09 May 2021
marriage bhoji
ଲକ୍‌ଡାଉନ୍‌ରେ ବଡ଼ ଧରଣର ବିବାହ ଭୋଜି ଆୟୋଜନ କରି ଗଣିଲେ ଫାଇନ୍‌

ବାଲିଗୁଡ଼ା: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ କଟକଣାକୁ ପାଳନ କରୁନଥିବା ଦେଖିବାକୁ ମିଳିଛି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ପୋଲିସ୍‌ ମଧ୍ୟ ଆକ୍ସନ ନେଉଛି।…

  • Sunday, 09 May 2021
honey bee
ଆରଟି ପିସିଆର ଜରିଆରେ ହେବ ରାପିଡ଼ ଟେଷ୍ଟ; ମହୁମାଛି କରିବେ ନମୁନା ପରୀକ୍ଷା

ନୂଆଦିଲ୍ଲୀ:କରୋନାର ଦ୍ଵିତୀୟ ଲହର ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି । ଏତେ ଦ୍ରୁତ ଗତିରେ ସଂକ୍ରମଣ ବଢୁଛି ଯେ, ଆମର ଚିକିତ୍ସା ବ୍ୟବସ୍ଥା ବି ଫେଲ ମାରିଛି । କେଉଁଠି ଡାକ୍ତରଖାନାରେ ବିଛଣା ମିଳୁନି ତ କେଉଁଠି ଅକ୍ସିଜେନ ନାହିଁ…

  • Sunday, 09 May 2021