• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

n1-1
ଛୋଟ ପିଲାଙ୍କ ହାତରେ କେଉଁ ନେଲ୍‌ ପଲିସ୍‌ ସୁରକ୍ଷିତ !

ନୂଆଦିଲ୍ଲୀ: ଅନେକ ସମୟରେ ଆପଣ ଛୋଟ ପିଲାଙ୍କ ହାତରେ ନେଲ୍‌ ପଲିସ୍‌ ଲାଗିଥିବା ଦେଖିଥିବେ। ଛୋଟ ପିଲା ଜିଦି କଲେ ମା’ମାନେ ତାଙ୍କ ହାତରେ ନେଲପଲିସ୍‌ ଲଗାଇ ଦେଇଥାନ୍ତି। ତେବେ କ’ଣ ଆପଣ ଜାଣିଛନ୍ତି କି ଛୋଟ ଛୁଆଙ୍କ ହାତରେ ନେଲ ପଲିସ୍‌ ଲଗାଇବା କେତେ ସୁରକ୍ଷିତ ? ଡାକ୍ତରଙ୍କ କହିବା ଅନୁସାରେ ନେଲ ପଲିସ୍‌ରେ ଥିବା କେମିକାଲ୍‌ ଛୁଆଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ। ଏଥିପାଇଁ ନେଲ୍‌ ପଲିସ୍‌ଠାରୁ ପିଲାଙ୍କୁ ଦୂରେଇ ରଖନ୍ତୁ। କସମେଟିକ୍‌ ଡାକ୍ତରଙ୍କ […]

  • Saturday, 10 July 2021
sssssssss
କେଉଁ ସାପ କାମୁଡ଼ିଛି କେମିତି ଜାଣିବ, କେମିତି କରିବ ଚିକିତ୍ସା ?

ଭୁବନେଶ୍ୱର : ବର୍ଷା ଦିନେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ତେବେ ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ କ’ଣ କରାଯିବା ଉଚିତ୍, ସେ ନେଇ ବହୁତ ଲୋକ ସଚେତନ ନୁହନ୍ତି। ଏ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ମହାନ୍ତି। କେଉଁ ସାପ କାମୁଡ଼ିଲେ କେଉଁ ଲକ୍ଷଣ ଦେଖାଯାଏ, ସାପ କାମୁଡ଼ିଲେ ପ୍ରଥମେ କ’ଣ କରିବେ ଓ ସାପ କାମୁଡ଼ିଲେ କେମିତି ଚିକିତ୍ସା କରାଯାଏ- ଏସବୁ ସଂପର୍କରେ ସେ ସୂଚନା […]

  • Saturday, 10 July 2021
whatsapp
ସାବଧାନ, ହ୍ୟାକ୍ ହୋଇପାରେ ଆପଣଙ୍କ Whats App ତଥ୍ୟ !

ନୂଆଦିଲ୍ଲୀ: Whats App ବ୍ୟବହାର କରୁଛନ୍ତି ? ତାହାଲେ ସାବ୍‌ଧାନ ରୁହନ୍ତୁ। କାରଣ Whats Appରେ ଏକ ନୂଆ ଭାଇରସ୍‌ର ସନ୍ଧାନ ମିଳିଛି, ଯାହାକୁ ବ୍ୟବହାର କରି ହ୍ୟାକର୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍‌ କରିଦେଇପାରେ। ଗୁଗୁଲ୍‌ର ପ୍ରୋଜେକ୍ଟ ଜିରୋ ଟିମ୍‌ ଏହି ବଗ୍‌ ବା ଭାଇରସ୍‌ର ସନ୍ଧାନ ପାଇଛନ୍ତି। ସେଥିପାଇଁ IOS ୟୁଜର୍ସଙ୍କୁ ସାବଧାନ୍‌ କରାଇ ଦିଆଯାଉଛି ଯେ, ସେମାନେ ଯେପରି ମେସେଜ୍‌ ପଠାଉଥିବା  ୱେବସାଇଟ୍‌କୁ କ୍ଲିକ୍‌ ନ କରନ୍ତି। କାରଣ ଏ ପ୍ରକାର ୱେବସାଇଟ୍‌ […]

  • Saturday, 10 July 2021
nose
ନାକରେ ବାରମ୍ବାର ଆଙ୍ଗୁଠି ଭର୍ତ୍ତି କରୁଛନ୍ତି କି ? ଜାଣନ୍ତୁ କ’ଣ ହେବ

ଭୁବନେଶ୍ୱର : ବାରମ୍ବାର ନାକରେ ଆଙ୍ଗୁଳି ଭର୍ତ୍ତି କରିବା ଭଲ ଅଭ୍ୟାସ ନୁହେଁ। ଛୋଟ ପିଲାଙ୍କ କଥା ଛାଡ଼,  ଅନେକ ବଡ ବଡ ଲୋକଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି। ହୁଏତ ସେମାନେ ନିଜ ଅନ୍ୟମନସ୍କତାରେ ଏପରି କରିଥାଇ ପାରନ୍ତି। ଏହାଦ୍ୱାରା ନାକର କ୍ଷତି ତ ନିଶ୍ଚୟ ହୋଇଥାଏ। ହେଲେ ମନେ ରଖନ୍ତୁ, ଆପଣଙ୍କର ଏପରି କାମକୁ ଦେଖୁଥିବା ଲୋକର ମନରେ ଏକପ୍ରକାର ବିକାର ଭାବ ବି ସୃଷ୍ଟି ହୋଇଥାଏ। ‘ନ୍ୟାସ୍‌ନାଲ୍‌ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନଫର୍‌ମେସନ୍‌’ […]

  • Saturday, 10 July 2021
ganesh-11
କାଞ୍ଚି ଗଣେଶଙ୍କ କୋଳରେ ଥିବା ଏ ମୂର୍ତ୍ତି କାହାର ?

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଶ୍ରୀ ମନ୍ଦିରରେ ଗଣପତି ଉପାସନା ପ୍ରାଚୀନ କାଳରୁ ରହିଛି। କୁହାଯାଏ, ମନ୍ଦିର ନିର୍ମାଣ ସମୟରୁ ହିଁ ବଟ ବୃକ୍ଷ ମୂଳରେ ଶ୍ରୀ ଗଣେଶଙ୍କୁ ସ୍ଥାପନା କରାଯାଇଛି। ଯାହାଙ୍କୁ ଶ୍ରୀମନ୍ଦିର ବେଢ଼ା ପରିକ୍ରମା ଅଥବା ଜଗନ୍ନାଥ ଦର୍ଶନ ସମୟରେ ପ୍ରଥମ ଦର୍ଶନ କରିବାର ବିଧି ଅଦ୍ୟାବଧି ରହିଛି। ସେ ହେଉଛନ୍ତି ଶ୍ରୀ ମନ୍ଦିରରେ ପୂଜା ପାଉଥିବା ସର୍ବପ୍ରାଚୀନ ଗଣେଶ । ଆସନ୍ତାକାଲି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଆସନ୍ତୁ ଜାଣିବା ଭାରତର ଏକ […]

  • Saturday, 10 July 2021
singda
ଅଭାବୀ ଯୁବକଙ୍କ ସଫଳ କାହାଣୀ : ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା : ଇଚ୍ଛାଶକ୍ତି ଦୃଢ ଥିଲେ, ଲକ୍ଷ୍ୟ ପ୍ରତି ଆନ୍ତରିକତା ଥିଲେ କୌଣସି ପ୍ରତିବନ୍ଧକ ତୁମକୁ ପଥଚ୍ୟୁତ କରାଇ ପାରିବନି।  ଏମିତି ଏକ ଇଚ୍ଛାଶକ୍ତି ଏବଂ ଆନ୍ତରିକତା ଥିଲା ଶଶିକାନ୍ତଙ୍କ ପାଖରେ ଯେଉଁଥି ପାଇଁ ସେ ଆଜି ସିଙ୍ଗଡା ବିକାଳିରୁ ହୋଇପାରିଛନ୍ତି ଚାଟାର୍ଡ ଆକାଉଣ୍ଟାଣ୍ଟ। ଆମେ କହୁଛୁ ଝାରସୁଗୁଡ଼ାର ଶଶିକାନ୍ତ ଶର୍ମାଙ୍କ କଥା, ତାଙ୍କ ସଫଳତାର କାହାଣୀ। ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶଶିକାନ୍ତ। ବାପା ମହେଶ ଶର୍ମା ଜଣେ ସିଙ୍ଗଡ଼ା ବିକାଳି। ଖଣ୍ଡା […]

  • Saturday, 10 July 2021
Capture1
ଟ୍ରମ୍ପଙ୍କ ହାତକୁ ଏମିତି ବାଡେଇଲେ ମୋଦି.... ଫଟୋକୁ ନେଇ ସୋଶାଲ ମିଡିଆରେ ମଜାକ୍‌

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା।  ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା।   ହେଲେ ଟ୍ରମ୍ପ […]

  • Saturday, 10 July 2021
heart4
କାହିଁକି ହୁଏ ହାର୍ଟ ଆଟାକ୍‌ ? କେମିତି ତା’ଠାରୁ ଦୂରେଇ ରହିବେ ? ଜାଣନ୍ତୁ ଉପାୟ

ଭୁବନେଶ୍ୱର: ଅଫିସ୍‌ କାମର ପ୍ରେସର, ଅଧିକ ମାତ୍ରାରେ ଫାଷ୍ଟ୍‌ଫୁଡ୍‌ ଖାଇବା, ଧୂମପାନ କରିବା ଓ ମଦ ପିଇବା ଯୋଗୁ ଆଜିର ଯୁବପିଢ଼ି ମାରାତ୍ମକ ହୃଦରୋଗର ଶିକାର ହେଉଛନ୍ତି। ଯୁବାବସ୍ଥାରେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଓ ଜଣେ ବ୍ୟକ୍ତିଙ୍କୁ ହୃଦ୍‌ଘାତ ବା ହାର୍ଟ ଆଟାକ୍‌ ଆସିଲେ ସଙ୍ଗେ ସଙ୍ଗେ କ’ଣ ପଦକ୍ଷେପ ନେବା ଉଚିତ୍‌, ଏହାକୁ ନେଇ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର […]

  • Saturday, 10 July 2021
drying-clothes1
ବର୍ଷା ଦିନେ ଲୁଗାପଟାରୁ ଦୁର୍ଗନ୍ଧ ବାହାରୁଛି ? ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲ ଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥା’ନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେଣୁ ସେଗୁଡ଼ିକୁ ପିନ୍ଧି ବାହାରକୁ ଗଲେ ନିଜକୁ […]

  • Saturday, 10 July 2021
love story
ଏକ ଶାଶ୍ୱତ ପ୍ରେମ କାହାଣୀ- ଦୁଇଗୋଡ ହରାଇବା ପରେ ବି ପ୍ରେମିକଙ୍କ ହାତ ଛାଡ଼ି ନ ଥିଲେ ବିଜୟଲକ୍ଷ୍ମୀ

ଯାଜପୁର:ତ୍ୟାଗର ଅନ୍ୟନାମ ପ୍ରେମ। ଯେଉଁ ପ୍ରେମରେ ତ୍ୟାଗ ନାହିଁ, ନିଷ୍ଠା ନାହିଁ ସେ ପ୍ରେମ କେବେ ଶାଶ୍ୱତ ହୋଇ ପାରେନା।  ଏମିତି ଶାଶ୍ୱତ ପ୍ରେମକୁ ନେଇ ଅନେକ ଫିଲ୍ମ ଆମେ ଦେଖିଛେ, ଗପବହି ପଢିଛେ। ହେଲେ ଏହି ରିଲ୍‌ ଲାଇଫର ପ୍ରେମ ବାସ୍ତବ ଜୀବନରେ ଅବାସ୍ତବ ଲାଗେ। କିନ୍ତୁ ରିଲ୍‌ ଲାଇଫ୍‌ର ସବୁ ପ୍ରେମ କାହାଣୀ ରିଅଲ ଲାଇଫ୍‌ରେ ଅବାସ୍ତବ ନୁହେଁ। ଏଇ ଯେମିତି ଅଶୋକ ଆଉ ବିଜୟଲକ୍ଷ୍ମୀଙ୍କ ପ୍ରେମ କାହାଣୀ। ଶୁଣିଲେ ଆଖି ଆଗରେ ନାଚିଯିବ […]

  • Saturday, 10 July 2021
file photo
ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ  ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ ! ସେଦିନ ତାରିଖ ଥିଲା ୩ ଜୁନ୍‌ ୧୯୪୭ ମସିହା। […]

  • Saturday, 10 July 2021
bhagat-singh-2
ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ତାଙ୍କୁ ସେତେବେଳେ ମାତ୍ର ୧୨ ବର୍ଷ। ଶୁଣିବାକୁ ପାଇଥିଲେ ଜଲିଆନାୱାଲାବାଗ୍‌ ହତ୍ୟାକାଣ୍ଡ। ଘରେ ସ୍ଥିର ହୋଇ ବସି ପାରିଲେ ନାହିଁ। ସ୍କୁଲ ନ ଯାଇ ସିଧା ଚାଲିଲେ ଘଟଣାସ୍ଥଳକୁ। କୁନି ପିଲାଟି କ’ଣ ଭାବିଲା କେଜାଣି,  ଭାରତୀୟଙ୍କ ରକ୍ତରେ ଭିଜି ଯାଇଥିବା ଲାଲ୍‌ ମାଟି ଆଣି ଗୋଟିଏ ବୋତଲରେ ଭର୍ତ୍ତି କଲା । ଶେଷଯାଏ ସେହି ମାଟିକୁ ସେ ପୂଜା କରୁଥିଲା ପଲାଟି। ଜାଣନ୍ତି ସେ କିଏ ? ଏହି ବୀର ହେଉଛନ୍ତି ଭଗତ୍‌ ସିଂ। ସ୍ୱାଧୀନତା ସଂଗ୍ରାମର ଏହି […]

  • Saturday, 10 July 2021
୧୨
ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି....ଜାଣନ୍ତୁ କିଛି ରୋଚକ କଥା

କେତେକ କ୍ଷେତ୍ରରେ ମଣିଷ ଓ ପିମ୍ପୁଡ଼ିଙ୍କ କାର୍ଯ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପିମ୍ପୁଡ଼ିମାନେ ମଣିଷଙ୍କ ଭଳି କାର୍ଯ୍ୟ କରନ୍ତି। ମଣିଷମାନଙ୍କ ଭଳି ଚାଷବାସ କରନ୍ତି, ଖାଦ୍ୟ ସଂଗ୍ରହ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ ଶୃଙ୍ଖଳାରେ ଧାଡ଼ି ବାନ୍ଧି ଯା’ ଆସ କରନ୍ତି। ଖାଲି ସେତିକି ନୁହେଁ ଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସୈନିକ ଭଳି ମିଳି ମିଶି ଆକ୍ରମଣ ମଧ୍ୟ କରିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ? ଏହିସବୁ କାର୍ଯ୍ୟ ଛଡ଼ା ପିମ୍ପୁଡ଼ି […]

  • Saturday, 10 July 2021
woman officer
ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ଶ୍ରୀନଗର :ଜମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପରେ ସେଠାରେ ପରସ୍ଥିତି ବେଶ ଗମ୍ଭୀର। ଭାରତ ନୁହେଁ, ପ୍ରତ୍ୟେକ ଦେଶର ନଜର ଏବେ ଜମ୍ମୁକାଶ୍ମୀର ଉପରେ। କେଉଁ ମୁହୂର୍ତ୍ତରେ କ’ଣ ବି ଘଟିପାରେ । ଏମିତି ସ୍ଥିତିରେ ଏବେ ଜାମ୍ମୁ-କାଶ୍ମୀର। ତଥାପି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସୁରକ୍ଷାକର୍ମୀ-ପୁଲିସ-ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଧାରା ୩୭୦ ହଟିବା ପରଠାରୁ ଅର୍ଥାତ୍‌ ୮ ଦିନ ଭିତରେ ଏଠାରେ କୌଣସି ଅପ୍ରୀତିକର ଘଟିଥିବା ନଜରକୁ ଆସିନାହିଁ। ସବୁଠୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ଶ୍ରୀନଗରରେ […]

  • Saturday, 10 July 2021
3
ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

ଭୁବନେଶ୍ୱର: କେତେକ କ୍ଷେତ୍ରରେ ଦେଖାଯାଏ, ରିଲେସନ୍‌ସିପ୍‌ରେ ଥିବାବେଳେ ପୁରୁଷ ହୁଅନ୍ତୁ ବା ମହିଳା ତାଙ୍କ ପାର୍ଟନରଙ୍କୁ ଚାହିଁଲେ ବି ଅନେକ ସମୟରେ ଖୁସି ରଖି ପାରନ୍ତି ନାହିଁ। ଏପରି ହେବା ପଛରେ ଅନ୍ୟ କୌଣସି କାରଣ ନାହିଁ। କାରଣ କେବଳ ମାନସିକତା। ବେଳେ ବେଳେ ପାର୍ଟନରଙ୍କ ସଙ୍କୁଚିତ ମାନସିକତା ଯୋଗୁ ଆମେ ବହୁମୂଲ୍ୟ ସମୟ, ଖସି ସବୁକିଛି ନଷ୍ଟ କରି ଦେଇଥାଉ। ସଙ୍କୁଚିତ ମାନସିକତା ଏକ ରିଲେସନ୍‌ସିପ୍‌ ପାଇଁ ଆଦୌ ଭଲ ନୁହେଁ। ଏହା ସଂପର୍କକୁ ଭାଙ୍ଗିଦିଏ। […]

  • Saturday, 10 July 2021
freedom fighter
ସ୍ୱାଧୀନତା ସଂଗ୍ରାମର ନିର୍ଭୀକ ଯୋଦ୍ଧା, ଯାହାଙ୍କୁ ନେଇ ଏତେ ହୁଏନି ଚର୍ଚ୍ଚା

ଆଉ ଆଳ୍ପ କିଛି ଦିନର ଅପେକ୍ଷା। ଭାରତ ତାର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ସେଥିପାଇଁ ସବୁଠି ଖୁସି ଆଉ ଆନନ୍ଦର ପରିବେଶ। ଆଜି ଆମେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖୁଛୁ, ତା’ ପଛରେ ଆମ ପୂର୍ବଜ ମାନଙ୍କର ବଳିଦାନ ରହିଛି। ଏହି ମୁକ୍ତି ସଂଗ୍ରାମରେ ହଜାର ହଜାର ସ୍ୱାଧୀନତା ସଂଗ୍ରାମୀ ସାମିଲ୍‌ ଥିଲେ। ସେଥିମଧ୍ୟରୁ ଏମିତି ଅନେକ ବିଶିଷ୍ଟ ଯୋଦ୍ଧା ରହିଛନ୍ତି, ଯେଉଁମାନଙ୍କୁ ନେଇ ଏତେ ଚର୍ଚ୍ଚା କିମ୍ବା ଆଲୋଚନା ହୁଏନି। ଆଜି […]

  • Saturday, 10 July 2021
sushma
ସୁଷମାଙ୍କ ଯୁକ୍ତିରେ ପ୍ରଶ୍ନ ଭୁଲିଗଲେ ପାକିସ୍ତାନ ଆଙ୍କର୍

ନୂଆଦିଲ୍ଲୀ: ଲାଜବାବ୍‌ ସୁଷମାଙ୍କ ଭାଷଣ। ଅକାଟ୍ୟ ତାଙ୍କର ଯୁକ୍ତି। ତାଙ୍କ ବକ୍ତବ୍ୟର ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କଥା। ସେ ଶବ୍ଦର ଯେମିତି ବିକଳ୍ପ ନାହିଁ।  କୋମଳ, ଲାଳିତ୍ୟପୂର୍ଣ୍ଣ ଢଙ୍ଗରେ ସେ ଏମିତି ତାଙ୍କର ଯୁକ୍ତି ଉପସ୍ଥାପନ କରନ୍ତି, ପ୍ରତିପକ୍ଷ ଚୁପ୍‌ ହେବାକୁ ବାଧ୍ୟ ହୋଇଥାଏ। ତାଙ୍କର ଆବର୍ତ୍ତମାନରେ ଆଜି ମନେପଡେ ସେଇସବୁ କଥା, ଯୁକ୍ତି, ଭାଷଣ ଆଉ ଅଭିଭାଷଣ। ଏଇ ପରିପ୍ରେକ୍ଷୀରେ ଆମେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଉପରେ କହିବାକୁ ଚାହିଁବୁ ଯାହା […]

  • Saturday, 10 July 2021
b-96-1-750x430
୩୭୦ ପାଇଁ ବଳିପଡ଼ିଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ, ତାଙ୍କ ସ୍ଵପ୍ନ ସାକାର କଲା ବିଜେପି

ଭୁବନେଶ୍ୱର:”ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍‌ ନହିଁ ଚଲେଗା”। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ଶ୍ୟାମା ପ୍ରସାଦଙ୍କୁ ଗିରଫ କରଗଲା। ଆଉ ଏହାର ହଠାତ୍‌ ମାସକ ପରେ ୨୩ ଜୁନ୍‌ ୧୯୫୩ରେ ତାଙ୍କର ରହସ୍ୟଜନକ ମୃତ୍ୟୁର ଖବର ଆସିଲା। କୁହାଯାଏ […]

  • Saturday, 10 July 2021
letter
ବହୁତ ଲଢିଲି...ଆଉ ପାରୁନି...ଏମିତି ଭାବପୂର୍ଣ୍ଣ ଥିଲା ସିଦ୍ଧାର୍ଥଙ୍କ ଶେଷ ଚିଠି

‘ବହୁତ ଲଢିଲି। ଲଢି ଲଢି ଥକିଗଲି। ଆଉ ପାରୁନି। ଆଜି ମୁଁ ମୋର ପରାଜୟ ସ୍ୱୀକାର କରୁଛି। ଯେଉଁ ଲୋକମାନେ ମୋ ଉପରେ ଭରସା କରିଥିଲେ ସେମାନଙ୍କୁ ମୁଁ  ନିରାଶ କରୁଛି। ମୋତେ କ୍ଷମା କରିଦେବେ। ଜଣେ ପ୍ରାଇଭେଟ ଇକ୍ୱିଟି ଲେଣ୍ଡର ପାର୍ଟନରଙ୍କ ଚାପ ଆଉ ସହି ପାରୁନି।  ସିଏ ମୋତେ ଶେୟାର ଫେରାଇ ଆଣିବାକୁ ବାଧ୍ୟ କରୁଛନ୍ତି। ଏଥିପାଇଁ ୬ ମାସ ତଳେ ଜଣେ ବନ୍ଧୁଙ୍କଠାରୁ କରଜ ଆକାରରେ ବହୁତ ଅଧିକ ଟଙ୍କା ଆଣିଛି। ଏବେ […]

  • Saturday, 10 July 2021
Shoaib-Akhtar (1)
ବେଗମ୍‌ଙ୍କ ବିୟୋଗରେ ‘ମହାଦେବ’ ଏମିତି ଝୁରୁଥିଲେ...ସୋଏବ କହିଲେ ହିନ୍ଦୁଧର୍ମର କାହାଣୀ

ଲାହୋର:ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତରଙ୍କ ମୁହଁରେ ହିନ୍ଦୁ ଧର୍ମ ଏବଂ ଧର୍ମପୀଠର ବର୍ଣ୍ଣନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ସୋଏବ ହିନ୍ଦୁଧର୍ମର ଏକ କାହାଣୀ ବିଷୟରେ କହୁଛନ୍ତି। ଏହି କାହାଣୀ ଅନୁସାରେ କୁଆଡେ ମହାଦେବ ଓ ବିଷ୍ଣୁଙ୍କ  ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏଥିରେ ଶିବ ଜିତିଥିଲେ। ଏହି କାହାଣୀର ଏକ ଭିଡିଓ ଭାଇରାଲ ହୋଇଛି। ଅବଶ୍ୟ ଏହି ଭିଡିଓ ମାଧ୍ୟମରେ ପାକିସ୍ତାନର ଐତିହ୍ୟ ଏବଂ ସୁନ୍ଦର ନଜାରା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସୋଏବଙ୍କର […]

  • Saturday, 10 July 2021
Odisha
କାର୍ଗିଲ ବିଜୟ ଦିବସରେ ମନେ ପଡ଼ନ୍ତି ସହିଦ ଓଡ଼ିଆ ବୀର

ଚାନ୍ଦବାଲି: ବୀର ସହିଦଙ୍କୁ ଆଜି ସାରାଦେଶ ଝୁରୁଛି। ଯେଉଁ ଦେଶ ପାଇଁ ସେମାନେ ହସି ହସି ଜୀବନ ଦେଇ ଦେଲେ ସେମାନଙ୍କ ପାଇଁ ଆଜି କାନ୍ଦୁଛି ସେଇ ଦେଶର ମାଟି, ପାଣି, ପବନ। ଆମେ କହୁଛୁ କାର୍ଗିଲ୍‌ ଯୁଦ୍ଧରେ ସହିଦ ଯବାନଙ୍କ କଥା। ଏହି ସହିଦ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡ଼ା ଗାଁର ନିରଞ୍ଜନ ବେହେରା। ନିରଞ୍ଜନଙ୍କ ବୀରତ୍ୱ ପାଇଁ ଗାଁଠୁ ପରିବାର, ରାଜ୍ୟଠୁ ଦେଶ ସମସ୍ତେ ଝୁରୁଛନ୍ତି। ଲଢୁଆ […]

  • Saturday, 10 July 2021
mausima
ମାଉସୀ ମା’ ଓ ଶ୍ରଦ୍ଧାର ପୋଡ଼ପିଠା

ଭାବର ଠାକୁର ଜଗନ୍ନାଥ। କେତେ ଲୀଳା, କେତେ ଖେଳା ତା’ର। ତାକୁ ନେଇ ଲେଖା ହେଇଛି କେତେ ପୁରାଣ, କେତେ କାହାଣୀ । କହିଲେ ସରବନି । ହେଲେ ଏସବୁ ଭିତରେ ଗୋଟିଏ କଥା ସତ, ଭକ୍ତର ମନକୁ ପଢିପାରେ, ମାନକୁ ବୁଝିପାରେ, ଅଭିମାନକୁ ଭାଙ୍ଗିପାରେ ସେଇ ହଟିଆ ଠାକୁର କାଳିଆ ଠାକୁର…।  ଏମିତି ଦିନେ ଅଭିମାନ କରିଥିଲେ କୈକେୟୀ। ଆଉ ତାଙ୍କ ଅଭିମାନ ଭାଙ୍ଗିବାକୁ କଥା ଦେଇଥିଲେ ପ୍ରଭୁ ଶ୍ରୀରାମ। ଦେଇଥିବା ସେଇ କଥାକୁ ଆଜି […]

  • Saturday, 10 July 2021
Capture
ସିକନ୍ଦର ଆଲାମ୍‌, ମହାପ୍ରସାଦ, ଚପଳା ଓ ଶ୍ରଦ୍ଧାର କଥା

“କାହାର କ’ଣ ଖାଦ୍ୟ। କୁହାଯାଏ, ତୃଣାଦି ପଶୁଙ୍କର ଖାଦ୍ୟ। ଆଶା ମନୁଷ୍ୟର ଓ ଶ୍ରଦ୍ଧା ଦେବତାଙ୍କର ଖାଦ୍ୟ।” ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ଲିଖିତ ‘ନୀଳ ପାହାଡ଼ର ଡାକ’ ପୁସ୍ତକର ‘ଶ୍ରଦ୍ଧାବିଶ୍ୱାସର କ୍ଷେତ୍ର’ ଅଧ୍ୟାୟର ଶେଷ ପାରାର ପ୍ରଥମ ଦୁଇ ଧାଡ଼ିରେ ଏହା ଲେଖା ହୋଇଛି। ‘ଶ୍ରଦ୍ଧାବିଶ୍ୱାର କ୍ଷେତ୍ର’ ଅଧ୍ୟାୟରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ବିଷୟରେ ଲେଖକ ଅନେକ ସୁନ୍ଦର ସୁନ୍ଦର ଉଦାହରଣ ଦେଇଛନ୍ତି। ଆଉ ସେଥିରେ ସ୍ଥାନିତ ହୋଇଛି, ଚପଳା ବସ୍ ଓ […]

  • Saturday, 10 July 2021
୩
ଅଭିମାନର ଭାଷା ବୁଝିପାରେ କାଳିଆ...

ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତର ଭାବରେ ସେ ବନ୍ଧା। ପ୍ରତିଟି ଓଡିଆର ପ୍ରାଣର କେନ୍ଦ୍ର ସେହି ଜଗତର ନାଥ ଜଗନ୍ନାଥ। ତାକୁ ନେଇ ପ୍ରତିଟି ଭକ୍ତ ସାଉଁଟିଛି ଅନେକ ସ୍ମୃତି ଆଉ ଅନୁଭୂତି। ଆଉ ମୁଁ ଜଣେ ଓଡ଼ିଆ ଭାବରେ ଜଗନ୍ନାଥଙ୍କ ଅନେକ ଅନୁଭୂତି ମଧ୍ୟରୁ ଗୋଟିଏ  ଏଠାରେ ପ୍ରକାଶ କରିବାକୁ ଯାଉଛି।… ବର୍ଷେ ତଳର କଥା। ସକାଳୁ ସକାଳୁ ବାଇକ୍‌ରେ ଭୁବନେଶ୍ୱରରୁ ଘରକୁ(ତାଳଚେର) ଯାଉଥାଏ। ଘରେ ପହଞ୍ଚିବା ପରେ ସାଙ୍ଗ ଚଗୁଲୁର ଫୋନ‌ […]

  • Saturday, 10 July 2021
dasmula
ଜ୍ୱର ଭଲ ହେବା ପାଇଁ କ’ଣ ଖାଆନ୍ତି ମହାପ୍ରଭୁ ?

ଭୁବନେଶ୍ୱର: ଆପଣ ଜାଣନ୍ତି କି ପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହେଲେ ସେ କି ଔଷଧ ଖାଆନ୍ତି ?  ଆମ ଭିତରୁ ଅନେକଙ୍କର ହୁଏତ ଏ ସମ୍ପର୍କରେ କୌଣସି ଧାରଣା ନ ଥିବେ । ଆମକୁ ଜ୍ୱର ହେଲେ ଆମେ ଯେପରି ଖାଦ୍ୟପେୟରେ ସାବଧାନତା ଓ ସନ୍ତୁଳନ ଅବଲମ୍ବନ କରିଥାଉ, ଶ୍ରୀଜୀଉମାନେ ମଧ୍ୟ ଠିକ୍‌ ସେହିପରି କରିଥାନ୍ତି। ପ୍ରତିଦିନ ଷାଠିଏ ପଉଟି ନୈବେଦ୍ୟ ଗ୍ରହଣ କରୁଥିବା ମହାପ୍ରଭୁ ଅନବସର ଲୀଳା ସମୟରେ କେବଳ ପଣା ଓ ଚକଟାରେ ସନ୍ତୁଷ୍ଟ […]

  • Saturday, 10 July 2021