ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଅାଦିବାସୀ, ହରିଜନ ପରିବାରଙ୍କୁ ମିଳୁନି ନ୍ୟାୟ। ଦୀର୍ଘ ଦିନ ଧରି ଜମି ପଟ୍ଟା ଲାଗି ଅାବେଦନ କଲେ ବି ସରକାର କାହାରିକୁ ଜମି ପଟ୍ଟା ପ୍ରଦାନ କରିନାହାଁନ୍ତି। ସହର ଉପକଣ୍ଠ ମନ୍ତ୍ରାଗାଁ କେନାଳବନ୍ଧ କଡ଼ ବସ୍ତିରେ ରହୁଥିବା ଭୂମିହୀନଙ୍କୁ ମିଳିନି ଜମିପଟ୍ଟା କି ରାଜୀବ ଅାବାସରେ ଘର ଖଣ୍ଡେ। ପ୍ରମାଣପତ୍ର ଅଭାବରୁ ସେମାନଙ୍କ ସନ୍ତାନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଅନେକ ପରିବାର ସ୍ୱାସ୍ଥ୍ୟ ଓ ସରକାରୀ ଯୋଜନାରୁ ବି ବଞ୍ଚିତ ହେଉଥିବା […]
ଲାହୋର: ଦେଖାଯାଏ କୌଣସି ଅଫିସ୍ ବା ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀମାନେ ନିଜର କିଛି ଜରୁରୀ କାମରେ ଅଧିକା ଦିନ ଛୁଟି ନେବାକୁ ଅଫିସରେ ଦରଖାସ୍ତ ଦେଇଥାନ୍ତି। ହେଲେ ପାକିସ୍ତାନର ଜଣେ ରେଳବାଇ ଅଧିକାରୀ କିଛି ଭିନ୍ନ କାରଣକୁ ନେଇ ଲମ୍ବା ଅବଧିର ଛୁଟି ଦରଖାସ୍ତ କରିଛନ୍ତି । ଯାହାକି ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। (ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦରଖାସ୍ତ) ସୂଚନା ଅନୁସାରେ , ଜଣେ ଅଫିସର ୨ ବର୍ଷ ଅର୍ଥାତ ୭୩୦ […]
ପଶ୍ଚିମବଙ୍ଗ : ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । ଏହା ଭାଇ-ଭଉଣୀଙ୍କ ମଧ୍ୟରେ ନିଆରା ଅନୁଭବ ଆଣିଥାଏ। ସ୍ନେହପ୍ରୀତିର ରଜ୍ଜୁରେ ବାନ୍ଧିଥାଏ ରାଖୀ। ସେଥିପାଇଁ ପ୍ରତିବର୍ଷ ଭାଇର ହାତରେ ରାଖୀ ବାନ୍ଧିବାକୁ ଭଉଣୀଟିଏ ଅନେଇ ବସିଥାଏ। ହେଲେ ପଶ୍ଚିମବଙ୍ଗରେ ରାଖୀ ପୂର୍ଣ୍ଣିମା ଅବସରେ ମଣିଷ ଓ ହାତୀ ମଧ୍ୟରେ ଥିବା ନିଅାର ସମ୍ପର୍କର ଦୃଶ୍ୟ ସାମ୍ନାକୁ ଅାସିଛି। ହାତୀମାନଙ୍କ ସୁରକ୍ଷା ପାଇଁ ରାଖୀ ବାନ୍ଧିଛନ୍ତି ମହିଳା ମାନେ । ମହିଳାମାନେ ବିରାଟକାୟ ରାଖୀ ଅାଣି ପାଳିତ […]
ଭୁବନେଶ୍ୱର : ଜୁଲାଇ ୩ , ୨୦୧୭ । ଇଣ୍ଡିଅା ଟୁଡେର କଭରପେଜରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଶାସନିକ ଦକ୍ଷତା ପାଇଁ ମାଗାଜିନ୍ର ଲେଖାରେ ନବୀନଙ୍କୁ ମିଳିଥିଲା ଅନେକ ବାହାବା। ଅାଉ ବର୍ଷକ ପରେ ମାଗାଜିନର ସଦ୍ୟତମ ସଂସ୍କରଣରେ ‘ମୁଡ୍ ଅଫ ଦି ନେସନ’ ପୋଲ୍ର ସର୍ଭେ ରେଜଲ୍ଟ ଅନୁଯାୟୀ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍ କମୁଛି। ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଷଷ୍ଠ ସ୍ଥାନକୁ ଖସିଛନ୍ତି। ଏକ ନମ୍ବରରେ ଅଛନ୍ତି ମମତା ବାନାର୍ଜୀ। ସେହପିରି ପ୍ରଧାନମନ୍ତ୍ରୀ […]
ଗଜପତି : ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ। ହାତରେ ଖଣ୍ଡିଏ ବାଡି ସାହାଯ୍ୟରେ ବିପଦଜନକ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ। ଲୋକେ ଏଠି ବାଧ୍ୟ ହେଉଛନ୍ତି ଏଭଳି ଭାବେ ଯାତାୟତ କରିବାକୁ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗାଁ ଏବଂ ମୋହନା ବ୍ଲକ୍ର କମଳାପଦର ଗାଁଲୋକଙ୍କ ଦୁଖ ସାଜିଛି ବଡଝର ନଦୀ। ଟିକିଏ ପାଣି ବଢିଲେ ଅାଖପାଖ ଗାଁର ପାଖାପାଖି ୧୦ ହଜାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ […]
ବାଲେଶ୍ୱର: ଲଗାଣ ବର୍ଷାରେ ଗଙ୍ଗାହାର ନଦୀରେ ବନ୍ୟା ଆସିବା ଫଳରେ ବାଲେଶ୍ୱର ଜିଲ୍ଲା ରେମୁଣାର ଗାଙ୍ଗପୁରା ଗାଁର ଲୋକେ ପାଣି ଘେରରେ ଦିନ କାଟୁଛନ୍ତି। ଘରେ ଓ ବାହାରେ ସବୁଠି ପାଣି। ଲୋକମାନଙ୍କୁ କୌଣସି ଜରୁରୀ କାମ ପଡ଼ିଲେ ଅଣ୍ଟାଏ ପାଣି ଭିତରେ ପଶି ବାହାରକୁ ଯିବାକୁ ପଡ଼ୁଛି। ଗାଙ୍ଗପୁରା ଗାଁ ଏବଂ ତାହାର ଆଖପାଖ ଅଞ୍ଚଳକୁ ବନ୍ୟା ପାଣି ମାଡ଼ିଯାଇଛି। ଗାଁକୁ ଯାଇଥିବା ମାଟି ରାସ୍ତା ଓ ବିଲ ସବୁ ଏକାକାର ହୋଇଯାଇଛି। ଫଳରେ ଲୋକେ […]
ରାୟଗଡ଼ା(ମନୋଜ ପାତ୍ର): ବାଇକ ଚାଳକ ମାନଙ୍କ ପାଇଁ ଖୁସି ଖବର। ଦୁର୍ଘଟଣା ରୋକିବା ପାଇଁ ସକ୍ଷମ ହେବ ‘ସ୍ମାର୍ଟ ହେଲମେଟ୍’। ଏହି ହେଲମେଟକୁ ନପିନ୍ଧିଲେ ବାଇକ ଷ୍ଟାର୍ଟ ହେବନି କି ଚାଳକ ମଦ୍ୟପାନ କରିଥିଲେ ମଧ୍ୟ ଗାଡ଼ି ଷ୍ଟାର୍ଟ ହେବନି। ଏଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ହେଲମେଟ୍ ତିଆରି କରିଛନ୍ତି ରାୟଗଡ଼ାର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ଯାହାର ନାଁ ସେ ଦେଇଛନ୍ତି ‘ସ୍ମାର୍ଟ ହେଲମେଟ୍’। ରାୟଗଡ଼ା ଗାନ୍ଧି ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଜିଷ୍ଟର […]
ଭୁବନେଶ୍ୱର : ଏଣିକି ରାତି ୯ଟା ପରେ ସହରାଞ୍ଚଳ ଏବଂ ସଂଧ୍ୟା ୬ଟା ପରେ ଗ୍ରାମାଞ୍ଚଳ ଏଟିଏମ୍ରେ ଟଙ୍କା ଭର୍ତ୍ତି ହେବ ନାହିଁ। ଅାସନ୍ତା ଫେବୃୟାରୀ ୮ରୁ ଲାଗୁ ହେବ ଏହି ନିୟମ। ମାଓ ପ୍ରଭାବିତ ଅଂଚଳରେ ଅପରାହ୍ନ ୪ଟା ପରେ ଅାଉ ଟଙ୍କା ଭର୍ତ୍ତି ହେବ ନାହିଁ। ଏଥିସହ ଟଙ୍କା ନେଇଯାଉଥିବା ଗାଡ଼ିରେ ଦୁଇ ଜଣ ସୁରକ୍ଷାକର୍ମୀ ରହିବା ବାଧ୍ୟତାମୂଳକ । ବିଭିନ୍ନ ସ୍ଥାନରେ ଟଙ୍କା ନେଇ ଯାଉଥିବା ଗାଡ଼ି ଉପରେ ଅାକ୍ରମଣ ସହ ଏଟିଏମ୍ […]
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ବନ୍ୟାପ୍ରାଣୀ ସଂରକ୍ଷଣ ଅଭୟାରଣ୍ୟ ମଧ୍ୟରେ ଏବେ ଆନ୍ଥ୍ରାକ୍ସର ଭୟ। ଦୁଇ ଦିନ ତଳେ ବାଲୁଚୁଆଟାରେ ଗୋଟିଏ ଦିନରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହି ହାତୀ ମୃତ୍ୟୁର କାରଣ ଆନ୍ଥ୍ରାକ୍ସ ବୋଲି ବନ ବିଭାଗ ଅନୁମାନ କରିଛି। ତେବେ ଏହା ଆନ୍ଥ୍ରାକ୍ସ କି ନୁହେଁ ତାର କାରଣ ଜାଣିବା ପାଇଁ ହାତୀର ନମୂନା ପରୀକ୍ଷା କରିବା ଲାଗି କଟକ ନଖରାରେ ଥିବା ସ୍ପେଶାଲ୍ ଲାବୋରେଟୋରୀକୁ ପଠାଯାଇଛି। ତେବେ ଆନ୍ଥ୍ରାକ୍ସ […]
ଟେକ୍ କମ୍ପାନୀ ଗୁଗଲ୍ ନିଜର Gmailକୁ ସୁରକ୍ଷିତ ରଖିବା ପାଇଁ ଏକ ନୂଆ ଫିଚର ‘ କନ୍ଫିଣ୍ଡେସିୟଲ୍ ମୋଡ୍’ ଜାରି କରିଛି। ଏହାକୁ ଅନ୍ କରିବା ପରେ ଜଣଙ୍କର ଇ-ମେଲ୍କୁ ଅନ୍ୟ କେହି ପଢ଼ିପାରିବେ ନାହିଁ ଏବଂ ଏହା ସହ ସେଣ୍ଡର ମଧ୍ୟ ସ୍ଥିର କରିପାରିବ ଇମେଲ୍ରେ ଦିଆଯାଇଥିବା ଆଟାଚ୍ମେଣ୍ଟ ରିସିଭର ଡାଉନ୍ଲୋଡ୍ , ଫରୱାର୍ଡ ବା କପି କରିପାରିବ ନାହିଁ। ଏହି ଫିଚରକୁ ଡେକ୍ସଟପ୍ ଭର୍ସନ ସହ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ମଧ୍ୟ ଜାରି କରାଯାଇଛି। […]
ଜଣେ ଜନନାୟକ ଭାବେ ବେଶ୍ ଲୋକପ୍ରିୟ ଥିଲେ ଅଟଳ ବିହାରୀ ବାଜପେୟୀ। ଅନ୍ୟ ଦଳର ନେତା ବି ତାଙ୍କୁ ବେଶ୍ ସମ୍ମାନ କରୁଥିଲେ। ବାଜପେୟୀଙ୍କୁ ନେଇ ଏମିତି ଅନେକ କଥା ଅଛି, ଯାହାକି ଅନେକ ଲୋକ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏମିତି କିଛି ଅଜଣା ତଥ୍ୟ- ୧ – ନୈଷ୍ଠିକ ବ୍ରାହ୍ମଣ ବାଜପେୟୀ ବହୁତ ଅାମିଷପ୍ରିୟ ଥିଲେ। ତାଙ୍କର ପ୍ରିୟ ଅାମିଷ ଖାଦ୍ୟ ଥିଲା ଚିଙ୍ଗୁଡ଼ି ଏବଂ ଓଲ୍ଡ ଦିଲ୍ଲୀର କରିମ୍ ରେଷ୍ଟୁରାଣ୍ଟରେ […]
ତେଲକୋଇ(ଚିନ୍ମୟ କୁମାର ସାହୁ): ପାନୀୟ ଜଳ ପ୍ରକଳ୍ପ ଅଛି। ହେଲେ ପାଣି ମିଳୁନି। ଅନେକ ସ୍ଥାନରେ ନଳକୂଅ ଭାଙ୍ଗିରୁଜି ଯାଇଥିଲେ ବି ମରାମତି ହେଉନି। ଆଉ କେଉଁଠି ଅଧପନ୍ତରିଆ କାମ କରି ଠିକାଦାର ଛୁ ମାରିଛି। ତେଣୁ ଦୂଷିତ ଚୁଆ ପାଣି ହିଁ ଏକମାତ୍ର ଭରସା। ଏହି ପାଣି ପିଇ ରୋଗାକ୍ରାନ୍ତ ହେଉଥିଲେ ବି ଜାଣିଶୁଣି ଲୋକେ ଏଇ ଦୂଷିତ ପାଣି ପିଉଛନ୍ତି। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ। ଏହି ବ୍ଲକ୍ର ଶିବନାରାୟଣପୁର […]
ନୂଆଦିଲ୍ଲୀ: ଭାରତକୁ ସ୍ୱାଧୀନତା ଦିବସରେ ଲଣ୍ଡନର ମେଟ୍ରୋପଲିଟାଣ୍ଟ ପୁଲିସ୍ ପକ୍ଷରୁ ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରାଯାଇଛି। ବିହାରର ନାଳନ୍ଦାରେ ଥିବା ଏକ ସଂଗ୍ରାହଳୟରୁ ୬୦ ବର୍ଷ ପୂର୍ବେ ଚୋରି ହୋଇଥିବା ଏକ ବୁଦ୍ଧ ମୂର୍ତ୍ତିକୁ ଲଣ୍ଡନ ପୁଲିସ୍ ଭାରତକୁ ଫେରାଇ ଦେଇଛି। ଚାନ୍ଦିରେ ଖଞ୍ଜିତ ଏହି ବ୍ରୋଞ୍ଚ୍ ମୂର୍ତ୍ତି ୧୯୬୧ ରେ ନାଳନ୍ଦାରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସଂଗ୍ରହାଳୟରୁ ଚୋରୀ ହୋଇଥିବା ୧୪ ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ। A 12th […]
ନୂଆଦିଲ୍ଲୀ : ଆଜି ସାରା ଭାରତରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ସଭାପତି ଅମିତ ଶାହା ପତାକା ଉତ୍ତୋଳନ କରିଛନ୍ତି। ହେଲେ ଅମିତ ଶାହା ଆଜି ପତାକା ଉତ୍ତୋଳନ କରିବା ସମୟରେ ଅଡ଼ୁଆରେ ପଡ଼ିଯାଇଥିଲେ। କାରଣ ସେ ଯେତେବେଳେ ପତାକା ଉତ୍ତୋଳନ […]
କେନ୍ଦୁଝର: ବିପଦପୂର୍ଣ୍ଣ ଅବସ୍ଥାରେ ନଈ ପାର ହେଉଛନ୍ତ ସ୍କୁଲ୍ ପିଲା। ଟିକିଏ ଏପଟ ସେପଟ ହେଲେ ରହୁଛି ଜୀବନ ଯିବାର ଭୟ। ପ୍ରତ୍ୟେକ ଦିନ ହୁଲି ଡଙ୍ଗାକୁ ବାହି ନଦୀ ପାର୍ ହେଉଛନ୍ତି ପିଲା। ପାଠ ପଢି ଯିବାକୁ ଏମାନଙ୍କ ପାଖରେ ଏଇ ଡଙ୍ଗା ହିଁ ଏକମାତ୍ର ଚାରା। ବର୍ଷା ଦିନ ଆସିଲେ ପ୍ରାୟ ସମସ୍ତ ପିଲାଙ୍କ ବସ୍ତାନୀରେ ବନ୍ଧା ପଡିଯାଏ ଡୋରି। କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ ସାପଲାଞ୍ଜି ଗାଁରେ ସମାକୋଇ ନଦୀ ପାଲଟିଛି ଲୋକଙ୍କ […]
ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲା ଏବେ ଦେଶରେ ନୂଆ ସୁନା ଉତ୍ପାଦନକାରୀ ଜିଲ୍ଲା ଭବେ ପରିଗଣିତ ହେବ। କାରଣ ସେଠାରେ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଯାହାପରେ ସେହି ସ୍ଥାନର ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଖବର ଅନୁଯାୟୀ, ବିଦ୍ୟୁତ୍ ଓ କୋଇଲା ଉତ୍ପାଦନ ଭାବରେ ଜଣାଶୁଣା ସିଙ୍ଗ୍ରାଉଲି ଜିଲ୍ଲା ଖୁବ୍ ଶୀଘ୍ର ଚକମକ୍ ସୁନା ଉତ୍ପାଦନରେ ସାରା ଦେଶରେ ନିଜ ନାଁ କରିବାକୁ ଯାଉଛି। ସିଙ୍ଗ୍ରାଉଲି ଜିଲ୍ଲାରେ ଦୁଇଟି ସୁନା ଖଣି ସ୍ଥାପନ କରାଯାଇପାରିବ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସ ବଢ଼ିବାରେ ଲାଗିଛି। ଏଭଳି ସଙ୍କଟ ପରିସ୍ଥିତିରେ ଅନେକ ଲୋକ ଭଗବାନଙ୍କ ଦେବଦୂତ ସାଜି ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବୟସ୍କଙ୍କ ଠୁ ଆରମ୍ଭ କରି ଛୋଟ ପିଲାମାନେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀର ଦୁଇ ଯାଆଁଳା ଭଉଣୀ ଅସହାୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଦୁହିଁଙ୍କ ନାଁ ଆଶୀର(୧୬) ଓ ଆସିସ୍ କାନ୍ଧାରୀ(୧୬)। ଦୁହେଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା […]
ସୋନିପଥ: ପୁଣି ପୁଲିସ୍ ଉପରେ ଆକ୍ରମଣର ଖବର ଆସିଛି। ହରିଆଣାରୁ ଏହି ଦୁଃଖଦ ଖବର ଆସିଛି। ସୋନିପଥ ଜିଲ୍ଲାର ବୁଟାନା ପୋଲିସ ପାଟ୍ରୋଲିଂ କରିବାକୁ ଯାଇଥିବା ଜଣେ କନଷ୍ଟେବଲ ଓ ଏସପିଓ ରବିନ୍ଦ୍ରଙ୍କୁ କିଛି ବଦ୍ମାସ୍ ନିର୍ମମଭାବେ ହତ୍ୟା କରିଛନ୍ତି। ରାସ୍ତାରେ କିଛି ବଦ୍ମାସ୍ ମଦ୍ୟପାନ କରୁଥିଲେ। ଏନେଇ ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ପୋଲିସ ଅଧିକାରୀ ସେମାନଙ୍କୁ ମଦ୍ୟପାନ କରିବାକୁ ମନା କରିଥିଲା। ପରେ ପୋଲିସ ଓ ମଦ୍ୟପଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାଫଳରେ ମଦ୍ୟପମାନେ […]
ବରେଲି: ଭାରତରେ ୧୧୮ ବର୍ଷ ପରେ ଏକ ବିରଳ ପ୍ରଜାତିର ଅର୍କିଡ୍ ଫୁଲ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ବନ ଅଧିକାରୀ ତଥା ବନ୍ୟଜନ୍ତୁ ବିଶେଷଜ୍ଞମାନେ ଯାଞ୍ଚ ସମୟରେ Eulophia obtusa (ଇଉଲୋଫିଆ ଓବଟୁସା) ନାମକ ଏହି ଫୁଲକୁ ଦେଖିଥିଲେ। ଯାହା ଗ୍ରାଉଣ୍ଡ ଅର୍କିଡ ଭାବରେ ଜଣାଶୁଣା। IUCNର ରେଡ୍ ଲିଷ୍ଟରେ ଥିବା ବିରଳ ପ୍ରଜାତିର ବିଲୁପ୍ତ ଏହି ଉଦ୍ଭିଦ ଶେଷଥର ପାଇଁ ୧୯୦୨ ମସିହାରେ ଉତ୍ତର ପ୍ରଦେଶର ପିଲିବିଟ୍ରେ ଦେଖାଯାଇଥିଲା। ଇଂଲଣ୍ଡର କ୍ୟୁ […]
ପାଟନା: କରୋନା ମହାମାରୀ ଦିନକୁ ଦିନ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଜାରି କରାଯାଇଥିବା ଲକ୍ଡାଉନ୍ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯଦି କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ କରୁଛନ୍ତି, ତେବେ ସୀମିତ ଲୋକଙ୍କୁ ନେଇ କରାଯିବାକୁ କୁହାଯାଇଛି। ତଥାପି କିଛି ଅମାନିଆ ଏହିସବୁ ନିୟମକୁ ମାନୁନାହାନ୍ତି। ନିଜେ ଅସୁବିଧାରେ ପଡ଼ିବେ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ। କିନ୍ତୁ ଏବେ ଜଣେ ନବବଧୂଙ୍କ କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି। ଘଟଣାଟି […]
ପ୍ରଦୀପ ଭାରତୀ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ଦେବାକୁ ବାଧ୍ୟ। ଏହା ସହିତ ତ୍ରିରଙ୍ଗାର ଏକ ଖାସ୍ ପରିଚୟ ମଧ୍ୟ ରହିଛି। ଯେଉଁମାନେ ତ୍ରିରଙ୍ଗାକୁ ଅଧିକ ଭଲପାଆନ୍ତି, ସେମାନେ କେବେ ୨୬ ଜାନୁଆରୀ ୨୦୦୨କୁ ଭୁଲିବେ ନାହିଁ। କାରଣ ଏହି ଦିନ ଭାରତର ସାଧାରଣ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଯେ କୌଣସି ଦିନରେ ବି ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ମିଳିଥିଲା। ଏମିତି ନୁହେଁକି ପୂର୍ବରୁ ଲୋକମାନଙ୍କର ପତାକା ଉଡ଼ାଇବାର ଅଧିକାର ନଥିଲା। କ୍ଷମତା […]
ଛତିଶଗଡ: କଥାରେ ଅଛି ଯେତେବେଳେ କୌଣସି ଜିନିଷକୁ ଆମେ ହୃଦୟର ସହିତ କରିବାକୁ ଚାହୁଁଛେ, ସେତେବେଳେ ତୁମ ବାଟରେ କୌଣସି ପ୍ରତିବନ୍ଧକ ଆସିପାରିବ ନାହିଁ। ଏହିପରି ଗୋଟିଏ କାହାଣୀ ହେଉଛି ଛତିଶଗଡରେ ରହୁଥିବା ଗୋକରନ ପାଟିଲଙ୍କ। ଗୋକରନ ପାଟିଲ ଜନ୍ମରୁ ହିଁ ଦିବ୍ୟାଙ୍ଗ। ତାଙ୍କର ଦୁଇଟି ଯାକ ହାତ ନାହିଁ। ଅନ୍ୟପକ୍ଷରେ ଗୋକରନ ପାଟିଲଙ୍କ ପିଲାଦିନରୁ ଚିତ୍ର ଆଙ୍କିବାକୁ ଭଲ ପାଉଥିଲେ। ହାତ ନଥିବା ସତ୍ତ୍ୱେ ବି ଚିତ୍ରକର ହେବାର ସ୍ୱପ୍ନକୁ ସେ ଭାଙ୍ଗିନଥିଲେ। ତା’ପରେ ସେ […]
ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ କରୋନା ଭାଇରସ ରୋଗୀଙ୍କ ଶେଷ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଦୁଃଖରେ ମ୍ରିୟମାଣ ହେଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣଙ୍କ ତାଙ୍କ ବାପାଙ୍କ ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଜଣାପଡୁଛି, ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଦୁଃଖର ବିଷୟ ବ୍ୟକ୍ତିଙ୍କୁ ତିନି ଘଣ୍ଟା ଧରି ଅକ୍ସିଜେନ୍ ଦିଆଯାଇ ନଥିଲା। ଯାହାଫଳରେ ତାଙ୍କର […]
ଚେନ୍ନାଇ: ତାମିଲନାଡୁର ମାମଲାଲାପୁରମରେ ଜଣେ ମହିଳା ଚିକେନ୍ ବିରିୟାନୀ ଖାଇବାକୁ ନେଇ ଆତ୍ମହତ୍ୟା କରିଛନ୍ତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ମହିଳା ଜଣଙ୍କ ଚିକେନ୍ ବିରିୟାନୀ ଖାଇବା ପାଇଁ ତାଙ୍କ ସ୍ୱାମୀକୁ କହିଥିଲେ। କିନ୍ତୁ ସ୍ୱାମୀ ଚିକେନ୍ ବିରିୟାନୀ ନଆଣିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାଁ ସୌମ୍ୟା(୨୮)। ତାଙ୍କ ସ୍ୱାମୀଙ୍କ ନାଁ ମନୋହରନ୍(୩୨)। ପୋଲିସର କହିବା ଅନୁଯାୟୀ, ସୌମ୍ୟା ଓ ତାଙ୍କ ସ୍ୱାମୀ ମନୋହରନ ଦୁହେଁ ମୂର୍ତ୍ତି […]
କେନ୍ଦୁଝର/ବାରିପଦା: ରାସ୍ତା ଗୋଟିଏ, ହେଲେ ଫଳକ ଲାଗିଛି ଦୁଇଟି। ଗୋଟିଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର, ଆଉ ଗୋଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ନାଁରେ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଦୁର୍ଗମ ଗାଁ ତମାଙ୍ଗକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତା ପାଇଁ ଦୁଇଟି ଫଳକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ୩ କିଲୋମିଟର ୫୦୦ ମିଟର ରାସ୍ତା ପାଇଁ ଗତବର୍ଷ ଡିସେମ୍ବର ୭ରୁ କାମ ଆରମ୍ଭ ହୋଇ ୨୦୧୮ ସେପେମ୍ବର ୬ରେ […]