ଅହମ୍ମଦାବାଦ୍: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ରେ ଏକାଠି ହେଲେ ବିଶ୍ୱର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଏବଂ ନରେନ୍ଦ୍ର ମୋଦି। ଅହମଦାବାଦ୍ ମୋଟେରା ଷ୍ଟାଡିୟମ୍ରେ ଆଜି ଆୟୋଜିତ ହୋଇଥିଲା ଐତିହାସିକ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପତ୍ନୀ ମେଲାନିଆ ଝିଅ ଇଭାଙ୍କା ସାମିଲ ହୋଇଥିଲେ। ଟ୍ରମ୍ପ ପରିବାରକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା କରାଯାଇଥିଲା। ବିମାନ ବନ୍ଦରରୁ ବିମାନ ବନ୍ଦରରୁ ସାବରମତୀ ଆଶ୍ରମ ଏବଂ ସେଠାରୁ ମୋଟେରା ଷ୍ଟାଡିୟମ…ଟ୍ରମ୍ପଙ୍କୁ ସ୍ୱାଗତ […]
ନୂଆଦିଲ୍ଲୀ: ବଲିଉଡ ଆକ୍ଟ୍ରିସ୍ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ବିତି ଗଲାଣି। ୨୦୧୮ରେ ଦୁବାଇର ଏକ ହୋଟେଲରେ ଶ୍ରୀଦେବୀଙ୍କର ଅକସ୍ମାତ ମୃତ୍ୟୁ ହୋଇଥିଲା। ଶ୍ରୀଦେବୀଙ୍କର ଦ୍ୱିତୀୟ ପୁଣ୍ୟତିଥିରେ ଝିଅ ଜାହ୍ନବୀ କପୁର ତାଙ୍କର ଏକ ପୁରୁଣା ଫଟୋ ଇନ୍ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ମା’ଙ୍କ ସହ ପିଲାଦିନର ଏକ ଫଟୋ ଶେୟାର କରି ଲେଖିଛନ୍ତି ‘ପ୍ରତିଦିନ ତୁମକୁ ମନେ ପକାଉଛି’। ଜାହ୍ନବୀଙ୍କର ଏଇ ଇମୋଶନାଲ ଫଟୋ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି। ଜାହ୍ନବୀଙ୍କର ଏହି ପୋଷ୍ଟରେ […]
ଅହମଦାବାଦ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ବାହାରି ଟ୍ରମ୍ପ ସାବରମତୀ ଆଶ୍ରମରେ ପହଞ୍ଚି ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଭିଜିଟର ବୁକ୍ରେ ନିଜର ବାର୍ତ୍ତା ଲେଖିଥିଲେ ଡୋନାଲ୍ଡ ଟ୍ରମ୍ପ। ପରେ ଟ୍ରମ୍ପ ପତ୍ନୀ ମେଲାନିଆଙ୍କ ସହ ଗାନ୍ଧିଜୀଙ୍କ ଚରଖା ଚଲେଇଥିଲେ। ଚରଖା ଚଲାଇବା ସମୟରେ ଟ୍ରମ୍ପ ଅନେକ କଥା ପଚାରି ବୁଝୁଥିଲେ ଏବଂ ଚରଖା ବିଷୟରେ ଶୁଣି ଖୁସି ହେଉଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ଥିଲେ। ଟ୍ରମ୍ପ ସାବରମତୀ ଆଶ୍ରମ […]
ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଅହମ୍ମଦାବାଦ୍ରେ ଏବେ ଉତ୍ସବର ମାହୋଲ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ମୋଟେରା ଷ୍ଟାଡିୟମ ପର୍ଯ୍ୟନ୍ତ ସହର ଯେମିତି ନବବଧୂ ପରି ସଜେଇ ହୋଇଛି। ମଝିରେ ମଝିରେ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର, ହୋଡିଙ୍ଗସ୍ ଲାଗିଛି। ରାସ୍ତା ରେ ନର୍ତ୍ତକୀଙ୍କ ନୃତ୍ୟରେ ସହରର ଦୃଶ୍ୟ ଥିଲା ଅତ୍ୟନ୍ତ ମନୋହର। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡ଼ି କରାଯାଇଥିଲା। ସ୍ୱତନ୍ତ୍ର […]
ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାର ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଛନ୍ତି । ଏୟାରଫୋର୍ସ ୱାନ୍ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଞ୍ଚିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ବିପୁଳ ସମ୍ବର୍ଦ୍ଧନା ସହ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ବ୍ୟାକୁଳତାର ଏକ […]
ବେଜିଂ:ଚୀନରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍ରେ ରବିବାର ପୁଣି ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫୯୨ରେ ପହଞ୍ଚିଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର କହିବା ଅନୁଯାୟୀ ମୃତ ୧୫୦ ଜଣଙ୍କ ମଧ୍ୟରୁ ୧୪୯ ଜଣଙ୍କ ମୃତ୍ୟୁ ହୁବେଇ ସହରରେ ହୋଇଛି। ଗତକାଲି ନୂଆ ୪୦୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଭାଇରସ୍କୁ ନେଇ ଦକ୍ଷିଣ କୋରିଆରେ ମଧ୍ୟ ଆତଙ୍କ ଖେଳି ଯାଇଛି। ଏଠାରେ କରୋନା ଭାଇରସ୍ରେ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ପୁଣି ଥରେ ମା’ ହୋଇଛନ୍ତି। ଗତ ୧୫ ତାରିଖ ଦିନ ସରୋଗେସି ପ୍ରକ୍ରିୟାରେ ସେ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ୍ କରି ଶିଳ୍ପା ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ଫଟୋରେ ତାଙ୍କ କୁନି ଝିଅର କେବଳ ହାତଟି ହିଁ ଦେଖାଯାଉଛି। ତାଙ୍କର ଏକ ଆଙ୍ଗୁଳିରେ କୁନି ଝିଅର ପାପୁଲି ରହିଛି। ଫଟୋଟିକୁ ଶେଆର କରି ଶିଳ୍ପା ଲେଖିଛନ୍ତି- ଆମ ପ୍ରାର୍ଥନାର ଫଳ […]
ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ସୁରକ୍ଷା କର୍ମୀ ଏଠାକାର ମାଙ୍କଡ଼ଙ୍କ ଦୌରାତ୍ମ୍ୟକୁ ନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସୁରକ୍ଷା ସଂସ୍ଥା ୫ଟି ହନୁ ମାଙ୍କଡ଼ଙ୍କ ନିୟୋଜିତ କରିବ। ଏମାନେ ଟ୍ରମ୍ପଙ୍କ କନଭୟର ଆଗେ ଆଗେ ମାଙ୍କଡ଼ଙ୍କ ମୁକାବିଲା କରିବେ। ଆସନ୍ତା ଫେବୃଆରୀ ୨୪ରେ ପତ୍ନୀ ମେଲାନିଆଙ୍କ ସହ ଟ୍ରମ୍ପ ତାଜମହଲ ଯିବେ। ଏଥିପାଇଁ କଡ଼ା ସୁରକ୍ଷାର ଅବଲମ୍ବନ କରାଯାଇଛି। […]
ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଆଗ୍ରା ଗସ୍ତ କରିବେ। ଆଗ୍ରାରେ ଟ୍ରମ୍ପ ଏବଂ ପତ୍ନୀ ମେଲାନିଆଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତି ପର୍ବରେ ଯୋଡ଼ି ହୋଇଛି ନୂଆ ଜିନିଷ ।ସହରରେ ପାଦ ଦେବା ପରେ […]
ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍କେ ଇଣ୍ଟରନ୍ୟାଶ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡସ୍- ୨୦୨୦’ । ଏଥିରେ ବାଜି ମାରିଛି ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ’ସୁପର ୩୦’। ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥିସହ ଏଥିରେ ଦିବ୍ୟଙ୍କା ତ୍ରିପାଠୀଙ୍କୁ ଶ୍ରେଷ୍ଠ ଟେଲି ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଆଉ କେଉଁମାନେ କେଉଁ ବର୍ଗରେ ଏହି ପୁରସ୍କାର ପାଇଛନ୍ତି, ଦେଖି ନିଅନ୍ତୁ। ମୋଷ୍ଟ ପ୍ରୋମିସିଂ […]
ନୂଆଦିଲ୍ଲୀ: ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଛି। ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ ସାମଞ୍ଜସ୍ୟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଏହି କରୋନା ଭାଇରସ ୨ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ୭୭ ହଜାରରୁ ଅଧିକ ଲୋକ […]