ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ଡ୍ରେସ୍ ଷ୍ଟାଇଲ୍, କଲର ସବୁ କିଛି ନିଆରା। ଆଉ ବେଶ ଆଟ୍ରାକ୍ଟିଭ୍ ବି। ନିଜର ଏଇ ନିଆରା ଲୁକ୍, ହଟ୍କେ ଷ୍ଟାଇଲ୍ ପାଇଁ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ। ଏବେ ପ୍ରିୟଙ୍କା ଧରୁଥିବା ପର୍ସକୁ ନେଇ ସୋଶାଲ ମିଡିଆରେ ଚାଲିଛି ଚର୍ଚ୍ଚା। କୁହାଯାଏ ପ୍ରିୟଙ୍କା ଯାହା ପିନ୍ଧନ୍ତି ମହଙ୍ଗା ହିଁ ପିନ୍ଧନ୍ତି। କିନ୍ତୁ ଏତେ ମହଙ୍ଗା ! ଶୁଣିଲେ ହୋସ୍ ଉଡ଼ିଯିବ। ସେ ଧରୁଥିବା ପର୍ସର ଦାମ୍ କେତେ ଜାଣନ୍ତି ? ଏବେ […]
ଭୋପାଳ: ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର। ଚାରିଜଣ କଂଗ୍ରେସ ବିଧାୟକଙ୍କ ସହ ଆଉ ଚାରି ଜଣ ସ୍ୱାଧୀନ ବିଧାୟକଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ରଖାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପିର ଜଣେ ମନ୍ତ୍ରୀ ସେମାନଙ୍କୁ ବଳପୂର୍ବକ ରଖିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରୁ ମଧ୍ୟରାତି ଯାଏ ମଧ୍ୟ ପ୍ରଦେଶରେ ଏପରି ରାଜନୀତିକ ଡ୍ରାମା ଚାଲିଥିଲା। କମଳନାଥ ସରକାର ପ୍ରତି ଆସିଥିବା ଏହି ବିପଦ ପାଇଁ ଦଳ ବିଜେପିକୁ ଦାୟୀ କରିଛି। ବିଜେପି ଘୋଡ଼ା […]
ନୂଆଦିଲ୍ଲୀ: ଦରଦି ମଣିଷ ପାଖରେ ବୟସ ହାର ମାନିଯାଏ। ସମୟ ତା ଚେହେରାରେ ବାର୍ଦ୍ଧକ୍ୟର ଛାପ ଛାଡ଼ି ପାରେ ନାହିଁ। କାହାର ଦୁଃଖ ଦେଖିଲେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ସେ ବାହାରି ଆସେ ଅନ୍ୟ ଆଖିର ଲୁହ ପୋଛିବା ପାଇଁ। ସେ ସମୟରେ ସେ ଚିନ୍ତା କରିପାରେ ନାହିଁ କ’ଣ ହେବ ? ଠିକ୍ ଏମିତି କିଛି ଘଟିଛି ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କ ସହ। ବୃଦ୍ଧ ଜଣକ ନିଜ ଜୀବନକୁ ବାଜି […]
ଇସ୍ଲାମ୍ବାଦ:ଚାଲିଥିଲା ଆଲୋଚନା। ଏକଦମ୍ ସରଗରମ ଆଲୋଚନା ତାହା ପୁଣି ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍ ଖାନଙ୍କୁ ନେଇ । ଟିଭି ସ୍କ୍ରିନ୍ରେ ସିଧା ପ୍ରସାରଣ ହେଉଥିଲା। ହଠାତ୍ ଇମ୍ରାନ୍ଙ୍କ ସମାଲୋଚନା କରୁ କରୁ ଚେୟାର ଉପରୁ ଗଡ଼ିପଡିଲେ ପାନେଲିଷ୍ଟ। ଯାହାର ଭିଡିଓ ଭାଇରାଲ ହୋଇଛି। ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ‘ଦୁନିଆ ନ୍ୟୁଜ୍’ ରେ ଲାଇଭ ଡିବେଟ ଚାଲିଥିଲା। ଏହାର ଏକ ଛୋଟ କ୍ଲିପ୍ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ଏହାକୁ ନେଇ ବେଶ ସମାଲୋଚନା କରିଛନ୍ତି। […]
ନୂଆଦିଲ୍ଲୀ:କରୋନା ଭାଇରସ ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। କେତେକ ଅତ୍ୟାବଶ୍ୟକୀୟ ଔଷଧ ଶେଷ ହୋଇଯିବାକୁ ବସିଛି। ଏମିତି ସମୟରେ ଔଷଧ ପ୍ରସ୍ତୁତି ପାଇଁ ଚୀନରୁ ଆସୁଥିବା କଞ୍ଚାମାଲ ପହଞ୍ଚିବାରେ ସମସ୍ୟା ଦେଖାଦେଇଛି। ତେଣୁ ଦେଶରେ ଆଗକୁ ଯେପରି ଔଷଧର ଅଭାବ ଦେଖା ନ ଦେବ ସେଥିପାଇଁ ୨୬ଟି ଔଷଧ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]
ନୂଆଦିଲ୍ଲୀ:ଦିଲ୍ଲୀର ଉତ୍ତରପୂର୍ବ ଇଲାକାରେ ହିଂସା ବ୍ୟାପୁଛି। ଏହି ହିଂସାରେ ସ୍ଥାନୀୟ ଅପରାଧୀଙ୍କ ଭୂମିକା ବେଶି ରହୁଛି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଚିହ୍ନଟ କରିସାରିଲାଣି। ଅନେକଙ୍କୁ ଗିରଫ ମଧ୍ୟ କରିଛି। ଏହି ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଶାହରୁଖ। ମହମ୍ମଦ ଶାହରୁଖ। ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍ତକୁ ବନ୍ଧୁକ ଦେଖାଇଥିଲା। ସେତିକି ନୁହେଁ, ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା। ମଙ୍ଗଳବାର ଉତ୍ତରପ୍ରଦେଶର ଶମିଲଠାରୁ ପୁଲିସ୍ ଶାହରୁଖ୍କୁ ଗିରଫ […]
ନୂଆଦିଲ୍ଲୀ: ଚାଇନାରେ ମହାମାରୀରେ ରୂପ ନେଇଥିବା କରୋନା ଭାଇରସ୍ ଏବେ ନଏଡାରେ ପହଞ୍ଚିଲାଣି। ଭୟରେ ମଙ୍ଗଳବାର ସହରର ଦୁଇଟି ଘରୋଇ ବିଦ୍ୟାଳୟ ବନ୍ଦ ହେବା ସହ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କାରଣ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରଙ୍କ ପିତା କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏପରି ପଦକ୍ଷେପ ନିଆଯାଇଛି । ତେବେ ବୋର୍ଡ ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିବା ଅନୁଯାୟୀ, ନୋଏଡାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ […]
ନୂଆଦିଲ୍ଲୀ: ସଂସଦରେ ସୁରକ୍ଷା ଆଲର୍ଟ । ଗେଟ ନମ୍ବର-୧ରେ ଏକ କାର ସିକ୍ୟୁରିଟି ବାରିୟରକୁ ଛୁଇଁବାରୁ ଗେଟ୍ ତଳ ରାସ୍ତାରେ ଥିବା ସୁରକ୍ଷା ସ୍ପାଇକ ସଚଳ ହୋଇଯାଇଥିଲା। ଫଳରେ ସଂସଦ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା କାର ଟି ଅଟକିଯିବା ସହ ଗାଡ଼ିର ଟାୟାର ପଂକ୍ଚର ହୋଇଯାଇଛି । ମଙ୍ଗଳବାର ବିଜେପି ସାଂସଦ ବିନୋଦ କୁମାର ସୋନକର ଯାଉଥିବାବେଳେ ସଂସଦ କମ୍ପ୍ଲେକ୍ସର ଗେଟ୍ ନମ୍ବର-୧ରେ ରଖାଯାଇଥିବା ବୁମ୍ ପ୍ରତିବନ୍ଧକରେ ହଠାତ୍ କାରଟି ବାଜି ଯାଇଥିଲା। ଫଳରେ ଫାଟକରେ […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ସବୁଠାରୁ ଆକ୍ଟିଭ୍ ନେତାଙ୍କ କଥା କହିଲେ ମନକୁ ଆସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଦ୍ୱିତୀୟ ରାଜନେତା ଯାହାଙ୍କର ଅଛନ୍ତି ସର୍ବାଧିକ ଫଲୋଅର। ସବୁବେଳେ ଡିଜିଟାଲ୍ ଇଣ୍ଡିଆର ନାରା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଲୋକମାନଙ୍କୁ ସୋଶାଲ୍ ମିଡିଆ ବ୍ୟବହାର କରିବାକୁ କିମ୍ବା ଫଟୋ ଅପ୍ଲୋଡ୍ କରିବାକୁ ମଧ୍ୟ କୁହନ୍ତି। ତେବେ ସେ ସୋଶାଲ ମିଡିଆରୁ ବିଶ୍ରାମ ନେବେ ବୋଲି ଘୋଷଣା କରି […]
ନୂଆଦିଲ୍ଲୀ: ଦିଲ୍ଲୀ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ବେଳେ ହିଂସା। ଗୋକୁଲପୁରୀରେ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଯାଇ ଜଣେ ପୁଲିସ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ପୋଲିସ ଅଧିକାରୀଙ୍କ ନାମ ରତନ ଲାଲ ବୋଲି ଜଣାପଡ଼ିଛି। ଏଥି ସହତ ଜଣେ ଡିସିପି ଅମିତ ଶର୍ମା ଏବଂ ଜଣେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। ରବିବାର ରାତିରେ ଜାଫରାବାଦ ଏବଂ ମୌଜପୁରରେ ହିଂସା ହୋଇଥିବା ସୂଚନା ରହିଛି। ଆନ୍ଦୋଳନକାରୀ ରାସ୍ତା ବନ୍ଦ […]