• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

g 20--
ଆର୍ଜେଣ୍ଟିନାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ

ଅାର୍ଜେଣ୍ଟିନା : ଜାପାନ ଓ ଅାମେରିକା ସହ ଭାରତର ସମ୍ପର୍କ ଅଧିକ ସୁଦୃଢ଼ ହେଉଛି। ଅାଗକୁ ମଧ୍ୟ ଏହି ସମ୍ପର୍କ ଅାଗକୁ ବଢ଼ିବ। ଅାର୍ଜେଣ୍ଟିନାରେ ଅାୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରି-ପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ପିଏମ୍ ‘ଜୟ’ର କଥା କହିଛନ୍ତି। ଜୟ ଅର୍ଥାତ ଜାପାନ-ଅାମେରିକା ଓ ଇଣ୍ଡିଅା  ଜି-୨୦ ଶିଖର ସମ୍ମିଳନୀ ଅବସରରେ ଜାପାନ ରାଷ୍ଟ୍ରପତି ସିଞ୍ଜୋ ଅାବେ ଏବଂ ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

ranji
ରଣଜୀ ଟ୍ରଫି : ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କଲା

ଭୁବନେଶ୍ୱର : ଚଳିତ ରଣଜୀ ସିଜିନର ଦ୍ୱିତୀୟ ବିଜୟ ହାସଲ କଲା ଓଡ଼ିଶା। ଚତୁର୍ଥ ଲିଗ୍ ମ୍ୟାଚରେ ତ୍ରିପୁରାକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା।  ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ଲଢ଼ୁଅା ବ୍ୟାଟିଂ ବଳରେ ଓଡ଼ିଶା ତ୍ରିପୁରାକୁ ୫ ୱିକେଟରେ ପରାସ୍ତ କରିଛି। ତ୍ରିପୁରା ପ୍ରଥମ ଇଂନିସରେ ୧୨୨ ରନ କରିଥିବା ବେଳେ ଦ୍ୱିତୀୟ ଇଂନିସରେ ୩୦୪ କରି ଅଲଅାଉଟ ହୋଇଯାଇଥିଲା। ଏହାର ଜବାବରେ ଓଡ଼ିଶା ପ୍ରଥମ ଇଂନିସରେ ୨୧୨ ଓ […]

ajaruddin
ନିର୍ବାଚନ ପୂର୍ବରୁ ଅାଝାରୁଦ୍ଦିନଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଅାର ପୂର୍ବତନ ଅଧିନାୟକ ତଥା ପୂର୍ବତନ ସାଂସଦ ମହମ୍ମଦ ଅାଝାରୁଦ୍ଦିନଙ୍କୁ ତେଲେଙ୍ଗାନା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଅାଯାଇଛି। ନିର୍ବାଚନ ପୂର୍ବରୁ ଅାଝାରୁଦ୍ଦିନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ଦଳରେ ତାଙ୍କର ପ୍ରାଧାନ୍ୟ ବଢ଼ାଇଥିବା କୁହାଯାଉଛି। ଅାଝାରୁଦ୍ଦିନ ୨୦୦୯ରେ ଉତ୍ତରପ୍ରଦେଶର ମୋରାଦାବାଦରୁ ଲୋକସଭାକୁ ବିଜୟୀ ହୋଇଥିଲେ। ହେଲେ ୨୦୧୪ରେ ରାଜସ୍ଥାନର ଟଙ୍କ-ସୱାଇ ଅାସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ଅାଝାରୁଦ୍ଦିନ। ତେବେ ୨୦୧୯ ନିର୍ବାଚନରେ ସେ ତେଲେଙ୍ଗାନାର ସିକନ୍ଦରାବାଦ ଅାସନରୁ ନିର୍ବାଚନ […]

farmer 3
ଜୋର୍ ହେଲା କୃଷି ଋଣ ଛାଡ଼ ଦାବି

ନୂଆଦିଲ୍ଲୀ  : ରାଜଧାନୀର ରାଜରାସ୍ତାରେ ଚାଷୀ। ନିଜର ହକ୍ ପାଇଁ ଚାଲିଛି ଲଢେଇ। ଚାଷୀ ଅାନ୍ଦୋଳନର ଦ୍ୱିତୀୟ ଦିନରେ ଦିଲ୍ଲୀରେ କୃଷକଙ୍କ ଗର୍ଜନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ଦେଶର କୃଷକ। କିଶାନ ମୁକ୍ତି ମୋର୍ଚ୍ଚାର ବିଭିନ୍ନ ରାଜ୍ୟ ସଂଗଠନ ଶୁକ୍ରବାର ସରକାର ବିରୋଧୀ ନାରା ଦେବା ସହ ହକ୍ ପ୍ରଦାନ ପାଇଁ ଦାବି କରିଛନ୍ତି। ହଜାର ହଜାର ଚାଷୀ ରାଲି କରି ସଂସଦ ଅଭିମୁଖେ ବାହାରିଥିଲେ। ଏମ୍ଏସ୍‌ପିରେ ଦେଢ଼ଗୁଣା ବୃଦ୍ଧି, […]

robert-up
ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ

ନୂଆଦିଲ୍ଲୀ : ବ୍ୟବସାୟୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ୨୦୧୨ ଜମି ଦୁର୍ନୀତି ମାମଲାରେ ସମନ ଜାରି କରାଯାଇଥିବା ଜଣାପଡ଼ିଛି। ୨୦୧୨ରେ  ହରିଅାଣାର ଗୁରୁଗ୍ରାମରେ ବେଅାଇନ ଭାବେ ଓ ଅତି ନିମ୍ନ ଦରରେ ରବର୍ଟ ଭଦ୍ରା ଜମି କିଣିଥିବା ନେଇ ଅଭିଯୋଗ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ତାଙ୍କୁ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୧୨ରେ ହୁଡା ମୁଖ୍ୟମନ୍ତ୍ରୀ ଥିବାବେଳେ […]

puri
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

ନୂଆଦିଲ୍ଲୀ  : ଶ୍ରୀମନ୍ଦିର ସଂସ୍କାର ଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅାମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ୱରୁ ଅବ୍ୟାହତି ମିଳିଛି। ସୁବ୍ରମଣ୍ୟମଙ୍କ ଅବ୍ୟାହତି ଅାବେଦନକୁ ଅାଜି ସୁପ୍ରିମ୍‌କୋର୍ଟ ଗ୍ରହଣ କରିଛନ୍ତି। ଅାଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ ଗୋପାଳ ସୁବ୍ରମଣ୍ୟମଙ୍କ ଅାବେଦନକୁ ଗ୍ରହଣ କରି ତାଙ୍କୁ ଅାମିକସ୍‌ କ୍ୟୁରି ଦାୟିତ୍ୱରୁ ମୁକ୍ତ କରିଛନ୍ତି। ଏହାସହ ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତି ଶୁଣାଣି ଅାସନ୍ତା ଜାନୁଅାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। […]